Browsing Tag

wild bear

ଦୀର୍ଘ ୫ ଘଣ୍ଟା ପରେ ଯନ୍ତାରେ ଫସିଲା ଭାଲୁ, ଖାଦ୍ୟ ଅନ୍ୱେଷଣରେ ଆସି ଗାଁରେ କରୁଥିଲା ଉପଦ୍ରବ

ନବରଙ୍ଗପୁର (କେନ୍ୟୁଜ): ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଯନ୍ତାରେ ଫସିଲା ବଣ ଭାଲୁ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଉପଦ୍ରବ କରିବା ସହ ଘର ଭିତରେ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା।…

ରୋଷେଇ ଘରେ ପଶିଲା ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଉମରକୋଟ(କେନ୍ୟୁଜ୍): ଗାଁରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ଦର୍ଗାଗୁଡ଼ା ଗାଁରେ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ । ଗତକାଲି ରାତିରେ ଗାଁର ବରୁଣ ମଣ୍ଡଳ ତାଙ୍କ ରୋଷେଇ ଘରେ ଭାଲୁକୁ ଦେଖି ଭୟରେ ଚିତ୍କାର କରିଥିଲେ । ଚିତ୍କାର କରିବା ସମୟରେ ଭାଲୁ ତାଙ୍କ…

ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଆସି ଗଭୀର କୂଅ ଭିତରେ ଖସି ପଡିଲା ଭାଲୁ

ଯାଜପୁର(କେନ୍ୟୁଜ୍): କୂଅ ଭିତରେ ଭାଲୁ। ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଆସି ଗଭୀର କୂଅ ଭିତରେ ଖସି ପଡିଲା ଭାଲୁ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ନୂଆସାହି ଗାଁରେ । ଖାଦ୍ୟ ଅନ୍ବେଷଣରେ ଆସିଥିବା ବେଳେ ଗାଁର ରାଘବ ମହାନ୍ତିଙ୍କ ବାଡ଼ିରେ ଥିବା କୂଅରେ ଖସି…

ଦିନ ଦ୍ବିପହରରେ ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ବୁଲୁଛି ମା’ ଭାଲୁ !

ନବରଙ୍ଗପୁର (କେନ୍ୟୁଜ): ଦିନ ଦ୍ବୀପହରରେ ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ରାସ୍ତା କଡରେ ବୁଲୁଛି ମା’ ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସିନ୍ଧିଗୁଡା ରାସ୍ତାରେ ମା’ ଭାଲୁ ସହିତ ଦୁଇଟି ଭାଲୁ ଛୁଆ ରାସ୍ତାପାର କରିଥିଲେ। ମା’ ଭାଲୁ ପିଠିରେ ଦୁଇଟି ଭାଲୁଛୁଆ ରାସ୍ତା ପାର…

କରଞ୍ଜିଆ ଖଣ୍ଡବନ୍ଧ ପୁରୁଣାପଶି ଗାଁରେ ପଶିଲା ଭାଲୁ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ

କରଞ୍ଜିଆ(କେନ୍ୟୁଜ୍): ଗାଁ ଭିତରେ ଭାଲୁ । କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଖଣ୍ଡବନ୍ଧ ପୁରୁଣାପଶି ଗାଁରେ ପଶିଛି ଭାଲୁ । ଭାଲୁକୁ ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କୌଣସି କାରଣରୁ ଭାଲୁଟି ଆହତ ହୋଇ ଗାଁ ଭିତରକୁ ଚାଲି ଆସିଛି । ଭାଲୁଟି ଗାଁ ଭିତରକୁ…

ନିମ୍ବ ଗଛ ଉପରେ ଅଚିନ୍ତା ଗାଢ ନିଦରେ ଭାଲୁ, ରାତିସାରା ଉଜାଗର ଗାଁଲୋକେ

ଉମରକୋଟ(କେନ୍ୟୁଜ୍): ଗଛ ଉପରେ ଭାଲୁ । ଭୟରେ ରାତିସାରା ଉଜାଗର ଗାଁଲୋକେ, ନୟାନ୍ତ ବନବିଭାଗ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗାଁରେ ଏକ ନିମ୍ବ ଗଛ ଉପରେ ଭାଲୁଟି ବସି ରହିଛି। ଗତକାଲି ରାତିରେ ଖାଦ୍ୟ ଅନେ୍ଵଷଣରେ ଭାଲୁଟି ଗାଁ ଭିତରକୁ…

ନବରଙ୍ଗପୁର ରାଇଘର ବେହେଡା ଜଙ୍ଗଲ ନିକଟ ରାସ୍ତାରେ ବୁଲୁଛି ଭାଲୁ, ଭାଇରାଲ ହେଉଛି ଭିଡିଓ

ଉମରକୋଟ: ରାସ୍ତାରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ରାଇଘର ବେହେଡା ଜଙ୍ଗଲ ନିକଟରେ ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ଭାଲୁ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉମରକୋଟରୁ ରାଇଘର ଯାଉଥିବା ଏକ ଯାତ୍ରୀ ଭାଲୁ ବୁଲୁଥିବାର ଭିଡିଓ…

ନବରଙ୍ଗପୁର: ନିର୍ଭୟରେ ଗାଁ ମୁଣ୍ଡରେ ବୁଲୁଛନ୍ତି ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର (କେନ୍ୟୁଜ୍‌) : ଦିନ ଦ୍ୱିପହରରେ ଗାଁ ମୁଣ୍ଡରେ ବୁଲୁଛନ୍ତି ଭାଲୁ । ଗୋଟିଏ ନୁହେଁ ଚାରି ଚାରିଟି ଜଙ୍ଗଲୀ ଭାଲୁ ନିର୍ଭୟରେ ବୁଲୁଥିବାର ଦେଖା ଯାଇଛି । ଯାହାକୁ ଦେଖି ଲୋକେ ବେଶ୍‌ ଭୟଭୀତ ହୋଇଛନ୍ତି। ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ୍‌ ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।…

ଭବାନୀପାଟଣା ସହର ଭିତରେ ଭାଲୁ, ଧରିବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ

ଭବାନୀପାଟଣା: ସହର ଭିତରେ ଭାଲୁ। ଗତକାଲି ରତିରେ ଭବାନୀପାଟଣା ସହର ଭିତରକୁ ଏକ ଜଙ୍ଗଲି ଭାଲୁ ପଶି ଆସିଛି। ଜଣେ ଡାକ୍ତରଙ୍କ ଘର ଭିତରେ ଭାଲୁଟି ପଶି ଯାଇଛି। ଫଳରେ ଘରର ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ଏନେଇ ବନବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।…