Browsing Tag

tamilnadu

ତାମିଲନାଡ଼ୁ: କାଞ୍ଚିପୁରମ୍ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଜଳି ପାଉଁଶ ହୋଇଗଲେ ୬ ଶ୍ରମିକ

ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। କାଞ୍ଚିପୁରମ ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଜିଲ୍ଲାର କୁରୁଭିମଲାଇ ଗ୍ରାମରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ…

ହଜାର ବର୍ଷ ପୁରୁଣା ଭାରତର ଏହି ଐତିହାସିକ ମନ୍ଦିିରର କାହାଣୀ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ହଜାର ବର୍ଷ ପୁରୁଣା ଭାରତର ଏହି ପୁରୁଣା ମନ୍ଦିର। ଯାହାର ରହସ୍ୟ ଆଜି ଯାଏ ଜଣାପଡ଼ା ନାହିଁ। ଭାରତର ମନ୍ଦିର ଓ ତୀର୍ଥ ସ୍ଥଳ ର ଦେଶ କୁହାଯାଏ। ଏଠାରେ ପାଖାପାଖି ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ମନ୍ଦିର ରହିଛି। ଏହାର କାରଣ ଏହା ଯେ ଭାରତର ଲୋକେ ଈଶ୍ୱର ବିଶ୍ୱାସୀ। ଏହାସହ ପ୍ରତ୍ୟେକ…

ପୁଣି ଦାଦନ ଦୁଃଖ, ମୋହନାର ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ହତ୍ୟା

ମୋହାନ(କେନ୍ୟୁଜ୍): ଗଜପତି ମୋହନା ଅଞ୍ଚଳରେ ଥମୁନି ଦାଦନ ଦୁଃଖ । ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା ।କେବେ ହାତ ପାପୁଲି କଟାଯାଉଛି ତ କେବେ ଦିଆଯାଇଛି ଶାରୀରିକ ମାନସିକ ନିର୍ଯ୍ୟାତନା । ଆଉ ଏବେ ଆସିଛି ତାଠୁ ବଡ଼ ସାଂଘାତିକ ଅଭିଯୋଗ । ମାଡ଼ ମାରିବା ସମୟରେ ସଂପର୍କିୟଙ୍କୁ ଭିଡିଓ କଲ୍ କରି…

ନୃଶଂସ ସ୍ୱାମୀ ! ବିଚ୍‌ ରାସ୍ତାରେ ପତ୍ନୀକୁ ୭ ଥର ଛୁରୀ ଭୁସି କଲା ହତ୍ୟା, ସିସିଟିଭି ଫୁଟେଜରେ ହେଲା କଏଦ

ତାମିଲନାଡୁର ଭେଲୋରରୁ ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ବିଚ୍‌ ରାସ୍ତାରେ ଜଣେ ଯୁବକ ନିଜ ପତ୍ନୀଙ୍କୁ ଛୁରୀ ମାରିଥିଲେ । ଆଖପାଖରେ ଅନେକ ଲୋକ ରହିଥିଲେ କିନ୍ତୁ କେହି ବି ସାହାଯ୍ୟ କରିନଥିଲେ । ସମସ୍ତେ ଏପରି କାଣ୍ଡ ଦେଖୁଥିଲେ । ଯାହାର ଭିଡିଓ ସିସିଟିଭରେ କଏଦ ହୋଛି। ଘଟଣା…

ତାମିଲନାଡୁ ଜଙ୍ଗଲରେ ଅଛି ଏମିତି ଏକ ଗଛ, କାଟିଲେ ବାହାରୁଛି ଥରକେ ଏକଲିଟର ପାଣି, ଲୋକେ ପାଣି ପିଇ ମେଣ୍ଟାଉଛନ୍ତି ଶୋଷ

ଭଗବାନଙ୍କ ସୃଷ୍ଟି ପୃଥିବୀ ସତରେ ବଡ଼ ବିଚିତ୍ର। ଏଠାରେ ସବୁ ଜିନିଷ ରହିଛି। ଏହାକୁ କେବଳ ଲୋକ ଲୋଚନକୁ ଆଣିବାର ଆବଶ୍ୟକତା ରହିଛି। ଏବେ କିଛି ପରିବେଶବିତ୍‌ ସେଭଳି ଏକ ଗଛ ବିଷୟରେ ପତ୍ତା କରିଛନ୍ତି, ଯାହାକୁ କାଟି ଦେଲେ ବାହାରୁଛି ପାଣି।ସେ ବି ବୁନ୍ଦାଏ କି ଦୁଇ ବୁନ୍ଦାଏ ନୁହେଁ ଥରକରେ…

ତାମିଲନାଡ଼ୁରେ ମାଣ୍ଡୋସ୍‌ର ତାଣ୍ଡବ: ଭାଙ୍ଗି ଦେଇଛି ଶତାଧିକ ଘର, ୪ ଜଣଙ୍କ ନେଇଛି ଜୀବନ

କେନ୍ୟୁଜ୍(ବ୍ୟୁରୋ): ତାମିଲନାଡ଼ୁରେ ମାଣ୍ଡୋସ୍‌ର ତାଣ୍ଡବ । ୪ ଜଣଙ୍କ ଜୀବନ ନେଇଛି ବାତ୍ୟା। ପବନ ସାଙ୍ଗକୁ ଭୀଷଣ ବର୍ଷା ଆଣିଛି ବାତ୍ୟା ମାଣ୍ଡୋସ । ଶହଶହ ଗଛ ଉପାଡ଼ି ଦେଇଛି । ଘର ଭାଙ୍ଗିଛି। ଶୀତ ଦିନେ ଜଳାର୍ଣ୍ଣବ ହୋଇଛି ସହର । ଆନ୍ଧ୍ର ପ୍ରଦେଶରେ ମଧ୍ୟ ଭୀଷଣ କର୍ଷା କରିଛି ମାଣ୍ଡୋସ୍‌ ।…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ର‍୍ୟାମ୍ପ୍‌ ଓ୍ଵାକ୍‌ କରି ଫସିଗଲେ ୫ ପୋଲିସ କର୍ମୀ…! ଜାଣନ୍ତୁ ପୂରା ମାମଲା

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେବା ପୋଲିସ କର୍ମୀମାନଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ୫ ପୋଲିସ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାଟି ତାମିଲନାଡ଼ୁର। ଏଠାରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ର‍୍ୟାମ୍ପ୍‌ ଓ୍ଵାକ୍‌ କରିବାରୁ ସମ୍ପୃକ୍ତ ପୋଲିସ…

କାଳୀ ପୋଷ୍ଟର ପରେ ମହାଦେବଙ୍କୁ ଅସମ୍ମାନ, ଭାଇରାଲ ହେଉଛି ଶିବଙ୍କ ସିଗାରେଟ୍‌ ଟାଣୁଥିବା ବ୍ୟାନର

ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀକୁ ନେଇ ବିବାଦ ଥମିନଥିବା ବେଳେ ଏବେ ଭଗବାନ ଶିବଙ୍କ ସିଗାରେଟ୍‌ ଟାଣୁଥିବା ବ୍ୟାନର କନ୍ୟାକୁମାରୀରେ ଲଗାଯାଇଛି। କାଳୀ ପୋଷ୍ଟରରୁ ଲାଗି ରହିଥିବା ବିବାଦ ପରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆଉ ଏକ ବିବାଦୀୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଭଗବାନ ଶିବଙ୍କର…

ବସ୍ତାରେ ୧୦ ଟଙ୍କିଆ କଏନ ଧରି କାର ଶୋ’ରୁମରେ ପହଞ୍ଚିଲେ ବ୍ୟକ୍ତି, କିଣିଲେ ୬ ଲକ୍ଷ ଟଙ୍କାର ଦାମୀ କାର

ଆପଣ ଆଜିକାଲି ନୋଟିସ କରୁଥିବେ କି, ଲୋକେ କଏନ ବଦଳରେ କାଗଜ ନୋଟ ରଖିବାକୁ ବୋ୍‌ ପସନ୍ଦ କରୁଛନ୍ତି। ଟଙ୍କିକିଆ କଏନ ହେଉ କିମ୍ବା ୧୦ ଟଙ୍କିଆ କଏନ ନେବାକୁ ଅନେକ ଲୋକ ମନା କରିଦେଉଛନ୍ତି। କିନ୍ତୁ ଏହି ୧୦ ଟଙ୍କିଆ କଏନ ଯୋଗୁଁ ଜଣେ ବ୍ୟକ୍ତି କାର କିଣିପାରିବାରେ ସକ୍ଷମ ହୋଇଛନ୍ତି। ତାମିଲନାଡୁର…

ତାମିଲନାଡ଼ୁ ଅଘଟଣ ନେଇ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷର କ୍ଷତିପୂରଣ…

ତାମିଲନାଡ଼ୁ: ତାମିଲନାଡ଼ୁରେ ରଥ ଯାତ୍ରା ବେଳେ କରେଣ୍ଟ ଲାଗି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ…

ଆଉ ଏକ ଇଲେକ୍ଟ୍ରିକ ସ୍କୁଟିରେ ଲାଗିଲା ନିଆଁ, ଆପଣଙ୍କ ପାଖେ ଥିଲେ ହୋଇଯାଆନ୍ତୁ ସାବଧାନ

ଇଲେକ୍ଟ୍ରିକ୍ ୨ ଚିକଆ ଯାନରେ ନିଆଁ ଲାଗିବା ଘଟଣା ଥମିବାର ନାଁ ନେଉନାହିଁ । ମହାରାଷ୍ଟ୍ରର ପୁଣେ ଓ ତାମିଲନାଡୁର ଭେଲ୍ଲୋର ପରେ ଏବେ ନୂଆ ଘଟଣା ତାମିଲନାଡୁର ମାନ୍ନାପରାଇରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ସିଙ୍ଗାପୁରରେ ଇଲେକ୍ଟିକାଲ ଭାବେ କାମ କରୁଥିବା ମୁରଗେସନ ଗତ କିଛିଦିନ ତଳେ…

ପାଠପଢିବା ନାଁରେ ବାପା ମାଙ୍କ ଆଖିରେ ଧୂଳି ଦେଉଛନ୍ତି ପିଲା, ଛାତ୍ରଛାତ୍ରୀ ବିଅର ପିଉଥିବା ଭିଡିଓ ଭାଇରଲ

ପିଲାର ପାଠପଢିବା ପାଇଁ ଅଭିଭାବକ କେତେ କ’ଣ କରୁଛନ୍ତି। କେତେକ ବାପା ମା ପିଲାର ଉଜ୍ୱଳ ଭବିଷ୍ୟତ ପାଇଁ ଦିନ ମଜୁରିଆ ହୋଇ ଖଟୁଥିବା ବେଳେ ଆଉ କିଏ ଖରାତରାକୁ ଖାତିର ନ କରି କାମ କରୁଛି। କିନ୍ତୁ ଆଜିକାଲିର ପିଲା ପାଠ ପଢିବା ନାଁରେ ବାପା ମାଙ୍କ ସ୍ୱପ୍ନକୁ ଭାଙ୍ଗିଦେଉଛନ୍ତି। ଆଉ ଏବେ ଯେଉଁ…