Browsing Tag

udala

ଛାତ୍ରଙ୍କୁ ବିଦ୍ୟାଳୟରେ ନିସ୍ତୁକ ମାଡ ମାରିଲେ ଶିକ୍ଷକ, ଛାତ୍ର ଗୁରୁତର

ଉଦଳା (କେନ୍ୟୁଜ) : ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡଯୁକ୍ତ ବ୍ୟବସ୍ଥା । ଜଣେ ଶିକ୍ଷକ ଛାତ୍ରଙ୍କ ଅତି ନିର୍ଦ୍ଦୟ ଭାବେ ମାଡ ମାରି କରିଛନ୍ତି ଗୁରୁତର । ଏଭଳି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି କପ୍ତିପଦା ବ୍ଲକ କପ୍ତିପଦା ଉପ୍ରା ବିଦ୍ୟାଳୟରେ ।…

ଲାଇନ୍ କାଟିଲେ ହାଣିଦେବି! ବକେୟା ବିଦ୍ୟୁତ ବିଲ୍ ମାଗିବାରୁ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଡରାଇଲେ ଯୁବକ

ଉଦଳା(କେନ୍ୟୁଜ୍):  ବିଦ୍ୟୁତ୍ ବିଲ ସଂଗ୍ରହ କରିବାକୁ ଯାଇଥିଲେ । ହେଲେ ବକେୟା ବିଲ୍‌ ଦେବା ବଦଳରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଭୁଜାଲିରେ ହାଣିଦେବାର ଧମକ ଦେଲେ ଯୁବକ । ଗାଁ ଦାଣ୍ଡରେ ହାତରେ ଭୁଜାଲି ଧରି ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ହାଣିଦେବାର ଧମକ ଦେବା ଭିଡିଓ ଭାଇରାଲ…

ବର୍ଷା ଦେଲା ଦୁଃଖ: ମାଟି କାନ୍ଥ ପଡ଼ି ଭାଇ ଭଉଣୀ ମୃତ

ଉଦଳା(କେନ୍ୟୁଜ୍):  ଉଦଳାରେ  ଅତି ଦୁଃଖଦ ଘଟଣା। କାନ୍ଥ ପଡି ଭାଇ ଭଉଣୀଙ୍କ ମୃତ୍ୟୁ।   ଅଳ୍ପକେ ବର୍ତିଲେ ୩ ବର୍ଷର ଶିଶୁ ପୁତ୍ର ଏବଂ ମା। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଇଡାହୀ ଗ୍ରାମରେ। ରାଇଡାହୀ ଗ୍ରାମର ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ ୨ ପୁଅଙ୍କ ସହିତ ଘରେ ଶୋଇଥିଲେ। ହଠାତ ଲଗାଣ…

ଉଦଳା: ମର୍ଣ୍ଣିଙ୍ଗ ୱାକ୍ ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ଉଦଳା(କେନ୍ୟୁଜ୍):  ମର୍ଣ୍ଣିଙ୍ଗ ୱାକ୍ ଆସିଥିବା ବେଳେ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଉଦଳା ଥାନା ଏନଏସି ୩ ନମ୍ବର ୱାର୍ଡରେ। ୩ ନମ୍ବର ୱାର୍ଡର ମିତାରାଣୀ ମଲ୍ଲିକ ଆଜି ସକାଳେ ମର୍ଣ୍ଣିଙ୍ଗ ୱାକରେ ଯାଇଥିଲେ। ଘର ଠାରୁ ମାତ୍ର କେଇ ମିଟର ଦୂର ଯାଇଥିବା…

ଗାଡି ଚୋରି ବେଳେ ନିର୍ଘାତ୍ ଛେଚା ଖାଇଲା ଲୁଟେରା, ପରେ ପୋଲିସରେ ଜିମା ଦେଲେ ଲୋକ

ଉଦଳା (କେନ୍ୟୁଜ): ସବୁଦିନ ନ ଥାଏ ଚାନ୍ଦିନୀ ରାତି । ଆଗରୁ ବାରମ୍ବାର ଆସି ବାଇକ ଚୋରି ଖସିଯିବାରେ ସମର୍ଥ ହୋଇଥିବା ଲୁଟେରା ହେଲେ ଆଜି ଧରାପଡିଗଲେ ଜନସାଧାରଣଙ୍କ ହାବୁଡରେ । ଆଉ ଯେତେବେଳେ ଜନତାଙ୍କ ହାତରେ ପଡିଗଲା ଲୁଟେରା ସେତେବେଳେ ଖାଇଲା ନିର୍ଘାତ୍ ଛେଚା । ଏଭଳି ଘଟଣା ଘଟିଛି ଉଦଳା…

ଉଦଳା ଥାନା ବଉଳଶାସନ ଗାଁରେ ଲୋମଟାଙ୍କୁରା ହତ୍ୟାକାଣ୍ଡ, ଅନୈତିକ ସଂପର୍କକୁ ନେଇ ଘଟିଥିବା ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):   ଜଘନ୍ୟ, ବିଭତ୍ସ ଏବଂ ଲୋମଟାଙ୍କୁରା । ଉଦଳା ଥାନା ବଉଳଶାସନ ଗାଁରେ ଘଟିଛି ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଜୟପୁର ଗାଁର ଶୁଭାଶିଷ ବାରିକ ନିଜ କାମ ସାରି ଘରକୁ ଫେରିବା ସମୟରେ ବଉଳଶାସନ ଗାଁର ନବୀନା ଆଚାର୍ଯ୍ୟ ଏବଂ…

ମୟୁରଭଞ୍ଜ:ନୃଶଂସ ସାଜିଲେ ସ୍ୱାମୀ ଓ ପୁଅ ,ଟଙ୍କା ନେଣଦେଣକୁ ନେଇ ସ୍ତ୍ରୀକୁ ବାଡେଇ ବାଡେଇ ମରିଦେଲେ

ଉଦଳା(କେନ୍ୟୁଜ୍):  ପାରିବାରିକ କଳହ ନେଲା ଉଗ୍ର ରୂପ । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ଯରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ହେବା ପରେ ଅତି ନିର୍ଦ୍ଦୟ ଭାବେ ସ୍ତ୍ରୀ କୁ ବାଡେଇ ବାଡେଇ ହତ୍ଯା କରିଲେ ସ୍ୱାମୀ ଏବଂ ପୁଅ । ଉଦଳା ଥାନା ଦିଘି ନୂଆସାହି ଗ୍ରାମର ଚନ୍ଦ୍ରିକା ବେହେରା ଗତକାଲି ରାତିରେ…

ମୟୂରଭଞ୍ଜ: ପତଞ୍ଜଳି ସାମଗ୍ରୀ ଗୋଦାମରେ ନିଆଁ, ଆଖି ପିଛୁଳାକେ ନଷ୍ଟ ହୋଇଗଲା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ମୟୂରଭଞ୍ଜ (କେ ନ୍ଯୁଜ) : ଭୟାବହ ଅଗ୍ନିକାଣ୍ଡ । ଆଖି ପିଛୁଳାକେ ନଷ୍ଟ ହୋଇଗଲା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି । ମୟୂରଭଞ୍ଜ ଉଦଳା ଥାନା NAC ୩ନମ୍ବର ଓ୍ଵାର୍ଡରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ୩ନମ୍ବର ଓ୍ଵାର୍ଡର ପତଞ୍ଜଳି ସାମଗ୍ରୀ ଗୋଦାମରେ ନିଆଁ…

ଗାଁ ମୁଣ୍ଡ କୂଅରୁ ମିଳିଲା ମୃତଦେହ; ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା ତଦନ୍ତ କରୁଛି ପୋଲିସ୍‌

ଉଦଳା (କେ ନ୍ୟୁଜ୍‌): ବିଲ ଭିତରେ ଥିବା ଏକ କୂଅରୁ ଉଦ୍ଧାର ହେଲା ମୃତଦେହ । ତେବେ ମୃତ୍ୟୁ କିଭଳି ହୋଇଛି ସେକଥା ସ୍ପଷ୍ଟ ହୋଇନି । ପୋଲିସ୍‌ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ହାଟସାହି ଗାଁରେ ଏହି ଘଟଣା ଘଟିଛି। ଏକ ବିଲ ମଧ୍ୟରେ ଥିବା…

ଉଦଳା : ଯୁବକଙ୍କୁ ଉଠବସ୍‌ ଘଟଣାରେ ଦୁଇ ଜଣ ପୋଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କଲେ ମୟୁରଭଞ୍ଜ ଏସ୍‌ପି, ଜଣେ ଗିରଫ

ବାରିପଦା (କେ ନ୍ୟୁଜ୍‌) : ମୟୁରଭଞ୍ଜ ଉଦଳା ଠାରେ ପୋଲିସ ଉପସ୍ଥିତିରେ ଯୁବକଙ୍କୁ ଉଠ ବସ କରାଇବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ମୟୂରଭଞ୍ଜ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉଦଳା ପୋଲିସ ଗାଡିର ଡ୍ରାଇଭର ଚନ୍ଦ୍ରକାନ୍ତ ପଣ୍ଡା ଓ…

ନିଜର ଦୋଷ ଲୁଚାଇବାକୁ ଅନ୍ୟ ଉପରେ ଦୋଷ ଲଦିଲା ଉଦଳା ପୋଲିସ, ବିନା ଦୋଷରେ ଗିରଫ କଲା ଜଣେ ବ୍ୟକ୍ତିଙ୍କୁ

ଉଦଳା(କେନ୍ୟୁଜ୍):   ପୁଣି ପୋଲିସର ଅପାରଗତା ନେଇ ଅଭିଯୋଗ । ନିଜର ଦୋଷ ଓ ଦୁର୍ବଳତା ଲୁଚାଇବାକୁ ଅନ୍ୟ ଉପରେ ଦୋଷ ଲଦୁଥିବା ନେଇ ଚର୍ଚ୍ଚା। ଉଦଳା ଥାନା ନୂଆସାହି ଗାଁର ରମାକାନ୍ତ ନାୟକଙ୍କୁ ଗତ ୨୦୧୮ ମସିହା ନଭେମ୍ବର ୮ ତାରିଖ ଦିନ ପୋଲିସ ଗିରଫ କରି ଉଦଳା ଉପ ଜିଲ୍ଲାପାଳଙ୍କ କୋର୍ଟରେ ହଜାର…

ଉଦଳା: ରାଜ୍ୟପାଳଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ପରସ୍ପର ମଧ୍ୟରେ ବାଡେଇ…

ଉଦଳା(କେନ୍ୟୁଜ୍): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ପରସ୍ପର ମଧ୍ୟରେ ବାଡେଇ ହେଲା ଦୁଇଟି ବୋଲେରୋଗାଡ଼ି। ଉଦଳା-ବାରିପଦା ରାଜ୍ୟ ରାଜପଥ ପୁରୁଣାପାଣି ଛକ ନିକଟରେ ଏହି ଘଟଣା ଘଟିଥିଲା। ଖୁଣ୍ଟା ବ୍ଲକର ଧାନଘେରା ସ୍ଥିତ…