କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା: ଗିରଫ ସଂଖ୍ୟା ୪କୁ ବୃଦ୍ଧି
କେନ୍ଦୁଝର (କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା । ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ବନବିଭାଗ ପକ୍ଷରୁ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବୁଟୁ ମହାକୁଡ଼କୁ ଗିରଫ କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ଗିରଫ କରିଛି ବନବିଭାଗ । ବୁଟୁ ମହାକୁଡ଼କୁ ପଚରାଉଚୁରା ପରେ…