Browsing Tag

viral news

ବଡ ପାଟି କରି ପଢ଼ାଉଥିଲେ ଶିକ୍ଷୟତ୍ରୀ, ଚାକିରିରୁ ବାହାର କରିଦେଲା ୟୁନିଭର୍ସିଟୀ

ବଡ ପାଟିରେ ପାଟି କରି ପଢ଼ାଇବା ମହଙ୍ଗା ପଡିଲା ଶିକ୍ଷୟତ୍ରୀଙ୍କୁ। ଚାଲିଗଲା ଚାକିରି, କୋର୍ଟରେ ପହଁଚିଳେ ମହିଳା ଟିଚର। ଅନେକଥର ଏମିତି ଘଟିଛି କୌଣସି ଶିକ୍ଷାନୁଷ୍ଠାନରୁ ଶିକ୍ଷକ କିମ୍ବା ଅଧ୍ୟକ୍ଷଙ୍କୁ ବାହାର କରିବା ପରେ ସେ ଅଦାଲତର ଆଶ୍ରୟ ନେଇଥାନ୍ତି ଏବଂ ନିଷ୍ପତ୍ତି ତାଙ୍କ ପକ୍ଷରେ…

୨୪ ଘଣ୍ଟା ଖୋଲା ରହୁଛି ବୃଦ୍ଧଙ୍କ ଆଖି! ଚାହିଁକି ବି ବନ୍ଦ କରିପାରୁ ନାହାନ୍ତି; ଶୋଇବା ପାଇଁ ରାତିରେ ବାନ୍ଧିବାକୁ…

ମଣିଷ ସବୁବେଳେ ସୁନ୍ଦର ଦେଖା ଯିବାକୁ ଚାହେଁ। ଏହି ଇଚ୍ଛା ବେଳେବେଳେ ଏତେ ମାତ୍ରାରେ ବଢ଼ିଯାଇ ଥାଏ ଯେ ସେ ନିଜ ଶରୀର ବିଷୟରେ ମଧ୍ୟ ଭାବି ନ ଥାଏ। ଏମିତି ହିଁ ବ୍ରିଟିଶର ଜଣେ ବୃଦ୍ଧ ନିଜ ବୟସଠାରୁ ଛୋଟ ଦେଖାଯିବା ପାଇଁ କସମେଟିକ୍ ଟ୍ରିଟ୍‌ମେଣ୍ଟର ସାହାରା ନେଇଥିଲେ। ହେଲେ ଭାଗ୍ୟ ତାଙ୍କୁ…

ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ବୃଦ୍ଧ; ସରକାରଙ୍କ ହାତକୁ ଟେକିଦେଲେ ନିଜର ଅଚଳାଚଳ ସମ୍ପତ୍ତି! ଜାଣନ୍ତୁ ମୃତ୍ୟୁ…

ଆଜିକାଲି ସୋସିଆଲ ମିଡିଆରେ ହିମାଚଳ ପ୍ରଦେଶର ଜଣେ ବୃଦ୍ଧ ବ୍ୟକ୍ତି ଖୁବ୍‌ ଚର୍ଚ୍ଚାରେ ଅଛନ୍ତି, ଯିଏକି ନିଜ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ନିଜର ପାଞ୍ଚ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି। ତାଙ୍କ ସ୍ତ୍ରୀଙ୍କର ଗତ ବର୍ଷ ଦେହାନ୍ତ ହୋଇଥିଲା। ସ୍ତ୍ରୀ ଚାହୁଁଥିଲେ…

ସ୍ୱାମୀକୁ ଛାଡି ପ୍ରେମିକକୁ ଚାହୁଁଥିଲା ସ୍ତ୍ରୀ, ପ୍ରତାରଣାକୁ ସହିନପାରି ସ୍ତ୍ରୀର କଲା ଦ୍ୱିତୀୟ ବିବାହ

‘ହମ୍‌ ଦିଲ୍‌ ଦେ ଚୁକେ ସନମ’, ବଲିଉଡର ଏହି ସୁପରହିଟ୍‌ ଫିଲ୍ମ ଆପଣ ଦେଖିଛନ୍ତି କି ନାହିଁ। ଏହି ଫିଲ୍ମରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ପାଇଁ ପ୍ରେମ, ସର୍ମପଣ ଏବଂ ତ୍ୟାଗର ଅଦ୍ଭୁତ ଉଦାହରଣ ସାଜି ନିଜ ସ୍ତ୍ରୀକୁ ତାର ପ୍ରେମିକ ସହ ଦ୍ୱିତୀୟ ବିବାହ କରାଇଛନ୍ତି। ତେବେ ଏହା ତ ଥିଲା ରିଲ୍‌ ଲାଇଫର…

ଦୁନିଆର ପ୍ରଥମ ବ୍ୟକ୍ତି, ଯିଏ କେବଳ ନିଜ ଭାବନା ଦ୍ୱାରା କରୁଛନ୍ତି ଟ୍ଵିଟ; ନା ଲେଖିବାକୁ ପଡୁଛି ନା କହିବାକୁ

ଅଷ୍ଟ୍ରେଲିଆର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଜାଣିଲା ପରେ ହୁଏତ ଆପଣ ବିଶ୍ୱାସ କରିବେନି। ଅଷ୍ଟ୍ରେଲିଆର ଏକ ପାରାଲିସସ୍‌ ବ୍ୟକ୍ତି ନିଜ ଭାବନା ଦ୍ୱାରା ଟ୍ଵିଟ କଲେ। ମାନେ ବ୍ୟକ୍ତି ଜଣକ କେବଳ ନିଜ ବିଚାରକୁ ଉପଯୋଗ କରି ଟ୍ଵିଟ କରିବାରେ ସକ୍ଷମ ହେଲେ । ସେ ଟ୍ଵିଟରେ କିଛି ଟାଇପ…

‘ମୁଁ ଜଣେ ଭଲ ଜୀବନସାଥୀ ଖୋଜୁଛି’; ଡେଟିଂ ଆପ୍‌ରେ ବିଫଳ ହେବା ପରେ ରାସ୍ତା ପାର୍ଶ୍ୱରେ ବିଜ୍ଞାପନ ଦେଲେ ବୃଦ୍ଧ, ଆସୁଛି…

ପ୍ରେମରେ ପଡ଼ିଥିବା ଅନେକ ଲୋକ କିଛି ନା କିଛି ଖାସ୍‌ କାମ କରି ପୂରା ଦୁନିଆକୁ ଚମକାଇ ଦେଇ ଥାଆନ୍ତି। ପ୍ରେମକୁ ପାଇବା ପାଇଁ ସେମାନେ ବହୁତ କିଛି ଉତ୍‌ଥାନ ପତ୍ତନ ଦେଇ ଗତି କରନ୍ତି। ନିକଟରେ ସୋସିଆଲ ମିଡିଆରେ ମଧ୍ୟ ପ୍ରେମକୁ ନେଇ ଏକ ଖାସ୍‌ ଫଟୋ ଖୁବ୍‌ ଭାଇରାଲ ହେଉଛି। ବାସ୍ତବରେ, ଏଠାରେ…

ଯୁବତୀଙ୍କ ଲେସ୍‌ ଲଗା ଅନ୍ତଃବସ୍ତ୍ର ଚୋରାଇଥାଏ ଏହି ବିଲେଇ, ଇଣ୍ଟରନେଟରେ ଭାଇରାଲ ହେଉଛି ଏହି ସୌଖିନ ଚୋରଣୀ

ଦୁନିଆରେ ଅନେକ ପ୍ରକାର ଅଜବ ଘଟଣା ଦେଖିବାକୁ ମିଳିଥାଏ। କିଛି ଜିନିଷ ଏତେ ନିଆରା ହୋଇଥାଏ ଯେ ତାହା ଉପରେ ସହଜରେ ବିଶ୍ୱାସ ହିଁ କରି ହୁଏ ନାହିଁ। କ’ଣ ଆପଣ କେବେ କୌଣସି ଚୋରଣୀ ବିଲେଇ ଦେଖିଛନ୍ତି କି? ଯଦି ନୁହେଁ, ତ ଆଜି ଆମେ ଆପଣଙ୍କୁ ଏକ ଦକ୍ଷ ଚୋରଣୀ ବିଲେଇ ବିଷୟରେ କହିବାକୁ ଯାଉଛୁ। ଏହି…

ବାଃ, ଅତି ଚମତ୍କାର ଦୃଶ୍ୟ! ଶିଶୁ କନ୍ୟାର ମୁଣ୍ଡ ଉପରେ ଆସି ବସିଲା ପ୍ରଜାପତି, ଶେଷରେ ସବୁଦିନ ପାଇଁ ହୋଇଗଲା ସାଙ୍ଗ;…

ଯେଉଁ ଭିଡିଓ ପଶୁପକ୍ଷୀ ଓ କୁନି ପିଲାଙ୍କ ମଧ୍ୟରେ ବାର୍ତ୍ତାଳାପକୁ ଦର୍ଶାଇଥାଏ, ବାସ୍ତବରେ, ସେହି ଭିଡିଓଗୁଡିକ ଖୁବ୍‌ ସୁନ୍ଦର ହୋଇଥାଏ। ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରି ଥାଆନ୍ତି ଏବଂ ଏଗୁଡ଼ିକ ହୃଦୟକୁ ଛୁଇଁ ନେଲା ଭଳି ଭିଡିଓ ହୋଇଥାଏ। ଏବେ ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ…

ଅର୍ଦ୍ଧ ନଗ୍ନ ପ୍ରେମିକାକୁ କିସ୍‌ କରୁ କରୁ ଭୁଲ୍‌ ଜାଗାରେ ବାଜିଗଲା ହାତ…ବାସ୍‌, ଖୋଲିଗଲା ଧୋକାବାଜ୍‌ ସ୍ୱାମୀର ଅସଲ…

ଜଣେ ମହିଳା ନିଜ ସ୍ୱାମୀଙ୍କ ପୋଲ୍‌ ଖୋଲି ତାଙ୍କୁ ଜୀବନରୁ ତଡ଼ି ଦେଇଛନ୍ତି। କାହିଁକି ନା, ସେ ତାଙ୍କୁ ଧୋକା ଦେଇ ଆସୁଥିଲେ। ମହିଳା ଜଣକ କହିଥିଲେ ଯେ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଖରାପ ସମ୍ପର୍କ ଥିଲା ଏବଂ ସେ ଏ ବିଷୟରେ ଲଗାତାର ମିଛ କହି ଆସୁଥିଲେ। କିନ୍ତୁ ହଠାତ୍ ଦିନେ…

ମାଛ ଧରିବା ସମୟରେ ଜାଲରେ ପଡ଼ିଲା ମ୍ୟାକବୁକ ସହ ଆଇଫୋନ ମଡେଲ, ଖବର ହେଉଛି ଭାଇରାଲ

ଜୀବନରେ କେବେ କେଉଁ ଘଟଣା ଘଟିଯିବ ତାହା କାହାକୁ ଜଣାନଥାଏ । ଅନେକ ଥର ଏଭଳି ଘଟଣା ଘଟିଛି ଯାହା ବିଶ୍ୱାସ କରିହୁଏନି। ଲାଗେ ଯେପରି ‘ଏହା ଭଗବାନଙ୍କ ଚମତ୍କାର’। ଇଣ୍ଡୋନେସିଆର ଏକ ମାଛ ଧରାଳୀଙ୍କ ସହ ମଧ୍ୟ ଏଭଳି ଘଟଣା ଘଟିଛି। ଯାହାକି ରାତାରାତି ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଛି। ଆପଣ…

ପ୍ରେମ ପାଇଁ ସ୍ୱିଡେନ୍‌ରୁ ମୁମ୍ବାଇ, ବିଶ୍ୱାସ ରଖି ଯୁବକଙ୍କୁ ଦେଖା କରିବାକୁ ଘରୁ ଲୁଚି ଚାଲି ଆସିଲା ନାବାଳିକା

କୁହାଯାଏ, ପ୍ରେମ ଅନ୍ଧ ହୋଇଥାଏ ଏବଂ ଅନେକ ବାର ଏମିତି ଘଟଣା ସାମ୍ନାକୁ ଆସିଥାଏ, ଯାହା ଏହି ପ୍ରବାଦକୁ ଚରିତାର୍ଥ କରିଥାଏ। ନିକଟରେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ୧୬ ବର୍ଷୀୟା ସ୍ୱିଡେନ ଝିଅ ସୋସିଆଲ ମିଡିଆରେ ୧୯ ବର୍ଷୀୟ ଜଣେ ଯୁବକଙ୍କୁ ଭେଟିଥିଲା। ସେ ସେହି…

ବିଲେଇକୁ ୪ ଲକ୍ଷ ଟଙ୍କାର ଉପହାର! ଚତୁର୍ଥ ଜନ୍ମଦିନରେ ଭେଟି ଦେଲେ ମାଲିକାଣି; ଲୋକେ ହୋଇଗଲେ ତାଜୁବ

ମଣିଷ ଓ ପଶୁ ଭିତରେ ଅଜବ ବନ୍ଧୁତା ରହିଥାଏ। ଅନେକ ବାର ମଣିଷ ଓ ପଶୁ ପରସ୍ପର ପାଇଁ ଏମିତି କିଛି କରି ଯାଆନ୍ତି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ଆପଣଙ୍କ ଆଖପାଖରେ ବି ଏମିତି ପଶୁପ୍ରେମୀ ମଣିଷ ରହିଥିବେ, ଯେଉଁମାନେ ନିଜ ପୋଷା ଜୀବଜନ୍ତୁଙ୍କର ଅନେକ ଯତ୍ନ ନେଉଥିବେ। କିନ୍ତୁ କିଛି…