Below header
Browsing Tag

world news

ଯୁଦ୍ଧରେ ଚାଲିଯାଇଛି ଝିଅ…ହେଲେ କାହୁଁ ବୁଝିବ ମା’ ମନ! ସବୁଦିନ ସକାଳେ ସମାଧି ପାଖରେ ରଖି ଆସୁଛି ଗରମ କ୍ଷୀର ଓ…

ୟୁକ୍ରେନ ରାଜଧାନୀ କିଭ୍‌ ଠାରୁ ପାଖାପାଖି ୬୦ କିଲୋମିଟର ଦୂରରେ ରହିଛି ବୁଚା ସହର, ଯାହା ଆଜି ଯନ୍ତ୍ରଣାରେ ଛଟପଟ ହେଉଛି। ସହରରେ ରୁଷୀୟ ସୈନ୍ୟ ମୃତ୍ୟୁର ଏମିତି ତାଣ୍ଡବ ରଚିଛନ୍ତି, ଯାହା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ। ଏଠି ଲୋକଙ୍କୁ ଗୁଳି ମାରି, ହାତଗୋଡ଼ ବାନ୍ଧି ବିଚ୍‌ ରାସ୍ତାରେ…

ଦୁନିଆର ‘ଟପ୍‌-୧୦ ସେଲ୍ଫ ମେଡ୍‌ କୋଟିପତି ମହିଳା’ଙ୍କ ତାଲିକା ଜାରି; ଜାଗା ଅକ୍ତିଆର କଲେ Nykaaର ଫାଲ୍‌ଗୁନୀ ନାୟର

ଧନୀ ହେବା ଏବଂ ନିଜ ଦମ୍‌ରେ ଧନୀ ହେବା ଭିତରେ ବହୁତ ଫରକ୍‌ ରହିଛି। ଏହି କଥା ଉପରେ ଜୋର୍‌ ଦେଇ ହୁରୁନ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ‘ହୁରୁନ ରିଚେଷ୍ଟ୍‍ ସେଲ୍ଫ ଓ୍ଵିମେନ ଇନ୍‌ ଦ ଓ୍ଵାର୍ଲ୍ଡ ୨୦୨୨’ ନାମରେ ଏକ ତାଲିକା ଜାରି କରିଛି। ଏଥିରେ ସେହି ମହିଳାମାନଙ୍କୁ ସ୍ଥାନ ଦିଆଯାଇଛି, ଯେଉଁମାନେ…

ପୃଥିବୀ ଉପରେ ଝୁଲି ରହିବ ବିଶ୍ୱର ପ୍ରଥମ ମହାକାଶ ହୋଟେଲ! ଜୋର୍‌ସୋରରେ ଚାଲିଛି ପ୍ରସ୍ତୁତି, ୨୦୨୭ ସୁଦ୍ଧା କାମ ଶେଷ…

ମହାକାଶରେ ମଣିଷ କେବେଠୁ ରହିବା ଆରମ୍ଭ କରିବ… ଏ ନେଇ ଅନେକ ଦିନରୁ ଚାଲିଛି ପ୍ରସ୍ତୁତି। ଏଲନ ମସ୍କ ଲୋକଙ୍କୁ ଅନ୍ୟ ଗ୍ରହରେ ରଖିବା ପାଇଁ ପାଣି ଭଳି ବୁହାଇ ଚାଲିଛନ୍ତି ପଇସା। ଏମିତିରେ ପ୍ରତ୍ୟେକଙ୍କ ମନରେ ସେହି ଗୋଟିଏ କଥାକୁ ନେଇ ଉତ୍ସାହ ରହିଛି ଯେ ବାସ୍ତବରେ ମଣିଷ କିପରି ମହାକାଶରେ ରହି…

କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ହଠାତ୍‌ ଦୁର୍ବୃତ୍ତ ଚଳାଇଥିଲେ ଗୁଳି, ସେଇଠି ହିଁ ଟଳି ପଡ଼ିଲେ ୧୬ ପୁରୁଷ ଓ ୩ ମହିଳା!

ପଶ୍ଚିମ ମେସ୍କିକୋର ମିଚୋଆକନ ରାଜ୍ୟରେ କୁକୁଡ଼ା ଲଢ଼େଇ ବେଳେ ୧୯ ଜଣଙ୍କୁ ହତ୍ୟା କରାଯାଇଛି। ହଠାତ୍‌ ଘଟିଥିବା ଏହି ହତ୍ୟା ଘଟଣାରେ ପୂରା ସହରରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁସାରେ, ଏଠି କୁକୁଡ଼ା ଲଢ଼େଇର ଏକ ବେଆଇନ ପ୍ରତିଯୋଗିତା ଚାଲିଥିଲା। ଏହି ସମୟରେ କିଛି ବନ୍ଧୁକଧାରୀ ଦୁର୍ବୃତ୍ତ…

ତାଲିବାନୀ ଆଦେଶ! ଏଣିକି ସରକାରୀ ପୁରୁଷ କର୍ମଚାରୀ ରଖିବେ ଦାଢ଼ି, ପାଳନ କରିବେ ଡ୍ରେସ୍ କୋଡ୍ ନିୟମ

ଆଫଗାନିସ୍ତାନରେ ଲୋକେ ତାଲିବାନୀ ଶାସନ ପ୍ରଣାଳୀକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ ତଥା ଅସନ୍ତୁଷ୍ଟ ଅଛନ୍ତି। ଦେଶରେ ତାଲିବାନୀ ଶାସନ ଆସିବା ପରଠାରୁ ଲଗାତାର କଠୋରବାଦୀ ଆଦେଶ ଜାରି ହୋଇ ଚାଲିଛି। ଏହାରି ଭିତରେ ତାଲିବାନ ଆଉ ଏକ ନୂଆ ଆଦେଶ ଜାରି କରିଛି। ଏହି ଆଦେଶ ମୁତାବକ, ଏଣିକି ସମସ୍ତ ସରକାରୀ…

ମେ’ ୯ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ରୁଷୀୟ ସୈନିକଙ୍କୁ ଦିଆଯାଇଛି ଟାର୍ଗେଟ୍‌! ୟୁକ୍ରେନ ଦେଲା ଆଶ୍ଚର୍ଯ୍ୟଜନକ ବୟାନ…

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧ ମାସ ବିତିଗଲାଣି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଶରଣାର୍ଥୀ ଜୀବନ ଜିଉଁଛନ୍ତି। ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଏହି ଯୁଦ୍ଧ ସରିବ କେବେ? ଏ ସବୁ ଭିତରେ ୟୁକ୍ରେନର ସଶସ୍ତ୍ର ଫୋର୍ସର…

ପୁରୁଷ ଖାଇବେ ଗର୍ଭନିରୋଧକ ବଟିକା! ଆସିଗଲା ନୂଆ ଉପାୟ…ଆଉ ରହିବନି ପ୍ରେଗନାନ୍ସି ଡର

ପୁରୁଷଙ୍କ ପାଇଁ ଗର୍ଭନିରୋଧକ ବଟିକା। ଆଶ୍ଚର୍ଯ୍ୟ ଲାଗୁଛି ନା, ତେବେ ପଢ଼ନ୍ତୁ ଏହି ଖବର। ନିକଟରେ ବୈଜ୍ଞାନିକମାନେ ପୁରୁଷମାନଙ୍କ ପାଇଁ ଏମିତି ଏକ ଗର୍ଭନିରୋଧକ ବଟିକା ତିଆରି କରିଛନ୍ତି, ଯାହା ପ୍ରେଗ୍ନାନ୍ସିକୁ ରୋକିବା ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ବୈଜ୍ଞାନିକଙ୍କ ଦାବି ଯେ…

କ’ଣ ଏବେ ଥମିବ ଯୁଦ୍ଧ? ରୁଷୀୟ ହେଲିକାପ୍ଟର ଏୟାରଫିଲ୍ଡ ଛାଡ଼ିଲେ, ସାଟେଲାଇଟ୍‌ ଫଟୋରୁ ହେଲା ଖୁଲାସା!

ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ୨୮ ଦିନରୁ ଯୁଦ୍ଧ ଚାଲିଛି। କିନ୍ତୁ ଏବେ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି ଯେ ଚର୍ନୋବାଇଭକାର ଏୟାରଫିଲ୍ଡ ସାଟେଲାଇଟ୍‌ ଇମେଜ୍‌ରେ ରୁଷୀୟ ହେଲିକାପ୍ଟର ଆଉ ଦେଖାଯାଉ ନାହିଁ, ଯାହାକି ପୂର୍ବରୁ ସ୍ପଷ୍ଟ ଦେଖାଯାଉଥିଲା। ୟୁକ୍ରେନ କହିଛି, ଏହି ଏୟାରଫିଲ୍ମରେ…

ଛାତିଥରା ଭିଡିଓ: ଦେଖନ୍ତୁ ଛୋଟ ଡଙ୍ଗାକୁ କିପରି ଭିଡ଼ି ନେଇଗଲା ବଡ଼ ଜାହଜ; ୬ ମୃତ, ୧୦୦ ନିଖୋଜ

ବାଂଲାଦେଶରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଏକ ବଡ଼ ଜାହଜ ତଳକୁ ଚାଲି ଆସିଥିବା ଏକ ଛୋଟ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ପାଣିରେ ବୁଡ଼ି ଯାଉଛି। ଏହି ଦୁର୍ଘଟଣାରେ ପ୍ରାୟ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ…

ସାଉଦି ଆରବରେ ଗୋଟିଏ ଦିନରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ! ଭାଙ୍ଗିଲା ୧୯୮୦ ମସିହାର ରେକର୍ଡ

ନିଜର କଠୋର ନିୟମ କାନୁନ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ସାଉଦି ଆରବ। ଶନିବାର ସାଉଦି ଆରବରେ ୮୧ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଯାହା କି ଆରବ ଦେଶର ଇତିହାସରେ ପ୍ରଥମ। ଏକ ସାଥୀରେ ଏତେ ଲୋକଙ୍କୁ କ୍ରୁଶବଦ୍ଧ କରାଇ ମୃତ୍ୟୁଦଣ୍ଡ ଦେବାରେ ଏହା ରେକର୍ଡ ଭାଙ୍ଗିଛି। ଯେଉଁ ଲୋକଙ୍କୁ ଏହି…

ରୁଷ-ୟୁକ୍ରେନ ଯୁଦ୍ଧ: ରାସ୍ତାରେ ପଡ଼ିଥିବା ଶବକୁ ଝୁଣି ଝୁଣି ଖାଇଲେଣି କୁକୁର; ୧୪ ଦିନ ଯୁଦ୍ଧରେ ୟୁକ୍ରେନର ହୋଇଗଲା…

ଅତି ଭୟାନକ ଏହି ଦୃଶ୍ୟ। ଚାରିଆଡ଼େ ଧ୍ୱଂସର ତାଣ୍ଡବ। ଭୂଇଁରେ ଲୋଟି ପଡ଼ିଛି ଉଚ୍ଚ ଉଚ୍ଚ ଅଟ୍ଟାଳିକା। ସବୁଠି ପୀଡ଼ା ଆଉ ଯନ୍ତ୍ରଣା। ସାଧାରଣ ନାଗରିକଙ୍କର ହାହାକାର ଅବସ୍ଥା। ଏହାରି ଭିତରେ ଦେଶ ଛାଡ଼ି ଗଲେଣି ଲକ୍ଷ ଲକ୍ଷ ଲୋକ। ଲଗାତାର ରୁଷର ଆକ୍ରମଣରେ ଧରାଶାୟୀ ହୋଇପଡ଼ିଛି ୟୁକ୍ରେନ। ମିସାଇଲ…

୧୨ ବର୍ଷ ଧରି ଟ୍ରକରେ ବିଶ୍ୱ ଭ୍ରମଣ କରି ଚାଲିଛନ୍ତି ଦମ୍ପତି; ଏବେ ଭାରତର ସୌନ୍ଦର୍ଯ୍ୟକୁ କରୁଛନ୍ତି ଉପଭୋଗ…; ଭେଟନ୍ତୁ…

ସାରା ବିଶ୍ୱ ଭ୍ରମଣ କରିବାର ସ୍ୱପ୍ନ କାହାର ବା ନ ଥାଏ। ସଡ଼କ ଯାତ୍ରା କରି ବିଭିନ୍ନ ଦେଶ ପରିଭ୍ରମଣ କରିବାରେ ଅନେକେ ଆନନ୍ଦ ପାଇ ଥାଆନ୍ତି। ଆଜି ଆମେ ଏମିତି ଜଣେ ଦମ୍ପତିଙ୍କ ବିଷୟରେ କହିବୁ, ଯିଏ ନିଜ ପିଲାଛୁଆଙ୍କୁ ଧରି ୧୨ ବର୍ଷ ହେବ ସଡ଼କ ଯାତ୍ରା କରୁଛନ୍ତି। ଏମାନେ ଜର୍ମାନୀର ବାସିନ୍ଦା।…