Browsing Tag

WEATHER UPDATE

ପାଣିପାଗ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ସାରା ରାଜ୍ୟରେ ତାତି ପୂର୍ବ ଭଳି ଥିଲା । ତେବେ ୭ଟି ସହରରେ ଥିଲା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବେଶ୍‌ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୟେଲୋ ଓ୍ଵାର୍ଣ୍ଣିଂ ଅନୁସାରେ ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର,…

ପାଣିପାଗ : ସାତଟି ଜିଲ୍ଲାରେ ପାରଦ ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ଦୁଇ ଦିନ ଭଳି ଆଜି ମଧ୍ୟ ରାଜ୍ୟରେ ତାତିର ରାଜୁତି ଦେଖିବାକୁ ମିଳିଛି । କେବଳ ଚାନ୍ଦବାଲିକୁ ଛାଡ଼ି ଅନ୍ୟ ସବୁ ସମୁଦ୍ର କୂଳ ଅଞ୍ଚଳରେ ତାତି ଅପେକ୍ଷାକୃତ କମ୍‌ ରହିଛି । ତେବେ ଟିଟିଲାଗଡ଼ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସମାନ ଓ ସର୍ବାଧିକ । ଏହି ଦୁଇ…

ପାଣିପାଗ : ଆଜି ତତଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ, କାଲି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ତାତିରେ ଆଉଟୁ ପାଉଟୁ ହୋଇଛି ସାରା ରାଜ୍ୟ । କରୋନା ଲ୍‌ଡାଉନ୍‌ରେ ଘରେ ବନ୍ଦୀ ଥିବା ଲୋକେ ଭୟଙ୍କର ତାପମାତ୍ରାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି । ଆଜି ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଓ ତା ଠାରୁ ଅଧିକ ଥିଲା । ତତଲାଗଡ଼ ରୂପେ ପରିଚିତ…

ପାଣିପାଗ ଖବର : ୧୦ଟି ଜିଲ୍ଲାକୁ ବର୍ଷା ସମ୍ଭାବନା, ସବୁଠୁ ତତଲା ଥିଲା ଚାନ୍ଦବାଲି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଅପରାହ୍ନରୁ ସନ୍ଧ୍ୟା ସୁଦ୍ଧା ୧୦ଟି ଜିଲ୍ଲାରେ ଅଳ୍ପ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ…

କିଛି ସମୟ ଭିତରେ ବର୍ଷା ଓ ବଜ୍ରପାତର ସମ୍ଭାନା, ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେ ନ୍ୟୁଜ୍‌) : କିଛି ସମୟ ଭିତରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । କୁଆପଥର ବର୍ଷା ହେବ । କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର ଓ ମୟୁରଭଞ୍ଜ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି କନ୍ଧମାଳ, ନବରଙ୍ଗପୁର,…

ପାଣିପାଗ : ଅପରାହ୍ନରେ ତିନିଟି ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା, ବୌଦ୍ଧରେ କୁଆପଥର ବର୍ଷା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଅପରାହ୍ନରେ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଏହି ସବୁ ଅଞ୍ଚଳରେ ଘଡ଼ଘଡ଼ି ସହ ପବନ ଓ ବର୍ଷା ହୋଇପାରେ । ସେପଟେ ଆଜି…

ପାଣିପାଗ : ଆଜି ସବୁଠାରୁ ଉତ୍ତପ୍ତ ସହର ଥିଲା ତାଳଚେର, କାଲି ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌ ) : ସାରା ରାଜ୍ୟରେ କରୋନାର ଭୟ ସାଙ୍ଗକୁ ତାତିର ପ୍ରକୋପ । ଘରେ ରହୁଥିବା ଲୋକେ ନୟାନ୍ତ ହୋଇଗଲେଣି । ତା ସାଙ୍ଗକୁ ପାଓ୍ଵାର କଟ୍‌ ଅସ୍ତବ୍ୟସ୍ତ କରି ଦେଉଛି । ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା ତାଳଚେର । ସେଠାରେ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟସ…

ରାଜ୍ୟରେ ବଢୁଛି ତାତିର ପ୍ରକୋପ, କାଲି ମଧ୍ୟ ଜଳିବ ଓଡ଼ିଶା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଆସନ୍ତାକାଲି ମଧ୍ୟ ତାତି ଜାରି ରହିବ । ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଆଜି ତିନିଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ରହିଥିଲା । ଉତ୍ତରରେ…

ଆଜି ପ୍ରବଳ ତାତିଲା ସାରା ରାଜ୍ୟ; ମାଲକାଗିରିରେ ସର୍ବାଧିକ ୪୦ ଡିଗ୍ରୀ ସେଲସିୟସ, ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚିଛି । ମାଲକାନଗିରିରେ ସର୍ବାଧିକ ୪୦ ଡିଗ୍ରୀ ତାତି ରେକର୍ଡ଼ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା…

ପାଣିପାଗ : ଆଗାମୀ ୨୬ ତାରିଖ ଯାଏ ଗରମ ଓ କାଳବୈଶାଖୀ ଭଳି ସ୍ଥିତି ରହିଛି ଓଡ଼ିଶା ଉପରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ କିଛି ଦିନ ହେଲା ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଘଟିଛି । ଗତକାଲି କିଛି ଜିଲ୍ଲା ଘଡ଼ଘଡ଼ି ସହ ପ୍ରବଳ ବର୍ଷା ବି ହୋଇଛି । କେଉଁଠି ବଜ୍ରପାତରେ ଲୋକେ ମରିଛନ୍ତି ତ ଆଉ କେଉଁଠି କୁଆପଥର ବର୍ଷା ହୋଇଛି । ଏହି ସ୍ଥିତି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ…

ଓଡ଼ିଶା ଛାଡ଼ି ଯିବାକୁ ନାରାଜ ବର୍ଷା : କାଲି ୧୩ଟି ଜିଲ୍ଲାରେ ବର୍ଷି ପାରେ, ୫ଟି ଜିଲ୍ଲାକୁ ୟୋଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ବୋଧହୁଏ ବର୍ଷା ଓଡ଼ିଶା ଛାଡ଼ି ଯିବାକୁ ନାରାଜ । ଆଗାମୀ ୨୪ଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଦିଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ,…

ଚାଇଁ ଚାଇଁ ଲାଗୁଛି ଟାଇଁ ଟାଇଁ ଖରା : ତାତି ବଢୁଛି, ଆହୁରି ବଢ଼ିବ; ପାଞ୍ଚ ଦିନ ପରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସରି ଆସୁଛି ମାଘ ମାସ । ଫେବ୍ରୁଆରୀ ଅଧା ହେଲାଣି । ଅଚାନକ ଶୀତ ଓ କୋହଲା ପାଗ କୁଆଡ଼େ ଲୁଚି ଗଲେ । ଆଉ ଗତକାଲି ଠାରୁ ଆସିଗଲା ଟାଣ ଖରା । ଶୀତ ପାଇଁ ଜ୍ୟାକେଟ୍‌ ଓ ସ୍ୱେଟର ଦେହରୁ ବାହାର କରିନଥିବା ଲୋକେ ଝାଳରେ ବୁଡ଼ି ଯାଉଥିଲେ । ଟାଇଁ ଟାଇଁ ଖରା ଦେହକୁ ଚାଇଁ…