Browsing Tag

teacher arrested

ବନ୍ଧା ହେଲେ ରସିକିଆ ସାହିତ୍ୟ ମାଷ୍ଟର, ନାବାଳିକାଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇବା ଅଭିଯୋଗରେ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ରସିକିଆ ସାହିତ୍ୟ ସାର୍‌ଙ୍କ କାରନାମା । ନାବାଳିକା ଛାତ୍ରୀଙ୍କୁ ପାଠ ପଢ଼େଇବା ବାହାନାରେ ଦେଖାଉଥିଲେ ଅଶ୍ଳୀଳ ଭିଡିଓ । ତନାଘନା ପରେ ପୋଲିସ୍ ହାତରେ ବନ୍ଧା ହେଇଛନ୍ତି ସାହିତ୍ୟ ସାର୍‌। ଭୁବନେଶ୍ୱର ଭରତପୁର ଅଞ୍ଚଳଳରୁ ଆସିଛି ଏଭଳି ଏକ ଘଟଣା । ଅଭିଯୁକ୍ତ ସାର ହେଲେ…

ଖେଳ ସାରଙ୍କ ଖେଳ ଖତମ୍ : ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖି ମାରିଲେ ଛୁ

ବଲାଙ୍ଗିର (କେନ୍ୟୁଜ): ଖେଳ ଶିକ୍ଷକଙ୍କ ଲଭ୍‌ ଗେମ୍‌। ଏକାଧିକ ଯୁବତୀଙ୍କ ସହ ରାସଲୀଳା ବେଳର ଭିଡିଓ ଭାଇରାଲ ହେଉଛି। ଶିକ୍ଷକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗ୍ରାମର ସୌରଭ ପ୍ରଧାନ । ସୌରଭ ପ୍ରଧାନ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ନେଇ ଟାଉନ…

ଗୁଜରାଟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ମାଲକାନଗିରିରୁ ଶିକ୍ଷକ ଗିରଫ

ମାଲକାନଗିରି (କେନ୍ୟୁଜ): ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ…

ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ, ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ଠାବ କରିଥିଲା ଭିଜିଲାନ୍ସ

ବ୍ରହ୍ମପୁର: ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ । ଗତକାଲି ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ଘରୁ ୪ କୋଟି ୯୩ ଲକ୍ଷ ୯୭ ହଜାର ଟଙ୍କାର ସମ୍ପତି ଠାବ କରିଥିଲା ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ଶିକ୍ଷକଙ୍କର ୫ଟି ସ୍ଥାନରେ ଚଢ଼ାଉ କରିଥିଲା ବ୍ରହ୍ମପୁର…

ଛାତ୍ରୀକୁ କହିଲେ ସାର୍‌ ‘ମୋ ସ୍ତ୍ରୀ ଠୁ ବି ତୁମକୁ ଅଧିକ ଭଲ ପାଏ’, ଅଡ଼ିଓ ଭାଇରାଲ ପରେ ଶିକ୍ଷକ ଜେଲ୍‌ରେ

ଚାନ୍ଦବାଲି (କେ ନ୍ୟୁଜ୍‌) : ଗୁରୁଙ୍କ ଗୌରବରେ କଳଙ୍କ । ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେଇ ଶେଷରେ ଗିରଫ ହେଲେ ସ୍କୁଲ ପ୍ରିନିସିପାଲ । ନିଜ ପଦବି କିମ୍ବା ବୟସର ସମ୍ମାନ ରଖିଲେ ନାହିଁ । ନିଜ ଠାରୁ ବୟସରେ ଅନେକ ସାନ ଏବଂ ଜଣେ ନାବାଳିକା ଛାତ୍ରୀକୁ ଫୋନ୍‌ରେ ଅତି ଅଶ୍ଳୀଳ କଥାବାର୍ତ୍ତା…

କନ୍ଧମାଳ: ଗୁଣ୍ଡା ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ହତ୍ୟା ଧମକ ଦେଇ ହେଲେ ଗିରଫ

ଶିକ୍ଷୟତ୍ରୀଙ୍କୁ ହତ୍ୟା ଧମକ ଦେଇ ପ୍ରଧାନଶିକ୍ଷକ ଗିରଫ। କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କୁଡୁତେଲି ହାଇସ୍କୁଲର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କୁ ଗିରଫ କରିଛି ପୋଲିସ। ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଶାରିରୀକ, ମାନସିକ ନିର୍ଯାତନ ସହ ଜାତିଆଣ ମନ୍ତବ୍ୟ ଓ ହତ୍ୟା ଧମକ ଦେଉଥିବା…

ମାଲକାନଗିରି : ମାଟ୍ରିକ ପରୀକ୍ଷା OMR ସିଟ୍‌ ଗାଏବ ଘଟଣା, ୩ ଶିକ୍ଷକ ଗିରଫ

ମାଲକାନଗିରି : ମାଲକାନଗିରି ପଡ଼ିଆ ବ୍ଲକ SSD ହାଇସ୍କୁଲରୁ ମାଟ୍ରିକ ପରୀକ୍ଷା OMR ସିଟ୍‌ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆଜି ୩ ଶିକ୍ଷକଙ୍କୁ ଗିରଫ କରିଛି ପଡ଼ିଆ ପୋଲିସ । ଉପ ଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଗୋପୀନାଥ ସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ଏବଂ ଅନ୍ୟ ଜଣେ ଶିକ୍ଷକ…

ନାବାଳିକା ଛାତ୍ରୀକୁ ଅଶ୍ଳୀଳ ଭିଡିଓ ଦେଖାଇ ଗିରଫ ହେଲେ ଶିକ୍ଷକ

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବା । ବନ୍ଧା ହେଲେ ଶିକ୍ଷକ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ସିହୋର ଅଂଚଳର । ଅଭିଯୁକ୍ତ ଶିକ୍ଷକ ଜଣକ ପାଣ୍ଡାଗ୍ରାମର ଏକ ସ୍କୁଲରେ କାମ କରନ୍ତି । ସୂଚନାଯୋଗ୍ୟ, ଜଣେ ନାବାଳିକା ଛାତ୍ରୀଙ୍କୁ ଦୀର୍ଘ ଦିନ ଧରି ଅଭିଯୁକ୍ତ ଶିକ୍ଷକ ଜଣକ ନିଜ…