Browsing Tag

vigilance net

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍

କଟକ (କେନ୍ୟୁଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ପୂର୍ତ୍ତ ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁ। ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡାରେ ଚାଲିଛି…

ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନସଲଟାଣ୍ଟ ଜେଇ, ଏକକାଳୀନ ୯ଟି ସ୍ଥାନରେ ଚଢାଉ

ଅନୁଗୁଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନସଲଟାଣ୍ଟ ଜେଇ । ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସ ଟେକ୍ନିକାଲ କନସଲଟାଣ୍ଟ ଜେଇ ପ୍ରସନ୍ନ ପାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ଚାଲିଛି । ଏକକାଳୀନ ୯ଟି ସ୍ଥାନରେ ଚଢାଉ କରୁଛି…

ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର, ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭବାନୀପାଟଣା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର। ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁମନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁସାରେ ମାର୍କେଟିଙ୍ଗ…

ଭିଜିଲାନ୍ସ ପଞ୍ଝାରେ ICDS ସୁପରଭାଇଜର, ଅଙ୍ଗନଓ୍ବାଡୀ କର୍ମୀଙ୍କଠାରୁ ନେଉଥିଲେ ଲାଞ୍ଚ

ନବରଙ୍ଗପୁର (କେନ୍ୟୁଜ): ପିଲାଙ୍କ ଖେଳନା ବିଲ୍‌ କରାଇ ଦେବାକୁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ICDS ସୁପରଭାଇଜର। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅଞ୍ଚଳରେ । କୋଷାଗୁମୁଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ…

ଗୋଦାମ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ

ଗୋଦାମ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ। ଜବତ କଲା ଭିଜିଲାନ୍ସ। ପୁରୀ ନିମାପଡା ୱେୟାର ହାଉସ କର୍ପୋରେସନ ଗୋଦାମ ସୁପରିଣ୍ଟେଣ୍ଡେଣ୍ଟ ଦେବୀପ୍ରସାଦ ମହାନ୍ତି ଭିଜାଲାନ୍ସ ଜାଲରେ ପଡ଼ିଛନ୍ତି । ନିମାପଡ଼ାରେ ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କ ନିକଟରୁ ଭିଜିଲାନସ…

କଟକ ଭିଜିଲାନ୍ସ ଜାଲରେ ASI, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ

କଟକ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ASI । କଟକ ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ASI ସୁଦୀପ୍ତ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାଶ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ନୟାଗଡ଼ ଓ ବାଲୁଗାଁର ଏକକାଳୀନ ୪ଟି ସ୍ଥାନରେ ରେଡ୍…

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯନ୍ତ୍ରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭବାନୀପାଟଣା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଅତିରିକ୍ତ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗର ଚଢାଉ । ଆୟ ବହିର୍ଭୂତ…

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ମହିଳା ASI, ୧୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମହିଳା ASI। ଭିଜିଲାନ୍ସ କବଜାରେ ସହିଦନଗର ଥାନା ASI । ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ମମତା ବସ୍ତିଆ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲା । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପୁରୁଣା ମାମଲାରୁ ଅଭିଯୁକ୍ତଙ୍କ…

ଭିଜିଲାନ୍ସ ଜାଲରେ ପୂର୍ବତନ DSWO, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ୍‌

(କେନ୍ୟୁଜ): ପୂର୍ବତନ DSWOଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରେ ଚାଲିଛି ଚଢାଉ। ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ୍‌। ବାସଭବନ ଓ କାର୍ଯ୍ୟାଳୟ ସମେତ ବାଲେଶ୍ୱର, ଭଦ୍ରକ ଓ ଭୁବନେଶ୍ୱରରେ…

ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ବାରିପଦା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ । ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା ଉପ ଜିଲ୍ଲାପାଳଙ୍କ ଅଫିସର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ରାମଚନ୍ଦ୍ର ସେନଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ

ସୁନ୍ଦରଗଡ଼ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି RWDର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍‌। ସରକାରୀ ବାସଭବନ…

ଭିଜିଲାନ୍ସ ଜାଲରେ ତହସିଲ ଅଫିସର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଘଟଗାଁ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଆସିଷ୍ଟାଣ୍ଟ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଘଟଗାଁ ତହସିଲ ଅଫିସର ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଅଫିସର ଦେବାଶିଷ ପଣ୍ଡାଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ ଟାଙ୍ଗରତଳି ଗାଁର ବନମାଳି ପଳେଇଙ୍କ ଠାରୁ ଜମି ଭାଗବଣ୍ଟା କେସର…