Below header
Browsing Tag

world news

ରୁଷ-ୟୁକ୍ରେନ ଯୁଦ୍ଧ: ଦୁଇ ଦିନ ପୂର୍ବରୁ ପରିବାର ଲୋକଙ୍କୁ ଶେଷ ଭିଡିଓ କଲ୍‌ କରିଥିଲେ ଭାରତୀୟ ଛାତ୍ର

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଜି ଜଣେ ଭାରତୀୟ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ନବୀନ ଶେଖରପ୍ପା ବୋଲି ବୈଦେଶିକ ମନ୍ତ୍ରଣାଳୟ ନିଶ୍ଚିତ କରିଛି। ନବୀନ ଆକ୍ରମଣରୁ ବଞ୍ଚିବା ପାଇଁ ଅନ୍ୟ ଛାତ୍ରମାନଙ୍କ ସହ ବଙ୍କରରେ ରହୁଥିଲେ। କିନ୍ତୁ ମଙ୍ଗଳବାର କିଛି…

୧୦୦ ବର୍ଷ ହେବ ଜନଶୂନ୍ୟ ଏହି ଗାଁ! ମଣିଷଙ୍କ ସ୍ଥାନ ନେଇଛନ୍ତି ଜୀବଜନ୍ତୁ ଓ ଗଛଲତା; ଏହି ବଡ଼ କାରଣରୁ ଚାଲି ଯାଇଛନ୍ତି…

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ମଣିଷ ରହୁୁ ନାହାନ୍ତି। କିନ୍ତୁ ଦିନେ ସେହି ସ୍ଥାନରେ ମଣିଷଙ୍କ ଚଳପ୍ରଚଳ ଲାଗି ରହିଥିଲା। ଏଠି ମଣିଷ ଅନେକ ଚିହ୍ନ ଛାଡି ଯାଇଛନ୍ତି, ଯାହା ଆଜି ଇତିହାସର ପୃଷ୍ଠା ମଣ୍ଡନ କରିଛି। ଏକଦା ମଣିଷ ବସବାସ କରୁଥିବା ଏହି ସ୍ଥାନ ଏବେ ନିଜ ବକ୍ଷରେ…

କ’ଣ ଏମିତି ବି ଥାଏ ଚାକିରି! ଏଠି ‘ମିଠା’ର ଫଟୋ ଉଠାଇ ଇଣ୍ଟରନେଟ୍‌ରେ ଛାଡ଼ିବା ପାଇଁ ବାହାରିଲା ନିଯୁକ୍ତି; ୧ ଘଣ୍ଟାରେ…

ମିଠା ଖାଇବାକୁ କାହାକୁ ବା ପସନ୍ଦ ନୁହେଁ। ଯଦି ଆପଣଙ୍କ ପ୍ରିୟର ମିଠା ଆପଣଙ୍କୁ ମିଳିଯିବ, ତ ପାଟିରୁ ଲାଳ ବାହାରିବା ସ୍ୱାଭାବିକ। ଏବେ ଏମିତି ହିଁ ଏକ ସ୍ୱିଟ୍‌ ଡିସ୍‌ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଫେମସ୍‌ ହୋଇ ଯାଇଛି, ଯାହାର ନାଁ ‘ଡୋନଟ୍’। ସୁସ୍ୱାଦୁ ଲାଗୁଥିବା ଏହି ଡୋନଟ୍ର ଚାହିଦା ଦେଶ…

ଏଠି ବଡ଼ ବଡ଼ ଟାଙ୍କିରେ ଶହ ଶହ ବର୍ଷ ଧରି ରହିଛି ମଣିଷ ଶବ! ମୃତ ଲୋକଙ୍କୁ ପୁଣିଥରେ ବଞ୍ଚେଇବା ପାଇଁ ଚାଲିଛି ପରୀକ୍ଷଣ;…

ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତରେ। ଯଦି ଭଗବାନ ଚାହିଁବେ, ତ ମଣିଷ ବଡ଼ ଦୁର୍ଘଟଣାରୁ ମଧ୍ୟ ରକ୍ଷା ପାଇଯିବ। ଅନେକ ବାର ଶୋଇଥିବା ଲୋକର ବି ଜୀବନ ଚାଲି ଯାଉଛି। ତେଣୁ ଏଠି ମଣିଷର ଜୀବନ ଓ ମୃତ୍ୟୁ କେବଳ ସେହି ଜଣେ ହିଁ ସ୍ଥିର କରିଥାଏ। ହେଲେ ଏଠି ମଣିଷ ସବୁବେଳେ ପ୍ରକୃତି ସହିତ ହିଁ…

UAEରେ ସବୁଠାରୁ ପ୍ରାଚୀନ କୋଠାର ସନ୍ଧାନ! ୮୫୦୦ ବର୍ଷ ପୁରୁଣା ଏହାର ଇତିହାସ; ଜାଣନ୍ତୁ ଅଧିକ ତଥ୍ୟ

ସଂଯୁକ୍ତ ଆରବ ଅମିରାତ୍‌ (ୟୁଏଇ)ର ପ୍ରତ୍ନତତ୍ତ୍ୱବିତ୍‌ମାନେ ଦେଶର ସବୁଠାରୁ ପ୍ରାଚୀନ ବିଲ୍ଡିଂର ସନ୍ଧାନ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ବିଲ୍ଡିଂ ୮୫୦୦ ବର୍ଷର ପୁରୁଣା। ପୂର୍ବରୁ ମିଳିଥିବା ବିଲ୍ଡିଂଠାରୁ ମଧ୍ୟ ଏହା ୫୦୦ରୁ ଅଧିକ ବର୍ଷ ପୁରୁଣା। ଆବୁଧାବିର ସଂସ୍କୃତି ଏବଂ ପର୍ଯ୍ୟଟନ…

ଦୁଇ ବର୍ଷ ଧରି ନିଖୋଜ ଥିବା କୁନି ଝିଅ ଘରର ସିଡି ତଳୁ ଜୀବନ୍ତ ଉଦ୍ଧାର! ଜାଣନ୍ତୁ କ’ଣ ଏହି ମାମଲା…

ଦୁଇ ବର୍ଷ ଧରି ପୋଲିସ ୪ ବର୍ଷର ଏକ ଶିଶୁ କନ୍ୟାକୁ ଖୋଜୁଥିଲା। ଆଉ ଏବେ ସେ ଜୀବନ୍ତ ଅବସ୍ଥାରେ ନିଜ ଘରର ସିଡି ତଳୁ ଉଦ୍ଧାର ହୋଇଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଝିଅଟିକୁ ତା’ର ମାଆ, ବାପା ହିଁ ଦୀର୍ଘ ଦୁଇ ବର୍ଷ ଧରି ଲୁଚାଇ ରଖିଥିଲେ। ଝିଅଟି ଅତି ରହସ୍ୟଜନକ ଭାବେ ସିଡି ତଳୁ ଉଦ୍ଧାର ହୋଇଛି।…

ବ୍ରାଜିଲରେ ଭୂସ୍ଖଳନ ଓ ବନ୍ୟା ତାଣ୍ଡବ! ୯୪ ଜଣଙ୍କ ମୃତ୍ୟୁ; ପାହାଡ଼ ଧସି ୫୪ ଘର ଧ୍ୱଂସ…

ବ୍ରାଜିଲରେ ମଙ୍ଗଳବାର ପ୍ରବଳ ବର୍ଷା କାରଣରୁ ଏଠାରେ ଭୂସ୍ଖଳନ ହୋଇଛି। ଏଥିରେ ଏ ପର୍ଯ୍ୟନ୍ତ ୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ରାଷ୍ଟ୍ରପତି ଜାୟର ବୋଲସୋନାରୋ ଏ ନେଇ ଦୁଃଖ ପ୍ରକାଶ କରିବା ସହିତ ମନ୍ତ୍ରୀମାନଙ୍କୁ ମୃତକଙ୍କ ପରିବାର…

ଥାଇଲାଣ୍ଡ ରାସ୍ତାରେ ମାଳ ମାଳ ମାଙ୍କଡ଼! ପର୍ଯ୍ୟଟକ ଶୂନ୍ୟ, ପ୍ରଭାବିତ ହେଉଛି ଦେଶର ଅର୍ଥନୀତି; ସରକାର ଉଠାଇଲେ ଏଭଳି…

ଦୁନିଆରେ ଏମିତି ଅନେକ ଦେଶ ଅଛି, ଯେଉଁଠିକାର ଅର୍ଥନୀତି ମୁଖ୍ୟତଃ ସେଠାକାର ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରିଥାଏ। ଏହି ଅନେକ ଦେଶ ମଧ୍ୟରୁ ଥାଇଲାଣ୍ଡ ଅନ୍ୟତମ। ଏଠାକାର ଅର୍ଥ ବ୍ୟବସ୍ଥା ଦେଶକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ। କିନ୍ତୁ କରୋନା କାଳରେ ଦେଶର ଅର୍ଥନୀତି…

ମାଡାଗାସ୍କରରେ ବାତ୍ୟା ‘ବତ୍ସିରାଇ’ର ତାଣ୍ଡବ ଲୀଳା, ୧୦ ଜଣଙ୍କ ମୃତ୍ୟୁ; ବିସ୍ଥାପିତ ହୋଇଛନ୍ତି ୪୮ ହଜାର ଲୋକ!

ମାଡାଗାସ୍କରରେ ଭୀଷଣ ବାତ୍ୟା ‘ବତ୍ସିରାଇ’ ଧ୍ୱଂସର ତାଣ୍ଡବ ରଚିଛି। ବାତ୍ୟା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପାଖାପାଖି ଦୁଇ ସପ୍ତାହ ଭିତରେ ଦ୍ୱିତୀୟ ବଡ଼ ବାତ୍ୟା ‘ବତ୍ସିରାଇ’ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୨୩୫ କିଲୋମିଟର ବେଗରେ ଲ୍ୟାଣ୍ଡଫଲ୍‌ କରିଥିଲା।…

୩୦୦୦ରୁ ଅଧିକ ଆମେରିକୀୟ ସୈନିକ ହୋଇ ପାରନ୍ତି ବହିଷ୍କୃତ! କରୋନା ଟିକା ନେବାକୁ ମନା କରିବାରୁ ନିଆଯାଉଛି…

ଆମେରିକାରେ କରୋନାର ବିପଦ ଟଳିନାହିଁ। ଏହାରି ଭିତରେ ଟିକା ନେଇ ନ ଥିବା ଆମେରିକୀୟ ସୈନିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କୁହାଯାଇଛି। ସେନା ବୁଧବାର ଘୋଷଣା କରିଛି କି, ସେ ବାଧ୍ୟତାମୂଳକ କୋଭିଡ୍‌-୧୯ ଟିକା ନେବାକୁ ମନା କରିଥିବା ସୈନିକମାନଙ୍କୁ ବରଖାସ୍ତ କରିବା…

ଅବସର ନେବ ନାସାର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ! ୨୦୩୦ ଶେଷରେ ଏହି ସ୍ଥାନରେ ହେବ କ୍ରାଶ୍‌; ଜାଣନ୍ତୁ କାହିଁକି ଏମିତି…

ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ନିଜର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଅବସର କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ୨୦୩୧ରେ ପ୍ରଶାନ୍ତ ମହାସାଗରରେ ପଏଣ୍ଟ ନିମୋ କୁହାଯାଉଥିବା ଏକ ସ୍ଥାନରେ ପକାଇବାକୁ ଯୋଜନା କରାଯାଇଛି। ନାସାର ଏକ ପ୍ରେସ ରିଲିଜ୍‌ରେ ଦିଆଯାଇଥିବା ସୂଚନା ମୁତାବକ,…

ବିଶ୍ୱ ସାମ୍ନାକୁ ଆସିଲା ପୁଣି ଏକ ମିଛ! ଗଲୱାନ ହିଂସା ବେଳେ ବରଫ ନଦୀରେ ଭାସି ଯାଇଥିଲେ ଚୀନର ୩୮ ସୈନିକ; ହେଲେ…

୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରୁ ଆସିଛି ସାଂଘାତିକ ସତ। ଚୀନ ନିଜ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଦାବି ହୋଇ ଆସୁଥିବା ବେଳେ ଏବେ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହୋଇଛି। ସଂଘର୍ଷ ବେଳେ ୩୮ରୁ ଅଧିକ ପିଏଲଏ ସୈନ୍ୟ ନଦୀରେ ଭାସି…