Browsing Tag

worlds temple

ଭିନ୍ନ ଆମ ଦେଶ ଭିନ୍ନ ଆମ ପରମ୍ପରା !

ଭାରତ ଏକ ଧାର୍ମିକ ଦେଶ ଅଟେ । ଏଥିପାଇଁ ଏହା ରହସ୍ୟମୟୀ ଏବଂ କିଛି ଚତ୍ମକାରୀ ମନ୍ଦିର ପାଇଁ ମଧ୍ୟ ଜଣାଶୁଣା । ଆପଣ ଏହାବି କହି ପାରିବେ ଏଠାରେ ବିଦ୍ୟାଳୟ ଠାରୁ ଅଧିକ ମନ୍ଦିର ତିଆରି କରାଯାଇଛି । ପୁଅ ଝିଅ ଚାହିଁବା ହେଉ କି କୋଟିପତି ହେବାର ସ୍ବପ୍ନ ମଣିଷ ପରିଶ୍ରମ ଓ ଭାଗ୍ୟ ଠାରୁ ଅଧିକ…

ବିଜୁଳି ମହାଦେବ ମନ୍ଦିର : ପ୍ରତି ୧୨ ବର୍ଷରେ ଥରେ ଲିଙ୍ଗ ଉପରେ ଖସିଥାଏ ବିଜୁଳି, ଶିବଲିଙ୍ଗ ଭାଙ୍ଗିକି ହୋଇଯାଏ ପୁଣି…

ନିଜ ଚତ୍ମକାରିତା ପାଇଁ ସମସ୍ତେ ଶିବ ଭଗବାନଙ୍କ ପୂଜା କରିଥାନ୍ତି । ଏଥିପାଇଁ ହିଁ ଭକ୍ତ ଗଣ ତାଙ୍କର ଭକ୍ତି କରି ତାଙ୍କ ଠାରୁ ଆଶୀର୍ବାଦ କାମନା କରିଥାନ୍ତି । ପୁରା ଦେଶରେ ଶିବଙ୍କର ଏହି ପରି ଅନେକ ମନ୍ଦିର ରହିଛି ଯାହା ନିଜର ଚତ୍ମକାରିତା ଏବଂ କାରୁକାର୍ୟ୍ୟ ପାଇଁ ଜଣା ଯାଏ । ଆଜି ଆମେ…

ଜାଣନ୍ତୁ, କାହିଁକି କାରାଯାଏ ନାହିଁ ଜଗତର ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ପୂଜା

ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ତ’ ପୂଜା କରାଯାଇଥାଏ କିନ୍ତୁ ବ୍ରହ୍ମାଙ୍କର ପୂଜା କରାଯାଏ ନାହିଁ । ଯେତେବେଳେ କି’ ଏହି ବିଶ୍ବର ସୃଷ୍ଟି ବ୍ରହ୍ମା ହିଁ କରିଛନ୍ତି । ଭଗବାନ ବ୍ରହ୍ମା ସନାତନ ଧର୍ମ ଅନୁସାରେ ସୁଜନଙ୍କ ଦେବତା ଅଟନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ତିନି…

ବିବ୍ଲେଶ୍ବରନାଥ ଶିବ ମନ୍ଦିର, ଯେଉଁଠି ହୋଇଥିଲା ରାବଣ ଏବଂ ମନ୍ଦୋଦରୀଙ୍କ ପ୍ରଥମ ଦେଖା

ଭଗବାନ ଶିବଙ୍କର ମହିମାକୁ ସମସ୍ତେ ଜାଣିଛନ୍ତି ଏଥି ପାଇଁ ତ, ଶ୍ରାବଣ ମାସରେ ବିଭିନ୍ନ ମନ୍ଦିରକୁ ଯାଇ ପୁଜା କରିଥାଉ ଏବଂ ନିଜ ମନକାମନା ପୂରଣ ହେଉ ବୋଲି ଆର୍ଶ୍ରୀବାଦ ମାଗିଥାଉ । ଆଜି ଆମେ ଆପଣଙ୍କୁ ଏହି ପରି ଏକ ଶିବ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ ଯେଉଁ ଠାରେ ଶିବଲିଙ୍ଗ ଉପରେ ଜଳ…

କଳି ଯୁଗର ଅନ୍ତରେ ଉଠିବେ ଏହି ନନ୍ଦୀ ମହାରାଜା

ଏପରି ମାନ୍ୟତା ଅଛି ଯେତେ ପର୍ୟ୍ୟନ୍ତ ଯାଏ ଶିବଙ୍କର ପ୍ରିୟ ବାହାନ ନନ୍ଦୀ ଅନୁମତି ନଦେଇଛନ୍ତି ଭୋଳାନାଥଙ୍କର ଦର୍ଶନ ମିଳିନଥାଏ । ଏହି କାରଣ ପାଇଁ ଶିବ ମନ୍ଦିର ବଡ ହେଉକି ଛୋଟ ସମସ୍ତ ଶିବ ମନ୍ଦିର ଆଗରେ ନନ୍ଦୀଙ୍କର ପ୍ରତିମା ରହିଥାନ୍ତି । ଭାରତରେ ଏମିତି ଏକ ଖାସ୍ ମନ୍ଦିର ରହିଛି ଯେଉଁ…

ଭାରତର ଏକମାତ୍ର ମନ୍ଦିର, ଯେଉଁଠାରେ ହନୁମାନଙ୍କ ସହିତ ହୋଇଥାଏ ତାଙ୍କ ସ୍ତ୍ରୀଙ୍କ ପୂଜା

ଆମମାନଙ୍କ ମଧ୍ୟରୁ ଅନେକ ଜାଣିଛନ୍ତି କି ହନୁମାନ ହେଉଛନ୍ତି ବାଳ ବ୍ରହ୍ମଚାରୀ । ତେଣୁ ବ୍ରହ୍ମଚାରୀ ପାଳନ କରିଥିବା ଲୋକମାନେ ହନୁମାନଙ୍କୁ ପୂଜା କରିଥାନ୍ତି । କିନ୍ତୁ ଆମେ ଅପଣଙ୍କୁ ଯଦି କହିବୁ ହନୁମାନ କୁମାର ନଥିଲେ, ସେ ବିବାହିତ ଥିଲେ ତେବେ ଆପଣଙ୍କୁ ଏହା ଶୁଣିବା ପରେ ନିଶ୍ଚୟ…

ଏମିତି ମନ୍ଦିର ଯେଉଁଠି ରାତିରେ ଶୋଇଲେ ସକାଳେ ମୃତ୍ୟୁ

ଆପଣ ଜାଣିଲେ ଚମକି ପଡିବେ ଏବଂ ଏହି ସତ୍ୟ ମଧ୍ୟ ଛାତିକୁ ଥରାଇଲା ପରି । ସତନାର ମୋହର ତହସିଲ ପାଖରେ ଚିତ୍ରକୂଟ ଠାରେ ମାହିର୍ ଦେବୀଙ୍କ ବିଷୟରେତ’ ଆପଣ ସମସ୍ତେ ଜାଣିଥିବେ । ମେହରର ମାନେ ହେଉଛି ମାଙ୍କର ହାର । ମେହର ନଗର ଠାରୁ ୫କିମି ଦୂରତାରେ ଚିତ୍ରକୂଟ ପର୍ବତ ରହିଛି ଯେଉଁ ଠାରେ ମାତା…