ସିଙ୍ଗାପୁରରେ ଅନୁଷ୍କା ଶର୍ମାଙ୍କ ମହମ ମୂର୍ତ୍ତି : ଚିହ୍ନିଲେ, କିଏ ସତ ଓ କିଏ ପିତୁଳା ?

ମ୍ୟାଡାମ ତୁସାଦ ମ୍ୟୁଜିୟମରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି । ନାୟିକା ଅନୁଷ୍କା ଶର୍ମାଙ୍କର ଏକ ମହମର ପ୍ରତିମୂର୍ତ୍ତି ମ୍ୟାଡାମ ତୁସାଦ ମ୍ୟୁଜିୟମରେ ପ୍ରଦର୍ଶିତ ହେଉଛି। ଅନୁଷ୍କା ଗତ ସୋମବାର ଦିନ ସିଙ୍ଗାପୁରରେ ମ୍ୟାଡାମ ତୁସାଦଙ୍କ ମ୍ୟୁଜିୟମରେ ନିଜର ମହମ ପ୍ରତିମୂର୍ତ୍ତି ଦେଖିବାକୁ…

ଏହି ୫ ଲକ୍ଷଣ ଜଣାଇଥାଏ ଆପଣଙ୍କୁ କ୍ୟାନ୍ସର ହୋଇଛି କି ନାହିଁ, ପୂର୍ବରୁ ହୋଇଯାନ୍ତୁ ସାବଧାନ

କ୍ୟାନ୍ସର ଏକ ଗମ୍ଭୀର ଏବଂ ଭୟଙ୍କର ରୋଗ। କ୍ୟାନ୍ସର ପୀଡିତ ରୋଗୀ ମାନଙ୍କୁ ରୋଗର ସୂଚନା ବହୁତ ଡେରୀରେ ମିଳିଥାଏ। ଯେଉଁ କାରଣରୁ ଏହି ରୋଗରୁ ମୁକ୍ତି ପାଇବାର ସମ୍ଭାବନା ବହୁତ କମ୍ ରହିଥାଏ। କିନ୍ତୁ ଆମେ ଆମ ଶରୀରକୁ ଧ୍ୟାନ ଦେଇ କ୍ୟାନ୍ସରର ଲକ୍ଷଣ ସମ୍ପର୍କରେ ପୂର୍ବରୁ ଜାଣିପାରିବା। ଆସନ୍ତୁ…

ତୈମୂର ଭଳି ସ୍ବାସ୍ଥ୍ୟବାନ ଏବଂ ସୁନ୍ଦର ହୋଇପାରିବ ଆପଣଙ୍କର ପିଲା, କରୀନା ନିଜେ ଜଣାଇଛନ୍ତି ଏହାର ସୂଚନା

କରୀନା ଏବଂ ସୈଫଙ୍କର ପୁଅ ତୈମୁର ଅଲ୍ଳୀ ଖାନ ସବୁବେଳେ ନିଜର କ୍ୟୁଟନେସ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି। ଯେତେବେଳେ ସେ ଘରୁ ବାହାରକୁ ବାହାରନ୍ତି ତେବେ ମିଡିଆ ତାଙ୍କ ଫଟୋ ନେବାକୁ ପଛରେ ଲାଗିଯାନ୍ତି। ଏମିତି ହେବା ମଧ୍ୟ ସ୍ବାଭାବିକ, କାରଣ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ତୈମୁରର…

ରାତିରେ ଶୋଇବା ସମୟରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୭ ଜିନିଷ, ଦୂର ହୋଇଯିବ ସୁଖ, ମିଳିବ ନାହିଁ ଶାନ୍ତି

ରାତିରେ ଶୋଇବା ସମୟରେ ବିଛଣାରେ ଭଲରେ ନିଦ ନ ହେବା , ଶୋଇବା ପରେ ଖରାପ ସ୍ବପ୍ନ ଦେଖିବା, ହଠାତ୍ ରାତିରେ ଉଠିକି ବସିବା ଭଳି ସମସ୍ୟା ହେବା ପଛର କାରଣ ଆପଣଙ୍କର ଅନେକ ଚିନ୍ତା ଏବଂ କିଛି ବାସ୍ତୁ ଦୋଷ ମଧ୍ୟ ହୋଇପାରେ। ଯାହାକୁ ଦୂର ନ କଲେ ଆପଣଙ୍କର ସମସ୍ୟା ଆହରୀ ଅଧିକ ବଢ଼ିଯିବ। ବାସ୍ତୁଦୋଷ…

World Hello Day : କାହିଁକି କୁହାଯାଏ ହ୍ୟାଲୋ ଡେ, ଜାଣନ୍ତୁ କେମିତି ହେଲା ଏହାର ଆରମ୍ଭ

କାଲି ବିଶ୍ବ ହେଲୋ ଦିବସ । ଦୁନିଆରେ ବଢ଼ୁଥିବା ହିଂସା ଏବଂ ସମସ୍ତଙ୍କ ଭିତରେ ଭାଇଚାରା କମି ଯାଉଥିବା ଦେଖି ଜଣେ ବ୍ୟକ୍ତି ‘Hello Day’ ଆରମ୍ଭ କଲେ। ଯାହା ଦ୍ବାରା ଲୋକଙ୍କ ମଧ୍ୟରେ ସଦ୍‌ଭାବ ଓ ସ୍ନେହ ଶ୍ରଦ୍ଧା ବଜାୟ ରହିପାରିବ। ୪୫ ବର୍ଷ ପୂର୍ବରୁ ଆରେଜିନା ଷ୍ଟେଟ ୟୁନିଭର୍ସିଟୀରେ ପିଏଚଡି…

ଦୁନିଆର ରହସ୍ୟମୟୀ ଗଛ,ଯାହାକୁ ଛୁଇଁଲେ କରିଥାଏ ମଣିଷ ଭଳି ବ୍ୟବହାର

ଦୁନିଆ ରହସ୍ୟରେ ଭରିକି ରହିଛି। ପୃଥିବୀରେ ଯେଉଁ ସ୍ଥାନକୁ ଆପଣ ପରୀକ୍ଷା କରିବେ ସେଠାରେ ଆପଣଙ୍କୁ କିଛି ନା କିଛି ଆଶ୍ଚର୍ଯ୍ଯକର ତଥ୍ୟ ମିଳିବ। ଜଙ୍ଗଲ ଭିତରେ ଏମିତି ଏକ ଦୁନିଆ ରହିଛି ଯେଉଁଠି ଆପଣଙ୍କର ରୋଚକତା ଅଧିକ ବଢ଼ିଯିବ। ଏହିଭଳି ଏକ ରୋଚକଭରା କଥା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।…

International Men’s Day : ବିଗତ ଶହେ ବର୍ଷରେ ଭାରତୀୟ ମହିଳାମାନେ ଏହିଭଳି ଭାବରେ ବଦଳାଇଲେ ପୁରୁଷଙ୍କ ଜୀବନ

ବିଂଶ ଶତାବ୍ଦୀର ଆରମ୍ଭ : ଭାରତରେ ମହିଳାମାନେ ଘରୁ ବାହାରିବା ବିଷୟରେ ଚିନ୍ତା ମଧ୍ୟ କରୁନଥିଲେ। ଘରେ ଓଢ଼ଣୀ ଟାଣି ରହୁଥିଲେ। ପଢ଼ା ଲେଖା ବିଷୟରେ ତ ସେମାନେ ଭାବୁ ବି ନଥିଲେ। ଜୀବନ ଜିଇବାରେ ଅସୁବିଧା ହେଉଥିଲା। ସେମାନେ ପୁରୁଷମାନଙ୍କର ଆଜ୍ଞାକୁ ପାଳନ କରୁଥିଲେ। ପୁରୁଷଙ୍କର କଥା ଥିଲା…

ମିନିଟରେ ପ୍ରସ୍ତୁତ କରନ୍ତୁ କଦଳୀର ଚଟପଟା ଚିପ୍ସ, ଜାଣନ୍ତୁ ଏହାର ସହଜ ଓ ସରଳ ପ୍ରସ୍ତୁତି

କଦଳୀର ଚିପ୍ସ ଆପଣ ବହୁତ ଖାଇଥିବେ ଏବଂ ଏହା ଆପଣଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହାକୁ ଆପଣ ଘରେ ମିନିଟ ମଧ୍ୟରେ ପ୍ରସ୍ତୁତ କରିପାରିବେ। କେବଳ ଏତିକି ନୁହେଁ ଏହାକୁ ପ୍ରସ୍ତୁତ କରି ଭବିଷ୍ଯତ ପାଇଁ ରଖି ମଧ୍ୟ ପାରିବେ ଏବଂ ଯେତେବେଳେ ବି ଆପଣଙ୍କୁ ଚା’ର…

ଶୀତଋତୁରେ ରୁକ୍ଷ ତ୍ବଚାକୁ ନେଇ ଚିନ୍ତିତ କି ? ତେବେ ଏହିଭଳି ଭାବେ ଘରେ ପ୍ରସ୍ତୁତ କରନ୍ତୁ ସୀରମ୍

ଶୀତ ଦିନ ଆସିଗଲାଣି ଏବଂ ଏମିତିରେ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଥାଏ ସ୍କିନ ଡ୍ରାଏନେସ। ଯଦି ଆପଣ ଥଣ୍ଡାରେ ହେଉଥିବା ତ୍ବଚା ସମ୍ବଦ୍ଧିତ ସମସ୍ୟା ଯଥା ତ୍ବଚା ରୁକ୍ଷତା ଭଳି ସମସ୍ୟାକୁ ଭାବି ଭାବି ଚିନ୍ତିତ ହୋଇଗଲେଣି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ। କାରଣ ଆଜି…

କଣ ଆପଣ ଜାଣିଛନ୍ତି ତାଳି ମାରିବାର ବୈଜ୍ଞାନିକ କାରଣ ? କାହିଁକି ମାରିଥାନ୍ତି ତାଳି

ଭାରତରେ ଧାର୍ମିକ କାର‌୍ୟ୍ୟ ଯଥା ଭଜନ ଏବଂ ଆରତୀ ଗାଇବା ସମୟରେ ତାଳି ବଜାଇବାର ପ୍ରଥା ପୂର୍ବରୁ ଚାଲି ଆସୁଛି। ତାଳି ବଜାଇବା ଦ୍ବାରା ମନୁଷ୍ୟଙ୍କୁ ବହୁତ ପ୍ରକାରର ସ୍ବାସ୍ଥ୍ୟ ଜନିତ ଫାଇଦା ମିଳିଥାଏ। ଏହି କଥାକୁ ଏବେ ଆଧୁନିକ ବିଜ୍ଞାନ ମଧ୍ୟ ମାନୁଛି। ତାଳି ବଜାଇବା କାରଣରୁ ଏହା କେବଳ ଶରୀର…

ଯାଜପୁର : ବୀରଭୂମିରୁ କଟା ପାପୁଲି ଉଦ୍ଧାର

ଯାଜପୁର (କେନ୍ୟୁଜ୍): ବୀରଭୂମିରୁ କଟା ପାପୁଲି ଉଦ୍ଧାର। ଯାଜପୁର କଳିଙ୍ଗନଗର ଆମ୍ବଗାଡ଼ିଆ ନିକଟରୁ ଏସବୁ ଉଦ୍ଧାର କରାଯାଇଛି। ଏତେ କଟା ପାପୁଲି ଗୋଟେ ଜାଗାରେ ପଡିଥିବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି। ୨୦୦୬ ଗୁଳିକାଣ୍ଡରେ…

ଇଟାଲୀରେ ଗ୍ରାଣ୍ଡୱେଡିଂ ପରେ ମୁମ୍ବାଇ ଫେରିଲେ ରଣବୀର-ଦୀପିକା

ଇଟାଲିରେ ଗ୍ରାଣ୍ଡ ୱେଡିଂ ପରେ ମୁମ୍ବାଇ ଫେରିଲେ ଦୀପିକା-ରଣବୀର। ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ ଦୀପବୀର। ଦୁଇ ଜଣଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଫ୍ୟାନଙ୍କ ଭିଡ ଜମିଥିଲା। ଦୁଇ ଜଣ ହାତ ହଲାଇ ଫ୍ୟାନଙ୍କ ଶୁଭେଛା ଗ୍ରହଣ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ। ଟ୍ରାଡିସନାଲ୍…