Browsing Tag

yuzubendra chahal

ଇତିହାସ ରଚିଲେ ଯୁଜବେନ୍ଦ୍ର ଚହଲ, ଆଇପିଏଲରେ ୨୦୦ ଓ୍ଵିକେଟ ନେଇଥିବା ବିଶ୍ୱର ପ୍ରଥମ ଖେଳାଳି

ଯୁଜବେନ୍ଦ୍ର ଚହଲ ଆଇପିଏଲରେ ୨୦୦ରୁ ଅଧିକ ଓ୍ଵିକେଟ ନେଇ ବିଶ୍ୱର ପ୍ରଥମ ବୋଲର ଭାବେ ଇତିହାସ ରଚିଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଯୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସର ମହମ୍ମଦ ନବିଙ୍କୁ ୨୦୦ ଓ୍ଵିକେଟ ଶିକାର କରିଥିଲେ । ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଭାରତ ପାଇଁ ସବୁଠାରୁ…

ପତ୍ନୀଙ୍କ ପାଇଁ କୁଲି ହୋଇଗଲେ ୟୁଜବେନ୍ଦ୍ର ଚହଲ, ଶିଖର ଧଓ୍ଵନ ସେୟାର କଲେ ଭିଡିଓ

ଭାରତୀୟ କ୍ରିକେଟ ଟିମ୍‌ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ଖେଳୁଛି। ଏହା ଭିତରେ ଦଳର ଅଧିନାୟକ ଶିଖର ଧଓ୍ଵନ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଅନେକ ଥର ନିଜ ଫ୍ୟାନ୍ସଙ୍କ ପାଇଁ ଭିନ୍ନ ଭିନ୍ନ ମଜାଳିଆ ଭିଡିଓ ସେୟାର କରନ୍ତି। ଏଥର କିନ୍ତୁ ଏମିତି ଏକ ଭିଡିଓ ସେୟାର କରିଛନ୍ତି…

ଗୋଟେ ସ୍ୟାଣ୍ଡଓ୍ଵିଚ୍‌ ପାଇଁ ଟଣାଓଟରା ହେଲେ ଭାରତୀୟ ଖେଳାଳି, ଭାଇରଲ ହେଲା ଡ୍ରେସିଂ ରୁମର ଭିଡିଓ

ନ୍ୟୁଜିଲାଣ୍ଡରେ ଏବେ ଭାରତ ୩ଟି ଟି-୨୦ ସିରିଜ ଖେଳୁଛି। ଆଉ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ୁ ୬୫ ରନରେ ଜିତିନେଇଛି ଭାରତ। ତେବେ ଭାରତର ଏହି ବିଜୟ ଶ୍ରେୟ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ଦୀପକ ହୁଡ୍ଡା ଏବଂ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହା ମଧ୍ୟରେ ଭାରତୀୟ…

‘ମାସେ ପାଇଁ ଆମ ଘରକୁ ଯାଉଛି’, ଧନଶ୍ରୀଙ୍କ ଏପରି କଥାରେ ନାଚିଲେ ଚହଲ: ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଏବେ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ଦୁହିଁଙ୍କ ଛାଡପତ୍ର ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ଦୁହେଁ ଭିଡିଓ ପୋଷ୍ଟ କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ସେମାନଙ୍କ ମଧ୍ୟ ସବୁକିଛି ଠିକ୍‌ ଅଛି ଏବଂ…

ୟୁଜବେନ୍ଦ୍ର ଚହଲଙ୍କ ଆଇକନିକ୍‌ ପୋଜରେ ନଜର ଆସିଲେ ଅକ୍ଷର ପଟେଲ ଏବଂ ଆଭେଶ ଖାନ୍‌, ଫଟୋ ଭାଇରଲ

ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ କୁ ୨ ଓ୍ଵିକେଟରେ ହରାଇଛି। ଏହି ମ୍ୟାଚରେ ଅକ୍ଷର ପଟେଲ ଦମଦାର ଖେଳ ଖେଳିଥିଲେ। ଅକ୍ଷର ପଟେଲଙ୍କୁ ଏହି ମ୍ୟାଚରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଚୟନ କରାଯାଇଛି। ଏହାସହିତ ଟିମ୍‌ ଇଣ୍ଡିଆ ୩ଟି ଦିନିକିଆ ମ୍ୟାଚ ସିରିଜକୁ ୨-୦ରେ ଆଗୁଆ…

ହ୍ୟାପି ବାର୍ଥ ଡ଼େ ଚହଲ: ଏକ ମାତ୍ର ଖେଳାଳି ଯିଏ ଉଭୟ ଚେସ ଓ କ୍ରିକେଟରେ ଭାରତର ପ୍ରତିନିଧିତ୍ବ କରିଛନ୍ତି

ଏଯାବତ କ୍ରିକେଟ ଜଗତର ଅନ୍ୟତମ ତାରକା ଯୁଜୁବେନ୍ଦ୍ର ଚହଲ ୧୨୭ ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିସାରିଥିବା ବେଳେ ୧୯୨ ଵିକେଟ ନେଇଛନ୍ତି । ପୁରୁଷ ବର୍ଗ କ୍ରିକେଟରେ ସେ ହେଉଛନ୍ତି ଜଣେ ଦ୍ରୁତ ବୋଲର । ଆଉ ମଧ୍ୟ ଚହଲ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଟି ୨୦ ମ୍ୟାଚରେ ୫ ଟି ଵିକେଟ ନେଇଛନ୍ତି ।…

ହାର୍ଦ୍ଦିକଙ୍କ ଯୋଗୁଁ ପ୍ରବଳ ଥଣ୍ଡା ଲାଗୁଛି, ୩ଟି ସ୍ୱେଟର ମଧ୍ୟ କାମ କରୁନି: ଚହଲ

ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକତ୍ବର ନୂଆ ଇନିଂସ ବିଜୟରୁ ଆରମ୍ଭ କରିଛନ୍ତି। ତାଙ୍କର ଅଧିନାୟକତ୍ବରେ ଭାରତ ଆୟର୍ଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ସିରିଜର ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଛି । ବର୍ଷା କାରଣରୁ ଟିମ୍ ଇଣ୍ଡିଆକୁ ବିଜୟ ଲାଗି ଥିବା ୧୦୯ରନର ଲକ୍ଷ୍ୟ…

ଶିଖର ଧଓ୍ଵନ ଓ ୟୁଜବେନ୍ଦ୍ର ଚହଲ ‘ବାବୁଜୀ ଜରା ଧୀରେ ଚଲୋ’ ଗୀତରେ କଲେ ଏମିତି ଡ୍ୟାନ୍ସ, ଭିଡିଓ ଭାଇରଲ

ଶିଖର ଧଓ୍ଵନ ଏବେ ମଇଦାନରେ ବେଶ୍‌ କିଛି କମାଲ କରିପାରୁନାହାନ୍ତି ସତ, କିନ୍ତୁ ଇନଷ୍ଟାଗ୍ରାମରେ ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କ ସହିତ ମନୋରଂଜନ କରୁଛନ୍ତି। ଧଓ୍ଵନ ଏବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ୟୁଜବେନ୍ଦ୍ର ଚହଲଙ୍କ ସହିତ ନଜର ଆସିଛନ୍ତି। ଦୁହେଁ…

‘ଦାନ୍ତ ଦେଖାଅନି, ବୋଲିଂ କର’ : ଲାଇଭ ମ୍ୟାଚରେ ଚହଲଙ୍କୁ ଟ୍ରୋଲ କଲେ ରୋହିତ, ଭିଡିଓ ଭାଇରଲ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚକୁ ୬ଓ୍ଵିକେଟରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ୩ ଟିକିଆ ସିରିଜ୍‌ରେ ୧-୦‌ରେ ଆଗୁଆ ହୋଇଯାଇଛି ଭାରତ । ଦଳର ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଅଧିନାୟକ ରୋହିତ ଶର୍ମା । ବ୍ୟାଟ୍‌ରେ କମାଲ କରି ୧୮ ବଲରୁ ୪୦ ରନ କରିଥିଲେ ରୋହିତ । ଏହା…

ବିବାହ ବନ୍ଧନରେ ବାନ୍ଧିହେଲେ ୟୁଜୁବେନ୍ଦ୍ର ଓ ଧନାଶ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଡ୍ୟାନ୍ସ କୋରିଓ ଗ୍ରାଫର ତଥା ୟୁ ଟ୍ୟୁବର ଧନାଶ୍ରୀ ବର୍ମା ଓ କ୍ରିକେଟର ଯୁଜୁବେନ୍ଦ୍ର ଚହଲ ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଗୁରୁଃଗ୍ରାମ ସ୍ଥିତ କର୍ମା ଲେକ ରିସୋର୍ଟରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ସେମାନଙ୍କ ବିବାହ…