‘ଦ କେରଳ ଷ୍ଟୋରୀ’ କୁ ନେଇ ପୁଣିଥରେ ବିବାଦ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଲେ ଏପରି ମତ
ଫିଲ୍ମ ‘ଦ କେରଳ ଷ୍ଟୋରୀ' ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି । ଏବେ ମଧ୍ୟ ପୁଣି ଥରେ ଏହି ଫିଲ୍ମ ବିବାଦକୁ ଆସିଛି । ତେବେ ଏଥର ବିବାଦର କାରଣ ହେଉଛି ଟିଭିରେ ଏହାର ଟେଲିକାଷ୍ଟ । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଟିଭିରେ ଏହାର ଟେଲିକାଷ୍ଟ ବିରୋଧରେ ବାହାରିଛନ୍ତି । ଏହା ସହ…