Browsing Tag

world news

ବିଶ୍ୱ ସାମ୍ନାକୁ ଆସିଲା ପୁଣି ଏକ ମିଛ! ଗଲୱାନ ହିଂସା ବେଳେ ବରଫ ନଦୀରେ ଭାସି ଯାଇଥିଲେ ଚୀନର ୩୮ ସୈନିକ; ହେଲେ…

୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରୁ ଆସିଛି ସାଂଘାତିକ ସତ। ଚୀନ ନିଜ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଦାବି ହୋଇ ଆସୁଥିବା ବେଳେ ଏବେ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହୋଇଛି। ସଂଘର୍ଷ ବେଳେ ୩୮ରୁ ଅଧିକ ପିଏଲଏ ସୈନ୍ୟ ନଦୀରେ ଭାସି…

Zoo କିପରଙ୍କୁ ଆକ୍ରମଣ କରି ମାରି ଦେଲା ସିଂହୀ; ପୁଣି ସାଥୀ ସହିତ ପିଞ୍ଜରାରୁ ମାରିଲା ଚମ୍ପଟ୍‌!

ସୋସିଆଲ ମିଡିଆରେ ଜୀବଜନ୍ତୁମାନଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଇରାନର ଏକ ପ୍ରାଣୀ ଉଦ୍ୟାନରୁ ଯେଉଁ ଅଜବ ମାମଲା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠାରେ ଏକ ସିଂହୀ ଜୁ-କିପରଙ୍କୁ ଆକ୍ରମଣ କରି ତାଙ୍କୁ ଜୀବନରୁ ମାରି ଦେଇଛି ଏବଂ ଧରା…

୮୨ ପ୍ରତିଶତ କର୍ମଚାରୀ ଯିବାକୁ ଚାହୁଁ ନାହାନ୍ତି ଅଫିସ୍‌; ପସନ୍ଦ ଆସୁଛି ‘ଓ୍ଵାର୍କ ଫ୍ରମ୍‌ ହୋମ୍‌’ କଲ୍‌ଚର; ଜାଣନ୍ତୁ…

ବିଶ୍ୱ କୋଭିଡ ମହାମାରୀ ଯୋଗୁ କର୍ମମୟ ଜୀବନରେ ଅନେକ ପରିବର୍ତ୍ତନ ଘଟିଛି। ଏହାରି ଭିତରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲୋକମାନେ ଅଫିସ ଯିବା ପରିବର୍ତ୍ତେ ଘରେ ରହି କାମ କରିବାକୁ ବେଶି ପସନ୍ଦ କରୁଛନ୍ତି। ରୋଜଗାର ସମ୍ବନ୍ଧୀୟ ୱେବସାଇଟ୍ ସାଇକିର 'ଟେକ୍ ଟ୍ୟାଲେଣ୍ଟ୍ ଆଉଟ୍‌ଲୁକ’ ରିପୋର୍ଟ…

ସବୁବେଳେ ନିଜ ପାଇଖାନା ସାଙ୍ଗରେ ଧରି ବୁଲନ୍ତି କିମ୍‌ ଜୋଙ୍ଗ ଉନ! ମଳକୁ ନେଇ ରହିଛି ଖାସ୍‌ ଭୟ; ଭୁଲ୍‌ରେ କେହି…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଯେଉଁଆଡ଼େ ବି ଯାଆନ୍ତି, ତାଙ୍କ ଟଏଲେଟ୍‌ ନେବାକୁ ଭୁଲନ୍ତି ନାହିଁ। ଅର୍ଥାତ୍‌ ସେ ଟଏଲେଟ୍‌ ଧରି ଯାତ୍ରା କରନ୍ତି। ଉତ୍ତର କୋରିଆ ଗାର୍ଡ କମାଣ୍ଡର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ଯେ କିମ୍‌ ଜୋଙ୍ଗ ପ୍ରତ୍ୟେକ ଜାଗାକୁ ନିଜ ଟଏଲେଟ୍‌…

କ’ଣ ପୁଣିଥରେ କଅଁଳିବ ମାନବ ଶରୀରର କଟା ଅଙ୍ଗ? ବେଙ୍ଗ ଉପରେ ଗବେଷଣା ହେଲା ସଫଳ! ୧୮ ମାସ ପରେ ଗତି କରିଲା ନୂତନ ଗୋଡ଼…

ଶରୀରରେ ନଷ୍ଟ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର ପୁନଃନିର୍ମାଣକୁ ନେଇ ବୈଜ୍ଞାନିକମାନେ ଏକ ନୂତନ ଗବେଷଣା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ଝିଟିପିଟି ଓ ତାରକାମାଛ ପରି କିଛି ଜୀବ, ଯେଉଁମାନଙ୍କଠାରେ ଅଙ୍ଗ ପୁନଃନିର୍ମାଣ ହେବାର ପ୍ରାକୃତିକ କ୍ଷମତା ଥାଏ, ସେମାନଙ୍କଠାରୁ ବୈଜ୍ଞାନିକମାନେ ପ୍ରେରଣା…

ହୁତୁ ହୁତୁ ହୋଇ ଜଳୁଥିଲା ଘରର ମୁଖ୍ୟ ଦ୍ୱାର; ନିଜ ପରିବାରକୁ ଏମିତି ବଞ୍ଚାଇଲା ୨ ବର୍ଷର ଶିଶୁ! କରୋନା ଭାଇରସ୍‌ ଯୋଗୁ…

୨ ବର୍ଷର ଏକ ଶିଶୁ ନିଜ ପରିବାରକୁ ରକ୍ଷା କରିଛି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସକାଳେ ଯେତେବେଳେ ଘରେ ନିଆଁ ଲାଗି ଯାଇଥିଲା, ତ ଶିଶୁଟି ତା’ ବାପା, ମା’ଙ୍କୁ ଜାଗ୍ରତ କରି ଦେଇଥିଲା। ଅର୍ଥାତ୍‌ ସେମାନଙ୍କୁ ନିଦରୁ ଉଠାଇ ଦେଇଥିଲା, ଯାହାଫଳରେ ଏକ ବଡ଼ ବିପଦ ଟଳି ଯାଇଥିଲା। ତେବେ ଏଠି…

ଆଡଲ୍ଟ ସାଇଟ୍‌ରେ ମହିଳା ପୋଲିସ ଅଧିକାରୀଙ୍କ ଗଦା ଗଦା ଅଶ୍ଳୀଳ ଫଟୋ; ମୁଣ୍ଡ ଲାଜରେ ନଇଁ ଯିବାରୁ ଟଙ୍କା ଦେଇ ବିଭାଗ କରି…

ଜଣେ ପୋଲିସ କର୍ମଚାରୀର ନିଜସ୍ୱ ମର୍ଯ୍ୟାଦା, ସମ୍ମାନ ରହିଛି। କିନ୍ତୁ ଏଠି ଜଣେ ମହିଳା ପୋଲିସ ଅଧିକାରୀ ସବୁ ନୈତିକତା ଉଲ୍ଲଂଘନ କରି ଦେଇଛନ୍ତି, ଯାହାଫଳରେ କି, ସେ ପ୍ରଶ୍ନ ଘେରକୁ ଚାଲି ଆସିଛନ୍ତି। ୨୮ ବର୍ଷ ଧରି ଯିଏ କେବେ କାହାକୁ ଅଭିଯୋଗ କରିବାକୁ ଟିକିଏ ବି ସୁଯୋଗ ଦେଇ ନ ଥିଲେ, ସେହି…

୧୧ ମଦୁଆ ଡ୍ରାଇଭରଙ୍କୁ ମିଳିଲା ଅଜବ ପ୍ରକାର ଦଣ୍ଡ; ଅଧ ରାତିରେ ସଫେଇ କଲେ ମୁର୍ଦ୍ଦାଘର! ଜାଣନ୍ତୁ କାହିଁକି ପୋଲିସ…

ଦୁନିଆର ପ୍ରାୟତଃ ସବୁ ଦେଶରେ ‘ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌’ ବ୍ୟାନ କରାଯାଇଛି। କାହିଁକି ନା, ମଦ ନିଶାରେ ମଣିଷର ଧ୍ୟାନ ବିଭ୍ରାନ୍ତ ହୋଇଥାଏ। ସେ ହୋଶ୍‌ରେ ରୁହେ ନାହିଁ। ଏମିତିରେ ଜଣେ ନିଶାସକ୍ତ ଅବସ୍ଥାରେ କେମିତି ବା ଗାଡ଼ି ଚଲାଇ ପାରିବ? ଯଦ୍ଦ୍ଵାରା କି, ଦୁର୍ଘଟଣା ଘଟିବାର ଯଥେଷ୍ଟ…

ପୁରୁଣା ମେଲ୍‌ ଖୋଜିବା ପାଇଁ ସ୍ପାମ୍‌ ବକ୍ସ ଚେକ କରୁଥିଲେ ମହିଳା, ହଠାତ୍‌ ଜଣା ପଡ଼ିଲା ୨୨ କୋଟି ଟଙ୍କାର ଲଟେରୀ…

ଭାଗ୍ୟ କେତେବେଳେ ଓଲଟି ଯିବ, ତାହା କେହି ବି କହି ପାରିବେ ନାହିଁ। ଏମିତି ହିଁ ହୋଇଥାଏ ଭାଗ୍ୟର ଖେଳ। ଠିକ୍‌ ଏପରି ଏକ ଘଟଣା ଘଟିଛି ଆମେରିକାର ଜଣେ ମହିଳାଙ୍କ ସହ। ମହିଳା ଜଣକ ନିଜର ପୁରୁଣା ଇ-ମେଲ୍ ଖୋଜିବା ପାଇଁ ସ୍ପାମ୍ ଫୋଲ୍ଡର ଯାଞ୍ଚ କରୁଥିଲେ। ହଠାତ୍ ଏହାରି ଭିତରେ ତାଙ୍କୁ ଜଣା…

ଜେଲ୍‌ ଭିତରେ କଏଦୀଙ୍କ ଅଜବ କାର୍ଯ୍ୟ! ଆଳୁ ଚିପ୍ସ ପ୍ୟାକେଟ୍‌ରେ ହେଉଥିଲା ସ୍ପର୍ମ ଚାଲାଣ; ୧୦୧ରୁ ଅଧିକ ଛୁଆ ହୋଇଛନ୍ତି…

ଜେଲରେ ଅସ୍ତ୍ରଶସ୍ତ୍ର କିମ୍ବା ବେଆଇନ ସାମଗ୍ରୀ ଚୋରା ଚାଲାଣ ନେଇ ଆପଣ ଅନେକ ଘଟଣା ଶୁଣିଥିବେ। ପ୍ରତିଦିନ କେଉଁଠୁ ନା କେଉଁଠୁ ଏମିତି ଘଟଣା ସାମ୍ନାକୁ ଆସିବାରେ ଲାଗିଥାଏ। କିନ୍ତୁ ଚୋରା ଚାଲାଣକୁ ନେଇ ଜଣେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆତଙ୍କବାଦୀ…

କାହାକୁ ଛାଡ଼ୁନି କରୋନା! ୧୧ ପୋଷା ଜୀବ ବାହାରିଲେ ସଂକ୍ରମିତ, ୨୦୦୦ ହାମଷ୍ଟରଙ୍କୁ ତୁରନ୍ତ ମାରି ଦେବାକୁ ନିର୍ଦ୍ଦେଶ!

ହଂକଂରେ ମଙ୍ଗଳବାର ୨,୦୦୦ ହାମଷ୍ଟର୍ (ମୂଷା ପରି ଦେଖା ଯାଉଥିବା ଜୀବ)ଙ୍କୁ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଷା ଜୀବମାନଙ୍କର ଏକ ଷ୍ଟୋରରେ ଅନେକ ହାମଷ୍ଟର୍ କୋଭିଡ୍-୧୯ ସଂକ୍ରମିତ ଥିବା ଜଣା ପଡ଼ିଥିଲା, ଯାହା ପରେ ଏହି ଜୀବଙ୍କୁ ପାଳିଥିବା ମାଲିକମାନଙ୍କୁ ଭୁଲ୍‌ରେ ବି ସେମାନଙ୍କୁ…

ପାର୍ସୀ ଧର୍ମର ଅନ୍ତିମ ସଂସ୍କାର ଉପରେ ଆପତ୍ତି ଉଠାଇଲେ ସରକାର! ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ମାମଲା; ଜାଣନ୍ତୁ କେଉଁ…

ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟରେ ବିବାହଠାରୁ ଆରମ୍ଭ କରି ଅନ୍ତିମ ସଂସ୍କାର ରୀତିନୀତି ପର୍ଯ୍ୟନ୍ତ, ସବୁଥିରେ ନିଜସ୍ୱ ପଦ୍ଧତି ଏବଂ ନୀତି, ନିୟମ ରହିଛି। ଯେମିତି କି, ହିନ୍ଦୁ ଏବଂ ଶିଖ ଧର୍ମରେ ମୃତ ଶରୀରର ଦାହ ସଂସ୍କାର କରାଯାଏ। କିନ୍ତୁ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନେ ମୃତ ଶରୀରକୁ ପୋତି…