Browsing Tag

uttar pradesh

ଜାତୀୟ ରାଜପଥରେ ଅନିୟନ୍ତ୍ରିତ ହୋଇ ଢାବାରେ ପଶିଲା ଟ୍ରକ: ତିନି ମୃତ, ୩ ଆହତ

ଉତ୍ତରପ୍ରଦେଶ : ଇଟାଓ୍ଵା-କାନପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଢାବାରେ ଅନିୟନ୍ତ୍ରିତ ହୋଇ ଏକ ଟ୍ରକ ପଶିଯିବାରୁ ୬ ଜଣଙ୍କ ଉପରେ ଚଢିଯାଇଛି । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ରହିଛି । ଘଯଣା ଇକାଦିଲ ଥାନା ଅନ୍ତର୍ଗତ ମାନିକପୁର ମୋଡରେ ହୋଇଛି ।…

ୟୁପି: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ୨୫ ବର୍ଷ ଜେଲ୍‌, ୧୦ ଲକ୍ଷ ଜରିମାନା

ଉତ୍ତର ପ୍ରଦେଶର ସୋନଭଦ୍ରରୁ ବିଜେପି ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସୋନଭଦ୍ରା ଜିଲ୍ଲାର ସ୍ୱତନ୍ତ୍ର ବିଚାରପତି ଏହସାନୁଲ୍ଲାହ ଖାନଙ୍କ କୋର୍ଟ (ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ) ଡିସେମ୍ବର ୧୨ରେ ଶୁଣାଣି ସମୟରେ ଗୋଣ୍ଡଙ୍କୁ ଦୋଷୀ…

ଉତ୍ତରପ୍ରଦେଶର ଏକ ଗାଁରୁ ୫୦ ମିଟର ଲମ୍ବର ମୋବାଇଲ୍‌ ଟାଓ୍ଵାର ନେଇ ଗଲେ ଚୋର

ବିହାରରେ ୬୦ ଫୁଟ୍‌ ଲମ୍ବର ଲୁହା ବ୍ରିଜ ଚୋରି ହେବାର ଗୋଟିଏ ବର୍ଷ ପରେ ଉତ୍ତରପ୍ରଦେଶର କୌଷିମ୍ବି ଜିଲ୍ଲାର ଉଜ୍ଜୟିନୀ ଗ୍ରାମରେ ୫୦ ଟନରୁ ଅଧିକ ଓଜନ ବିଶିଷ୍ଟ ୫୦ ମିଟର ଉଚ୍ଚ ମୋବାଇଲ ଟାଓ୍ଵାର ଚୋରି ହୋଇଛି । ସୂଚନା ମୁତାବକ, ବୁଧବାର ଅର୍ଥାତ ନଭେମ୍ବର ୨୯ରେ ଟେକ୍ନିସିଆନ ରାଜେଶ କୁମାର…

ମା’ ମୃତଦେହ ସହ ରହିଲେ ଏକ ବର୍ଷ, ପଡ଼ୋଶୀଙ୍କୁ ଲୁଚାଇବା ପାଇଁ ଘରେ ଲଗାଉଥିଲେ ଧୂପ

ମା’ର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ଦୁଇ ଝିଅ । ମା’ ଓ ସନ୍ତାନର ସମ୍ପର୍କ ସବୁଠୁ ଭିନ୍ନ ଥାଏ । ଏପରି ସ୍ଥିତିରେ ନିଜ ମା’ ମୃତ୍ୟୁକୁ କିପରି ବା ସହି ଥାନ୍ତେ ଦୁଇ ଝିଅ । ମା’କୁ ଏତେ ଅଧିକ ଭଲ ପାଉଥିଲେ ଯେ ମା’ ମୃତ ଶରୀରକୁ ବି ସଂସ୍କାର କରିବାକୁ ଚାହିଁଲେନି । ଆଉ ଦୀର୍ଘ ଏକ ବର୍ଷ…

ୟୁପି: ମନ୍ଦିର ଯାଇ କଟୁରୀରେ ନିଜ ବେକ କାଟିଦେଲେ ଯୁବକ, ଦେବୀ ମା’ଙ୍କୁ ଖୁସି କରିବା ପାଇଁ ନେଲେ ଭୟଙ୍କର ପଦକ୍ଷେପ

ଉତ୍ତର ପ୍ରଦେଶର ଝାନ୍‌ସୀରୁ ଆସିଛି ଏକ ସମ୍ବେଦନଶୀଳ ମାମଲା। ଏଠାରେ ୨୬ ବର୍ଷୀୟ ଯୁବକ ନେଇଛନ୍ତି ଭୟଙ୍କର ପଦକ୍ଷେପ। ଦେବୀ ମା’ଙ୍କୁ ଖୁସି କରିବା ପାଇଁ ସେ କଟୁରୀରେ ନିଜ ବେକ କାଟି ଦେଇଛନ୍ତି। ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଆଶ୍ୱସ୍ତିକର କଥା ଯେ ସମୟ…

ଜେଲରୁ ମୁକୁଳିଲା ଦୁଷ୍କର୍ମକାରୀ ତଥା ଆତ୍ମଘୋଷିତ ବାବା ଗୁରୁମିତ ରାମ ରହିମ, ୨୧ ଦିନ ଯାଏ ମିଳିଛି ପାରୋଲ

ଜେଲରୁ ମୁକୁଳିଛି ଡେରା ସଚ୍ଚା ସୌଦାର ପ୍ରମୁଖ ତଥା ଆତ୍ମଘୋଷିତ ବାବା ଦୁଷ୍କର୍ମକାରୀ ଗୁରୁମିତ ରାମ ରହିମ । ଗୁରୁମିତ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଓ ଗୋଟିଏ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ଏବେ ତାକୁ ୨୧ ଦିନ ପାଇଁ ଜେଲରୁ ଛୁଟି ମିଳିଛି । ଏହି ପାରୋଲ ସମୟରେ ସେ ୟୁପିର ବାଗପତ…

ପ୍ରୋମୋସନ ହେଲା ବୋଲି ପୁଅ ମାଗିଲା ୩୦ ଲକ୍ଷ ଟଙ୍କାର ଯୌତୁକ, ଅଭିଯୋଗ ପରେ ଚାଲିଛି ତଦନ୍ତ

ଏକବିଂଶ ଶତାବ୍ଦୀରେ ଆଜି ବି ଜାରି ରହିଛି ଯୌତୁକ ପ୍ରଥା । ବିନା ଯୌତୁକରେ ବିବାହ ହେଉନି କହିଲେ ଚଳେ । ଆଇନ ଅନୁସାରେ ଏହା ଏକ ଅପରାଧ ହୋଇଥିଲେ ମଧ୍ୟ ଲୁଚା ଛପାରେ ଯୌତୁକ ଦେବାନେବାର କାରବାର ଆଜି ବି ଚାଲୁଛି । ଆଉ ଯଦି ପୁଅର ସରକାରୀ ଚାକିରି ତାହେଲେ କଥା ସରିଲା । ବିନା ଯୌତୁକରେ ବିବାହ…

ତାଜମହଲ ବୁଲିବାକୁ ଯାଇଥିବାବେଳେ ଘଟିଲା ଅଘଟଣ, CPR ଦେଇ ବାପାଙ୍କୁ ବଞ୍ଚାଇଲା ପୁଅ

ଜୀବନ କ୍ଷଣସ୍ଥାୟୀ । କେତେବେଳେ କେଉଁ ମୁହୂର୍ତ୍ତରେ ମଣିଷ ଜୀବନରେ ବିପଦ ଆସିବ ତାହା କେହି କହି ପାରିବେ ନାହିଁ । ଆପଣ ମଧ୍ୟ ଏମିତି ଅନେକ ଘଟଣା ଶୁଣିଥିବେ ଯେଉଁଥିରେ ମଣିଷକୁ ହଠାତ ନିଶ୍ୱାସ ନେବାରେ ସମସ୍ୟା ହୁଏ । ଆଉ ଚାହୁଁ ଚାହୁଁ ମଣିଷ ଜୀବନର ଦୀପ କ୍ଷଣିକରେ ଲିଭିଯାଏ । ଥରେ ଭାବନ୍ତୁ ତ…

ୟୁପି: ଘରୋଇ ସହାୟକ କଲେ ଦୁଷ୍କର୍ମ ଉଦ୍ୟମ, ମାଲିକାଣୀ ଛୁରୀରେ କାଟି ଅଲଗା କରିଦେଲେ ଗୁପ୍ତାଙ୍ଗ; ମହିଳାଙ୍କ ନାଁରେ…

ଉତ୍ତର ପ୍ରଦେଶର କୌଶମ୍ବି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଘରୋଇ ସହାୟକ ଘରର ମାଲିକାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସହାୟକ ଜଣକ ଦୁଷ୍କର୍ମ ଉଦ୍ୟମ କଲା ବେଳେ ମାଲିକାଣୀ ଆତ୍ମରକ୍ଷା ପାଇଁ ତାଙ୍କ ଗୁପ୍ତାଙ୍ଗକୁ ଛୁରୀରେ କାଟି ଅଲଗା…

ଜନ୍ମ ହେଲା ୪ ହାତ ଓ ୪ ଗୋଡ଼ ଥିବା ଅଦ୍ଭୁତ ଶିଶୁ, ଜାଣନ୍ତୁ କେଉଁଠାରେ ଘଟିଛି ଏଭଳି ଘଟଣା

ବାପା ମା’ଙ୍କର ସନ୍ତାନ ଟିଏ ଜନ୍ମ ହେଲେ ତାଙ୍କ ଖୁସି କହିଲେ ନସରେ । ପ୍ରତ୍ୟେକ ବାପା ମା’ ପିଲାଙ୍କ ସୁସ୍ଥ ଜୀବନ କାମନା କରନ୍ତି । କିନ୍ତୁ ନିକଟରେ ଜଣେ ଦମ୍ପତିଙ୍କର ଏପରି ଏକ ସନ୍ତାନ ଜନ୍ମ ହୋଇଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଶିଶୁ ଟି କୌଣସି ସାଧାରଣ ଶିଶୁ ଭାବେ…

ମନ ପସନ୍ଦର ତରକାରୀ ହେଲାନି ବୋଲି ମା’ ପୁଅଙ୍କ ମଧ୍ୟରେ କଳି, ମା’ ବିଷ ଖାଇଲା ତ ପୁଅ ଫାଶୀ ଲଗାଇଲା

ତରକାରୀ ଯୋଗୁଁ ଆତ୍ମହତ୍ୟା କଲେ ମା’ ପୁଅ । ଉତ୍ତର ପ୍ରଦେଶ ଜଲୌନାର ଉରଇ କୋତିଓ୍ଵାଲି ଅଞ୍ଚଳରେ ଘଟିଛି ଏଭଳି ହୃଦୟସ୍ପର୍ଶୀ ଘଟଣା । ଘଟଣା ପରେ ସ୍ଥାନୀୟ ପୋଲିସ ମା’ ପୁଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏହି ମାମଲାରେ ଅଧିକ ଯାଞ୍ଚ କରୁଛି । ଖାଇବାକୁ ନେଇ ମା’ ପୁଅଙ୍କ…