Browsing Tag

TMC

Ashish Banerjee Death : ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ…

କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଅଗଷ୍ଟ ୧୬ ସକାଳ ସମୟରେ ତାଙ୍କ ଘର ନିକଟ ପାର୍ଟି ଅଫିସରେ ତାଙ୍କ ମୃତଦେହ ମିଳିଛି । ବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ମୃତଦେହ…

ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା, ଟିଏମସି ସାଂସଦ କୋଏଲ ମଲ୍ଲିକ ଦେଲେ ରାଜ୍ୟସଭାରୁ ଇସ୍ତଫା

କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା । ମମତାଙ୍କ ହାତ ଛାଡିଲେ ଟିଏମସିର ରାଜ୍ୟସଭା ସାଂସଦ ତଥା ଟଲିଉଡ ଲୋକପ୍ରିୟ ଅଭିନେତ୍ରୀ କୋଏଲ ମଲ୍ଲିକ । ତାଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ଦେଖିବାକୁ ମିଳିଛି…

ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ବସ୍ତି, TMC ର ଫ୍ରିଜ୍ ହୋଇଥିବା ଆକାଉଣ୍ଟରୁ ଟଙ୍କା ଉଠାଇବାକୁ କଲିକତା ହାଇକୋର୍ଟ ଦେଲେ…

କୋଲକତା : ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ବସ୍ତି । TMC ର ଫ୍ରିଜ୍ ହୋଇଥିବା ଆକାଉଣ୍ଟ ଚଳାଇବାକୁ କଲିକତା ହାଇକୋର୍ଟ ଦେଲେ ଅନୁମତି । ପୋଲିସର ରକେଟ୍ ସ୍ପିଡ୍ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ସନ୍ଧ୍ୟା ୬ଟାରେ FIR, ପରଦିନ ଫ୍ରିଜ୍ ହୋଇଥିଲା ଆକାଉଣ୍ଟ । ତାଙ୍କୁ ଗୋଟିଏ…

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଝଟକା, ପଶ୍ଚିମବଙ୍ଗ ବିଧାନସଭାରେ ଋତବ୍ରତ ବାନାର୍ଜୀ ହେବେ ବିରୋଧୀ ଦଳ ନେତା

କୋଲକାତା : ପୁଣି ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ଟିଏମସିର ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ବିଧାନସଭାରେ ବିରୋଧୀ ଦଳ ନେତା ରହିବେ ବୋଲି କହିଛନ୍ତି କୋଲକତା ହାଇକୋର୍ଟ । ଏଠାରେ ବିଧାନସଭା ବାଚସ୍ପତି ରଥେନ୍ଦ୍ର ବୋଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦିଆଯାଇଥିଲା…

ଟିଏମସିକୁ ପୁଣି ବଡ଼ ଝଟକା, ପାର୍ଟିରୁ ଇସ୍ତଫା ଦେଲେ ସାଂସଦ ସୁସ୍ମିତା ଦେବ

କୋଲକତା : ପଶ୍ଚିମବଙ୍ଗରେ ଟିଏମସିକୁ ଆଉ ଏକ ବଡ଼ ଝଟକା । ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ୨୦୨୧ରେ ଟିଏମସିରେ ସାମିଲ ହୋଇଥିଲେ ସୁସ୍ମିତା ଦେବ । ଟିଏମସିରେ ଯୋଗ ଦେବା ପୂର୍ବରୁ ସୁସ୍ମିତା କଂଗ୍ରେସରେ ରହିଥିଲେ ।…

ଭାଙ୍ଗିଯିବ କି ଟିଏମସି ! ୨୦ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଲେଖିଲେ ଚିଠି

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ଦଳର ସ୍ଥିତି ଏବେ ଦୋହଲି ଯାଇଛି । ଦଳରେ ବିଦ୍ରୋହ ଆରମ୍ଭ ହୋଇଗଲାଣି । ବିଧାୟକଙ୍କ ପରେ ସାଂସଦମାନେ ଇସ୍ତଫା ଦେଉଛନ୍ତି । ଲୋକସଭାର ୨୦ ଜଣ ସାଂସଦ ସ୍ପିକରଙ୍କୁ ଚିଠି ଲେଖିଛନ୍ତି । କୁହାଯାଉଛି କି, ସାଂସଦମାନେ ଅଲଗା…

ଗିରଫ ହେଲେ ଟିଏମସିର ପୁଷ୍ପା, ବିଦେଶ ଫେରାର ହେବାକୁ କରୁଥିଲେ ଯୋଜନା

କୋଲକତା : ଫାଲଟାରୁ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି ଏସଟିଏଫ । ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ନେପାଳ ସୀମା ପାଖରୁ ତାଙ୍କୁ ଗିରଫ କରିଛି । ବିଦେଶ ଫେରାର ହେବା ନେଇ ଯୋଜନା କରୁଥିଲେ ଜାହାଙ୍ଗୀର ଖାନ । ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ…

ଶାଢି ବଣ୍ଡଲ ତଳେ ଲୁଚିଥିଲେ ଟିଏମସି ନେତା, ପୋଲିସ କଲା ଗିରଫ

କୋଲକତା : ପଶ୍ଚିମବଙ୍ଗ ହାୱଡାରେ ଟିଏମସି ନେତାଙ୍କୁ ଗିରଫ କରିଛି ପୋଲିସ । ଗିରଫ କରିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ପୋଲିସକୁ ଚକମା ଦେବାକୁ ଟିଏମସି ନେତା ଏକ କପଡା ଦୋକାନର ଷ୍ଟୋରରୁମରେ ଶାଢି ବିଢା ଗଦା ତଳେ ଲୁଚିଥିଲେ । କିନ୍ତୁ ପୋଲିସ ନଜରରୁ…

TMC ରେ ବିଦ୍ରୋହ, ହାରିବା ପରେ ଘାରିଲା ଭାଙ୍ଗିବା ଭୟ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସରେ ବଡ ଧରଣର ବିସ୍ଫୋରଣ । ଦଳର ୬୦ ବିଦ୍ରୋହୀ ବିଧାୟକଙ୍କୁ ସ୍ୱୀକୃତି ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି । ଟିଏମସିରୁ ନିଲମ୍ବିତ ବିଧାୟକ ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ମିଳିଛି । ଆଜି ରିତବ୍ରତଙ୍କ ନେତୃତ୍ୱରେ ତୃଣମୂଳ…

ପୁଣି ଜଣେ ଟିଏମସି ସାଂସଦଙ୍କୁ ଟାର୍ଗେଟ, ବାପି ହଲଦରଙ୍କ ଅଫିସ୍ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ

କୋଲକତା : ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କୁ ଟାର୍ଗେଟ କରାଯାଉଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଳାର ମଥୁରାପୁରରେ ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ କରିଛନ୍ତି । ଏହାପରେ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଟିଏମସି ସାଂସଦଙ୍କ ଅଫିସର ଝରକାରେ ଥିବା କାଚ,…

ଅଭିଷେକ ବାନାର୍ଜୀଙ୍କ ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ, ବିଜେପି କହିଲା ସବୁ ଡ୍ରାମା

କୋଲକତା : ପଶ୍ଚିମବଙ୍ଗରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ହୁଗୁଲି ସ୍ଥିତ ଚଣ୍ଡିତଲା ପୋଲିସ ଷ୍ଟେସନ ସାମ୍ନାରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି । ଟିଏମସି ସାଂସଦ କହିଛନ୍ତି, ବିଜେପି କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି…

ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ୫ ଗିରଫ

କୋଲକତା : ପଶ୍ଚିମବଙ୍ଗରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୋନାରପୁର ସାଉଥ ଅଂଚଳରେ ନିର୍ବାଚନୀ ପରବର୍ତ୍ତୀ ହିଂସାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ…