Below header
Browsing Tag

vigilance

ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ, ୬ଟି ସ୍ଥାନରେ ଚାଲିଛି ରେଡ୍‌

କଟକ (କେନ୍ଯୁଜ୍) : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। କଟକ ଡ୍ରେନେଜ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚାଲିଛି ରେଡ୍‌। କଟକ ଓ ଭୁନେଶ୍ୱରର ୪ଟି ସ୍ଥାନରେ ଚାଲିଛି ଚଢାଉ। ରେଡ୍‌ରେ…

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଚଢ଼ାଉ

 ଭୁବନେଶ୍ୱର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର ପଟିଆ ଶ୍ରୀବିହାର, ରଘୁନାଥପୁର ଘର ଓ ଅଫିସରେ ଚାଲିଛି ଚଢ଼ାଉ। ଏହାସହ ଢେଙ୍କାନାଳର ୨ଟି…

ଭିଜିଲାନ୍ସ ଜାଲରେ ଟାଟା ପାଓ୍ଵାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରବ୍ୟୁସନ୍‌ ଲିମିଟେଡର ଜେନେରାଲ ମ୍ୟାନେଜର, ୩ଟି ସ୍ଥାନରେ…

ଭୁବନେଶ୍ବର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଟାଟା ପାଓ୍ଵାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରବ୍ୟୁସନ୍‌ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରୁଛି ଭିଜିଲାନ୍ସ । ସମ୍ବଲପୁର ଓ ବରଗଡର ୩ଟି ସ୍ଥାନରେ ଏକାକାଳୀନ ଚଢଉ ଚାଲିଛି ।…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ, ୫ଟି ସ୍ଥାନରେ…

ବ୍ରହ୍ମପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍‌ସ ପକ୍ଷରୁ ଚଢାଉ ଜାରି ରହିଛି। ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ। ଖୋର୍ଦ୍ଧା ଓ…

କଳାହାଣ୍ଡି: ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର(କେନ୍ଯୁଜ୍): କୋଟିପତି କଲେଜ ପ୍ରିନ୍ସିପାଲ । ଭିଜିଲାନ୍ସ ଜାଲରେ ପଡ଼ିଥିବା କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ୫ଟି…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସପାଲ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍‌ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ହେଉଛି ।…

ଭିଜିଲାନ୍ସ ହାତରେ ଆର ଆଣ୍ଡ ବି ଜେଇ: ବିଲ୍‌ ପାସ୍‌ କରାଇଦେବାକୁ କହି ଠିକାଦାରଙ୍କ ଠାରୁ ନେଉଥିଲେ ୧୫ ହଜାର ଲାଞ୍ଚ

କଟକ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଜେଇ । ଆର ଆଣ୍ଡ ବି ଜେଇ ଭାବେ କାର୍ଯ୍ୟରତ ଧୃବାନନ୍ଦ ରାଉତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଟକ ବଡ ମେଡିକାଲରେ ଏକ କାର୍ଯ୍ୟର ବିଲ ପାସ୍‌ କରାଇଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ…

ଭିଜିଲାନ୍ସ ଜାଲରେ ସୁନାବେଡ଼ା NAC ଆସିଷ୍ଟାଣ୍ଟ ଇଞ୍ଜିନିୟର, ୬ଟି ସ୍ଥାନରେ ଚାଲିଛି ରେଡ୍‌

କଟକ(କେନ୍ଯୁଜ୍): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୁନାବେଡ଼ା NAC ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ର । ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ୬ଟି ସ୍ଥାନରେ ରେଡ୍‌ ଚାଲଇଛି । ଭୁବନେଶ୍ୱର ପୋଖରୀପୁଟ…

୨୨ ଘଣ୍ଟାରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଆକଳନ, କୁବେର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ କଟକ ନେଲା ଭିଜିଲାନ୍ସ…

ଭୁବନେଶ୍ବର(କେନ୍ଯୁଜ୍) :ଭିଜିଲାନ୍ସ ଜାଲରେ କୁବେର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର । ୨୨ ଘଣ୍ଟାରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଆକଳନ। ୨୨ କୋଟିରୁ ଅଧିକ ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ ଟିମ୍‌। ସମ୍ପତ୍ତି ଆକଳନ ପରେ ତ୍ରିନାଥ ମିଶ୍ରଙ୍କୁ କଟକ ନେଲା ଭିଜିଲାନ୍ସ ଟିମ୍‌। ରାତି ୩ଟାରେ…

ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି ; ଏପର୍ଯ୍ୟନ୍ତ ୩କୋଟିରୁ ଅଧିକ ସମ୍ପତ୍ତି ଠାବ

କଟକ (କେନ୍ଯୁଜ୍): ବଡ଼ ଧରଣର ଭିଜିଲାନ୍ସ ରେଡ୍‌ । ଅତିରିକ୍ତ ଏସ୍‌ପିଙ୍କ ଘରେ ଭିଜିଲାନସ ଚଢାଉ । ପୋଲିସ ଯୋଗାଯୋଗ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । କଟକ, କୋରାପୁଟ, ଯାଜପୁର ଓ…

କଟକ ଭିଜଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର, ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢାଉ

କଟକ (କେନ୍ଯୁଜ୍):ବଡ଼ ଧରଣର ଭିଜିଲାନ୍ସ ରେଡ୍‌ । ଅତିରିକ୍ତ ଏସ୍‌ପିଙ୍କ ଘରେ ଭିଜିଲାନସ ଚଢାଉ । ପୋଲିସ ଯୋଗାଯୋଗ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି କଟକ ଭିଜଲାନ୍ସ । ଏକକାଳୀନ ୧୧ଟି…

ସୁନ୍ଦରଗଡ଼ ADMଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ

ସୁନ୍ଦରଗଡ଼(କେନ୍ଯୁଜ୍): ADMଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ADM ବିଶ୍ୱଜିତ ମହାପାତ୍ରଙ୍କଙ୍କ ଘରେ ରେଡ୍‌। ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି। ଭୁବନେଶ୍ୱର, ସୁନ୍ଦରଗଡ଼ ଓ ଜଗତସିଂହପୁରରେ କେକାଲୀନ ଚାଲିଛି ରେଡ୍‌। ସୁନ୍ଦରଗଡ଼ ଅଫିସ ଓ…