Browsing Tag

vande bharat express

ବନ୍ଦେ ଭାରତ ଟ୍ରେନ୍‌ରେ ଅତି ନିମ୍ନମାନର ଖାଦ୍ୟ! ଚିପୁଡ଼ିବାରୁ ଥପ୍‌ ଥପ୍‌ ହୋଇ ପଡ଼ୁଛି ତେଲ…ଦେଖନ୍ତୁ ଭାଇରାଲ ଭିଡିଓ

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପରସାଯାଉଛି ଅତି ନିମ୍ନମାନର ଖାଦ୍ୟ। ଏହି ଟ୍ରେନ୍‌ରେ ଉପଲବ୍ଧ ହେଉଥିବା ଖାଦ୍ୟର ଗୁଣବତ୍ତାକୁ ନେଇ ଏବେ ନାନା ପ୍ରଶ୍ନ। ଭାଇଜାଗ୍‌ରୁ ହାଇଦ୍ରାବାଦ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଜଣେ ଯାତ୍ରୀ ଆଣିଛନ୍ତି ଏଭଳି ଅଭିଯୋଗ। ଯାତ୍ରୀ…

ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ; ଟ୍ରେନରୁ ଅଲଗା ହୋଇଗଲା ବଗି, ଯାତ୍ରୀ ସୁରକ୍ଷିତ

ଗୁଜୁରାଟରେ ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଟ୍ରେନ ଗାଈ ସହିତ ଧକ୍କା ହେବା ଯୋଗୁଁ ଟ୍ରେନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଘଟଣାରେ ଟ୍ରେନରୁ ଗୋଟେ ବଗି ଅଲଗା ହୋଇଥିବା ଖବର…

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ, ମଇଁଷିଗୋଠ ସହିତ ଧକ୍କା ହୋଇ ଟ୍ରେନର ଇଞ୍ଜିନ ନଷ୍ଟ

ମୁମ୍ବାଇ ସେଣ୍ଟ୍ରାଲରୁ ଗୁଜରାଟ ଗାନ୍ଧୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ୧୧ଟା ୧୮ମିନିଟରେ ହୋଇଥିବା ଏହି ଦୁର୍ଘଟଣାରେ ଟ୍ରେନ ମଇଁଷିଗୋଠ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଟ୍ରେନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି।…

ନବରାତ୍ରୀ ପୂର୍ବରୁ ଦିଲ୍ଲୀ ରୁ କଟ୍‌ରା ଯାତାୟତ ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପାଇଁ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି। ଚଳିତ ମାସ ଶେଷ ସପ୍ତାହରୁ ନବରାତ୍ରୀ ଆରମ୍ଭ ହେଉଥିବା ଜଣାଯାଇଛି। ଏହି ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା…

ଉଦଘାଟନ ହେଲା ବନ୍ଦେ ଭାରତ ଏକ୍ସପ୍ରେସ : ଆଜି ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ

ଆଜିଠୁ ଗଡ଼ିଲା ଭାରତରେ ନିର୍ମିତ ସବୁଠୁ ଦ୍ରୁତତମ ଟ୍ରେନ୍‌ ବନ୍ଦେ ଭାରତ। ଦିଲ୍ଲୀରୁ ବାରଣାସୀ ଭିତରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଞ୍ଜିନ ଲେସ୍‌ ଏହି ଟ୍ରେନ୍‌ ଘଣ୍ଟାପ୍ରତି ଏହି ଟ୍ରେନ୍‌ ୧୮୦ କିଲୋମିଟର ବେଗରେ ଗତି କରୁଛି। ମାତ୍ର ୮ ଘଣ୍ଟାରେ ଦିଲ୍ଲୀରୁ…

IRCTC : ସାମ୍ନାକୁ ଆସିଲା ବନ୍ଦେ ଭାରତ ଏକ୍ସପ୍ରେସର ଫେୟାର ଲିଷ୍ଟ,ଜାଣନ୍ତୁ କେଉଁ କ୍ଲାସର ରହିଛି କେତେ ଦାମ୍

IRCTC : ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଫେୟାର ଲିଷ୍ଟ ସାମ୍ନାକୁ ଆସି ଯାଇଛି। ଦିଲ୍ଲୀ ରୁ ବାରଣାସୀ ମଝିରେ ଚାଲୁଥିବା ଟ୍ରେନ ୧୮ ରେ ଏସି ଚେୟାର କାରର ଟିକେଟର ମୂଲ୍ୟ ୧୮୫୦ ରହିଥିବାବେଳେ ଏକ୍ଜିକୁଟିଭ କ୍ଲାସ ପାଇଁ ଯାତ୍ରୀଙ୍କୁ ୩୫୨୦ ଟଙ୍କା ଦେବାକୁ ହେବ। ଏହା ସହିତ କେଟରିଙ୍ଗ୍ ସେବାର…