Browsing Tag

world news

ଏହି କମ୍ପାନୀର କର୍ମଚାରୀଙ୍କୁ ନୋଟ୍‌ରେ ନୁହେଁ, ସୁନାରେ ମିଳିବ ଦରମା! ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଲଣ୍ଡନସ୍ଥିତ ଏକ କମ୍ପାନୀ ଏବେ ନିଜ କର୍ମଚାରୀମାନଙ୍କୁ ନୋଟ୍‌ରେ ନୁହେଁ, ବରଂ ସୁନାରେ ଦରମା ପ୍ରଦାନ କରିବ। କମ୍ପାନୀର ଟେଲିମନି ଅଛି, ଯାହା କି ବିତ୍ତୀୟ ସେବା ଉପଲବ୍ଧ କରାଇଥାଏ। ଏକ ରିପୋର୍ଟ ମୁତାବକ, କମ୍ପାନୀ ସିଇଓ କ୍ୟାମରନ୍‌ ପ୍ୟାରୀ କମ୍ପାନୀର କିଛି ଉଚ୍ଚ ଅଧିକାରୀଙ୍କ କ୍ଷେତ୍ରରେ…

‘କାର୍ଲ’ର ହତ୍ୟାରେ କାନ୍ଦିଲା ପୂରା ସହର…ଅଭିଯୁକ୍ତ ପୋଲିସ ଅଧିକାରୀ ଚାକିରିରୁ ବହିଷ୍କୃତ; କଠିନ ଦଣ୍ଡ ଦେବାକୁ ଲୋକେ…

ମିସିସିପିର ଏକ ଛୋଟିଆ ସହରରେ ଗୋଟିଏ କୁକୁଡ଼ାର ହତ୍ୟା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ପୂରା ସହରଟି ଶୋକରେ ବୁଡ଼ି ରହିଛି। କୁକୁଡ଼ା ହତ୍ୟା ଘଟଣାରେ ସ୍ଥାନୀୟ ବାସିନ୍ଦା ଜଣେ ମହିଳା ପୋଲିସ ଅଧିକାରୀଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହା ପରେ…

‘ତୃତୀୟ ସନ୍ତାନ ଜନ୍ମ କର, ନେଇଯାଅ ୧୧ ଲକ୍ଷ ଟଙ୍କା ବୋନସ୍‌’… ମହିଳାଙ୍କୁ ବର୍ଷଯାକର ଛୁଟି ସହ ଏମିତି ଘୋଷଣା କଲା ଏହି…

ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ଚୀନ ଆପଣାଇଥିଲା ଓ୍ଵାନ ଚାଇଲ୍ଡ ପଲିସି। ଏହି ନୀତିକୁ ଏତେ କଡ଼ାକଡ଼ି ଭାବରେ ଲାଗୁ କରାଯାଇଥିଲା ଯେ ଦେଶରେ ହୁ ହୁ ହୋଇ ବଢ଼ି ଚାଲିଲା ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା। ଏଭଳି ସ୍ଥିତିରେ ଯୁବଗୋଷ୍ଠୀଙ୍କ ସଂଖ୍ୟା କମୁ ଥିବାର ଦେଖି ଚୀନ ତତ୍ପର ହୋଇ…

କ୍ଲାସ୍‌ରୁମ ପ୍ରୋଜେକ୍ଟରରେ ହଠାତ୍‌ ଚାଲିଲା ଆଡଲ୍ଟ ଭିଡିଓ! ହାତରୁ ଚାଲିଗଲା ଜଣେ ଭଲ ଶିକ୍ଷକଙ୍କ ଚାକିରି; ଭୋଗିବେ…

ଜଣେ ହାଇସ୍କୁଲ ଶିକ୍ଷକ ଭୁଲ୍‌ବଶତଃ କ୍ଲାସ୍‌ ଚାଲିଥିବା ସମୟରେ ପ୍ରୋଜେକ୍ଟରରେ ଆଡଲ୍ଟ ଭିଡିଓ ଚଲାଇ ଦେଇଥିଲେ। ମାମଲା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ଏ ନେଇ ମାମଲା ମଧ୍ୟ ରୁଜୁ କରାଯାଇଛି, ଯେଉଁଥିରେ ଅଭିଯୁକ୍ତ ଶିକ୍ଷକଙ୍କୁ ୧ ବର୍ଷ…

କରୋନା ଡାଟା ବଦଳରେ ଆଡଲ୍ଟ ପୋଷ୍ଟ୍‍! ଭୁଲ୍‌ ପାଇଁ ୟୁଜର୍ସଙ୍କୁ କ୍ଷମା ମାଗିଲା କାନାଡାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କାନାଡାର କ୍ୟୁବେକ୍‌ ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ଅପ୍‌ଡେଟ ଦେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁତର ଭୁଲ୍‌ କରି ବସିଛି। ମନ୍ତ୍ରାଳୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ କରୋନା ଡାଟା ବଦଳରେ ଏକ ଆଡଲ୍ଟ ଭିଡିଓର ଲିଙ୍କ୍‌ ସେୟାର କରି ଦେଇଛି, ଯାହାକି…

ଅତି ସମ୍ବେଦନଶୀଳ! ରୁଷୀୟ ଯବାନ୍‌ଙ୍କ ପତ୍ନୀ କହୁଛନ୍ତି ୟୁକ୍ରେନ୍‌ ମହିଳାଙ୍କ ବଳାତ୍କାର କର

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ରୁଷୀୟ ଯବାନଙ୍କର ତାଙ୍କ ପତ୍ନୀଙ୍କ ସହିତ ହୋଇଥିବା କଥାବାର୍ତ୍ତାକୁ ୟୁକ୍ରେନରେ ଇଣ୍ଟରସେପ୍ଟ କରାଯାଇଛି, ଯେଉଁଥିରେ ପତ୍ନୀ ଜଣକ ଏହା କହୁଥିବାର ଶୁଣାଯାଉଛି ଯେ ‘ୟୁକ୍ରେନ ମହିଳାମାନଙ୍କୁ ଦୁଷ୍କର୍ମ କର’। Ukrinformରେ…

ଛି କେତେ ଅମାନବୀୟ! ଫ୍ରିଜରରେ ରଖିଥିଲେ ୧୮୩ ପଶୁପକ୍ଷୀଙ୍କ ଶବ; କୁକୁର, ଠେକୁଆଙ୍କ ଭଳି ପ୍ରାଣୀଙ୍କୁ ଜିଅନ୍ତା ସମାଧି…

ଆମେରିକାର ଏରିଜୋନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଗ୍ୟାରେଜ୍‌ର ଫ୍ରିଜର ଭିତରେ ୧୮୩ ପଶୁପକ୍ଷୀଙ୍କ ଅବଶେଷ ଲୁଚାଇ ରଖିଥିଲେ। ଏଥିରେ କୁକୁର, ଠେକୁଆଙ୍କ ଭଳି ପ୍ରାଣୀ ସାମିଲ ଥିଲେ। ଏ ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ପହଞ୍ଚି ଉକ୍ତ…

ଗୋଡ଼ରେ ଛନ୍ଦି ହୋଇଗଲା ପାରାଶୁଟ୍‌; ୧୩ ହଜାର ଫୁଟ୍‌ ଉଚ୍ଚରୁ ଖସି ପଡ଼ିଲେ ମହିଳା! ଆଉ ତା’ ପରେ ଯାହା ହେଲା…

ଜଣେ ମହିଳା ସାଢ଼େ ୧୩ ହଜାର ଫୁଟ ଉଚ୍ଚରୁ ପଡ଼ି ବି ମୃତ୍ୟୁକୁ ମାତ୍‌ ଦେଇଛନ୍ତି। ଏତେ ଉଚ୍ଚରୁ ପଡ଼ିବା ପରେ ମଧ୍ୟ ସେ ଅଦ୍ଭୁତଜନକ ଭାବେ ବର୍ତ୍ତି ଯାଇଛନ୍ତି। ୩୫ ବର୍ଷୀୟା ଏହି ମହିଳାଙ୍କ ନାଁ ଜୋର୍ଡାନ ହାଟମାକେର। ଜୋର୍ଡାନ ଭର୍ଜିନିଆର ବାସିନ୍ଦା, ଯିଏକି ଜଣେ ସ୍କାଇଡାଇଭର। ଖବର ମୁତାବକ, ମାସ…

କାଙ୍ଗାଳ ହୋଇ ଯାଇଥିଲା ଏହି ଦେଶ! ସରକାରଙ୍କୁ ଜାରି କରାଇବାକୁ ପଡ଼ିଥିଲା ୧୦ ଲକ୍ଷର ନୋଟ୍‌, ୨୫ ଲକ୍ଷ ବୋଲିଭରରେ…

ସାରା ବିଶ୍ୱରେ ବର୍ତ୍ତମାନ ଶ୍ରୀଲଙ୍କାକୁ ନେଇ ଚର୍ଚ୍ଚା। ଏଠାକାର ଋଗ୍‌ଣ ଅର୍ଥନୀତି ଲୋକଙ୍କ ନିଦ ହଜାଇ ଦେଲାଣି। ଖାଇବାକୁ ନାହିଁ କି ପିଇବାକୁ ନାହିଁ। ସବୁଆଡ଼େ ହାହାକାର ସ୍ଥିତି। ଯଦିଓ ଏହା ପୂର୍ବରୁ ଭେନେଜୁଏଲା ଓ ଜିମ୍ବାୱେ ଭଳି ଦେଶ ମଧ୍ୟ ମୁଦ୍ରାସ୍ଫୀତିକୁ ସାମ୍ନା କରି ସାରିଛନ୍ତି।…

ଭୟଙ୍କର ଦୃଶ୍ୟ! ଫଣା ଟେକି ବସିଥିବା ବିଶାଳକାୟ ସାପକୁ କିସ୍‌ କଲେ ଯୁବତୀ, ଆପଣ ବି ଦେଖି ନିଅନ୍ତୁ Video

ପୃଥିବୀ ପୃଷ୍ଠରେ ଦେଖା ଯାଉଥିବା ଅତି ଭୟଙ୍କର ତଥା ବିଷାକ୍ତ ସରୀସୃପ ମଧ୍ୟରୁ ସାପ ଅନ୍ୟତମ। ସାପ ଆମ ଆଖପାଖରେ ଦେଖାଗଲେ, ଆମେ ଭୟରେ ଥରିଉଠୁ। ଲୋମମୂଳ ଟାଙ୍କୁରି ଉଠେ। ଛୋଟ ଛୁଆ କ’ଣ, ବଡ଼ ବଡ଼ ଲୋକ ବି ଭୟ କରି ଯାଆନ୍ତି। ସାପକୁ କୌଣସି ଭରସା ନ ଥାଏ। ଏହା କେତେବେଳେ କେଉଁ ପରିସ୍ଥିତିରେ…

ଶ୍ରୀଲଙ୍କାରେ ହାହାକାର…୧ ଲିଟର କ୍ଷୀର ପାଇଁ ଦେବାକୁ ପଡ଼ୁଛି ୨୦୦୦ ଟଙ୍କା, ୧୦୦ ଟଙ୍କାରେ କପେ ଚା’

ଭାରତର ପଡ଼େଶୀ ଦେଶ ଶ୍ରୀଲଙ୍କାରେ ହାହାକାର ସ୍ଥିତି। ହସ୍ପିଟାଲଗୁଡ଼ିକରେ ଔଷଧ ନ ଥିବାରୁ ଡାକ୍ତରମାନେ ରୋଗୀଙ୍କ ଅପରେଶନକୁ ରୋକି ଦେଇଛନ୍ତି। ପେଟ୍ରୋଲ ପମ୍ପ୍‌ରେ ଫୁଏଲ ପାଇଁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି। ସେପଟେ ଖାଦ୍ୟ ପଦାର୍ଥ ଜିନିଷ ଏତେ ମହଙ୍ଗା ହୋଇଯାଇଛି ଯେ ଲୋକେ…

ଯୁଦ୍ଧରେ ଚାଲିଯାଇଛି ଝିଅ…ହେଲେ କାହୁଁ ବୁଝିବ ମା’ ମନ! ସବୁଦିନ ସକାଳେ ସମାଧି ପାଖରେ ରଖି ଆସୁଛି ଗରମ କ୍ଷୀର ଓ…

ୟୁକ୍ରେନ ରାଜଧାନୀ କିଭ୍‌ ଠାରୁ ପାଖାପାଖି ୬୦ କିଲୋମିଟର ଦୂରରେ ରହିଛି ବୁଚା ସହର, ଯାହା ଆଜି ଯନ୍ତ୍ରଣାରେ ଛଟପଟ ହେଉଛି। ସହରରେ ରୁଷୀୟ ସୈନ୍ୟ ମୃତ୍ୟୁର ଏମିତି ତାଣ୍ଡବ ରଚିଛନ୍ତି, ଯାହା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ। ଏଠି ଲୋକଙ୍କୁ ଗୁଳି ମାରି, ହାତଗୋଡ଼ ବାନ୍ଧି ବିଚ୍‌ ରାସ୍ତାରେ…