Browsing Tag

watermelon

ମାତ୍ର ୧୦ ମିନିଟରେ ତିଆରି କରନ୍ତୁ ତରଭୁଜ ମିଲକ ସେକ୍, ପେଟକୁ ବି ଥଣ୍ଡା ଆଉ ପାଟିକୁ ବି ଟେଷ୍ଟି

ଏବେ ଖରାଦିନେ ସମସ୍ତେ କିଛି ନା କିଛି ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା କରନ୍ତି। ଏଭଳି ସ୍ଥିତିରେ ଆପଣ ଚାହିଁଲେ ମାତ୍ର କମ ସମୟରେ ତରଭୁଜରେ ମିଲକ ସେକ ତିଆରି କରି ପାରିବେ। ଆବଶ୍ୟକ ଉପକରଣ: ଦେଢ଼ କପ୍ ତରଭୁଜ ଅଢେଇ କପ୍ କ୍ଷୀର ୨ ଚାମଚ ଚିନି ପ୍ରସ୍ତୁତି ପ୍ରଣାଳୀ: ତରଭୁଜ ଓ…

ଖରାଦିନେ ଅଧିକ ତରଭୁଜ ଖାଉଥିଲେ ସାବଧାନ! ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା

ଖରାଦିନ ଆସିଲେ ତରଭୁଜର ଚାହିଦା ବହୁତ ବଢ଼ିଯାଏ। ଖରାଦିନେ ଖିଆ ଯାଉଥିବା ପରିବା ମଧ୍ୟରେ ତରଭୁଜ ପ୍ରମୁଖ। ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ। ତରଭୁଜରେ ପ୍ରାୟ ୯୨ ପ୍ରତିଶତ ପାଣି ରହିଥାଏ। ଏଣୁ ତରଭୁଜ ସେବନ କରିବାକୁ ଏକ ଆଶୀର୍ବାଦ ବୋଲି କୁହାଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ…

ତରଭୁଜ ଖାଇବା ପରେ ଭୁଲ୍‌ରେ ବି ଫିଙ୍ଗନ୍ତୁ ନାହିଁ ଏହାର ଚୋପା, ଦୂର ହୋଇପାରିବ ଏହି ସବୁ ସମସ୍ୟା

ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ। ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା ଆପଣଙ୍କୁ ଡିହାଇଡ୍ରେଶନରୁ ବଞ୍ଚାଇଥାଏ। ତେଣୁ ଅଧିକାଂଶ ଲୋକେ ଖରାରେ ବାହାରକୁ ଗଲା ମାତ୍ରେ ତରଭୁଜ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତରଭୁଜର…

ଆସିଲାଣି ଖରାଦିନ, ପିଲାଙ୍କୁ ଘରେ ହିଁ ତିଆରି କରି ଦିଅନ୍ତୁ ଟେଷ୍ଟି ଓ୍ଵାଟରମିଲନ୍‌ ସ୍ଲସ୍‌

ଆସିଲାଣି ଖରାଦିନ। ଏବେଠୁ ସୂର୍ଯ୍ୟଙ୍କ ପ୍ରଭାବ ନଜର ଆସିଲାଣି। ଖରା ଏତେ ଅଧିକ ହେଉଛି ଯେ ଘରୁ ବାହାରିବା ବି ଏକ ପ୍ରକାରର ଅସମ୍ଭବ ହେଇପଡ଼ିଲାଣି। ତେବେ ଏହି ଖରାଦିନ ଆସିଲେ ପାନୀୟ ଜଳର ଚାହିଦା ବଢ଼ିଯାଏ, ଆଉ ସମସ୍ତେ ଟିକେ ଜୁସ୍‌, ଥଣ୍ଡା ପାଣି, ଦହି ସରବତ ଓ ଲସି ଆଦି ପିଇବାକୁ ପସନ୍ଦ…

ମାଂସ ବଦଳରେ କୁକୁରକୁ ତରଭୁଜ ଖାଇବାକୁ ଦେଲେ ମାଲିକ, ଦେଖନ୍ତୁ ତା’ପରେ କି ଅବସ୍ଥା ହେଲା

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ମଜାଦାର ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ, ଯାହାକୁ ୟୁଜର୍ସ ବି ବେଶ୍‌ ପସନ୍ଦ କରିଥାନ୍ତି। ଏବେ ସେମିତି ଏକ କୁକୁରର ଭିଡିଓ ଚର୍ଚ୍ଚାରେ ରହିଛି। ମାଲିକ ପ୍ରଥମ ଥର ପାଇଁ ନିଜ କୁକୁରକୁ ତରଭୁଜ ଖୁଆଇବା ପରେ ତା’ର କି ରିଆକ୍ସନ୍‌ ଥିଲା ତାହା ଭିଡିଓରେ ଦେଖିବାକୁ…

ରଥଯାତ୍ରା ସ୍ପେଶାଲରେ ବନାନ୍ତୁ ‘ତରଭୂଜ ହାଲୁଆ’, ସ୍ୱାଦ ଏକଦମ୍‌ ନୂଆ ନୂଆ

ଗରମରେ ସବୁଠାରୁ ଅଧିକ ପୌଷ୍ଟିମ ଫଳ ହେଉଛି ତରଭୁଜ। ଯାହା ଶରୀରର ପାଣିର ଅଭାବକୁ ଦୂର କରେ। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ କଣ ଆପଣ କେବେ ତରଭୂଜ ହାଲୁଆ ଖାଇଛନ୍ତି। ଆହୁରି ଖାସ୍‌ କଥା ହେଉଛି ଯେଉଁ ତରଭୂଜ ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ସେଥିରେ ଆପଣ ତରଭୂଜ ହାଲୁଆ…

ମତୀରେ କା ରାଡ: ଗୋଟିଏ ତରଭୁଜ ପାଇଁ ବହିଥିଲା ରକ୍ତର ନଦୀ, ଯାଇଥିଲା ହଜାର ଲୋକଙ୍କ ଜୀବନ

ଭାରତ ଇତିହାସରେ ଏମିତି ଅନେକ ଯୁଦ୍ଧ କଥା ବର୍ଣ୍ଣିତ ରହିଛି ଯାହାକୁ ନେଇ ଆମେ ଗର୍ବ କରିଥାଉ। ଅଧିକାଂଶ ଯୁଦ୍ଧର ମୁଖ୍ୟ କାରଣ ଅନ୍ୟ ରାଜ୍ୟ ଉପରେ ଅଧିକାର ସାବ୍ୟସ୍ତ କରିବା ହୋଇଥାଏ। କିନ୍ତୁ ଆଜକୁ ପ୍ରାୟ ୩୭୫ ବର୍ଷ ତଳେ ଏକ ଅଦ୍ଭୁତ କାରଣକୁ ନେଇ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧର କାରଣ ଥିଲା ଏକ…

‘ବାପା ବେମାର, ଘରେ ରାସନ ନାହିଁ, ଆମଠୁ ତରଭୁଜ କିଣ ବାବୁ’ ! ପେଟ ଚାଖଣ୍ଡକ ପାଇଁ କଅଁଳ ବୟସରେ ଏମିତି ଫଳ ବିକୁଛନ୍ତି…

ସମୟ କେତେବେଳେ କାହାକୁ କି ଅବସ୍ଥାରେ ଆଣି ପହଞ୍ଚାଇବ ତାହା କେହି ଜାଣନ୍ତି ନାହିଁ। ଏଣୁ ଏକ ପ୍ରବାଦ ରହିଛି ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’। ଅର୍ଥାତ୍‌ ଆଜି ଯିଏ ରାଜା ଅଛି କାଲି ସେ ଭିକାରୀ ହେବା ଅସମ୍ଭବ ନୁହେଁ। ଏବେ କରୋନା ସ୍ଥିତିରେ ଏମିତି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି,…

ଏହି ଦିନରେ ତରଭୁଜ ଖାଇବାରେ ମିଳେ ଜବରଦସ୍ତ ଫାଇଦା, ସ୍କିନକୁ ମଧ୍ୟ କରିଥାଏ ଚମକପୂର୍ଣ୍ଣ

ଗରମ ଆରମ୍ଭ ହୋଇଗଲାଣି ଏବଂ ଏହି ସମୟରେ ଭରପୂର ପାଣି ପିଇବା ସହିତ ଏମିତି ଫଳ ସେବନ କରିବା ଜରୁରୀ ହୋଇଥାଏ ଯାହା ଶରୀରର ପାଣିର ଅଭାବକୁ ପୁରା କରିପାରିବ। ତରଭୁଜ ଏମିତି ଏକ ଫଳ ଯାହା ଉପର ଆଡୁ କଠିନ ଲାଗୁଥିଲେ ବି ଭିତର ପଟୁ ଏହା ପାଣିରେ ଭରପୂର ରହିଥାଏ। ତରଭୁଜ ଖାଇବା ଦ୍ୱାରା ଶରୀରକୁ…

ଖରା ଦିନରେ ନିଅନ୍ତୁ ତରଭୁଜ ଜୁସର ମଜା, ସ୍ବାଦ ସହ ଶରୀର ରହିବ ସୁସ୍ଥ

କିଛି ଫଳ ଏପରି ହୋଇଥାଏ ଯାହା କେବଳ ନିର୍ଦ୍ଧିଷ୍ଟ ଋତୁରେ ହିଁ ମିଳିଥାଏ। ତାହା ମଧ୍ୟରେ ଏକ ହେଉଛି ତରଭୁଜ। ଆପଣଙ୍କୁ କହିବାକୁ ଚାହିଁବୁ ତରଭୁଜରେ ଭିଟାମିନ୍ ‘ଏ’ , ‘ସି’ ଏବଂ ପୋଟାସିୟମ୍ ଭରପୁର ମାତ୍ରାରେ ରହିଥାଏ । ଏହା ପାଟିକୁ ସୁଆଦ ଲାଗିବା ସହ ଖରା ପ୍ରକୋପରୁ ମଧ୍ୟ ଆସ୍ବସ୍ତି ଦେଇଥାଏ ।…

କେବଳ ରଙ୍ଗ ଦେଖି କିଣନ୍ତୁ ନାହିଁ ତରଭୁଜ, ନଚେତ ଆପଣବି ଶିକାର ହୋଇ ପାରନ୍ତି ଭୟଙ୍କର ରୋଗର

ଗରମର ପ୍ରକୋପ ବଢୁଥିବାରୁ ଏବେ ରାସ୍ତା କଡରେ ତରଭୁଜ ଦୋକାନ ଗୁଡିକର ବ୍ୟବସାୟ ଖୁବ ଜୋରଦାର ହେବାରେ ଲାଗିଛି । ଖରା ଦାଉରୁ ଟିକିଏ ଆଶ୍ବସ୍ତି ପାଇବା ପାଇଁ ସାଧାରଣ ଲୋକ ମଧ୍ୟ ଏହି ତରଭୁଜ ଖାଇବାକୁ ପସନ୍ଦ କରନ୍ତି । ହେଲେ ରାସ୍ତା କଡର ଏହି ତରଭୁଜ ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ତାହା…

ଖରା ଦିନର ଅନେକ ସମସ୍ୟାକୁ କରିବ ଦୂର ତରଭୁଜ , ଜାଣନ୍ତୁ କେମିତି

ସାଧାରଣତଃ ଖରା ଦିନରେ ସୁଆଦିଆ ଫଳ ତରଭୁଜ ବଜାରରେ ମିଳିଥାଏ। ଏମିତିରେ ଗରମ ଦିନରେ ତରଭୁଜ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏଥିରେ ରହିଥିବା ପୋଷକ ଏବଂ ପାଣି ଭୋକ ଆଉ ଶୋଷ ଉଭୟକୁ ମେଣ୍ଟାଇଥାଏ। ଏଥିରେ ୯୬ ପ୍ରତିଶତ ପାଣି ରହିଥାଏ। ଯାହା ଶରୀରକୁ ଥଣ୍ଡା ରଖିଥାଏ। ଏହା ଛଡ଼ା ତରଭୁଜରେ…