Browsing Tag

tv actress

ବିବାହ ବନ୍ଧନରେ ବାନ୍ଧି ହେଲେ ବିଗବସ୍ ୧୩ ଫେମ୍ ଆରତୀ ସିଂ, ଭାଇରାଲ ହେଉଛି ଭିଡିଓ

ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭି ଅଭିନେତ୍ରୀ ଆରତୀ ସିଂ । ଏହି ଅଭିନେତ୍ରୀ ବ୍ୟବସାୟୀ ଦୀପକ ଚୌହାନଙ୍କୁ ବିବାହ କରିଛନ୍ତି । ତେବେ ଜୟମାଲାର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ଫଟୋରେ ଆରତୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆରତୀ ସିଂଙ୍କ ବ୍ରାଇଡାଲ ଏଣ୍ଟ୍ରିର…

ମୁମ୍ବାଇରେ ନୂଆ ଘର କିଣିଲେ ଟିଭି ଅଭିନେତ୍ରୀ ଆଶି ସିଂ, ପରିବାର ସହ କରିଲେ ଗୃହପ୍ରବେଶ

'ୟେ ଉନ ଦିନୋ କି ବାତ ହେ' ସିରିଏଲର ଅଭିନେତ୍ରୀ ଆଶି ସିଂ ସ୍ୱପ୍ନର ନଗରୀ ମୁମ୍ବାଇରେ ନିଜର ଘର କିଣିଛନ୍ତି । ସେ ଆଜିକାଲି ଖୁବ ଖୁସି ଅଛନ୍ତି କାରଣ ଅଭିନେତ୍ରୀ ତାଙ୍କର ଗୋଟିଏ ବହୁତ ବଡ ସ୍ୱପ୍ନ ପୂରଣ କରିଛନ୍ତି । ଆଶି ଏକ ନୂତନ ବିଳାସପୂର୍ଣ୍ଣ ଘରର ମାଲିକାଣୀ ହୋଇପାରିଛନ୍ତି । ଏହି…

ମାଲାୟାଲମ୍ ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ହୃଦ୍‌ଘାତରେ ନିଧନ, ୮ ମାସର ଥିଲେ ଗର୍ଭବତୀ; ଆଇସିୟୁରେ ନବଜାତ

ସାଉଥ୍‌ ସିନେମା ଜଗତରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଡା. ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଅଭିନେତ୍ରୀଙ୍କ ଦେହାନ୍ତରେ ମାଲାୟାଲମ୍ ଟିଭି ଜଗତକୁ ବଡ଼ ଝଟ୍‌କା ଲାଗିଛି। ମାତ୍ର ୩୫ ବର୍ଷ ବୟସରେ ପ୍ରିୟାଙ୍କ ନିଧନରେ ତାଙ୍କ…

‘ହାମାସ ଆତଙ୍କବାଦୀ ମୋ ଭଉଣୀକୁ ମାରିଦେଲେ’, ନାଗିନ ଅଭିନେତ୍ରୀ ବଖାଣିଲେ ଦୁଃଖ

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଆଉ ଏହା ମଧ୍ୟ ଟିଭି ଇଣ୍ଡଷ୍ଟ୍ରୀର ଜଣେ ଅଭିନେତ୍ରୀ ମଧୁରା ନାଏକ ଯନ୍ତ୍ରଣାଦାୟକ ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ମଧୁରା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ।  ଏହି ଯୁଦ୍ଧରେ…

ଟିଭି ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ସନ୍ଦେହଜନକ ମୃତ୍ୟୁ, ଘର ଭିତରେ ପଡ଼ିଥିଲା ମୃତଦେହ

ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ମାଲାୟାଲମ୍‌ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ନିଧନ ହୋଇଛି। ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଅଭିନେତ୍ରୀ ୩୧ ବର୍ଷର ଥିଲେ। ହଠାତ୍‌ ତାଙ୍କ ପରଲୋକରେ ତାଙ୍କ ଫ୍ୟାନ୍‌ମାନଙ୍କୁ…

ପ୍ରତ୍ୟୁଷା ବାନାର୍ଜୀଙ୍କୁ ମରିବା ପାଇଁ ବାଧ୍ୟ କରିଥିଲେ ବୟଫ୍ରେଣ୍ଡ୍‌; କୋର୍ଟ ଖାରଜ କଲେ ରାହୁଲ ରାଜ ସିଂଙ୍କ…

ଟିଭି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରେ ୮ ବର୍ଷ ପରେ ମୁମ୍ବାଇ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାରେ ଅଭିନେତ୍ରୀଙ୍କ ବୟଫ୍ରେଣ୍ଡ ରାହୁଲ ରାଜ ସିଂଙ୍କ ଦୋଷମୁକ୍ତ ଅପିଲ୍‌କୁ କୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବୟଫ୍ରେଣ୍ଡ ରାହୁଲ ରାଜ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟେଲି ଅଭିନେତ୍ରୀ ସ୍ନେହଲ ରାୟ, ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା…

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ନେହଲ ରାୟଙ୍କ କାର ଦୁର୍ଘଟଣାଗ୍ରସ୍ତ । ଅଭିନେତ୍ରୀ ଆହତ ହୋଇଛନ୍ତି । ଅଭିନେତ୍ରୀ ଜଣକ ପୁନେ ଯାଉଥିବା ବେଳେ ଦୁଘର୍ଟଣା ହୋଇଛି। ତାଙ୍କ କାରକୁ ଏକ ଟ୍ରକ ଧକ୍କା ମାରିଛି । ଏହି ଦୁର୍ଘଟଣାରେ ତାଙ୍କ କାର ନଷ୍ଟ ହୋଇଯାଇଛି । ତାଙ୍କ ଡ୍ରାଇଭରଙ୍କ ଉପସ୍ଥିତି…

ଆଜି ତୁନିଷାଙ୍କର ହେବ ଅନ୍ତିମ ସଂସ୍କାର, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ଫ୍ୟାନ୍ସ

ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଗତ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ। ହେଲେ ଆଜିଯାଏଁ ତାଙ୍କର ଅନ୍ତିମ ସଂସ୍କାର ହୋଇନାହିଁ। ତୁନିଷାଙ୍କ ମୃତ୍ୟୁ ୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ଏପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯାଇନାହିଁ। ପରିବାର ପକ୍ଷରୁ ମାଉସୀଙ୍କୁ ଅପେକ୍ଷା କରାଯାଇଛି। ତାଙ୍କ…

ଦୁଇଦିନ ହେଲାଣି ପଡିରହିଛି ତୁନିଷାଙ୍କ ମୃତଦେହ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗତ ଦୁଇଦିନରୁ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା କେସକୁ ନେଇ ଚର୍ଚ୍ଚା ଚାଲିଛି। ରବିବାର ଦିନ ପୋଷ୍ଟମର୍ଟମ ହେବା ପରେ ମଧ୍ୟ ତୁନିଷାଙ୍କ ଅନ୍ତିମ ସଂସ୍କାର କରାଯାଇନାହିଁ। କ’ଣ ପାଇଁ ତୁନିଷାଙ୍କ ଅନ୍ତିମ…

ତୁନିଷାଙ୍କ ଆତ୍ମହତ୍ୟା ମାମଲା, ଗିରଫ କୋ ଷ୍ଟାର ଶିଜାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ମାମଲାରେ ସହ ଅଭିନେତା ଶିଜାନ ଖାନଙ୍କୁ ପୋଲିସ ଗିରଫ କରିଛି । ଶିଜାନଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡରେ ଆଣିଛି । ବଲିଭି ପୋଲିସ ଆଇପିସି ଧାରା ୩୦୬ ଅଧିନରେ ଶିଜାନଙ୍କୁ ଗିରଫ କରିଛି । ମୁମ୍ବାଇ…

୨୦ ବର୍ଷୀୟା ଟିଭି ଅଭିନେତ୍ରୀ ତୁନିଷା ଶର୍ମା ହାରିଦେଲେ ଜୀବନ; କୋ-ଆକ୍ଟରଙ୍କ ମେକ୍‌ଅପ ରୁମ୍‌ରେ ଲଗାଇ ଦେଲେ ଫାଶୀ

ଟିଭି ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ’, ‘ଭାରତ କା ବୀର ପୁତ୍ର-ମହାରାଣା ପ୍ରତାପ’ ଏବଂ ଅନ୍ୟାନ୍ୟ ଟିଭି ଶୋ’ରେ ନିଜର ଅଭିନୟ ପାଇଁ ଲୋକପ୍ରିୟ ଥିବା ତୁନିଷା ଶର୍ମା ନିଜ ଜୀବନ ହାରି ଦେଇଛନ୍ତି। ଅଭିନେତ୍ରୀଙ୍କୁ ୨୦ ବର୍ଷ ବୟସ ହୋଇଥିଲା। ଏହି ଦୁଃଖଦ…

ଇମଲି ଫେମ୍‌ ହେତଲ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ଅଭିନେତ୍ରୀଙ୍କ ଜୀବନ

ଟିଭି ଶୋ ‘ଇମିଲି’ ଫେମ୍‌ ହେତଲ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତ୍ତିଲା ଅଭିନେତ୍ରୀଙ୍କ ଜୀବନ। ଇମଲି ସିରିଅଲରେ ଶିବାନୀ ରାଣା ଭୂମିକାରେ ନଜର ଆସୁଥିବା ହେତଲ ଯାଦବଙ୍କ ଜୀବନ। ରବିବାର ରାତିରେ ସୁଟିଂ ସାରି ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘରକୁ ଫେରୁଥିବା…