Browsing Tag

TMC

ପଞ୍ଚିମବଙ୍ଗ: ଟିଏମ୍‌ସି ନେତାଙ୍କ ଘରେ ଟଙ୍କାର ପାହାଡ଼! ଆୟକର ଚଢ଼ାଉରେ ୧୦ କୋଟିରୁ ଅଧିକ ଜବତ…

ପଞ୍ଚିମବଙ୍ଗ ରାଜନୀତିରେ ପୁଣିଥରେ ଦେଖିବାକୁ ମିଳିଛି ଟଙ୍କାର ପାହାଡ଼। ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହ ଜଡ଼ିତ ଶିକ୍ଷା ଠକେଇ ପରେ ଏବେ ପୁଣି ବିବାଦ ଘେରକୁ ଆସିଛି ଟିଏମ୍‌ସି। ମୁର୍ସିଦାବାଦରୁ ଟିଏମ୍‌ସି ବିଧାୟକ ଥିବା ଜାକିର ହୁସୈନଙ୍କ ଘରୁ ଜବତ ହୋଇଛି ୧୦.୯୦ କୋଟି ଟଙ୍କା। ଆୟକର ବିଭାଗ…

ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ସାକେତ ଗୋଖଲେ ଗିରଫ, ମୋରବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ୍‌…

ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ସାକେତ ଗୋଖଲେଙ୍କୁ ଗୁଜରାଟ ପୋଲିସ ସୋମବାର ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି। ମୋରବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରିବା ନେଇ ଗୋଖଲେଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଏହି…

ରାଷ୍ଟ୍ରପତିଙ୍କ ପ୍ରତି ନିନ୍ଦନୀୟ ମନ୍ତବ୍ୟକୁ ନେଇ ରାସ୍ତାରୋକ କଲେ ଆଦିବାସୀ ସମାଜର ଲୋକେ, ପଶ୍ଚିମବଙ୍ଗରେ ରୋକିଲେ…

ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ଏବଂ ନିନ୍ଦନୀୟ ମନ୍ତବ୍ୟ ଦେଇଥିଲେ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଅଖିଳ ଗିରି। ଅଖିତ ଗିରିଙ୍କ ଏପରି ବୟାନକୁ ନେଇ ଦେଶବ୍ୟାପୀ ତୀବ୍ର ବିରୋଧ କରାଯାଇଥିଲା। କଡା ବିରୋଧ ପରେ ମନ୍ତ୍ରୀ ଅଖିଳ ଗିରି ଏହାକୁ ନେଇ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।…

ରାଷ୍ଟ୍ରପତିଙ୍କ ପ୍ରତି ନିନ୍ଦନୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି

ତୃଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ଅଖିଳ ଗିରି ଶେଷରେ କ୍ଷମା ମାଗିଲେ । ରାଷ୍ଟ୍ରପତିଙ୍କ ବିରୋଧରେ ନନ୍ଦିଗ୍ରାମରେ ଦେଇଥିବା କୁତ୍ସିତ ଓ ନିନ୍ଦନୀୟ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ବିରୋଧ କରାଯାଇଥିଲା । ଏହାର ଭିଡିଓ ଭାଇରଲ ହେବା ପରେ ଦେଶବ୍ୟାପୀ ନିନ୍ଦା ମଧ୍ୟ…

ଟିଏମ୍‌ସି ନେତାଙ୍କ ଘରେ ପ୍ରଚଣ୍ଡ ଶବ୍ଦ କରି ଫାଟିଲା ଦେଶୀ ବମ୍‌; ଘରେ କାମ କରୁଥିବା ୨ ଶ୍ରମିକ ଗୁରୁତର ଆହତ

ପଶ୍ଚିମବଙ୍ଗର ଡେଗଙ୍ଗାରେ ରବିବାର ଜଣେ ଟିଏମ୍‌ସି ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟିଛି। କୁହାଯାଉଛି କି, ଯେତେବେଳେ ଏହି ଧମାକା ହୋଇଥିଲା, ତ ତାଙ୍କ ଘରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ବୋମା ବିସ୍ଫୋରଣରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ମୁତାବକ, ଘରେ ଦେଶୀ ବୋମା…

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟଦାନରୁ ବିରତ ରହିବ ତୃଣମୂଳ କଂଗ୍ରେସ: ଘୋଷଣା କଲେ ମମତା ବାନାର୍ଜୀ

କେନ୍ୟୁଜ୍(ବ୍ୟୁରୋ):  ଉପ ରାଷ୍ଟ୍ରପତି ନିର୍ବାଚନ ଭୋଟିଂରେ ସାମିଲ ହେବନି ତୃଣମୂଳ କଂଗ୍ରେସ। ମିଳିତ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥି ଘୋଷଣା ପୂର୍ବରୁ ଟିଏମସିର ମତ ଲୋଡ଼ାଯାଇନଥିଲା। ଏଥିପାଇଁ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ଓହରିବ ବୋଲି ଦଳ ଘୋଷଣା କରିଛି। ତୃଣମୂଳ ସାଂସଦଙ୍କ…

ଟିଏମ୍‌ସିର ବଡ଼ ନିଷ୍ପତ୍ତି! ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ ପ୍ରକ୍ରିୟାରୁ ଦୂରେଇ ରହିବ ଦଳ, ବିରୋଧୀଙ୍କୁ ଝଟ୍‌କା

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସ ଏକ ବଡ଼ ନିଷ୍ପତ୍ତି ନେଇଛି। ଟିଏମ୍‌ସି ଗୁରୁବାର ଘୋଷଣା କରିଛି ଯେ ଦଳ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟାରେ ଭାଗ ନେବ ନାହିଁ। ଟିଏମ୍‌ସିର ଏହି ନିଷ୍ପତ୍ତି ଦ୍ୱାରା ବିରୋଧୀ ଦଳର ଏକତାକୁ ବଡ଼ ଝଟକା ଲାଗିଛି। ଦଳର ଏହି…

ତୃଣମୂଳ କଂଗ୍ରେସର ନବକଳେବର: ନୂଆ ୨୦ ଜଣିଆ କାର୍ଯ୍ୟକାରିଣୀ ଗଠନ କଲେ ଦିଦି

କେନ୍ୟୁଜ୍(ବ୍ୟୁରୋ):  ତୃଣମୂଳ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ। ଜରୁରୀକାଳିନ ବୈଠକରେ ୨୦ ଜଣିିଆ ନୂଆ କାର୍ଯ୍ୟକାରିଣୀ ଗଠନ କରିଛନ୍ତି ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ। ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ହଟାଇ ଦିଆଯାଇଛି। ତେବେ ଦଳୀୟ ସଭାପତି ପଦରେ ରହିଛନ୍ତି ମମତା…

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଅଭିଜିତ୍‌ ମୁଖାର୍ଜୀ ୨୦୧୨ ଓ ୨୦୧୪ ମସିହାରେ କଂଗ୍ରେସ ଟିକେଟ୍‌ରେ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୧୯ ରେ ସେ…

ବିଧାନସଭା ନିର୍ବାଚନ ହାରିବା ପରେ ପୁଣି ବିଜେପିକୁ ଝଟକା, ପୁଣି ଥରେ ଟିଏମସିରେ ଯୋଗ ଦେବେ ମୁକୁଲ ରୟ

ବିଧାନସଭା ନିର୍ବାଚନରେ ହାରିଯିବା ପରେ ବିଜେପିକୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ବାସ୍ତବରେ ବିଜେପିର ବଡ ନେତା ମୁକୁଲ ରୟଙ୍କ ଏବେ ଘର ବାହୁଡା ହେବାକୁ ଯାଉଛି । ଅର୍ଥାତ ପୁଣିଥରେ ଟିଏମସିକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ମୁକୁଲ ରୟ । ଆଜି ଅପରାହ୍ନରେ ତାଙ୍କ ପୁଅ ସୁଭ୍ରାଂଶୁ ସହ…

ଟିଏମସିରେ ବଡ଼ ଧରଣରର ଅଦଳବଦଳ, ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

କୋଲକତା: ଟିଏମସିରେ ବଡ଼ ଧରଣରର ଅଦଳବଦଳ । ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ପଶ୍ଚିମବଙ୍ଗ ବିଧାନସଭାରେ ଏକତରଫା ବିଜୟ ହାସଲ କରିଥିବା ମମତା ବାନାର୍ଜୀଙ୍କ ଟିଏମସିରେ ବଡ଼ ଧରଣର ସାଙ୍ଗଠନିକ ଅଦଳବଦଳ ହୋଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ସାଂସଦ ଅଭିଷେକ…

ପଶ୍ଚିମବଙ୍ଗରେ ଦଳ ବଦଳ ରାଜନୀତି ଜୋରଦାର୍‌: ପୁଣି ଦିଦିଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି ୩୩ ବିଧାୟକ

କୋଲକତା: ପଶ୍ଚିମବଙ୍ଗରେ ଦଳ ବଦଳ ରାଜନୀତି ଜୋରଦାର୍‌ । ବିଜେପିର ଜଣେ ଦୁଇ ଜଣ ନୁହେଁ ବରଂ ୩୩ ବିଧାୟକ କ୍ଷମତାସୀନ ଟିଏମସି ସମ୍ପର୍କରେ ଥିବା ସୂଚନା ମିଳିଛି । ଏମାନେ ପୁଣିଥରେ ଦିଦିଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି । ନିର୍ବାଚନ ପୂର୍ବରୁ ଏହି ନେତାମାନେ ଟିଏମସି ଛାଡି ବିଜେପିରେ ସାମିଲ…