Browsing Tag

utkal university

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର, କହିଲେ ସଚ୍ଚୋଟତା ଓ କଠିନ ପରିଶ୍ରମ…

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷା ହେଉଛି ସଫଳ ଜୀବନର ପ୍ରଥମ ପାହାଚ। ଚରିତ୍ର ଗଠନ ସହ ଶିକ୍ଷା ଜୀବନକୁ ଗଢିଥାଏ। ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଙ୍ଗଠିତ କରିଥାଏ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କଲେ…

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଅଶାନ୍ତି । ଗତକାଲି ରାତିରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଛି। କ୍ୟାଣ୍ଟିନର ବିଭିନ୍ନ ସମସ୍ୟା ସହ ହଷ୍ଟେଲ ସମସ୍ୟାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଏକ ନମ୍ବର ବଏଜ୍‌ ହଷ୍ଟେଲ ଆଗରେ ଆନ୍ଦୋଳନରେ ବସିଥିଲେ ଛାତ୍ର। ପରେ ପୋଲିସ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଗୋଷ୍ଠୀ ସଂଘର୍ଷ , ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ

କେନ୍ୟୁଜ୍(ବ୍ୟୁରୋ):  ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହେଲା ବାଣୀବହିର । ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଗଣ୍ଡଗୋଳକୁ ନେଇ ଏକ ନମ୍ବର ବଏଜ୍‌ ହଷ୍ଟେଲ ଆଗରେ ଆନ୍ଦୋଳନରେ ବସିଛନ୍ତି ଛାତ୍ର ।…

ଭିଜିଲାନ୍ସ ଜାଲରେ ଉତ୍କଳ ବିଶ୍ୱବିଦ୍ୟାଳୟ DDCE କର୍ମଚାରୀ, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଚାରୀ । ଉତ୍କଳ ବିଶ୍ୱବିଦ୍ୟାଳୟ DDCE କର୍ମଚାରୀ ଅଶୋକ ମିଶ୍ର ଭିଜିଲାନ୍ସ ଜାଲରେ । ଅଶୋକ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ଦୁଇ ମହଲା…

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛୁରୀ ଭୁସି ଶ୍ରମିକଙ୍କୁ ହତ୍ୟା, ମୃତକ ଉଦଳା ଅଞ୍ଚଳର ଗୁଜୁରାମ ସିଂ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଶ୍ରମିକଙ୍କୁ ହତ୍ୟା । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ସହିଦ ନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ମୃତକ ହେଲେ ମୟୂରଭଞ୍ଜ ଉଦଳା ଅଞ୍ଚଳର ଗୁଜୁରାମ ସିଂ । ଅଭିଯୁକ୍ତଙ୍କୁ…

ବଢିଲା ରାଜ୍ୟରେ ଲାଗିଥିବା କରୋନା କଟକଣା, ଆଜି ସୁଦ୍ଧା ବାଣୀବିହାର ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ସରକାର କରୋନା ପାଇଁ କଟକଣା ଜାରି କରିବା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଆଜି ଅପରାହ୍ନ ୫ଟା ସୁଦ୍ଧା ବାଣୀବିହାର ହଷ୍ଟେଲ ଖାଲି କରିବାକୁ ପିଜି କାଉନସିଲ ଚେୟାରମ୍ୟାନ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତିକୁ ନଜରରେ ରଖି କେବେ ଖୋଲିବ ତାହା ଜଣାଇ ଦିଆଯିବ ।…

ଓଡ଼ିଶା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି, ବାଣୀବିହାରର ପ୍ଲାଟିନମ ଜୁବଲି ସମାରୋହରେ ଏହା କହିଛନ୍ତି ରାଷ୍ଟ୍ରପତି…

ଭୁବନେଶ୍ବର(କେନ୍ୟୁଜ୍): ବାଣୀବିହାରର ପ୍ଲାଟିନମ ଜୁବଲି ସମାରୋହରେ ଯୋଗ ଦେଇ ଓଡ଼ିଶା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିବା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେଇଛି । ଏଠାକାର ବହୁ ଛାତ୍ର ଦେଶକୁ ଗୌରବ…

ଉଦ୍‌ଯାପିତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମ

ଭୁବନେଶ୍ବର(କେନ୍ୟୁଜ୍): ଉଦ୍‌ଯାପିତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମ । ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ଗଣେଶୀ ଲାଲ ଓ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର । ଏହି ଅବସରର ଗୋଲ୍ଡ…

ଆଜିଠାରୁ ପାଳନ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉତ୍ସବ

ଭୁବନେଶ୍ବର: ଆଜିଠାରୁ ପାଳନ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉତ୍ସବ। ବାଣୀବିହାରର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ୨୩ତାରିଖରୁ ୨୭ ତାରିଖ ଯାଏ ପ୍ଲାଟିନମ ଜୁବଲି ପାଳନ ହେବ। ଏଥିପାଇଁ ନୂଆରୂପରେ ସଜେଇ ହୋଇଛି ବାଣୀବିହାର। ରଙ୍ଗୀନ ଆଲୋକମାଳାରେ ବିଶ୍ୱବିଦ୍ୟାଳୟକୁ ସଜେଇ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅଫିସର ଆସବାବପତ୍ର

ଭୁବନେଶ୍ବର(କେନ୍ୟୁଜ୍):  ବାଣୀବିହାର ସିଣ୍ଡିକେଟ୍ ଅଫିସରେ ଲାଗିଲା ନିଆଁ । ହଠାତ ଅଫିସ ଭିତର ପାର୍ଶ୍ବରୁ  ନୁଆଁ ବାହାରିବାରୁ କର୍ମଚାରୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ କେଉଁ କାରଣରୁ  ଲାଗିଛି ଜଣା…

ବିଜୁଳି ଦାବିରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ପଡିଲା ମୁଖ୍ୟ ଫାଟକରେ ତାଲା

ଆଜିକୁ ‘ଫନି’ ବାତ୍ୟାକୁ ୧୧ ଦିନ ବିତି ଯାଇଛି। ଏହାପରେ ମଧ୍ୟ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନାହିଁ। ଏନେଇ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବାହ ସାଧାରଣ ହୋଇସାରିଛି।…

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ମିଳିଲା ଛାତ୍ରଙ୍କ ମୃତ ଶରୀର

ଭୁବନେଶ୍ବର (କେନ୍ୟୁଜ୍) : ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ ନମ୍ବର ୨ ରେ ଜଣେ ଛାତ୍ରଙ୍କ ମ୍ରୁତ ଶରୀର ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଛି ପୋଲିସ୍। ଘଟଣାକୁ ନେଇ କ୍ୟାମ୍ପସ ମଧ୍ୟରେ ଉତ୍ତେଜନା…