Browsing Tag

TOP NATIONAL NEWS

‘ଆକ୍ରମଣକାରୀଙ୍କୁ ପାତାଳରୁ ମଧ୍ୟ ଖୋଜି ଆଣିବୁ’… ଏମ୍‌ଭି କେମ୍‌ ପ୍ଲୁଟୋ ଉପରେ ଡ୍ରୋନ୍‌ ଆକ୍ରମଣକୁ ନେଇ ଗର୍ଜିଲେ…

ଭାରତ ଆସୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଗର୍ଜିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ ଭାରତ ସରକାର ଏହି ଆକ୍ରମଣକୁ ଗମ୍ଭୀରତାର ସହ ନେଇଛନ୍ତି। ଯିଏ ବି ଏହି ଆକ୍ରମଣ କରିଛି, ତାକୁ ସମୁଦ୍ର ତଳୁ ମଧ୍ୟ ଖୋଜି ଆଣିବୁ। ମଙ୍ଗଳବାର…

ପତ୍ନୀଙ୍କୁ ମାରପିଟ ମାମଲା: ବିବେକ ବିନ୍ଦ୍ରାଙ୍କ ଘରେ ପହଞ୍ଚିଲା ପୋଲିସ, ସିସିଟିଭି ଫୁଟେଜ୍‌ ଯାଞ୍ଚ

ପତ୍ନୀଙ୍କୁ ମାରପିଟ ମାମଲାରେ ପୋଲିସ ମୋଟିଭେସନାଲ୍‌ ସ୍ପିକର ବିବେକ ବିନ୍ଦ୍ରାଙ୍କ ଘରେ ପହଞ୍ଚିଛି। ପୋଲିସ ତାଙ୍କ ସୋସାଇଟିରେ ପହଞ୍ଚି ୧୭ ଦିନ ପୁରୁଣା ସିସିଟିଭି ଫୁଟେଜ୍‌କୁୁ ଯାଞ୍ଚ କରିଛି। ଏହା ସହିତ ଗେଟ୍‌ ପାଖରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରିଛି। କହି…

‘ମିମିକ୍ରୀ କରିବା ଏକ କଳା, ଉପରାଷ୍ଟ୍ରପତିଙ୍କୁ ଅପମାନିତ କରିବାର ଉଦ୍ଦେଶ୍ୟ ନ ଥିଲା’; ପ୍ରତିକ୍ରିୟା ରଖିଲେ କଲ୍ୟାଣ…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅପମାନିତ କରିବା ମାମଲାରେ ରାଜନୀତି ସରଗରମ୍‌ ହୋଇଛି। ଏବେ ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଧନଖଡ଼ଙ୍କ ନକଲ କରିବା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। କଲ୍ୟାଣ ବାନାର୍ଜୀ କହିଛନ୍ତି, ‘ମୋ ମନରେ ଉପରାଷ୍ଟ୍ରପତିଙ୍କ ପାଇଁ ବହୁତ ସମ୍ମାନ ରହିଛି।…

କ’ଣ ମଲ୍ଲିକାର୍ଜୁନ ଖରଗେ ହେବେ ‘ଇଣ୍ଡିଆ’ ମେଣ୍ଟର ପିଏମ୍‌ ପ୍ରାର୍ଥୀ? ପ୍ରସ୍ତାବ ରଖିଲେ ମମତା ବାନାର୍ଜୀ

‘ଇଣ୍ଡିଆ’ ମେଣ୍ଟର ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀଙ୍କ ନାମକୁ ନେଇ ଚର୍ଚ୍ଚା କରିଥିଲେ। ସୂତ୍ରରୁ ଜଣାପଡ଼ିଛି, ଏହି ସମୟରେ ମମତା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କରିବାକୁ ପ୍ରସ୍ତାବ…

ଲାଲକୃଷ୍ଣ ଆଡ୍‌ଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ଡ. ମୁରଲୀ ମନୋହର ଯୋଶୀଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ମିଳିଛି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ନେତାମାନେ ଦୁଇ ନେତାଙ୍କ ଘରେ ପହଞ୍ଚି ସେମାନଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ଭିଏଚ୍‌ପିର ଅନ୍ତର୍ଜାତୀୟ…

ଜଗଦୀପ ଧନଖଡ଼ଙ୍କୁ ଅସମ୍ମାନ କଲେ ଟିଏମ୍‌ସି ସାଂସଦ! ତାଙ୍କର ନକଲ କରିବାକୁ ନେଇ ରାଗିଲେ ଉପରାଷ୍ଟ୍ରପତି; କହିଲେ,…

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଅସମ୍ମାନ। ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ ମିମିକ୍ରୀ କଲେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ। ଏହି ଘଟଣାକୁ ନେଇ ଧନଖଡ଼ କ୍ରୋଧ ପ୍ରକାଶ କରିବା ସହ ଏହା ଲଜ୍ଜାଜନକ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଶୀତ ଅଧିବେଶନରୁ ନିଲମ୍ବିତ…

ଜ୍ଞାନବ୍ୟାପୀ ମସ୍‌ଜିଦ ମାମଲା: ଆହ୍ଲାବାଦ ହାଇକୋର୍ଟରୁ ମୁସଲମାନ ପକ୍ଷକୁ ବଡ଼ ଝଟ୍‌କା, ସମସ୍ତ ଆବେଦନ ଖାରଜ

ବାରାଣସୀର ଜ୍ଞାନବ୍ୟାପୀ ମସ୍‌ଜିଦ ମାମଲାରେ ମୁସ୍‌ଲିମ ପକ୍ଷକୁ ବଡ଼ ଝଟ୍‌କା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ଅଞ୍ଜୁମନ ଇନ୍ତେଜାମିଆ ମସ୍‌ଜିଦ କମିଟି ଏବଂ ଅନ୍ୟ ସମସ୍ତ ୫ ଆବେଦନକୁ ଖାରଜ କରିଛନ୍ତି। ବାରାଣସୀ କୋର୍ଟରେ ହିନ୍ଦୁ ପକ୍ଷ ଦ୍ୱାରା ଦାଖଲ ସିଭିଲ୍ ମକଦ୍ଦମାକୁ ହାଇକୋର୍ଟ ଶୁଣାଣି…

ଦେଶରେ ପୁଣି ଡରାଇଲାଣି କରୋନା; ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ, ୩୩୫ ନୂଆ ରୋଗୀ ଚିହ୍ନଟ

ଭାରତରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ରବିବାର ୩୩୫ ନୂଆ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ଆକ୍ଟିଭ୍‌ ମାମଲା ବଢ଼ି ୧,୭୦୧ ହୋଇଛି। ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥି ମଧ୍ୟରୁ ୪…

ଦୁଷ୍କର୍ମ ଅଭିଯୋଗକୁ ଅସ୍ୱୀକାର କଲେ ସଜ୍ଜନ ଜିନ୍ଦଲ; କହିଲେ, ‘ଏହା ମିଥ୍ୟା ଓ ଭିତ୍ତିହୀନ’

JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲ ତାଙ୍କ ଉପରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ମୁମ୍ବାଇର ଜଣେ ମହିଳା ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଜିନ୍ଦଲ ଏକ ଅଫିସିଆଲ୍‌ ବୟାନରେ ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ଏହା ସହିତ ସେ…

୯ ମାସ ପୂର୍ବେ ସଂସଦ ଭବନ ସମ୍ପୂର୍ଣ୍ଣ ବୁଲି ଦେଖିଥିଲେ ଅଭିଯୁକ୍ତ ମନୋରଞ୍ଜନ! ଜାଣିବାକୁ ପାଇଥିଲେ, କେଉଁଠି ରହିଛି…

ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ହୋଇଛି ଏକ ବଡ଼ ଖୁଲାସା। କୁହାଯାଉଛି ଯେ ଅଭିଯୁକ୍ତ ମନୋରଞ୍ଜନ ୯ ମାସ ପୂର୍ବେ ଅର୍ଥାତ୍‌ ଗତ ମାର୍ଚ୍ଚରେ ସଂସଦ ଭବନ ସମ୍ପୂର୍ଣ୍ଣ ବୁଲି ଦେଖିଥିଲେ। ସଂସଦ ଭବନ ବୁଲିବା ସମୟରେ ସେ ଜାଣିବାକୁ ପାଇଥିଲେ ଯେ କେଉଁଠି ରହିଛି ସୁରକ୍ଷାର ଅଭାବ। କେଉଁଠାରେ ଜୋତା,…

ଦେଶରେ ପୁଣି ଡରାଇଲାଣି କରୋନା! ଗୋଟିଏ ଦିନରେ ୧୪୮ ଜଣ ପଜିଟିଭ୍‌

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କରୋନା। ଶୀତଦିନ ଆରମ୍ଭ ହେବା ସହିତ ଭାରତରେ ଏବେ କରୋନା ଭାଇରସର ନୂଆ ମାମଲା ଦେଖାଦେଇଛି, ଯାହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣିଥରେ ଚିନ୍ତା ଘାରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଭାରତରେ ଗୋଟିଏ ଦିନରେ କରୋନା ଭାଇରସ୍‌…

ସଂସଦୀୟ ପଦ ଛାଡ଼ିଲେ ବାବା ବାଳକନାଥ, ବାଚସ୍ପତିଙ୍କୁ ଦେଲେ ଇସ୍ତଫା ପତ୍ର; ରାଜସ୍ଥାନର ସିଏମ୍‌ ହେବା ନେଇ ଚାଲିଛି…

ରାଜସ୍ଥାନର ଅଲୱର ଜିଲ୍ଲାରୁ ବିଧାୟକ ନିର୍ବାଚିତ ହେବା ପରେ ଆଜି ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଳକନାଥ। ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ବାବା ବାଳକନାଥ ଅଲୱର ଜିଲ୍ଲାର ତିଜାରାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।…