Browsing Tag

who report

ବିଶ୍ୱରେ କରୋନା ଭାଇରସ୍‌ ପରେ ମିଳିମିଳା ସଂକ୍ରମଣ ବୃଦ୍ଧି, WHO ଦେଲା ରିପୋର୍ଟ

ମିଳିମିଳା ଏକ ଭାଇରାଲ ଜ୍ୱର ଯାହା ବାୟୁ ଦ୍ୱାରା ବ୍ୟାପିଥାଏ ଏବଂ ଏହା ପ୍ରଥମେ ଫୁସ୍‌ପୁସ୍‌କୁ ଆକ୍ରାନ୍ତ କରିଥାଏ । ମିଳିମିଳା ସଂକ୍ରମଣ ପିଲାମାନଙ୍କ ଉପରେ ବହୁତ ଶୀଘ୍ର ପ୍ରଭାବିତ ହୋଇଥାଏ । ତେବେ WHO ସୂଚନା ଅନୁସାରେ, ବିଶ୍ୱରେ ହଠାତ୍‌ ମିଳିମିଳା ଯୋଗୁ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା…

୧୦ କି ୨୦ ନୁହେଁ, ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଥାଏ ସାପ! ରିପୋର୍ଟ ପ୍ରକାଶ କଲା WHO

ସାଧାରଣ ଲୋକେ ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି । ପ୍ରାୟ ପ୍ରତି ବର୍ଷ ସାପ କାମୁଡ଼ାର ଅନେକ କେସ୍ ସାମ୍ନାକୁ ଆସୁଛି । ତେବେ WHO ସାପ କାମୁଡ଼ାରେ ହୋଇଥିବା ମୃତ୍ୟୁର ଏକ ରିପୋର୍ଟ ପ୍ରକାଶ କରିଛି । ଭାରତ ଏବଂ ସାରା ବିଶ୍ୱରେ ଏହା କେତେ ବିପଜ୍ଜନକ ସମସ୍ୟା, ତାହା ଏଥିରେ…

ଆମ ଶରୀର କେତିକି ଆବଶ୍ୟକ କରେ ଲୁଣ? WHO ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ ଖୁଲାସା; ଆମେ ଚାହିଁଲେ ରକ୍ଷା ହୋଇ ପାରିବ ୨୫…

ମିଠାକୁ ଛାଡ଼ି ଘରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଖାଦ୍ୟରେ ଲୁଣ ବ୍ୟବହୃତ ହୋଇଥାଏ। ଲୁଣ ବିନା ଖାଦ୍ୟ ସ୍ୱାଦହୀନ ହୋଇଯାଏ। ଲୁଣ ଏମିତି ଏକ ଜିନିଷ, ଏହା କେବଳ ଆପଣଙ୍କ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ବରଂ ଶରୀରକୁ ମଧ୍ୟ ସ୍ୱାସ୍ଥ୍ୟକର କରିଥାଏ ଏବଂ ପୋଷଣ ପ୍ରଦାନ କରିଥାଏ। ତଥାପି ଏହାକୁ…

ଲମ୍ବା ସମୟ ଧରି କାମ କରିବା ଶରୀର ପାଇଁ ହୋଇଥାଏ ବେଶ କ୍ଷତିକାରକ, ରିପୋର୍ଟରୁ ପ୍ରକାଶ

ଅଧିକ ସମୟ ଧରି କାମ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଏକ ତାଜା ରିପୋର୍ଟ ସାମ୍ନାକୁ ଆସିଛି । କରୋନା କାଳରେ ଏହି ରିପୋର୍ଟ ବିଷୟରେ ଜାଣିବା ମଧ୍ୟ ଖୁବ ଜରୁରୀ ହୋଇପଡିଛି । ଘରେ କାମ କରୁଥିବା କାରଣରୁ କାମ ସମୟରେ ଲୋକଙ୍କ…

କଣ ମଦ ପିଇଲେ ସତରେ ମରିଯାଏ କରୋନା ଭାଇରସ ? ଜାଣନ୍ତୁ କଣ କହୁଛି WHO ରିପୋର୍ଟ

ଭାରତରେ ଘାତକ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ଯେଉଁ କାରଣରୁ ଲୋକମାନଙ୍କ ଭିତରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ତେବେ ଏହି ଭୟ କାରଣରୁ ଲୋକମାନେ ଇଣ୍ଟରନେଟ ମାଧ୍ୟମରେ ଆସୁଥିବା ଗୁଜବକୁ ସତ ମାନିବାକୁ ବାଧ୍ୟ ହେଉଛନ୍ତି । ଏହି ଗୁଜବ ଗୁଡିକ ମଧ୍ୟରେ ଗୋଟିଏ…

ସର୍ଜରୀର ମାତ୍ର ଚାରି ସପ୍ତାହ ପୂର୍ବରୁ ଛାଡ଼ନ୍ତୁ ଧୁମ୍ରପାନ ମିଳିବ ଭଲ ପରିଣାମ, ଦେଖନ୍ତୁ କଣ କହୁଛି WHOର ରିପୋର୍ଟ

WHOର ଏକ ଷ୍ଟଡି ନିକଟରେ ଏକ ବଡ଼ ଘୋଷଣା କରିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅଷ୍ଟ୍ରେଲିଆ ୟୁନିଭର୍ସିଟି ଅଫ ନ୍ୟୁକେସଲର ଏକ ମିଳିତ ଅଧ୍ୟୟନ ଅନୁସାରେ ଯେଉଁ ଲୋକମାନେ ସର୍ଜରୀର ପାଖାପାଖି ଚାରି ସପ୍ତାହ ପୂର୍ବରୁ ଧୁମ୍ରପାନ ଛାଡ଼ିଥାନ୍ତି । ସେମାନଙ୍କର ଅପରେସନ ସମୟରେ କମ କମ୍ପ୍ଲିକେସନ…

ପ୍ରତି ୪୦ ସେକେଣ୍ଡରେ ମୃତ୍ୟୁବରଣ କରୁଛନ୍ତି ଜଣେ ବ୍ୟକ୍ତି, ଜାଣନ୍ତୁ WHOର ଆଚମ୍ବିତ କଲା ଭଳି ଏହି ତଥ୍ୟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ସରା ଦୂନିଆରେ ହେଉଥିବା ଆତ୍ମହତ୍ୟାର କାରଣ ଓ ଏହାର ସଂଖ୍ୟାକୁ ସାର୍ବଜନୀନ କରିଛି। WHOର ମୁତାବକ ବିଶ୍ବବ୍ୟାପି ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରୁଥିବାର ଏଥିରେ ଦର୍ଶାଯାଇଛି। WHO ଆତ୍ମହତ୍ୟାର ଏକ ଏମିତି ବିଶ୍ବବ୍ୟାପି ଘଟଣା ଦର୍ଶାଇଛ…

ସାବଧାନ ! ପିଲାମାନଙ୍କୁ ମୋବାଇଲ ଦେଉଛନ୍ତି କି ତେବେ ଆପଣଙ୍କ ଶିଶୁ ଆକ୍ରାନ୍ତ ହୋଇପରେ ଏହି ରୋଗରେ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏକ ରିପୋର୍ଟରେ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏକ ଗାଇଡ ଲାଇନ ଜାରି କରିଛି । ଏଥିରେ କୁହାଯାଇଛି ଯଦି ପିଲାମାନଙ୍କ ସ୍ୱ।ସ୍ଥ୍ୟର ବିକାଶ ଚାହୁଁଛନ୍ତି ତେବେ ଇଲେକ୍ଟ୍ରୋନିକ୍ସ ଡିଭାଇସର ସ୍କ୍ରିନକୁ ସେମାନଙ୍କ ଠାରୁ ଦୂରେଇ ରଖନ୍ତୁ । WHOର କହିବା…