Browsing Tag

tapaswini dharana

ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍‌, SDJM କୋର୍ଟରେ ଡ୍ରାଫ୍ଟ ଆକାରରେ ଜମା କଲେ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍‌। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ୧୭ହଜାର ଟଙ୍କା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ ଜରିଆରେ SDJM କୋର୍ଟରେ ଡ୍ରାଫ୍ଟ ଆକାରରେ ଜମା କରିଛନ୍ତି। ପ୍ରଥମେ…

କେବେ ମିଳିବ ୧୭ ହଜାର? ଆଜି ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନର ହେବ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ ଓ ସୁମିତଙ୍କ ପାରିବାରିକ ବିବାଦ ମାମଲା । ଆଜି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହେବ ପିଟିସନର ଶୁଣାଣି । ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନର ଶୁଣାଣି ହେବ । କୋର୍ଟଙ୍କ ଆଦେବଶକୁ ଅବମାନନା କରି ସୁମିତ ମାସିକ ୧୭ ହଜାର ଟଙ୍କା ପୈଠ କରିନଥିବା…

ତପସ୍ୱିନୀ ସୁମିତ ପାରିବାରିକ ମାମଲାରେ ଏସଡିଜେଏମ କୋର୍ଟଙ୍କ ଶୁଣାଣି, ମୂଳ ପିଟିସନର ଶୁଣାଣିକୁ ଆସନ୍ତା ୨୭ ତାରିଖକୁ…

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ତପସ୍ୱିନୀ ସୁମିତ ପାରିବାରିକ ମାମଲାରେ ଏସଡିଜେଏମ କୋର୍ଟଙ୍କ ଶୁଣାଣି। ଦୁଇଟି ପିଟିସନର ଶୁଣାଣି କରିଛନ୍ତି କୋର୍ଟ। ମୂଳ ପିଟିସନର ଶୁଣାଣିକୁ ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ ହୋଇଛି। ସେହିପରି ମାସିକ ୧୭ ହଜାର ଟଙ୍କା ପ୍ରଦାନ ନେଇ ଆଉ ଏକ ଅଲଗା ପିଟିସନ…

ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ୱଶୁର, କହିଲେ- ‘ମୁଁ ଘରେ ଅସୁରକ୍ଷିତ ମଣୁଛି’

ବୋହୂ ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘରୁ ବାହାରି ଯାଇଛନ୍ତି ଶ୍ୱଶୁର ଅର୍ଥାତ୍‌ ସୁମିତଙ୍କ ବାପା। ବୋହୂ ଘରେ ପ୍ରବେଶ କରିବା ପରେ ନିଜକୁ ଅସୁରକ୍ଷିତ ମଣି ଘର ଛାଡ଼ିଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ଘର ଛାଡ଼ିବା ପରେ ଏକ ଭିଡିଓ ସେୟାର କରି ସେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ…

ରୁମ୍‌ ପାଇଁ ଟଣାଓଟରା: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ। ଶ୍ୱଶୁର ଘର ଲୋକ କବାଟ ନଖୋଲିବାରୁ ଏବେବି ବାରଣ୍ଡାରେ ବସିରହିଛନ୍ତି। ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ତୁଟୁନି ଝାମେଲା । ତପସ୍ୱିନୀ କେଉଁଠି ରହିବେ ତାକୁ ନେଇ ଉଭୟଙ୍କ…

କେଉଁଠି ରହିବେ ତପସ୍ୱିନୀ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ

ବ୍ରହ୍ମପୁର (କେନ୍ଯୁଜ୍): କେବେ ସରିବ ବ୍ରହ୍ମପୁର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ । କେଉଁଠି ରହିବେ ତପସ୍ୱିନୀ ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ । ଏଥିପାଇଁ ଉଭୟ ପରିବାର ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।…

ଶ୍ୱଶୁର ଘର ଭିତରକୁ ଯିବେ ନା ବାରଣ୍ଡାରେ ରହିବେ ତପସ୍ୱିନୀ, ଆଜି ଜିଲ୍ଲା କୋର୍ଟରେ ଉଭୟଙ୍କ ଭିନ୍ନ ଭିନ୍ନ ପିଟିସନର…

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ ତପସ୍ୱିନୀ । ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼ । ତପସ୍ୱିନୀ କେଉଁଠି ରହିବେ, ସେନେଇ ଚର୍ଚ୍ଚା ଲାଗି ରହିଛି । ଆଜି ଜିଲ୍ଲା କୋର୍ଟରେ ଉଭୟଙ୍କ ଭିନ୍ନ ଭିନ୍ନ ପିଟିସନର ଶୁଣାଣି ରହିଛି । ଦିନକୁ…

ଥମୁନି ତପସ୍ୱିନୀ-ସୁମିତ ପାରିବାରିକ ବିବାଦ: ବୋହୂ ଘର ବାରଣ୍ଡାରୁ ହଟାଇବାକୁ ପରିବାର ଲୋକଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ଥମୁନି। ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ସମ୍ପର୍କ। ଭଲ ପାଇ ବିବାହ କଲେ। ଗୋଟେ ବର୍ଷ ସାଥିରେ ରହିଲେ। ତା ପରେ କ'ଣ ଏମିତି ହେଲା ଯେ ଛଳନା କରି ମୋ ଠାରୁ ଦୂରେଇ ଗଲେ। ସମ୍ପର୍କରେ କାହିଁକି ପଡିଲା ଫାଟ। ସ୍ୱାମୀ ସୁମିତଙ୍କ…

ପୁଣି ୧୫ ଦିନ ଛୁଟିରେ ଗଲେ ଡାକ୍ତର ସୁମିତ୍‌, ଘର ବାରଣ୍ଡାରେ ସେମିତି ବସିରହିଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ୍‌ ବିବାଦରେ ପ୍ରତିଦିନ ବଦଳୁଛି ମୋଡ଼। ପୁଣି ଛୁଟିରେ ଗଲେ ଡାକ୍ତର ସୁମିତ ସାହୁ। ପୂର୍ବରୁ ୨୦ ଦିନ, ଏବେ ପୁଣି ୧୫ ଦିନ ଛୁଟିରେ ଗଲେ ସୁମିତ୍‌। ଏପଟେ ସୁମିତଙ୍କ ଓକିଲ SDJMଙ୍କ କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି। ଏଥିରେ ଘର…

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଥମିବାର ନାଁ ନେଉଛି ସୁମିତ-ତପସ୍ୱିନୀ ବିବାଦ, ଜିଲ୍ଲାପାଳ ଦେଲେ ଏମିତି ଉପଦେଶ

ବ୍ରହ୍ମପୁର(କେନ୍ଯୁଜ୍): ଥମିବାର ନାଁ ନେଉଛି ସୁମିତ- ତପସ୍ୱିନୀ ବିବାଦ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ବିବାଦ ତୁଟିବାର ନାଁ ଧରୁନି। ଏପଟେ ଡାକ୍ତର ସୁମିତଙ୍କ ଘର ଆଗରେ ସ୍ତ୍ରୀ ତପସ୍ୱିନୀଙ୍କ ଧାରଣାକୁ ମାସେ ପୁରିଛି। ତେବେ ନ୍ୟାୟ ପାଇଁ ଗତ ମାସ ୨୦ ତାରିଖରେ ରାଜ୍ୟପାଳଙ୍କ ନିକଟକୁ ଏକ…

ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ତପସ୍ୱିନୀ: ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ବ୍ରହ୍ମାନଗର ୧୪୪ ଧାରା ଜାରି

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ନେଉଛି ଭିନ୍ନ ମୋଡ଼ । ଏବେ ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ତପସ୍ୱିନୀ । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ବ୍ରହ୍ମାନଗର ଅଞ୍ଚଳରେ ୧୪୪ ଧାରା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ।…

କିଏ କହୁଛି ସତ: ସୁମିତଙ୍କୁ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ, ପ୍ରତିକ୍ରିୟା ରଖିଲେ ଉଭୟ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ ନୂଆ ଟ୍ଵିଷ୍ଟ । ସୁମିତଙ୍କୁ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି ସୁମିତ। ସେ କହିଛନ୍ତି ମୋର ମାନସିକ ଅବସ୍ଥା ବହୁତ ଖରାପ ହେଲାଣି। ଭିଡିଓରେ ନିଜେ ତପସ୍ୱିନୀ ୮ଲକ୍ଷ ଟଙ୍କା…