Browsing Tag

wife killed

ସ୍ତ୍ରୀ ସହିତ କଳି କରି କୁରାଢ଼ୀ ବେଣ୍ଟର ପିଟି ପିଟି ହତ୍ୟାକଲା ସ୍ୱାମୀ

ସୋର(କେନ୍ୟୁଜ): ଘରୋଇ କଳିରୁ କରୁଣ ପରିଣତି । ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟିପିଟି ହତ୍ୟାକଲା ସ୍ୱାମୀ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଂଚାୟତ ପାଇକପଡା ଗ୍ରାମର ସିଂହ ସାହିରେ ସ୍ୱାମୀ ରାମଚନ୍ଦ୍ର ସିଂ ଘରୋଇ କଳିକୁ ନେଇ ସ୍ତ୍ରୀ ଶର୍ମିଳା ସିଂ (୩୦) ଙ୍କୁ କୁରାଢ଼ୀ ବେଣ୍ଟରେ…

ପରକୀୟା ପ୍ରୀତି ସନ୍ଦେହ : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମୟୂରଭଞ୍ଜ (କେନ୍ୟୁଜ): ସ୍ତ୍ରୀକୁ ହାଣିଲା ସ୍ୱାମୀ । ପରକୀୟା ପ୍ରୀତି ସନ୍ଦେହ କରି ବିଳମ୍ବିତ ରାତିରେ ସ୍ତ୍ରୀକୁ ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋ ଲାଜୋଡି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ଡୋଲାଜୋଡି…

ମଦ ପିଇବାରୁ ସ୍ୱାମୀକୁ ପିଟି ପିଟି ମାରି ଦେଲା ସ୍ତ୍ରୀ, କହିଲା- ‘ସବୁବେଳେ କେତେ କହିବି, ଥରକରେ ସାରିଦେଲି’

ଝାନ୍ସି: ଉତ୍ତର ପ୍ରଦେଶର ଝାନ୍ସିରେ ସ୍ୱାମୀକୁ ପିଟି ପିଟି ହତ୍ୟା କରିଛି ସ୍ତ୍ରୀ। ସେ ରୁମ୍‌ ବନ୍ଦ କରି ପାଖାପାଖି ୧୦ ମିନିଟ୍‌ ଧରି ସ୍ୱାମୀକୁ ଲାଠିରେ ପିଟିଥିଲା। ଘର ଲୋକ ବାରମ୍ବାର କବାଟ ବାଡ଼େଇଲେ ମଧ୍ୟ ସେ ଖୋଲି ନଥିଲା। ଗାଁ ଲୋକ ଆସି ରାଣ ନିୟମ ପକାଇବାରୁ ସ୍ତ୍ରୀ କବାଟ ଖୋଲିଥିଲା।…

ଭାଇ ଗଲା ପରେ ଭାଉଜକୁ କରିଥିଲା ବିବାହ, ଏବେ ପାରିବାରିକ କଳହକୁ ନେଇ କଲା ହତ୍ୟା

ବ୍ରହ୍ମଗିରି(କେନ୍ଯୁଜ୍): ବ୍ରହ୍ମଗିରି ଥାନା ପାଞ୍ଚଗୋଛିଆ ଗୌଡ଼ସାହି ରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ପତ୍ନୀକୁ ହତ୍ୟା କଲା ସ୍ୱାମୀ । ମୃତକଙ୍କ ନାମ ମାଳତୀ ଦେ । ଆଠ ବର୍ଷ ପରେ ଭାଇର ମୃତ ପରେ ଭାଉଜକୁ ବିବାହ କରିଥିଲା ଅଭିଯୁକ୍ତ ପ୍ରଭାକର ଦେ। ଗତକାଲି ଅଧ ରାତିରେ ସେ…

ସ୍ୱାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀକୁ ପିଟି ପିଟି କଲା ହତ୍ୟା, ଏବେ ବେସାହାରା ୩ ଶିଶୁ

ଯାଜପୁର (କେନ୍ୟୁଜ) : ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଗିରଫ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ସୁଭଦ୍ରାପୁର ମୁଣ୍ଡା ସାହିରେ। ଗତକାଲି ବିଳମ୍ବିତ ରାତିରେ ସାହିର ରବି ପିଙ୍ଗୁଆଙ୍କ ସ୍ତ୍ରୀ କୋଇଲି ଟୁଡୁଙ୍କର ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟାକଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଗଡିଗାଁ ହାଣ୍ଡିଭଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ବୁଦୁଲୁ କଟୁଆଳ। ସ୍ତ୍ରୀକୁ ହତ୍ୟା କରି ଘର ଆଗରେ…

ନୃଶଂସ ସ୍ୱାମୀ, ଆଠ ମାସର ଗର୍ଭବତୀ ସ୍ତ୍ରୀକୁ ଜୀବନରୁ ମାରି ଫେରାର୍

ଭୁବନେଶ୍ୱର (କେ ନ୍ୟୁଜ୍‌) : ଖଣ୍ଡଗିରି ଥାନା ଅଞ୍ଚଳ ପଣ୍ଡା ଗଦିଆ ଗାଁରେ ଘଟିଛି ଏକ ଅମାନୁଷିକ ଘଟଣା । ସ୍ଵାମୀର ଆଣ୍ଠୁ ମାଡ଼ରେ ଚାଲି ଯାଇଛି ସ୍ତ୍ରୀର ଜୀବନ । ଆଠ ମାସର ଗର୍ଭବତୀ ଥିଲା ସ୍ତ୍ରୀ । ଜୀବନ ପାଇବା ପୂର୍ବରୁ ପେଟରେ ଥିବା ସନ୍ତାନର ମଧ୍ୟ ମୃତ୍ୟୁ ଘଟିଛି। ଏ ନେଇ ଝିଅ ବାପା…