Below header
Browsing Tag

thailand

ମେଡିକାଲ ଯିବାକୁ ଆଉ ଡରିବେନି ଛୁଆ, ବ୍ୟାଙ୍କକ୍‌ରେ ତିଆରି ହୋଇଛି ସୁଇମିଂ ପୁଲ, ବାଦଲ, ଇନଡୋର ପ୍ଲେଗ୍ରାଉଣ୍ଡ ଥିବା…

ଆପଣ ଛୋଟ ବେଳେ ଡାକ୍ତର କିମ୍ବା ଡାକ୍ତରଖାନା ନାଁ ଶୁଣିଲେ ଡରୁଥିବେ। ଡାକ୍ତରଖାନା ଗଲେ ଡାକ୍ତର ଇଂଜେକ୍ସନ ଦେବେ କିମ୍ବା ପିତା ମେଡିସିନ ଖାଇବାକୁ ପଡିବ। ଏଥିପାଇଁ ଅନେକ ପିଲା କାନ୍ଦନ୍ତି ଆଉ ହସପିଟାଲ ଯିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ପିଲାଙ୍କ ଏପରି ପ୍ରୋବ୍ଲେମର ସମାଧାନ କରିବା…

ଏଠି ପ୍ରଶିକ୍ଷିତ ଯୁବକ, ଯୁବତୀ ନୁହନ୍ତି, ବରଂ ହାତୀ ନିଜ ଗୋଡ଼ରେ କରିଥାଏ ମଣିଷର ମସାଜ !

ଏ ପର୍ଯ୍ୟନ୍ତ ଆପଣ ମସାଜ ପାର୍ଲରଗୁଡ଼ିକରେ ପୁଅ, ଝିଅମାନଙ୍କୁ ମସାଜ କରୁଥିବାର ଦେଖିଥିବେ। କିନ୍ତୁ କେବେ ଆପଣ ଏହା ଭାବିଛନ୍ତି କି, ଯଦି ଗୋଟିଏ ହାତୀ ଆପଣଙ୍କୁ ମସାଜ କରିବ, ତେବେ ଆପଣ କିପରି ଅନୁଭବ କରିବେ? ଏହା ଶୁଣିବାରେ ବଡ଼ ଅଜବ ଲାଗୁଥିବ, କିନ୍ତୁ ବାସ୍ତବରେ ଏଭଳି ମସାଜ ଥାଇଲାଣ୍ଡରେ…

ମିଳିଲା ୫ ହଜାର ବର୍ଷ ପୁରୁଣା ତିମି କଙ୍କାଳ, ଖୋଲିଲା ଅନେକ ରାଜ୍

ଥାଇଲାଣ୍ଡରେ ୫୦୦୦ ବର୍ଷ ପୁରୁଣା ତିମି କଙ୍କାଳ ଉଦ୍ଧାର କରିଛନ୍ତି ଗବେଷକ । ଏହି କଙ୍କାଳ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଏମିତି ଏକ ତିମି କଙ୍କାଳ ବ୍ୟାଙ୍ଗକଙ୍ଗ୍‌ ସାମୁତ ସାଖୋନରୁ ଗବେଷକମାନେ ଖୋଜି ବାହାର କରିଛନ୍ତି। କଙ୍କାଳର ୮୦ ପ୍ରତିଶତ ମିଳିସାରିଥିବା ବେଳେ ଏବେ ସୁଦ୍ଧା ୧୯ଟି…

ନିଖୋଜର ୩ ଦିନ ପରେ ଘରକୁ ଫେରିଲା ପୋଷା ବିଲେଇ, ବିଲେଇକୁ ଦେଖି ଉଡ଼ିଗଲା ମାଲିକର ହୋସ, ଜାଣନ୍ତୁ ପୂରା ଘଟଣା

ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ଆଉ କିଛି ନୁହେଁ, ବରଂ ୩ ଦିନ ଧରି ନିଖୋଜ ଥିବା ବିଲେଇ ଘରକୁ ଫେରିବା ଉପରେ ରହିଛି। ବିଲେଇଟି ଯେତେବେଳେ ଘରକୁ ଫେରିଥିଲା, ସେତେବେଳେ ତା' ମାଲିକକୁ ଏକ ନୋଟ ମିଳିଥିଲା, ଯାହାକି ବହୁତ…

ଟଏଲେଟ୍‌ରେ ବସିଥିବା ବେଳେ ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡିଧରିଲା ସାପ, ଆଉ ତା’ ପରେ

ସାପ ନା ଶୁଣିବା ମାତ୍ରେ ମଣିଷ ଅତର୍କିତ ଭାବେ ଦୌଡିବାକୁ ଆରମ୍ଭ କରିଥାଏ। ତାହା ବଡ ହେଉ ଅବା ଛୋଟ କିମ୍ବା ବିଷଧର ହୋଇଥାଉ। ତେବେ ଏମିତି ଭାବନ୍ତୁ, ଯଦି ଆପଣ ଟଏଲେଟରେ ବସିଥିବା ବେଳେ ହଠାଥ ସାପ ଆସି ଆପଣଙ୍କ ପ୍ରାଇଭେଟ ପାର୍ଟକୁ କାମୁଡିଦିଏ, ତେବେ କ’ଣ ହେବ। ଏମିତି କିଛି ଥାଇଲାଣ୍ଡର…

ଖାଇବା ଅର୍ଡର ପୂରଣ କରିପାରିଲେନି ରେଷ୍ଟୁରାଣ୍ଟ ମାଲିକ, ତେଣୁ ଭୋଗିବାକୁ ପଡିବ ୧୫୦୦ ବର୍ଷ ଜେଲ ଦଣ୍ଡାଦେଶ

ଥାଇଲାଣ୍ଡର ଏକ ରେଷ୍ଟୁରାଣ୍ଟରେ ଦୁଇ ମାଲିକଙ୍କୁ ପାଖାପାଖି ୧୫୦୦ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ପ୍ରକୃତରେ ଏପରି ହୋଇଛି। ଆପଣ ହୁଏତ ଜାଣିଥିବେ, ସାଧାରଣତଃ କେହି ଅପରାଧ କଲେ ଆଜୀବନ ଜେଲ ଦଣ୍ଡ କିମ୍ବା ଫାଶୀ ଦଣ୍ଡ ମିଳୁଥିବାର ଦେଖିଛେ। ଏପରିକି…

ଏଠି ବାଘ ମଣିଷ ସାଙ୍ଗ, ଜାଣନ୍ତୁ ଥାଇଲାଣ୍ଡର ‘ବାଘ ମନ୍ଦିର’ ବିଷୟରେ କିଛି ରୋଚକ କଥା

ଆପଣ ତ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିର ବିଷୟରେ ଶୁଣିଥିବେ ଓ ଯାଇଥିବେ । କିନ୍ତୁ କେବେ ବାଘ ମନ୍ଦିର ବିଷୟରେ ଶୁଣିଛନ୍ତି କି । ଭାରତର ପଡୋଶୀ ଦେଶ ଥାଇଲାଣ୍ଡରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ବହୁ ସଂଖ୍ୟାରେ ବାଘ ବାସ କରନ୍ତି । ଏମିତିକି ଏହି ମନ୍ଦିର ଟିର ନାଁ ବାଘ ମନ୍ଦିର ରଖାଯାଇଛି ।…

ଏହି ଦେଶରେ ହୁଏ ଅଦ୍ଭୁତ ସଂଗୀତ ପ୍ରତିଯୋଗିତା, ଯେଉଁଠି ଗୀତ ଗାଇବାକୁ ଆସନ୍ତି ତିନିଟି ଦେଶର ପକ୍ଷୀ

ସଂଗୀତ ପ୍ରତିଯୋଗିତା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ ଆଉ ଦେଖିଥିବେ। ବିଭିନ୍ନ ପ୍ରକାର ବଡ ବଡ ସଂଗୀତ ପ୍ରତିଯୋଗିତାରେ ବିଭନ୍ନ ପ୍ରକାର ଗୀତ ମଧ୍ୟ ଶୁଣିଥିବେ। କିନ୍ତୁ ଏହି ଦେଶରେ ଏପରି ଏକ ସଂଗୀତ ପ୍ରତିଯୋଗିତା ଚାଲିଛି, ଯେଉଁଠି ଲୋକ ନୁହେଁ ବରଂ ପକ୍ଷୀମାନେ ଗୀତ ଗାଇବାକୁ ଆସିଥାନ୍ତି।…

ମାଲିକଠୁ ଅଲଗା ହେବା ପରେ ଗୋଟିଏ ଜାଗାରେ ୪ ବର୍ଷ ଧରି ଅପେକ୍ଷା କରିଥିଲା କୁକୁର, ମିଳନ କଲା ସୋସିଆଲ ମିଡିଆ

ନିଜ ମାଲିକଠୁ ଅଲଗା ହେବା ପରେ ମଧ୍ୟ ଏକ କୁକୁର ଆଶା ହରାଇ ନ ଥିଲା। ସେହି ଗୋଟିଏ ଜାଗାରେ ହିଁ କୁକୁରଟି ୪ ବର୍ଷ ଧରି ତା’ ମାଲିକଙ୍କୁ ଅପେକ୍ଷା କରିଥିଲା। ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶେଷରେ ମାଲିକଙ୍କୁ ମିଳିଯାଇଥିଲା ତାଙ୍କ ହଜିଯାଇଥିବା କୁକୁର। କୁକୁରର ନାଁ…

ସ୍କୁଲରେ ହୋଇଥିଲା ମାମୁଲି ଝଗଡ଼ା, ୫୩ ବର୍ଷ ପରେ ବନ୍ଧୁମିଳନରେ ନେଲେ ଭୟଙ୍କର ପ୍ରତିଶୋଧ, ଜାଣନ୍ତୁ ଏହି ଅବସରପ୍ରାପ୍ତ…

ସ୍କୁଲ, କଲେଜର ସାଙ୍ଗ ଜୀବନସାରା ସାଥିରେ ରହିଥାଆନ୍ତି। କିନ୍ତୁ ଅନେକ ଥର ଏଭଳି ଘଟଣା ଘଟିଥାଏ, ଯାହାକୁ କେହି କେବେ ଭୁଲିପାରନ୍ତି ନାହିଁ। ଏମିତି ହିଁ କିଛି ଘଟିଥିଲା ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କ ସହିତ। ବ୍ୟକ୍ତି ଜଣକ ହାଇସ୍କୁଲରେ ପଢ଼ୁଥିବା ବେଳେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଡରାଉ…

ଥାଇଲାଣ୍ଡରେ ଅଟକିଲେ ୧୦ ଓଡ଼ିଆ ଯାତ୍ରୀ, ସହାୟତା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟକୁ ନିବେଦନ

ଥାଇଲାଣ୍ଡରେ ଅଟକିଲେ ଭାରତୀୟ। ୫୦ରୁ ଉର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡରେ ଅଟକ ଥିବା ନେଇ ଟ୍ଵିଟ ମାଧ୍ୟମରେ ବହୁ ପର୍ଯ୍ୟଟକ ସୂଚନା ଦେଇଛନ୍ତି। ତେବେ କେଉଁ କାରଣ ପାଇଁ ଅଟକ ରଖାଯାଇଛି ତାହା ସ୍ପଷ୍ଟ କରିନାହାନ୍ତି ଥାଇଲାଣ୍ଡ କର୍ତ୍ତୃପକ୍ଷ। ଅଟକ ଭାରତୀୟଙ୍କ ମଧ୍ୟରେ ୧୦ଜଣ ଓଡ଼ିଆ ଅଛନ୍ତି।…

ନବଜାତ ଶିଶୁକୁ ମାଟିରେ ପୋତିଦେଲା ମା’, କିନ୍ତୁ ଜୀବନ ବଞ୍ଚାଇଲା କୁକୁର

କଥାରେ ଅଛି ରଖେ ହରି ତ ମାରେ କିଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଥାଇଲ୍ୟାଣ୍ଡରେ । ଯେଉଁଠି ମା’ ନିଜ ଜନ୍ମ କଲା ପିଲାକୁ ମାରିବାକୁ ଚେଷ୍ଟା କରିଛି ସେଠି ଜୀବନଦାତା ସାଜିଛି ଗୋଟିଏ କୁକୁର । ଘଟଣାଟି ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହଇଚଇ ମଚାଇ ଦେଇଛି। ଆସନ୍ତୁ ଜାଣିବା କଣ…