Browsing Tag

Terrorist attack

ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ସହିଦ୍

 ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ସିଆଇଡିର ଜଣେ ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି। ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀର ପୋଲିସର ସିଆଇଡିରେ ମୁତୟନ ଥିବା ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଶ୍ରୀନଗରର ନୌଗାମ…

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମୀ ସହିଦ: ସିସି ଟିଭିରେ କଏଦ ହେଲା ଦୃଶ୍ୟ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ପୋଲିସକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ଦିନଦ୍ବିପ୍ରହରରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏହି ଗୁଳିମାଡ଼ରେ ୨ ପୋଲିସକର୍ମୀ ସହିଦ ହୋଇଛନ୍ତି। ଘଟଣା ପରେ ସର୍ଚ୍ଚ…

ଗାଁରେ ପଶି ଆଖିବୁଜା ଗୁଳିଚାଳନା କଲେ ଆତଙ୍କବାଦୀ, ୧୦୦ ଜଣଙ୍କ ମୃତ୍ୟୁ

ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ଦୁଇଟି ଗାଁରେ ଆକ୍ରମଣ କରି ୧୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଟୋଣ୍ଡିକିବିଣ୍ଡିର ମେୟର ରବିବାର ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ସେନାଠାରୁ ମିଳିଥିବା ସୂଚନା ମୁତାବକ, ମାଲି ସହ ଲାଗିଥିବା ଗାଁରେ ଆତଙ୍କବାଦୀମାନେ ଆକ୍ରମଣ…

ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଗ୍ୟାସ୍ ପାଇପ ଲାଇନ୍‌ରେ ବଡ଼ ଧରଣର ବିସ୍ଫୋରଣ, ପୂରା ସିରିଆ ଅନ୍ଧାରରେ

ଗ୍ୟାସ୍ ପାଇପ୍ ଲାଇନ୍‌ରେ ବିସ୍ଫୋରଣ । ଏହି ବିସ୍ଫୋରଣ ପରେ ସିରିଆରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ଏହା ପରେ ମନ୍ତ୍ରୀ କହିଛନ୍ତି ଯେ ଏହା କୌଣସି ଆତଙ୍କବାଦୀ ଆକ୍ରମଣ ହୋଇ ପାରେ । ଆଗକୁ ମଧ୍ୟ ଆକ୍ରମଣର ଭୟ ରହିଛି ବୋଲଇ ସେ ଜାତୀୟ ଟେଲିଭିଜନ୍‌ରେ ବାର୍ତ୍ତା ଦେଇଛନ୍ତି…

କରାଚୀର ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ, ଆତଙ୍କୀଙ୍କ ସମେତ ୧୦ ମୃତ

ପାକିସ୍ତାନର କରାଚୀ ସହରସ୍ଥିତ ‘ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ’ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ସାମିଲ ଥିବା ୪ ଜଣ ଆତଙ୍କବାଦୀଙ୍କୁ ସ୍ଥାନୀୟ ପୋଲିସ ମାରି ଦେଇଛନ୍ତି। ଏଥିସହ ୪ ଜଣ ସିକ୍ୟୁରିଟି ଗାର୍ଡ, ଜଣେ ସାଧାରଣ…

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୫ ଶ୍ରମିକ ମୃତ, ଅନେକ ଆହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରର କୁଲଗାମରେ ମଙ୍ଗଳବାର ରାତିରେ ପାଞ୍ଚଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ଏହି ସମସ୍ତ ଶ୍ରମିକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ବାସିନ୍ଦା। ସେମାନେ ଅନେକ ଦିନ ଧରି କୁଲଗାମରେ କାମ କରୁଥିଲେ। ଏହି ଆକ୍ରମଣରେ ଅନ୍ୟ ଶ୍ରମିକ ମଧ୍ୟ…

ସୀମାରେ ଭାରତୀୟ ସେନା ପୁରା ସଜାଗ, ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ: ରାଜନାଥ ସିଂହ

କେନ୍ୟୂୁଜ୍(ବ୍ୟୁରୋ):  ଭାରତୀୟ ସେନା ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପୁରା ପ୍ରସ୍ତୁତ। ସୀମାରେ ଭାରତୀୟ ସେନା ପୁରା ସଜାଗ ରହିଛି। ଯେକୌଣସି ପ୍ରକାରର ଅଘଟଣକୁ ଏଡେଇବା ଲାଗି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନ…

ଧାରା ୩୭୦ର ଉଚ୍ଛେଦ ପରେ ସମୁଦ୍ର ତଟରୁ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା, ସତର୍କ କଲା ଭାରତୀୟ ନୌସେନା

ସମୁଦ୍ରରେ ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା। ଏନେଇ ସତର୍କ କଲା ଭାରତୀୟ ନୌସେନା। ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଲକ୍ଷ୍ୟ କରି ଏଭଳି ସତର୍କ ସୂଚନା ଜାରି କରାଯାଇଛି। ଭାରତର ପୂର୍ବ ଓ ପଶ୍ଚିମ ସମୁଦ୍ରତଟରେ ୭୫୧୪ କିମି ତଟରେ…

ଦେଶରେ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା! ଗୁଇନ୍ଦା ବିଭାଗକୁ ମିଳିଲା ଇନପୁଟ୍, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଳୀ: ଗୁଇନ୍ଦା ବିଭାଗକୁ ଦେଶରେ ଧାର୍ମିକ ସ୍ଥଳ ଏବଂ ଗହଳିପୂର୍ଣ୍ଣସ୍ଥାନମାନଙ୍କରେ ଆତଙ୍କୀ ହମଲା ପାଇଁ ଇନପୁଟ ମିଳିଛି । ଏହାପରେ ଗୃହମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ସମେତ ସବୁ ରାଜ୍ୟର ପୋଲିସ୍ ପ୍ରମୁଖଙ୍କୁ ସତର୍କ ରହିବାକୁ ଚିଠି ଲେଖାଯାଇଛି । ସୁରକ୍ଷାକୁ ନଜରରେ ରଖି ଦିଲ୍ଳୀରେ ମଧ୍ୟ…

ମସଜିଦ୍‌ରେ ନରସଂହାର : ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚରେ ଆତଙ୍କୀ ହମ୍‌ଲାର ଫେସ୍‌ବୁକ୍‌ରେ ଲାଇଭ୍‌ କରୁଥିଲେ

ଶ୍ରଦ୍ଧାର ସୌଧରେ ଗୁଳିର ଗର୍ଜନ ଶୁକ୍ରବାର ଅପରାହ୍ନ ସମୟ । ନ୍ୟୁଜିଲାଣ୍ଡର ପ୍ରମୁଖ ସହର ଖ୍ରୀଷ୍ଟଚର୍ଚ୍ଚର ମଧ୍ୟଭାଗରେ ଥିବା ଅଲ୍‌ ନୁର୍‌ ମସଜିଦ୍‌ରେ ଖଚାଖଚ୍‌ ଭିଡ଼ ଥିଲା ଶ୍ରଦ୍ଧାଳୁଙ୍କର । ପ୍ରାର୍ଥନା କରିବାକୁ ଏକାଠି ହୋଇଥିଲେ ସମସ୍ତେ । ମନରେ ଥିଲା ଆଲ୍ଲାଙ୍କ ପ୍ରତି ଭକ୍ତି ଓ ସମର୍ପଣର…

ସମୁଦ୍ରପଟୁ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ, ଏଥିଲାଗି ଦିଆଯାଉଛି ଟ୍ରେନିଂ

ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଜହରର ଭାଇ ମୁଫତି ଅବଦୁଲ ରୌଫଙ୍କ ସହ ୪୪ ଜଣଙ୍କୁ ଅଟକ ରଖିଛି ପାକିସ୍ତାନ। ଯେଉଁ ସଂଗଠନକୁ ବେଆଇନ ଘୋଷଣା କରାଯାଇଛି, ସେହି ସଂଗଠନ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପାକିସ୍ତାନ ଯୋଜନା କରୁଥିବା ଅନୁମାନ କରାଯାଉଛି। ସେପଟେ ସମୁଦ୍ରପଟୁ…