Below header
Browsing Tag

teaser released

ପୁଷ୍ପା ରାଜ୍‌ଙ୍କ ୪୨ ତମ ଜନ୍ମଦିନରେ ସାମ୍ନାକୁ ଆସିଲା ଫିଲ୍ମ ‘ପୁଷ୍ପା ୨’ର ଟିଜର, ଦେଖିବାକୁ ମିଳିଲା…

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଲ୍ଲୁ ଅର୍ଜୁନ୍‌ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା ୨'ର ଟିଜର ରିଲିଜ୍‌ ହୋଇଛି । ଫିଲ୍ମ 'ପୁଷ୍ପା ୨ ଦି ରୁଲ୍‌'ର ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍‌…

‘ପୁଷ୍ପା’ର ଫ୍ୟାନ୍ସଙ୍କୁ ମିଳିବାକୁ ଯାଉଛି ବଡ଼ ସରପ୍ରାଇଜ୍‌, ଏହି ଦିନ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ପ୍ରଥମ ଟିଜର

ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ଲୋକମାନଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଦର୍ଶକ ଏହାର ଚର୍ଚ୍ଚା ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ କରିଥିଲେ । ଲୋକମାନେ ଏହି ଫିଲ୍ମକୁ ବହୁତ ଭଲ ପାଇବା ଦେଇଥିଲେ । ଫିଲ୍ମରେ ଅଲୁ ଅର୍ଜୁନଙ୍କ ଅଭିନୟ ଲୋକଙ୍କ ମନ…

ରିଲିଜ୍‌ ହେଲା ଫିଲ୍ମ ‘ଭେୟା ଜୀ’ ର ଟିଜର, ଦେଖିବାକୁ ମିଳିଲା ମନୋଜ ବାଜପେୟୀଙ୍କ ଦମ୍‌ଦାର ଲୁକ୍‌

ମନୋଜ ବାଜପେୟୀ ‘ଦି ଫ୍ୟାମିଲି ମ୍ୟାନ୍’, ‘ସତ୍ୟ', 'ଗ୍ୟାଙ୍ଗସ୍ ଅଫ୍ ୱାସିପୁର’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହ ସେ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ମଧ୍ୟ ଜିତିଛନ୍ତି । ତେବେ ମନୋଜ ବାଜପେୟୀ ଗତ ୩୦ ବର୍ଷ ମଧ୍ୟରେ ତାଙ୍କ ଦମ୍‌ଦାର ଅଭିନୟ ଯୋଗୁ ଲୋକମାନଙ୍କ ଠାରୁ ବହୁତ…

ସାମ୍ନାକୁ ଆସିଲା ଫିଲ୍ମ ‘କଙ୍ଗୁଭା’ର ଟିଜର, ଦେଖିବାକୁ ମିଳିଲା ସୂର୍ଯ୍ୟ ଓ ବବି ଦେଓଲ୍‌ଙ୍କ ଭିନ୍ନ ଲୁକ୍‌

ସାଉଥ୍ ସୁପରଷ୍ଟାର ସୂର୍ଯ୍ୟ ତାଙ୍କ ଅପ୍‌କମିଂ ଫିଲ୍ମ ‘କଙ୍ଗୁଭା’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ବବି ଦେଓଲ ମଧ୍ୟ ତାଙ୍କ ସହ ନଜର ଆସିବେ । ଫିଲ୍ମର ଷ୍ଟାର୍ସ ଲୁକ୍ ର ପୋଷ୍ଟର ଫିଲ୍ମ ରିଲିଜ୍ ପୂର୍ବରୁ ଆସିଥିଲା, ଏହା ଦେଖିବା ପରେ ଫିଲ୍ମ ପାଇଁ ଫ୍ୟାନ୍ସ ଉତ୍ସାହର ସହ…

ସାମ୍ନାକୁ ଆସିଲା ଫିଲ୍ମ ‘ମର୍ଡର ମୁବାରକ’ ଟିଜର, ୨୨ ବର୍ଷ ପରେ ଏକାଠି ନଜର ଆସିଲେ କରିସ୍ମା କପୁର ଓ ସଞ୍ଜୟ କପୁର

ବଲିଉଡର ଏହି ଷ୍ଟାରମାନଙ୍କୁ କିଏ ବା ନଜାଣନ୍ତି । ତେବେ ଫ୍ୟାନ୍ସ ତାଙ୍କ ଫିଲ୍ମକୁ ଦେଖିବା ଉତ୍ସାହର ସହ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି । ଏହି ମଉକାରେ ସାରା ଅଲି ଖାନ, କରିସ୍ମା କପୁର, ପଙ୍କଜ ତ୍ରିପାଠୀ, ସଞ୍ଜୟ କପୁର, ଟିସ୍କା ଚୋପ୍ରା, ବିଜୟ ଧର୍ମ ଏବଂ ସୋହେଲ ନାୟାରଙ୍କ ଅଭିନୀତ…

‘ଦି କ୍ରୁ’ର ଟିଜରରେ ତବୁ, କରୀନା ଓ କ୍ରିତିଙ୍କ ପ୍ରଥମ ଝଲକ୍‌; ଏହି ଦିନ ମୁକ୍ତିଲାଭ କରିବ ଫିଲ୍ମ

ତବୁ, କରୀନା କପୁର ଓ କ୍ରିତି ସାନନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦି କ୍ରୁ’ର ଟିଜର ରିଲିଜ୍‌ ହୋଇଛି । ଏହାସହିତ ଫିଲ୍ମର ରିଲିଜ୍‌ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଟିଜରରେ ୩ ଅଭିନେତ୍ରୀଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ଫିଲ୍ମର ଫାଷ୍ଟ୍‍ ଲୁକ୍‌ ଭିଡିଓ ଆଜି ଜାରି ହୋଇଛି । କହି…

ରିଲିଜ ହେଲା ବହୁ ପ୍ରତିକ୍ଷିତ ୱେବ ସିରଜ ‘ହୀରାମଣ୍ଡି’ର ଟିଜର, ଜାଣନ୍ତୁ କ’ଣ ରହିଛି ଏହାର…

୨୦୨୪ରେ, ଲୋକମାନେ ଅନେକ ଫିଲ୍ମ ଏବଂ ୱେବ୍ ସିରିଜ୍ ପାଇଁ ଅପେକ୍ଷା କରିଛନ୍ତି । ଏହା ମଧ୍ୟରୁ ସଞ୍ଜୟ ଲୀଲା ଭଂସାଲୀଙ୍କ 'ହିରାମଣ୍ଡି' ଅନ୍ୟତମ । ଫେବୃଆରୀ ୧ରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ନିଜ ସିରିଜର ଫାଷ୍ଟ ଭିଡିଓ ସେୟାର କରିଛନ୍ତି, ଅର୍ଥାତ୍ ଆଜି ଏହାର ଟିଜର ରିଲିଜ ହୋଇଛି । ଏହି…

‘କାନ୍ତାରା ଚାପ୍ଟର ୧’ର ଟିଜର୍‌ ରିଲିଜ୍‌, ଋଷଭ ସେଟ୍ଟିଙ୍କ ଭୟଙ୍କର ଅବତାର ଦେଖି ଟାଙ୍କୁରି ଉଠିବ ଲୋମ

କାନ୍ତାରାର ଅପାର ସଫଳତା ପରେ ନିର୍ମାତାମାନେ ଏବେ ଫିଲ୍ମର ଦ୍ୱିତୀୟ ଭାଗ ‘କାନ୍ତାରା ଚାପ୍ଟର ୧’ ଆଣୁଛନ୍ତି। ନିକଟରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା, ଯାହା ପରେ ଆଜି ଫିଲ୍ମର ପ୍ରଥମ ଲୁକ୍ ଏବଂ ଟିଜର ରିଲିଜ୍ ହୋଇଛି। ଉଭୟ ବେଶ୍‌ ଚମତ୍କାର ରହିଛି। ଏହି ଟିଜରରେ ଅଭିନେତା ତଥା…

ଦୀପାବଳିରେ ଫ୍ୟାନ୍‌ମାନଙ୍କୁ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ‘ଲାଲ୍‌ ସଲାମ୍‌’, ରିଲିଜ ହେଲା ଟିଜର୍‌

ସାଉଥ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ସୁପରଷ୍ଟାର ତଥା ନିଜ ପ୍ରଶଂସକଙ୍କ ମଧ୍ୟରେ ‘ଥଲାଇଭର୍‌’ ନାମରେ ଜଣାଶୁଣା ରଜନୀକାନ୍ତଙ୍କ ନୂଆ ଫିଲ୍ମ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନାମ ‘ଲାଲ ସଲାମ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଫିଲ୍ମର…

‘ଶିରୋ’ରେ ଦେଖାଗଲା ସନି ଲିଓନିଙ୍କ ‘ନେଭର ସିନ୍‌ ବିଫୋର୍‌’ ଅବତାର, ଦେଖନ୍ତୁ ସାଇକୋଲଜିକାଲ୍‌ ଥ୍ରୀଲର ଫିଲ୍ମର ଟିଜର

ନିଜ ବୋଲ୍ଡ ଅବତାର, ଶାନଦାର ଡ୍ୟାନ୍ସ ଏବଂ କ୍ୟୁଟ୍‌ ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତି ସାରିଥିବା ସନି ଲିଓନି ଏବେ ନିଜର ଅଗାମୀ ଫିଲ୍ମର ସୂଚନା ଫ୍ୟାନ୍‌ମାନଙ୍କ ସହ ଶେୟାର କରିଛନ୍ତି। ସେ ସୋସିଆଲ ମିଡିଆ ଆକାଉଣ୍ଟରେ ସାଇକୋଲଜିକାଲ୍‌ ଥ୍ରୀଲର ‘ଶିରୋ’ର ଟିଜର ଶେୟାର କରିଛନ୍ତି। ଏହି ଟିଜରକୁ ଏ…