Browsing Tag

world cup

ବିଶ୍ୱକପ୍‌ : ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଦେଲା ୩୨୬ ରନ୍‌ର ଟାର୍ଗେଟ୍‌

ଲଣ୍ଡନ୍‌ : ଡୁ ପ୍ଲେସିସ୍‌ଙ୍କ ୯୪ ବଲ୍‌ରେ ଶତକ ଏବଂ ଡିକକ୍‌ ଓ ଡୁସେନ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା କରିଛି ୩୨୫ ରନ୍‌ । ମାଞ୍ଚେଷ୍ଟରରେ ଖେଳା ଯାଉଥିବା ଚଳିତ ଆଇସିସି ବିଶ୍ୱକପ୍‌-୨୦୧୯ର ଶେଷ ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫୦ ଓଭର୍‌ ଖେଳି ୬…

ବିଶ୍ୱକପ୍‌ : ସେମିଫାଇନାଲ୍‌ ସିନା ଯାଇ ପାରିଲାନି ହେଲେ ବାଂଲାଦେଶକୁ ହରାଇ ବିଜୟ ସହ ବିଦା ହେଲା ପାକିସ୍ତାନ

ଲଣ୍ଡନ୍‌ : ପାକିସ୍ତାନର ବିଶ୍ୱକପ୍‌ ସେମିଫାଇନାଲ୍‌ ଆଶା ମାଟିରେ ମିଶି ଯାଇଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ବିଜୟର ସହ ବିଦାୟ ନେଇଛି । ଆଜି ଲର୍ଡ଼ସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଦଳ ବାଂଲାଦେଶକୁ ୯୪ ରନ୍‌ରେ ହରାଇଛି । ୩୧୬ ର୍‌ର ବିଜୟଲକ୍ଷ୍ୟ ନେଇ ବାଂଲାଦେଶ…

ବିଶ୍ୱ କପ୍‌ : େଓ୍ଵଷ୍ଟଇଣ୍ଡିଜ୍‌ର ଷଷ୍ଠ ପରାଜୟ, ଶ୍ରୀଲଙ୍କା ୨୩ ରନ୍‌ରେ ବିଜୟୀ

ଲଣ୍ଡନ୍‌ : ପୁଣି ହାରିଲା େଓ୍ଵଷ୍ଟଇଣ୍ଡିଜ୍‌ । ଆଜି ବିଶ୍ୱକପ୍‌ର ୩୯ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଠାରୁ ୨୩ ରନ୍‌ରେ ହାରି ଯାଇଛି । ୩୩୯ ରନ୍‌ର ବିଶାଳ ଲକ୍ଷ୍ୟର ପିଛା କରି ଇଣ୍ଡିଜ୍‌ ଦଳ  ୩୧୫ ରନ୍‌ କରିଛି । ଗେଲ୍‌ ୩୫ ଏବଂ ହେଟମେୟର ୨୯ ରନ୍‌ କରିଥିଲେ । ଇଣ୍ଡିଜ୍‌ ୧୦ ରନ୍‌ ଭିତରେ ତାର…

ବିଶ୍ୱକପ୍‌ : ଫର୍ଣ୍ଣାଣ୍ଡୋଙ୍କ ଶତକ, ଇଣ୍ଡିଜ୍‌ ବିପକ୍ଷରେ ଶ୍ରୀଲଙ୍କାର ୩୩୮ ରନ୍‌

ଲଣ୍ଡନ୍‌ : ଆବିଷ୍କା ଫର୍ଣ୍ଣାଣ୍ଡୋଙ୍କ ଶତକ ବଳରେ ଆଜି ବିଶ୍ୱକପ୍‌ ମ୍ୟାଚ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶ୍ରୀଲଙ୍କା କରିଛି ୬ ଓ୍ଵିକେଟ୍‌ରେ ୩୩୮ ରନ୍‌ । ଫର୍ଣ୍ଣାଣ୍ଡୋ ୧୦୩ ବଲ୍‌ରେ ୧୦୪ ରନ୍‌ କରିଛନ୍ତି । ଏହା ତାଙ୍କର ପ୍ରଥମ ଦିନିକିଆ ଶତକ । ଓପ୍ନର କରୁଣାରତ୍ନେ ୩୨ ଏବଂ ପେରେରା ୫୧…

ବିଶ୍ବକପରେ ଇଂଲଣ୍ଡ ଠାରୁ ହାରି ପାକିସ୍ତାନର ମନ ଭାଙ୍ଗି ଦେଲା ଭାରତ

ବର୍ମିଂହାମ୍ : ବିଶ୍ବକପରେ ଆଜି କଡ଼ା ସଂଘର୍ଷ କରି ଇଂଲଣ୍ଡ ଠାରୁ ହାରିଗଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ୩୧ ରନରେ ଜିତି ସେମିଫାଇନାଲରେ ପ୍ରବେଶ ଆଶକୁ ଉଜ୍ଜୀବିତ କରିଛି । ୩୩୮ ରନର ବଡ଼ ସ୍କୋର ପିଛା କରି ଭାରତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୬ ରନ୍ କରିପାରିଛି । ୩୫ ଓଭର ବେଳକୁ ଭାରତ ୨ ୱିକେଟରେ…

ବିଶ୍ୱକପ୍‌ ସେମିଫାଇନାଲ୍‌ ଗଣିତ, ଭାରତ ହାତରେ ପାକିସ୍ତାନର ସେମିଫାଇନାଲ୍‌ ଚାବି କାଠି

ଆଇସିସି ବିଶ୍ୱକପ୍‌ ୨୦୧୯ ଏବେ ଶେଷ ଭାଗରେ । ସେମିଫାଇନାଲ୍‌ ପର୍ଯ୍ୟାୟ ଚୂଡ଼ାନ୍ତ ହେବାକୁ ଯାଉଛି । ଗତକାଲି ନ୍ୟୁଜିଲାଣ୍ଡକୁ ୮୬ ରନ୍‌ରେ ହରାଇ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ଆରୋନ୍‌ ଫିଞ୍ଚଙ୍କ ଦଳ ପ୍ରଥମ ଟିମ୍‌ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରି ସାରିଛି । ବର୍ତ୍ତମାନ…

ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ସର୍ଥକଙ୍କ ଭିତରେ ଲଢ଼େଇ, ଷ୍ଟାଡିୟମ୍‌ ବାହାରେ ମାରପିଟ୍‌

ଲିଡ୍‌ସ : ପଡ଼ିଆରେ ପାକିସ୍ତାନ ବନାମ ଆଫଗାନିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଦର୍ଶକ ଷ୍ଟାଣ୍ଡରେ ଉଭୟ ଦଳର ସମର୍ଥକଙ୍କ ଭିତରେ ଲଢ଼େଇ । ଆଜି ମ୍ୟାଚ୍‌ ଆରମ୍ଭ ହେବାର ପ୍ରାୟ ଘଣ୍ଟାଏ ପୂର୍ବରୁ କାରନିଜ୍‌ ପାଭିଲିୟନ୍‌ ଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।…

ବିଶ୍ୱକପ୍‌ : ବିଦା ହେଉ ହେଉ ଶ୍ରୀଲଙ୍କାକୁ ଧୂଳି ଚଟାଇଲା ଦକ୍ଷିଣ ଆଫ୍ରିକା, ୯ ଓ୍ଵିକେଟ୍‌ରେ ବିଜୟୀ

ଲଣ୍ଡନ୍‌ : : ଶ୍ରୀଲଙ୍କାକୁ ମାତ୍ର ୨୦୩ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଆଜି ବିଶ୍ୱ କପ୍‌ର ୩୪ତମ ମ୍ୟାଚ୍‌ରେ ସହଜରେ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା ଦଳ । ୨୦୪ ରନ୍‌ର ଲକ୍ଷ୍ୟକୁ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ୩୭.୨ ଓଭରରେ ହାସଲ କରିଛି । ଯଦିଓ ଏହି ବିଜୟ ଦକ୍ଷିଣ…

ବିଶ୍ୱକପ୍‌ : ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ସ୍କୋର କଲା ୬ ଓ୍ଵିକେଟ୍‌ରେ ୨୩୭ ରନ୍‌

ବର୍ମିଂହମ୍‌ : ଚଳିତ ବିଶ୍ୱକପ୍‌ର ଆଜି ଖେଳା ଯାଛି ୩୩ତମ ମ୍ୟାଚ୍‌ । ପାକିସ୍ତାନ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ କରିଛି ୨୩୭ ରନ୍‌ । ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବିଶ୍ୱକପ୍‌ : ଭଲ ଫିଲଡିଂରେ ସବୁଠୁ ଆଗରେ ବିରାଟ ବାହିନୀ, ସବୁଠୁ ପଛରେ ପଡ଼ୋଶୀ ଦଳ, କିଏ ଜାଣନ୍ତୁ

ଚଳିତ ବିଶ୍ୱକପ୍‌ରେ ଆଜି ଖେଳା ଯାଉଛି ୩୧ତମ ମ୍ୟାଚ୍‌ । ତେବେ ଶେଷ ହୋଇଥିବା ୩୦ଟି ମ୍ୟାଚ୍‌ ସମ୍ପର୍କରେ ଯଦି ବିଶ୍ଳେଷଣ କରିବା ଦେଖିବାକୁ ମିଳିବ ଯେ ଫିଲଡିଂରେ ସବୁ ଠାରୁ ଆଗରେ ଭାରତୀୟ ଦଳ ଓ ସବୁଠାରୁ ପଛରେ ପଡ଼ୋଶୀ ପାକିସ୍ତାନ । ପାକିସ୍ତାନ ଏପର୍ଯ୍ୟନ୍ତ ଖେଳିଥିବା ୬ଟି ମ୍ୟାଚ୍‌ରେ ୨୬ଟି…

ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ହରାଇଲା ପାକିସ୍ତାନ

ଲଣ୍ଡନ୍‌ : ଲର୍ଡସରେ ଖେଳା ଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଆଜି ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ହରାଇଛି । ଦକ୍ଷିଣ ଆଫ୍ରିକା ଦଳ ୩୦୯ ରନ୍‌ର ବିଜୟଲକ୍ଷ୍ୟ ୨୫୯ ରନ୍‌ କରି ପାରିଛି । ସେମିଫାଇନାଲ୍‌ ଦୌଡ଼ରେ ରହିବାକୁ ହେଲେ ପାକିସ୍ତାନକୁ ଶେଷ ୪ଟି ମ୍ୟାଚ୍‌ ଜିତିବା ପାଇଁ…

ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ କରିଛି ୩୦୮ ରନ୍‌

ଲଣ୍ଡନ୍‌ : ଲର୍ଡସରେ ଆଜି ଖେଳା ଯାଉଛି ଚଳିତ ବିଶ୍ୱକପ୍‌ର ୩୦ତମ ମ୍ୟାଚ୍‌ । ଏଥିରେ ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ଦେଇଛି ୩୦୯ ରନ୍‌ର ବିଜୟଲକ୍ଷ୍ୟ । ଶେଷ ୪ଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ଦୌଡ଼ରେ ରହିବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ ପକ୍ଷରୁ ଆଜି ଅଧିକାଂଶ ବ୍ୟାଟ୍‌ସମ୍ୟାନ୍‌ ଭଲ…