କାଳବୈଶାଖୀ ଆଣିବ ଆଶ୍ବସ୍ତି, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆଜିଠୁ ବଦଳିବ ପାଗ । ତାତିରେ ଲାଗିବ ବ୍ରେକ୍ । କାଳବୈଶାଖୀ ବର୍ଷା ଆଣିବ ଆଶ୍ବସ୍ତି । ଆଜି ଠାରୁ ଏପ୍ରିଲ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ଆଜି ଘଡ଼ଘଡ଼ି ସହ ବର୍ଷା ପାଇଁ ୧୦ ଜିଲ୍ଲା କୋରାପୁଟ, ମାଲକାନଗିରି,ନବରଙ୍ଗପୁର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ,…