Below header
Browsing Tag

train accident

ଶବଗଦା ଭିତରୁ ଉଦ୍ଧାର କର୍ମୀଙ୍କ ଗୋଡ଼ ଭିଡ଼ିଲେ ରବିନ୍‌…

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲର ମୁର୍ଦ୍ଦାଘରେ ଶବ ରଖିବା ପାଇଁ ଜାଗା ନାହିଁ। ବାଲେଶ୍ୱରର ଏକ ସ୍କୁଲରେ ପଡ଼ିଥିବା ଶବଗୁଡ଼ିକୁ ହସ୍ପିଟାଲ ନେବା ସମୟରେ ଏକ ଅଦ୍ଭୁତ ଘଟଣା ଦେଖି ଜଣେ ଉଦ୍ଧାରକର୍ମୀଙ୍କ ହୋଶ୍‌ ଉଡ଼ିଯାଇଥିଲା। ଶବଗଦା ଭିତରୁ କେହି…

ମମତାଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଦେବେ ସ୍ପେଶାଲ ହୋମ୍‌ଗାର୍ଡର ଚାକିରି

ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୀଡ଼ିତମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ମମତା ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ବିଷୟରେ…

ପୁଅର ହାତ ହଲୁଥିବା ଦେଖିଲା ବାପା, ବଞ୍ଚିଗଲା ବିଶ୍ୱଜିତ୍‌ଙ୍କ ଜୀବନ

ଓଡ଼ିଶା ଟ୍ରେନ୍ ଦୁର୍ଘଟଣାକୁ ନେଇ ଅନେକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସୁଛି। କାହାର ସମ୍ପୂର୍ଣ୍ଣ ପରିବାର ଧ୍ୱଂସ ହୋଇଯାଇଛି ତ କାହାର ମୁଣ୍ଡ ଉପରୁ ମାତାପିତାଙ୍କ ଛାୟା ଉଠିଯାଇଛି। ଅନେକ ନିରୀହ ଅନାଥ ହୋଇଯାଇଛନ୍ତି। ଦୁର୍ଘଟଣାରେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଗୁରୁତର ଆହତ…

୧୯୯୯ ମସିହାରେ ପରେ ଆମେ ଏତେ ବଡ଼ ବିପତ୍ତିକୁ ସାମ୍ନା କଲୁ,ରାଜ୍ୟ ପ୍ରଶାସନ ତତ୍ପରତାରୁ ବଞ୍ଚିଗଲା ଅନେକ ଜୀବନ: ମୁଖ୍ୟ…

କେନ୍ୟୁଜ୍(ବ୍ୟୁରୋ): ଟ୍ରେନ ଦୁର୍ଘଟଣା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା। ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ବର୍ତ୍ତମାନ ସୁଦ୍ଧା ୧୭୦ ଟି ମୃତ ଶରୀରର ପରିଚୟ ମିଳି ସାରିଛି । ମୃତ ଦେହ ନେବାକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗ ରେ ମୃତ…

ପଶ୍ଚିମବଙ୍ଗରୁ ୨୦୦ ଲୋକ ନିଖୋଜ ଅଛନ୍ତି, ସତ୍ୟକୁ ଲୁଚା ଯାଉଛି : ମମତା

ବାହାନଗା ଟ୍ରେନ ଟ୍ରାଜେଡିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ। ମୃତାହତଙ୍କ ଭିତରୁ ପ୍ରାୟ ଏକଚତୁର୍ଥାଂଶରୁ ଅଧିକ ପଶ୍ଚିମବଙ୍ଗ ଯାତ୍ରୀ। ପଶ୍ଚିମବଙ୍ଗର ୬୨ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୬ ଜଣ ଆହତ ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ୭୩ ଜଣ ଓଡ଼ିଶାର…

କରମଣ୍ଡଳ ଦୁର୍ଘଟଣାରେ ଗୌତମ ଅଦାନୀଙ୍କ ବଡ଼ ଘୋଷଣା, ଗ୍ରହଣ କରିବେ ମୃତକଙ୍କ ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ଗୌତମ ଅଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଦୁର୍ଘଟଣାରେ ମା’, ବାପାଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷାର ଦାୟିତ୍ୱ ଅଦାନୀ ଗ୍ରୁପ୍ ଗ୍ରହଣ କରିବ। କହି ରଖୁଛୁ ଯେ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାୟ ୨୭୫ ଜଣ ଯାତ୍ରୀ ପ୍ରାଣ…

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି : ଅଶ୍ୱିନୀ ବୈଷ୍ଣବ

(କେନ୍ୟୁଜ): ଓଡ଼ିଶା ରେଳ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ। ଜୁନ ୨ତାରିଖରେ ବାହାନଗାରେ ହୋଇଥିବା ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରାଇବାକୁ ରେଲୱେ ବୋର୍ଡ ସୁପାରିଶ କରିଛି। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ଅଶ୍ବିନୀ ବୈଷ୍ଣବ ରବିବାର…

ରେଳ ଦୁର୍ଘଟଣା: ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହାୟତା ଘୋଷଣା, ମୃତକଙ୍କ ପରିଜନଙ୍କୁ ୧୦ ଲକ୍ଷ ଅନୁକମ୍ପା ରାଶି

ଓଡ଼ିଶାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଛନ୍ତି ଏବଂ ପାଖାପାଖି ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ମୃତକ ଓ ଆହତଙ୍କ ପାଇଁ ପିଏମ୍‌ଓ (PMO) ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ଏହାରି ଭିତରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ…

ସଫଳ ହେଲା ସରକାରଙ୍କ ମାଗଣା ଟ୍ରେନ ସେବା: ପରିଜନଙ୍କୁ ନେଇ ଚେନ୍ନାଇ ଫେରିଲେ ସମ୍ପର୍କୀୟ

ଭଦ୍ରକ (କେନ୍ୟୁଜ): ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପରେ ମୃତକଙ୍କ ପରିଚୟକୁ ନେଇ ଚିନ୍ତା । ମିଳୁନି ଅଧିକାଂଶ ମୃତକଙ୍କ ପରିଚୟ କି ହୋଇପାରୁନି ଚିହ୍ନଟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଚିହ୍ନଟ ପାଇଁ ଆସିଥିବା ହଜାର ହଜାର ସମ୍ପର୍କୀୟ ଆଜି ସ୍ୱତନ୍ତ୍ର ଟ୍ରେନ…

ବାହାନଗା ଟ୍ରେନ ଦୁର୍ଘଟଣା: ରେଳଧାରଣାରୁ ଉଠାଗଲା ୨୧ଟି ବଗି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାର୍ଯ୍ୟ

ବାଲେଶ୍ୱର (କେନ୍ୟୁଜ): ବାହାନଗାରେ ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ଲାଇନଚ୍ୟୁତ ହୋଇଥିବା ୨୧ଟି ବଗିକୁ ହଟାଇ ଦିଆଯାଇଛି । ଟ୍ରାକ୍‌ ଏବଂ ଓଭରହେଡ୍‌ ଲାଇନ୍‌ ମରାମତି କାର୍ଯ୍ୟ ଚାଲିଛି। ଏହି ରୁଟରେ ରେଳ ଚଳାଚଳକୁ ପୁଣି ଥରେ ସ୍ୱାଭାବିକ…

କରମଣ୍ଡଳ ୧୨୮ କିମି ତ ଯଶବନ୍ତପୁର ଏକ୍ସପ୍ରେସ୍‌ ୧୨୬ କିମି ପ୍ରତି ଘଣ୍ଟା ବେଗରେ ଥିଲା…ରେଲୱେ ବୁଝାଇଲା ପୂରା ଘଟଣା

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୀଷଣ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପ୍ରେସ୍‌ କନ୍‌ଫରେନ୍ସ କରି ପୂରା ଘଟଣା ସମ୍ପର୍କରେ ବୁଝାଇଛି। ରେଲୱେ ବୋର୍ଡର ସଦସ୍ୟ ଜୟା ବର୍ମା କହିଛନ୍ତି, ଆମେ କିଛି ଭୁଲ୍‌ ତଥ୍ୟ ଉପରେ ସୂଚନା ଦେବାକୁ ଚାହୁଁଛୁ, ଯେପରି ସ୍ଥିତି ସ୍ପଷ୍ଟ ହୋଇପାରିବ।…

ସୁପ୍ରିମ୍‌କୋର୍ଟ ଗଲା ରେଳ ଦୁର୍ଘଟଣାର ତଦନ୍ତ ମାମଲା, ‘କବଚ’ ସିଷ୍ଟମ୍‌ ଜଲ୍‌ଦି ଲାଗୁ କରିବାକୁ ଦାବି

ବାଲେଶ୍ୱର ରେଳ ଦୁର୍ଘଟଣାର ତଦନ୍ତ ମାମଲା ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ବିଶାଲ ତିଓ୍ଵାରୀ ନାମକ ଓକିଲ ମାମଲାକୁ ନେଇ ଆବେଦନ ଦାଖଲ କରିଛନ୍ତି। ଏହି ଆବେଦନରେ ସେ ରେଳ ଦୁର୍ଘଟଣାରୁ ରକ୍ଷା ପାଇବାର ‘କବଚ’ ସିଷ୍ଟମ୍‌ ଜଲ୍‌ଦି ଲାଗୁ କରିବାକୁ ଦାବି କରିଛନ୍ତି। ଏଥି ସହିତ ପୂର୍ବତନ…