Browsing Tag

work from home

ଚାକିରିଆ ଦମ୍ପତିଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁନି ତ ୱାର୍କ ଫ୍ରମ ହୋମ୍‌! ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ପ୍ରାୟ ସବୁ ପରିବାରରେ ଉଭୟ ସ୍ୱାମୀ ସ୍ତ୍ରୀ ଚାକିରିଆ। କରୋନା ଲକଡାଉନ ଯୋଗୁ ଏବେ ଦୁଇ ଜଣ ଯାକ ଘରେ ରହି କାମ କରୁଛନ୍ତି। ତେବେ ୱାର୍କ ଫ୍ରମ ହୋମ ବେଳେ ଚାକିରିଆ ଦମ୍ପତିଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ବରୁ ଅଫିସ ଯିବା ବେଳେ ଉଭୟେ ନିଜ କାମକୁ ଟାଇମ…

ଜୁଲାଇ ୩୧ ଯାଏ ବଢ଼ିଲା ‘ଓ୍ଵାର୍କ ଫ୍ରମ୍‌ ହୋମ୍‌’, ଭବିଷ୍ୟତରେ ଏହାକୁ ଏକ ଧାରାରେ ପରିଣତ କରାଯିବ ବୋଲି କେନ୍ଦ୍ର…

ନୂଆଦିଲ୍ଲୀ : ଦେଶରେ ବଢ଼ିଲା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଅବଧି । ଆଇଟି ସେକ୍ଟର ପାଇଁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି । ଆଜି ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ମନ୍ତ୍ରୀ କହିଛନ୍ତି ଯେ କରୋନା…

ଦେଶରେ ବଢ଼ିଲା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଅବଧି , ଆଇଟି ସେକ୍ଟରରେ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଅବଧି । ଆଇଟି ସେକ୍ଟରରେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ଆଜି ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆଜି ବିଭିନ୍ନ ରାଜ୍ୟର ଆଇଟି ମନ୍ତ୍ରୀଙ୍କ…

ଘରୁ କାମ କରିବା ପାଇଁ ଏହି ଟେଲିକମ୍‌ କମ୍ପାନୀ ଦେଉଛି ଭଲ ବ୍ରଡବ୍ୟାଣ୍ଡ ପ୍ଲାନ, ମିଳିବ ହାଇସ୍ପିଡ ଡାଟା

କରୋନା ଭାଇରସ ଯୋଗୁଁ ଦେଶରେ ଲକଡାଉନ ଚାଲିଛି। ଏଥିପାଇଁ ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଘରୁ କାମ କରିବାର ଅନୁମତି ଦେଇଛି। ଏଥିପାଇଁ ଅଧିକାଂଶ ଲୋକ ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ଏହାକୁ ଧ୍ୟାନରେ ରଖି ବିଏସଏନଏଲ ଏବଂ ଏୟାରଟେଲ ଭଳି ଟେଲିକମ୍‌ କମ୍ପାନୀ ବଜାରରେ…

ଆପଣ ୱାର୍କ ଫ୍ରମ ହୋମ କରୁଛନ୍ତି କି ? ଏୟାରଟେଲ ଦେଉଛି ୧୦୦ ଟଙ୍କାରେ ଆଡ ଅନ୍‍ ପ୍ଲାନ, ମିଳୁଛି ୧୫ ଜିବି ଡାଟା

କରୋନା ଭାଇରସ ସଂକ୍ରମଣ ଧିରେ ଧିରେ ଭାରତରେ ବଢିବାରେ ଲାଗିଛି । ଏପରି ସ୍ଥଳେ ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‍ଡାଉନ କରାଯାଇଛି । ପ୍ରାୟତଃ ଲୋକ ଯେଉଁସବୁ ଅଫିସରେ କାମ କରୁଥିଲେ, ସେମାନେ ଏବେ ୱାର୍କ ଫ୍ରମ ହୋମ୍‍ କରୁଛନ୍ତି । ତେଣୁ ଘରେ କାମ କରିବା ପାଇଁ ଲାପଟପ୍ରେ ଭରପୂର ମାତ୍ରାରେ…

ୱର୍କ ଫ୍ରମ ହୋମ ବେଳେ ସ୍ଲୋ ହେଉଛି କି ନେଟ୍, ଏହି ଉପାୟରେ ବଢ଼ାନ୍ତୁ ସ୍ପିଡ

କରୋନା ଭାଇରସ ଯୋଗୁ ୨୧ ଦିନ ପାଇଁ ସାରା ଭାରତ ବର୍ଷକୁ ଲକଡାଉନ କରିଦିଆଯାଇଛି। ଅଧିକାଂଶ ସରକାରୀ ଓ ବେସରକାରୀ କର୍ମଚାରୀ ଏବେ ଘରୁ କାମ କରୁଛନ୍ତି। ୱର୍କ ଫ୍ରମ ହୋମ କରିବା ବେଳେ ସ୍ପିଡ ନେଟ ଆବଶ୍ୟକ ହୋଇଥାଏ। ଏହାଦ୍ୱାରା କାମ ସହଜରେ ହୋଇପାରିବ। ଯଦି ଆପଣ ବି ଘରେ ରହି କାମ କରିବା ବେଳେ…

‘Work from home’ କାରଣରୁ ବ୍ୟସ୍ତ ହେଉଛନ୍ତିକି, ଆପଣଙ୍କୁ ସାହାଯ୍ୟ କରିବ ଏହି ସବୁ ଆପ

କରୋନା ବା କୋଭିଡ-୧୯ରୁ ବଞ୍ଚିବା ପାଇଁ ଏବେ ଦେଶ ବ୍ୟାପି ଲକ ଡାଉନ ଘୋଷଣା କରାଯାଇଛି । ଏହି କାରଣରୁ ଦେଶର ଅଧିକାଂଶ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ Work from home ସୁବିଧା ଜାରି କରିଛନ୍ତି । କିନ୍ତୁ ଏହି କାରଣରୁ ନିଜ ନିଜ ଟିମ ସହ ଯୋଗାଯୋଗରେ ବି ଅନେକ ଅସୁବିଧା ହେଉଛି । ଏହି ସମୟରେ…

କରୋନା ଯୋଗୁ ଘରେ ରହି କାମ କରୁଥିଲେ ଏହି ସବୁ ଉପାୟ ଆପଣାନ୍ତୁ, ଆଦୌ ଅସୁବିଧା ହେବନି

କରୋନା ଭାଇରସର ପ୍ରଭାବ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାରର ପନ୍ଥା ଆପଣାଉଛନ୍ତି। ସେଥି ମଧ୍ୟରୁ ସବୁଠାରୁ ଭଲ ଉପାୟ ହେଉଛି ଘରେ ରହିବା। ଘରେ ରହିଲେ ଏହି ଭାଇରସ ବ୍ୟାପିବାର ଭୟ ରହିବ ନାହିଁ। କିନ୍ତୁ ଚାକିରିଆଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ। ଏଣୁ ସରକାର ସମସ୍ତଙ୍କୁ ଘରେ ରହି କାମ…

କରୋନା ପାଇଁ ଘରେ ରହି କାମ କରୁଛନ୍ତି କି, ତେବେ ଆପଣଙ୍କ ପାଇଁ ବେଷ୍ଟ ଡାଟା ପ୍ଳାନ୍ସ

କରୋନା ଭାଇରସର ପ୍ରଭାବ ସାରା ଦୁନିଆରେ ପଡୁଥିବାର ଦେଖି ଭାରତ ସରକାର ଦେଶର ଅନେକ ସହରରେ ଥିବା ସ୍କୁଲ, କଲେଜକୁ ବନ୍ଦ କରିଦେଇଛନ୍ତି। ଏହାଛଡା ପ୍ରାଇଭେଟ୍‌ କମ୍ପାନୀ ମଧ୍ୟ ନିଜର କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣ ‘ଓ୍ଵାର୍କ ଫ୍ରମ୍‌ ହୋମ’ରେ ଘରେ ରହି କାମ କରିବେ…

କରୋନା ଯୋଗୁ ମୁମ୍ବାଇରେ ଘରୁ କାମ କରିବାକୁ ନିର୍ଦ୍ଦେଶ, ନାଗପୁରରେ ଲାଗୁ ହେଲା ଧାରା ୧୪୪

କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ ଦେଶରେ ଏବେ କରୋନା ଭାଇରସ୍‌ର ୧୨୫ଟି ମାମଲା ସାମ୍ନାକୁ ଆସିଛି। କରୋନା ଦ୍ୱାରା ଭାରତର ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ…

କରୋନା ଆତଙ୍କ, ଘରେ ରହି କାମ କରିବାକୁ ୫୦୦୦ କର୍ମଚାରୀଙ୍କୁ କହିଲା ଟ୍ଵିଟର

କରୋନା ଭାଇରସ୍‌ର ଆତଙ୍କ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚୀନ୍‌ର ବୁହାନ୍‌ ସହରରୁ ବ୍ୟାପୁଥିବା ଏହି ମାରାତ୍ମକ ଭାଇରସ୍‌ ଏବେ ଭାରତରେ ମଧ୍ୟ ପ୍ରବେଶ କରିସାରିଲାଣି। କରୋନାର ମାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର ସବୁ ଦେଶରେ ଥିବା ନିଜ କର୍ମଚାରୀଙ୍କୁ ଘରେ…