Browsing Tag

today

‘ରାଜ୍ୟରେ ଅଧିକ କୋଭିଡ୍‌ ଟେଷ୍ଟ ସେଣ୍ଟର ହେବ, ଆରଏମ୍‌ଆରସି କ୍ଷମତା ବଢ଼ାଯିବ’

ଭୁବନେଶ୍ୱର (କେ ନ୍ୟୁଜ୍‌) : କୋଭିଡ୍‌ ଯୁଦ୍ଧରେ ସେମାନେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆଗରେ ରହିଛନ୍ତି । ଦିନ ରାତି କାମରେ ଲାଗିଛନ୍ତି । ସେମାନେ ହେଉଛନ୍ତି ଲାବେରେଟୋରୀ ଟେକନସିଆନ । ଯେଉଁମାନେ ପରୀକ୍ଷାଗାରରେ କାମ କରୁଛନ୍ତି । ସେମାନଙ୍କ ଉତ୍ସାହ ବଢ଼ାଇବା ସହ ସେମାନଙ୍କୁ…

ସୁବ୍ରତ ବାଗଚୀ ଆଜି କହିଲେ, କରୋନା ପାଇଁ ଶାରୀରିକ ଦୂରତ୍ୱ ଜରୁରୀ ହେଲେ ମାନସିକ ଦୂରତ୍ୱ ରଖନ୍ତୁ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌): ୨୩ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍‌ । ମଝିରେ ୪୮ ଘଣ୍ଟାର ସଟ୍‌ ଡାଉନ୍‌ । ବନ୍ଧନ ଭିତରେ ରହିବାର ଆଜିକୁ ୧୫ ଦିନ ହୋଇଗଲା । ଏହା ଏକ ଲମ୍ବା ଦୌଡ଼ । ନିକଟ ଭବିଷ୍ୟତରେ ସଂଗ୍ରାମ ସରିବ ନାହିଁ । ତେଣୁ ମନକୁ ଶାନ୍ତ ରଖୁନ୍ତୁ ଓ ପ୍ରିୟଜନଙ୍କୁ ଶାନ୍ତ୍ୱନା…

ପାଣିପାଗ : ଆଜି ସବୁଠାରୁ ଉତ୍ତପ୍ତ ସହର ଥିଲା ତାଳଚେର, କାଲି ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌ ) : ସାରା ରାଜ୍ୟରେ କରୋନାର ଭୟ ସାଙ୍ଗକୁ ତାତିର ପ୍ରକୋପ । ଘରେ ରହୁଥିବା ଲୋକେ ନୟାନ୍ତ ହୋଇଗଲେଣି । ତା ସାଙ୍ଗକୁ ପାଓ୍ଵାର କଟ୍‌ ଅସ୍ତବ୍ୟସ୍ତ କରି ଦେଉଛି । ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା ତାଳଚେର । ସେଠାରେ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟସ…

ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵନ, ବାଗଚୀ ଦେଲେ ସୂଚନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗୋଟଏ ଦିନର ବିରତି ପରେ ଆଜି ପୁଣି ଅପରାହ୍ନ ସାଢ଼େ ୪ଟା ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସୂଚନା ଦେଇଥିଲେ ଏହି କରୋନା ସଂକଟ ସମୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ୫,୨୪୭ଟି ଗ୍ରାମପଞ୍ଚାୟତରେ ୩ ଲକ୍ଷ ୨୭…

ଭାରତରେ ବର୍ତ୍ତମାନ 3,000 ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 75 ହୋଇଛି

1- ବିଶ୍ୱର ସବୁଠାରୁ ବଡ ବସ୍ତି ଅଂଚଳ ମୁମ୍ବାଇର ଧରାଭିରେ ଆଉ ଦୁଇ ଜଣ କରୋନା ପୋଜେଟୀଭ ବାହାରିଲେ । ପୂର୍ବରୁ ଜଣକର ମୃତ୍ୟୁ ହୋଇ ସାରିଛି । 2-ଆଜି ଗୋଟିଏ ଦିନରେ କରୋନାରେ ସାରା ବିଶ୍ୱରେ ମୃତ୍ୟୁ ଘଟିଛି 2,900 ଜଣଙ୍କର । 3-କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଲେ, ତାଳି ବଜାଇଲେ କିମ୍ବା…

ସଟ୍‌ଡାଉନ୍‌ ସମ୍ପର୍କରେ ଅଧିକ ସୂଚନା ଦେଲେ ସୁବ୍ରତ ବାଗଚୀ, ଭୁବନେଶ୍ୱରର କିଛି ପଞ୍ଚାୟତରେ ବି କଟକଣା ଲାଗୁ ହେବ

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକର ଷଷ୍ଠ ପଜେଟିଭ୍‌ ଦିଲ୍ଲୀରୁ ଫେରିଥିଲେ । ତେଣୁ ଏହା ପରେ ଭୁବନେଶ୍ୱର, ଭଦ୍ରକ ସମେତ କଟକ ସହରକୁ ୪୮ ଘଣ୍ଟା ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି । ତେବେ କଟକ ଓ ଭଦ୍ରକରେ କେବଳ ପୌରାଞ୍ଚଳରେ ଏହି ସଟ୍‌ଡାଉନ୍‌ ହେଉଥିବା ବେଳେ ଭୁବନେଶ୍ୱର ପୌରାଞ୍ଚଳ ସମେତ ଏହାର…

ଆମେ ୪୯ଥର କଲ୍‌ କରିବା ପରେ ସେ ଫୋନ୍‌ ଉଠାଇଥିଲେ : ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଲକ୍ଷଣ ଥିଲେ ମଧ୍ୟ ଅନେକ ଲୋକ ଏହାକୁ ଲୁଚାଉଛନ୍ତି । ଯାହାଫଳରେ ଏହା ବଢୁଛି । ତେବେ ଭୟରେ ଲୋକେ କଥା ଲୁଚାଉଛନ୍ତି ବୋଲି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ଉଦାହରଣ ଦେଇ ସେ କହିଛନ୍ତି ଯେ ପଜେଟିଭ୍‌ ବାହାରିଥିବା ପଞ୍ଚମ…

ରାଜ୍ୟରେ ବଢୁଛି ତାତିର ପ୍ରକୋପ, କାଲି ମଧ୍ୟ ଜଳିବ ଓଡ଼ିଶା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଆସନ୍ତାକାଲି ମଧ୍ୟ ତାତି ଜାରି ରହିବ । ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଆଜି ତିନିଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ରହିଥିଲା । ଉତ୍ତରରେ…

ଜନସାଧାରଣଙ୍କ ସହଯୋଗ ପାଇଁ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ନାହିଁ, ସତର୍କ ନରହିଲେ ୩ରୁ ୩୦୦ ହେବାକୁ ବେଶି ସମୟ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଏତେ ଦିନ ଧରି ମାତ୍ର ତିନିଟି କରୋନା ପଜେଟିଭ ବାହାରିବା ଏକ ଶୁଭ ଖବର । ରାଜ୍ୟବାସୀଙ୍କ ସହଯୋଗ ଫଳରେ ଏହା ସମ୍ଭବ ହୋଇଛି ବୋଲି ଆଜି ଅପରାହ୍ନ ପ୍ରେସ୍‌ମିଟ୍‌ରେ କହିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚି । ଓଡ଼ିଶାରେ ପ୍ରଥମ…

ମାତ୍ର ୧୦ ପ୍ରତିଶତ ଲୋକ ଅମାନିଆ ହେଉଛନ୍ତି, ଏବେ ଠାରୁ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ : ବାଗଚି

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି । ସେମାନଙ୍କୁ ସେହି ଜାଗାରେ ରହିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୧ ଲକ୍ଷ ୨୦ ହଜାର ଓଡ଼ିଆ ଏବେ ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କ ପାଇଁ ଆମ ସରକାର…

ଆଜି ପ୍ରବଳ ତାତିଲା ସାରା ରାଜ୍ୟ; ମାଲକାଗିରିରେ ସର୍ବାଧିକ ୪୦ ଡିଗ୍ରୀ ସେଲସିୟସ, ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚିଛି । ମାଲକାନଗିରିରେ ସର୍ବାଧିକ ୪୦ ଡିଗ୍ରୀ ତାତି ରେକର୍ଡ଼ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା…

ଓଡ଼ିଶାର ତୃତୀୟ ପଜେଟିଭ୍‌ ବ୍ୟକ୍ତି ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି : ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଏପର୍ଯ୍ୟନ୍ତ ୩ ଜଣ କରୋନା ପଜେଟିଭ୍‌ ଅଛନ୍ତି । ପ୍ରଥମ ଦୁଇଜଣ ସୁସ୍ଥ ଥିବା ବେଳେ ସେମାନଙ୍କ ଠାରେ ଆଉ କରୋନା ଲକ୍ଷଣ ନାହିଁ । ଅନ୍ୟପକ୍ଷରେ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ତୃତୀୟ ବ୍ୟକ୍ତି ବି ସୁସ୍ଥ ହେଉଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ…