ରାଜ୍ୟରେ ବଢୁଛି ଶୀତ : ୨୦ଟି ସହରରେ ପାରଦ ୧୫ ଡିଗ୍ରୀ ତଳେ; କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ
(କେନ୍ୟୁଜ): ଜି ଉଦୟଗିରିରେ ୭ ଡିଗ୍ରୀକୁ ଖସିଲା ରାତିର ପାରଦ । ଜି ଉଦୟଗିରିରେ କ୍ରମାଗତ ଭାବେ ତାପମାତ୍ରା ହ୍ରସ ପାଉଛି। ଶୀତ ଆରମ୍ଭରୁ ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଉଛି । ପ୍ରତିଦିନ ଜି ଉଦୟଗିରିରେ ପାରଦ ତଳମୁହାଁ ହେଉଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।…