Browsing Tag

thailand

ଏହି ନଦୀର କାଦୁଅରୁ ବାହାରୁଛି ମେଞ୍ଚା ମେଞ୍ଚା ସୁନା, ବ୍ୟାଗ୍‌ରେ ଭରି କରି ଘରକୁ ବୋହି ଆଣୁଛନ୍ତି ଲୋକେ

ପଙ୍କରୁ ବାହାରୁଛି ସୁନା। ବିଶ୍ୱାସ ହେଉ ନଥିଲେ ବି କଥାଟି ପୂରାପୂରି ସତ। ସାରା ଦୁନିଆର ଲୋକ ସୁନା ପିନ୍ଧିବାକୁ ଭଲ ପାଆନ୍ତି। ସମସ୍ତଙ୍କୁ ସୁନା ପସନ୍ଦ। ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତେ ସୁନା ଅଳଙ୍କାର ପିନ୍ଧିବାର ସୌଖୀନ୍‌ ହୋଇଥାନ୍ତି। ଏଭଳି ସ୍ଥିତିରେ ଯଦି ସହଜରେ ତଥା ମାଗଣାରେ…

ଥାଇଲାଣ୍ଡର ‘ଭଣ୍ଡ ବାବା’; ଯିଏ ଭକ୍ତଙ୍କୁ ଖୁଆଉଥିଲେ ମଳ, ମୂତ୍ର ଓ କଫ! ଆଶ୍ରମରେ ଲୁଚାଇ ରଖିଥିଲେ ୧୧ ମୃତଦେହ

ଧର୍ମ ନାଁରେ ଅଧର୍ମ କରୁଥିଲେ ବାବା। ଏମିତି କାମ କରୁଥିଲେ, ଯିଏ ଶୁଣିବ ଯିଏ ଚକିତ ହୋଇଯିବ। ଥାଇଲାଣ୍ଡରୁ ସାମ୍ନାକୁ ଆସିଥିବା ଏମିତି ଜଣେ ଭଣ୍ଡ ବାବାଙ୍କ କଳା କାରନାମା ଜାଣିଲେ ଆପଣ ମଧ୍ୟ ଥରି ଉଠିବେ। ପୋଲିସ ଏବେ ଛେୟାଫୁମ୍‌ ଅଞ୍ଚଳରୁ ସେହି ବାବାଙ୍କୁ ଗିରଫ କରିଛି। ପୋଲିସ ସୂଚନା ମୁତାବକ,…

୨୧ ବର୍ଷ ଧରି ମୃତ ସ୍ତ୍ରୀର ଶବ ସହିତ ରହି ଆସୁଥିଲେ ବୃଦ୍ଧ! ଏହି ଖାସ୍‌ କାରଣରୁ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି…

୭୨ ବର୍ଷୀୟ ଚରଣ ଜନଭାଚକଲ୍‌, ଯିଏ ନିଜ ସ୍ତ୍ରୀଙ୍କୁ ୨୧ ବର୍ଷ ତଳେ ହରାଇ ଦେଇଥିଲେ। ଆଉ ଏବେ ୨୧ ବର୍ଷ ପରେ ଚରଣଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି, ସ୍ତ୍ରୀଙ୍କ ମୃତ୍ୟୁ ପରେ ଚରଣ ମୃତଦେହର ଅନ୍ତିମ ସଂସ୍କାର ନ କରି ଘର ଭିତରେ ହିଁ ରଖିଥିଲେ। ଆଉ ମୃତଦେହ…

ଥାଇଲାଣ୍ଡ ରାସ୍ତାରେ ମାଳ ମାଳ ମାଙ୍କଡ଼! ପର୍ଯ୍ୟଟକ ଶୂନ୍ୟ, ପ୍ରଭାବିତ ହେଉଛି ଦେଶର ଅର୍ଥନୀତି; ସରକାର ଉଠାଇଲେ ଏଭଳି…

ଦୁନିଆରେ ଏମିତି ଅନେକ ଦେଶ ଅଛି, ଯେଉଁଠିକାର ଅର୍ଥନୀତି ମୁଖ୍ୟତଃ ସେଠାକାର ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରିଥାଏ। ଏହି ଅନେକ ଦେଶ ମଧ୍ୟରୁ ଥାଇଲାଣ୍ଡ ଅନ୍ୟତମ। ଏଠାକାର ଅର୍ଥ ବ୍ୟବସ୍ଥା ଦେଶକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ। କିନ୍ତୁ କରୋନା କାଳରେ ଦେଶର ଅର୍ଥନୀତି…

ମାଙ୍କଡମାନଙ୍କ ପାଇଁ ଘର ଛାଡ଼ିଲେ ସ୍ଥାନୀୟ ଲୋକ, ଏମିତି ହଇରାଣ ଆଗରୁ କେବେ ହୋଇନଥିଲେ

ସାରା ଦୁନିଆରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ଜାହାପାଇଁ ଅନେକ ଲୋକ ଅସୁବିଧାର ସାମ୍ନା କରୁଛନ୍ତି । ପୁଣି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଏମିତି ଏକ ସ୍ଥାନ ବିଷୟରେ ଶୁଣିବାକୁ ମିଳୁଛି ଯେଉଁଠି ଲୋକ କରୋନା ପାଇଁ ଯେତେ ଚିନ୍ତିତ ନାହାନ୍ତି ବେଶି…

ଦୁନିଆର ଏମିତି ସ୍ଥାନ, ଯେଉଁଠି କେବଳ ବାସ କଲେ ସରକାର ଦିଅନ୍ତି ଲକ୍ଷାଧିକ ଟଙ୍କା

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ରହିବା ପାଇଁ ଲୋକଙ୍କୁ ଟଙ୍କାଦେବାକୁ ପଡ଼େ । କିନ୍ତୁ ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକଙ୍କୁ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଟଙ୍କା ଅଫର ଦିଆଯାଏ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା…

ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ମୃତ୍ୟୁମୁଖକୁ ଠେଲି ହୋଇଗଲେ ମାଲିକ, ବିଶ୍ୱସ୍ତ ପ୍ରାଣୀ ଆଜି ବି ଅପେକ୍ଷା କରି ରହିଛି…

ପୋଷା ଜୀବ ଓ ମାଲିକଙ୍କ ମଧ୍ୟରେ ସମ୍ପର୍କ ବହୁତ ଖାସ୍‌ ହୋଇଥାଏ। ଜଣେ ଜଣଙ୍କ ଖୁସି ପାଇଁ ନିଜ ଜୀବନ ସୁଦ୍ଧା ଦେଇ ଦେବାକୁ ପ୍ରସ୍ତୁତ ଥାଆନ୍ତି। ଆପଣ ଏ ପର୍ଯ୍ୟନ୍ତ ପୋଷା ଜୀବଙ୍କୁ ନିଜ ମାଲିକଙ୍କ ପାଇଁ ଜୀବନ ଦେଇଥିବାର ଦେଖିଥିବେ, କିନ୍ତୁ ଥାଇଲାଣ୍ଡରେ ଜଣେ କୁକୁର ମାଲିକ ନିଜ ପେଟ୍‌ର ଜୀବନ…

ଥାଇଲାଣ୍ଡ: ରାତିରେ ଆସୁଥିଲା ଅଜବ ଶବ୍ଦ, ଘର ଲୋକ ଉଠିକି ଦେଖିଲେ ତ ରୋଷେଇ ଘରେ ଛିଡ଼ା ହୋଇଥିଲା ବିଶାଳକାୟ ଭୋକିଲା ହାତୀ

ଥାଇଲାଣ୍ଡର ହୁଆ ହିନ ଜିଲାରେ ଜଙ୍ଗଲି ହାତୀକୁ ନେଇ ଘଟିଥିବା ଏକ ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଠାରେ ଏକ ଜଙ୍ଗଲି ହାତୀ ଭୋକ ଲାଗିବାରୁ ସିଧା ରୋଷେଇ ଘର ଭିତରକୁ ପଶି ଆସିଥିଲା। ହାତୀଟି ପ୍ରଥମେ ଜଣଙ୍କ ଘରେ ପଶିଥିଲା ଏବଂ ପରେ ରୋଷେଇ ଘର କାନ୍ଥ ଭାଙ୍ଗି ଭିତରକୁ ଧସେଇ ପଶି ଯାଇଥିଲା।…

ଦୋକାନ ଭିତରେ ପଶି ଆତଙ୍କ ଖେଳାଇଲା ବିଶାଳକାୟ ଝିଟିପିଟି! ଭୟରେ ଥରୁଥିବା ଲୋକଙ୍କର ଅବସ୍ଥା ବେହାଲ୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଏକ ବିଶାଳକାୟ ଝିଟିପିଟି ଦୋକାନ ଭିତରେ ପଶି ଆତଙ୍କ ଖେଳାଉଥିବା ଦେଖିବାକୁ ମିଳୁଛି। ଏହି ଲୋମଟାଙ୍କୁରା ଭିଡିଓ ଥାଇଲାଣ୍ଡର ସେଭେନ୍‌ ଇଲେଭେନ୍‌ ଆଉଟ୍‌ଲେଟର, ଯାହାକୁ ଥାଇ ଟ୍ରାଭେଲ ମୁଣ୍ଡୋ ନୋମାଦା ଟ୍ଵିଟରରେ ଶେୟାର କରିଛି।…

ଦୀର୍ଘଦିନରୁ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବ୍ୟକ୍ତି, ଯାଞ୍ଚ ପରେ ପ୍ରାଇଭେଟ୍‌ ପାର୍ଟରୁ ବାହାରିଲା ୫୯ ଫୁଟ୍‌ ଲମ୍ବା…

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ୫୯ ଫୁଟ୍‌ ଲମ୍ବାର ଏକ ଜିଆ ବାହାର କରାଯାଇଛି। ବ୍ୟକ୍ତି ଜଣକ ଦୀର୍ଘଦିନ ଧରି ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ପେଟ ବି ଫୁଲି…

ଏକାସାଙ୍ଗରେ ହ୍ବେଲ ଖାଇଗଲା ହଜାର ହଜାର ମାଛ, ଦେଖନ୍ତୁ ଆଶ୍ଚର୍ଯ୍ଯ କଲାଭଳି ଭିଡିଓ

ବିଶ୍ୱର ସବୁଠାରୁ ବଡ ମାଛ ହ୍ୱେଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ସମସ୍ତେ ଚକିତ ହେଉଛନ୍ତି । ଭିଡିଓରେ ହ୍ୱେଲ୍ ଅନ୍ୟ କୁନି କୁନି ମାଛମାନଙ୍କୁ ଏକ ଭିନ୍ନ ଉପାୟରେ ଖାଉଛି । ଏହାକୁ ଦେଖିଲେ ଆପଣ ନିଶ୍ଚୟ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଦୂରରୁ…

ମେଡିକାଲ ଯିବାକୁ ଆଉ ଡରିବେନି ଛୁଆ, ବ୍ୟାଙ୍କକ୍‌ରେ ତିଆରି ହୋଇଛି ସୁଇମିଂ ପୁଲ, ବାଦଲ, ଇନଡୋର ପ୍ଲେଗ୍ରାଉଣ୍ଡ ଥିବା…

ଆପଣ ଛୋଟ ବେଳେ ଡାକ୍ତର କିମ୍ବା ଡାକ୍ତରଖାନା ନାଁ ଶୁଣିଲେ ଡରୁଥିବେ। ଡାକ୍ତରଖାନା ଗଲେ ଡାକ୍ତର ଇଂଜେକ୍ସନ ଦେବେ କିମ୍ବା ପିତା ମେଡିସିନ ଖାଇବାକୁ ପଡିବ। ଏଥିପାଇଁ ଅନେକ ପିଲା କାନ୍ଦନ୍ତି ଆଉ ହସପିଟାଲ ଯିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ପିଲାଙ୍କ ଏପରି ପ୍ରୋବ୍ଲେମର ସମାଧାନ କରିବା…