Browsing Tag

tourism

ଆଜି ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ, ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ

୨୫ ଜାନୁଆରୀରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ଆମ ଦେଶରେ ପରିଦର୍ଶନ କରିବାକୁ ଅନେକ ସ୍ଥାନ ରହିଛି । ଯେଉଁଠାରେ ଆମେ ଆମ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇ ପାରିବା ଏବଂ ସେଠାରେ ଥିବା ଦୃଶ୍ୟକୁ ଉପଭୋଗ କରିପାରିବା । ଅନେକ ଲୋକ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି ।…

ଇକୋ ଟୁରିଜିମରେ ସାମିଲ ହେଲା ହରିହରଯୋର ଡ୍ୟାମ୍, ଜମୁଛି ପର୍ଯ୍ୟଟକଙ୍କ ଭିଡ

ସୁବର୍ଣ୍ଣପୁର(କେନ୍ୟୁଜ): ଦେହରେ ଲାଇଫ ଜାକେଟ ଲଗାଇ ପୁରୁଷ ଓ ମହିଳା ବସିଛନ୍ତି ମୋଟର ବୋଟରେ । ଆଉ ମୋଟର ବୋଟ ଷ୍ଟାର୍ଟ ହୋଇ ଆଗକୁ ଗଲା ପରେ ନେଉଛନ୍ତି ଅପରୁପ ଜଳରାଶି ର ମଜା। ସୁନ୍ଦର ପରିବେଶ ସାଙ୍ଗକୁ ପୁଣି ନୌବିହାରର ମଜାନେବାକୁ ଲାଗିଛି ଲୋକଙ୍କ ଗହଳି । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା…

ଭୟଙ୍କର ଡାର୍କ ଟୁରିଜିମ୍‌ , ଜୀବନକୁ ବିପଦରେ ପକାଇ ପର୍ଯ୍ୟଟନର ମଜା ନିଅନ୍ତି ପର୍ଯ୍ୟଟକ

ଦୁନିଆର ଯେକୌଣସି ସ୍ଥାନ ହେଉ କିମ୍ବା ପ୍ରତ୍ୟେକ ଘରେ କେହି ନା କେହି ଭ୍ରମଣପ୍ରେମୀ ରହିଥିବେ । ସୁନ୍ଦର ସୁନ୍ଦର ସ୍ଥାନକୁ ଯାଇ ଏହାକୁ କିଭଳି ଉପଭୋଗ କରିହେବ ସେନେଇ ସବୁ ପ୍ରକାର ଚେଷ୍ଟା କରିଥାନ୍ତି ଏହି ଭ୍ରମଣ ପ୍ରେମୀ । ଏଭଳି ଅଜବ ପସନ୍ଦ ରଖୁଥିବା ଲୋକଙ୍କ ସଂଖ୍ୟା ଦୁନିଆରେ ବହୁତ ।…

ମହାକାଶକୁ କଣ ନେଇ ଯାଇ ପାରିବେ ମହାକାଶ ଯାତ୍ରୀ?

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ମହାକାଶ ଯାତ୍ରା କରିବା ପାଇଁ ମହାକାଶ ଯାତ୍ରୀଙ୍କର ବିଶେଷ ଦକ୍ଷତା ଥିବା ଜରୁରୀ ନୁହେଁ । ଯେଉଁ ବ୍ୟକ୍ତି ମହାକାଶ ଯାତ୍ରାର ଖର୍ଚ୍ଚ ଉଠାଇବାରେ ସମର୍ଥ ହୋଇଥିବେ ସେ ମହାକାଶ ଯାତ୍ରା କରି ପାରିବେ । ମହାକାଶ ଯାତ୍ରା ପାଇଁ ନାସା ବା କୌଣସି ସ୍ପେସ୍‌ ଏଜେନ୍ସି…

ବିନା ଭିଜାରେ ଭାରତୀୟ ଯାଇପାରିବେ ଏହି ୧୫ ଟି ଦେଶ, ରହିଛି ଖୁବ୍ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ

ଭ୍ରମଣ କରିବା ପାଇଁ ସମସ୍ତେ ଭଲ ପାଆନ୍ତି। ହେଲେ ଅନେକ ଲୋକଙ୍କ ଇଚ୍ଛା ଥାଏ ବିଦେଶ ଯିବା ପାଇଁ। ତେଣୁ ତାଙ୍କୁ ଏଥିପାଇଁ ଭିଜା ମଧ୍ୟ କରିବାକୁ ପଡିଥାଏ। ଭିଜା ଆପ୍ଲାଏ କରିବା ପରେ କିଛି ଲୋକଙ୍କର ଭିଜା ଆପ୍ରୁଭ ହୋଇଥାଏ ତ ପୁଣି ଆଉ କାହାର ହୋଇନଥାଏ। କିନ୍ତୁ ଏମିତି କିଛି ଦେଶ ଅଛି ଯେଉଁ…

‘ଭାରତ ଗୌରବ’ ନାଁରେ ୧୮୦ ଟ୍ରେନ ଆରମ୍ଭ କରିବ ଭାରତୀୟ ରେଲୱେ, ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ IRCTCର…

ଟ୍ରେନ ଯାତ୍ରା କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଭଲ ଖବର। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଘୋଷଣା କରିଛନ୍ତି କି, ଭାରତରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ‘ଭାରତ ଗୌରବ’ ନାଁରେ ପାଖାପାଖି ୧୮୦ ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନେଇଛି।…

ଭୂମିଠାରୁ ୩୦୦ ଫୁଟ୍‌ ଉଚ୍ଚରେ ବିଛଣା ପକାଇ ଶୋଉଛନ୍ତି ଲୋକେ, ପବନରେ ଦୋହଲୁଛି ଝୁଲା, ଜାଣନ୍ତୁ କେଉଁଠି ଅଛି ଏହି ସ୍ଥାନ

ସାଧାରଣତଃ ଅଧିକ ଉଚ୍ଚରୁ ତଳକୁ ଚାହିଁଲେ କିଛି ଲୋକଙ୍କ ମୁଣ୍ଡ ବୁଲାଇ ଦେଇଥାଏ। ଇଂଲିଶରେ ଏହାକୁ ହାଇଟ୍‌ ଫୋବିୟା ବୋଲି କୁହାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦୁନିଆରେ ଏମିତି ବି ଏକ ଜାଗା ଅଛି, ଯେଉଁଠି ମଣିଷ ଭୂମିଠାରୁ ପାଖାପାଖି ୩୦୦ ଫୁଟ ଉଚ୍ଚରେ ବିଛଣା ପକାଇ ଶୋଉଛି। ସୋସିଆଲ…

ଆଇକନିକ୍‌ ପର୍ଯ୍ୟଟନ ତାଲିକାରେ ରହିବ ଅର୍କକ୍ଷେତ୍ର କୋଣାର୍କ,  ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କହିଲେ କେନ୍ଦ୍ର…

କେନ୍ୟୁଜ୍(ବ୍ୟୁରୋ): ଆଇକନିକ୍‌ ପର୍ଯ୍ୟଟନ ତାଲିକାରେ ଓଡ଼ିଶାକୁ କେବେ ସ୍ଥାନ ମିଳିବା ନେଇ ରାଜ୍ୟସଭାରେ ପଚାରିଥିବା ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । ମନ୍ତ୍ରୀ ପ୍ରହ୍ଲାଦ ସିଂହ କହିଛନ୍ତି, ଖୁବଶୀଘ୍ର…

ଦିଲ୍ଲୀପ ରାୟଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା, ପୁରୀକୁ ବିଶ୍ୱ ଐତିହ୍ୟ ସହର ଓ ପର୍ଯ୍ୟଟନର ବିକାଶ ପାଇଁ…

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀପ ରାୟଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା । ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା, ପର୍ଯ୍ୟଟନର ବିକାଶ ପାଇଁ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ସେ ତାରିଫ କରିଛନ୍ତି । ଦିଲ୍ଲୀପ କହିଛନ୍ତି, ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ହୋଇ…

ପର୍ଯ୍ୟଟନ ସ୍ଥଳ ହେବ ମୋଦିଙ୍କ ଚା ଦୋକାନ, ସଂସ୍କୃତି ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ପିଲାଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ଥାନରେ ଚା ବିକୁଥିଲେ ସେହି ସ୍ଥାନ ଅର୍ଥାତ ବଡନଗରରର ରେଲୱେ ଷ୍ଟେସନ ହେବ ପର୍ଯ୍ୟଟନ ସ୍ଥଳ। ଏଭଳି ଏକ ଯୋଜନା କରାଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି। କିଛିଦିନ ତଳେ ମନ୍ତ୍ରୀ ବଡନଗର ଗସ୍ତରେ…

ରଥଯାତ୍ରା ପାଇଁ ଓଡିଶା ଟୁରିଜିମର ସ୍ୱତନ୍ତ୍ର ବ୍ୟବସ୍ଥା : ବସରେ ପୁରୀ ଯାଇ ରଥଯାତ୍ରା ଦେଖିବେ ଶ୍ରଦ୍ଧାଳୁ

ପୁରୀ : ରଥଯାତ୍ରା ପାଇଁ ଓଡିଶା ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ବା ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀ ରଥଯାତ୍ରା ଦେଖିପାରିବେ ସମ୍ବଲପୁର ଓ ଭୁବନେଶ୍ୱରରୁ ଶ୍ରଦ୍ଧାଳୁଙ୍କ ପାଇଁ ୫ ରୁ ୬ଟି ବସର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ବଡଦାଣ୍ଡରେ ବସି ରଥଯାତ୍ରା ଦେଖିବା…