Browsing Tag

traffic rules

ନିୟମ ଭାଙ୍ଗିଲେ ଭରିବାକୁ ହେବ ଏତେ ହଜାର ଟଙ୍କା, ଜାଣନ୍ତୁ ଟ୍ରାଫିକର ନୂଆ ନିୟମ

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଲାଇବାର ଅନେକ ନିୟମ ରହିଛି। ଯାହା ଆମ ସୁରକ୍ଷା ପାଇଁ ତିଆରି କରାଯାଇଛି। ଯଦି ସେହି ନିୟମକୁ କେହି ବି ଉଲଂଘନ କରନ୍ତି ତେବେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜକୁ ବିପଦରେ ପକାନ୍ତି। ଏହାସହ ଅନ୍ୟମାନେ ମଧ୍ୟ ବିପଦରେ ପଡ଼ନ୍ତି। ତେଣୁ ସମସ୍ତଙ୍କୁ ସଡ଼କ ନିୟମ…

ଆପଣ ବି ଏଥର ହୋଇଯାନ୍ତୁ ସାବଧାନ, ବିନା ହେଲମେଟରେ ଗାଡି ଚଲାଇବାରୁ ବାଙ୍ଗାଲୁରୁର ଏହି ବ୍ୟକ୍ତିଙ୍କୁ ୪୨ ହଜାର ୫୦୦…

ଛୋଟ ଭୁଲ ପାଇଁ ଭରିବାକୁ ପଡିବ ବଡ଼ ଜୋରିମାନା । ଆଉ ଜୋରିମାନା ରାଶି ଗୋଟେ ସେକେଣ୍ଡ ହ୍ୟାଣ୍ଡ ସ୍କୁଟରର ମୂଲ୍ୟ ଠାରୁ ଯଥେଷ୍ଟ ଅଧିକ । ଆପଣ ଜାଣି ଚକିତ ହେବେ ସଡକ ନିୟମ ଉଲ୍ଲଙ୍ଘନ କରିବା କାରଣରୁ ବାଙ୍ଗାଲୁରୁର ଜଣେ ପରିବା ବ୍ୟାସାୟୀଙ୍କ ଉପରେ ୪୨ ହଜାର ୫୦୦ ଟଙ୍କାର ଜୋରିମାନା ଲଗାଯାଇଛି ।…

ଆଜି ସମ୍ବଲପୁର ଲକ୍ଷ୍ମୀ ଟକିଜ୍‌ ଛକରେ ଜୋରଦାର ଚାଲିଛି ଟ୍ରାଫିକ୍‌ ଚେକିଂ, ଜଣେ ପୋଲିସ କର୍ମଚାରୀଙ୍କଠାରୁ ଆଦାୟ…

ସମ୍ବଲପୁର: ଆଜି ସମ୍ବଲପୁରରେ ଟ୍ରାଫିକ୍‌ ଜୋରଦାର ଚେକିଂ କରାଯାଉଛି । ସମ୍ବଲପୁରର ଲକ୍ଷ୍ମୀ ଟକିଜ୍‌ ଛକରେ ଜୋରଦାର ଚାଲିଛି ଚେକିଂ। ପୋଲିସ କର୍ମଚାରୀଙ୍କୁ ୧୦୦୦ଟଙ୍କା ଫାଇନ ଆଦାୟ କରାଯାଇଛି। ବିନା ହେଲମେଟରେ ଗାଡି ଚାଳନା ପାଇଁ କଟିଛି ଫାଇନ୍‌। ଗତକାଲି ୨୮୦ଜଣଙ୍କୁ ଫାଇନ୍‌ କରାଯାଇ ୨ଲକ୍ଷ…

ଯେତେ କହିଲେ ଭାଗବତ…., ଟ୍ରାଫିକ୍‌ କର୍ମଚାରୀଙ୍କ ସହ କେତେ ଦିନ ଝଗଡ଼ା ଚାଲିବ, କେତେ ତଣ୍ଡ ଗଣିବେ ଲୋକେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : କଥାରେ ଅଛି, ଯେତେ କହିଲେ ଭାଗବତ ତୋଷ ନୋହିବ ମୋର ଚିତ୍ତ । ଏହାର ଅର୍ଥ ହେଉଛି ଯେତେ ସଚେତନ କଲେ ମଧ୍ୟ ମାନୁ ନାହାନ୍ତି ଲୋକେ । ଠିକ୍‌ ଏହି କଥାଟି ଏବେ ଲାଗୁ ହେଉଛି ଆମରିମାନଙ୍କ କ୍ଷେତ୍ରରେ । ଟ୍ରାଫିକ୍‌ ନିୟମକୁ ନେଇ ମାର୍ଚ୍ଚ ୧ରୁ ପୁଣି ଥରେ କଡ଼ାକଡ଼ି…

ସରିଲା ୬ ମାସର ଡେଡଲାଇନ୍‌, ସାବଧାନ ଆଜିଠୁ ସବୁ ଛକରେ ଜଗିଛନ୍ତି ଟ୍ରାଫିକ ପୋଲିସ

ସରିଲା ୬ ମାସର ଡେଡଲାଇନ୍‌ । ଆଜିଠୁ ପୁଣି ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ । ଜୋରଦାର ହେବ ଯାଞ୍ଚ । ଗାଡ଼ିର କାଗଜପତ୍ର ଠିକ ନଥିଲେ କି ଲାଇସେନ୍ସ ନଥିଲେ ଗଣିବେ ମୋଟା ଅଙ୍କର ଜରିମାନା । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ, ଫିଟନେସ ପରମିଟ ତିଆରି କରିବା…

କାଗଜପତ୍ର ସବୁ ଠିକ୍‌ ରଖିଛନ୍ତି ତ ? କାଲି ଠାରୁ ଗାଡ଼ି ଚାଳକଙ୍କୁ ଆଉ ନିସ୍ତାର ନାହିଁ, କଡାକଡି ହେଉଛି ଟ୍ରାଫିକ ନିୟମ,…

ଆଜି ଫେବୃଆରୀ ୨୯ ତାରିଖ। ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଟ୍ରାଫିକ କଟକଣା। ସରକାରଙ୍କ ପ୍ରଦତ୍ତ ସମୟ ଆସନ୍ତାକାଲି ଶେଷ ହେଉଛି । ତେଣୁ କାଲିଠାରୁ ଜୋରଦାର ହେବ ଚେକିଂ। ଏ ନେଇ ସାରା ରାଜ୍ୟରେ ଲୋକଙ୍କ ଭିତରେ ଉଦବେଗ। ସମସ୍ତେ ନିଜର କାଗଜପତ୍ର ଠିକ କରିବାରେ ଲାଗି ପଡିଛନ୍ତି । ଆଜି RTO…

ଆଉ ବଢ଼ିବ ନାହିଁ ଡେଡଲାଇନ୍‌, କାଲିଠୁ କଡ଼ାକଡି ହେବ ଟ୍ରାଫିକ୍‌ ଚେକିଂ

ଭୁବନେଶ୍ବର: ପୂରିଲା ମହଲତ । କାଲିଠୁ କଡ଼ାକଡି ହେବ ଟ୍ରାଫିକ୍‌ ଚେକିଂ । ନୂଆ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟକୁ କଡାକଡି କରାଯିବ । ଆଉ ବଢ଼ିବ ନାହିଁ ଡେଡଲାଇନ୍‌ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଫଳରେ ନିୟମ ଉଂଲଘନକାରୀଙ୍କୁ…

ନିୟମ ଉଂଲଘନକାରୀଙ୍କୁ ଆଉ ନାହିଁ ନିସ୍ତାର, ମାର୍ଚ୍ଚ ୧ରୁ ପୁଣି ଜୋରଦାର ହେବ ଟ୍ରାଫିକ ନିୟମ

କେନ୍ଯୁଜ୍: ଆଉ ମାତ୍ର ଗୋଟିଏ ଦିନ ବାକି। ପୂରୁଛି ରାଜ୍ୟ ସରକାର ଦେଇଥିବା ୬ ମାସର ମହଲତ । ମାର୍ଚ୍ଚ ୧ରୁ ପୁଣି ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ନୂଆ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟକୁ କଡାକଡି କରାଯିବ । ଆଉ ବଢ଼ିବ ନାହିଁ ଡେଡଲାଇନ୍‌ । ଏହି ସୂଚନା ଦେଇଛନ୍ତି…

ପୁରିଲା ରାଜ୍ୟ ସରକାର ଦେଇଥିବା ୬ ମାସର କଣ୍ଟ, ମାର୍ଚ୍ଚ ୧ରୁ ପୁଣି ଜୋରଦାର ହେବ ଟ୍ରାଫିକ ନିୟମ

ଭୁବନେଶ୍ବର (କେନ୍ୟୁଜ୍) : ପୁରିଲା ରାଜ୍ୟ ସରକାର ଦେଇଥିବା ୬ ମାସର କଣ୍ଟ। ମାର୍ଚ୍ଚ ୧ରୁ ପୁଣି ଜୋରଦାର ହେବ ଟ୍ରାଫିକ ନିୟମ। ନୂଆ ମୋଟରଯାନ ଆଇନ ଅନୁସାରେ ଜରିମାନା ଆଦାୟକୁ କଡାକଡି କରାଯିବ। ନିୟମ ଉଂଲଘନକାରୀଙ୍କୁ ଆଉ ନିସ୍ତାର ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ…

ଇ-ଚାଲାଣ କଟାଯିବାରୁ ମଝି ରାସ୍ତାରେ ବାଇକ୍‌ ଭଙ୍ଗାରୁଜା କଲେ ଯୁବକ, ଟ୍ରାଫିକ୍‌ ନିୟମ ବୁଝାଇ ଘରକୁ ପଠାଇଦେଲା ପୋଲିସ,…

ମେରଠରେ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ଜଟିଳ ହୋଇପଡ଼ୁଛି। କେହି ଟ୍ରାଫିକ ନିୟମ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଲୋକେ ବନା ହେଲ୍‌ମେଟରେ ଯାତ୍ରା କରୁଛନ୍ତି। ଏ ନେଇ ସେମାନେ ସଚେତନ ହେଉନାହାନ୍ତି। ଏପରି କି, ଟ୍ରାଫିକ୍‌ ନିୟମ ନେଇ ପୋଲିସ ମଧ୍ୟ ସଜାଗ ରହୁନାହାନ୍ତି।…

ଭାରତଠାରୁ ବି ଶକ୍ତ ଏହି ଦେଶ ମାନଙ୍କର ଟ୍ରାଫିକ୍‌ ନିୟମ, ଜରିମନା ଦେବାପାଇଁ ନେବାକୁ ପଡିଥାଏ ଲୋନ୍‌!

ସଡକ ଦୁର୍ଘଟଣାରେ ସବୁଠାରୁ ଅଧିକ ଜୀବନ ଯାଉଥିବା ଦେଶ ମାନଙ୍କ ରେସରୁ ବାହାରକୁ ବହାରିବା ପାଇଁ ଭାରତ ସରକାର ସେପ୍ଟେମ୍ବର ୧ରୁ ନୂଆ ମୋଟର ବାହାନ ଅଧିନିୟମ ୨୦୧୯ ଲାଗୁ କରିଛନ୍ତି । ଏହାପରେ ସବୁ ରାଜ୍ୟ ଏବଂ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ବହୁ ରାଜ୍ୟରେ ନୂଆ ମୋଟର…

ଫାଇନ୍‌ରୁ ବର୍ତ୍ତିବା ପାଇଁ ଦେଖନ୍ତୁ କେମିତି ଉପାୟ ବାହାର କଲେ ଏହି ବ୍ୟକ୍ତି, ପୋଲିସ ବି ହୋଇଗଲା ଖୁସି

ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଦେଶସାରା ଲୋକେ ଚାଲାଣ ବା ଫାଇନକୁ ନେଇ ଚର୍ଚ୍ଚା କରୁଛନ୍ତି। କିଛି ଲୋକ ଏହି ନିୟମକୁ ବିରୋଧ କରୁଥିବା ବେଳେ ଆଉ କିଛି ଏହାକୁ ଠିକ୍‌ ବୋଲି କହୁଛନ୍ତି। ତେବେ ଏହାରି ଭିତରେ ଗୁଜରାଟର ବଡୋଦରାରେ ଜଣେ ବ୍ୟକ୍ତି ଚାଲାଣରୁ ବର୍ତ୍ତିବା ପାଇଁ ଏକ ନିଆରା…