Below header

ହାଇ ହିଲ୍ସ ପିନ୍ଧୁଛନ୍ତି ଯଦି ହୋଇଯାନ୍ତୁ ସାବଧାନ !

ମହିଳା ମାନେ ସୁନ୍ଦର ଦେଖାଯିବା ଲାଗି ଅନେକ ପ୍ରକାରର ଜିନିଷ ବ୍ୟବହାର କରିଥାନ୍ତି। ମହିଳାମାନେ ନିଜକୁ ଷ୍ଟାଇଲିସ୍ଟ ଲୁକ ଦେବା ପାଇଁ ହାଇହିଲ ପିନ୍ଧିଥାନ୍ତି। ଏହି ହାଇହିଲ ବ୍ୟବହାର କରିବା ଯେ ତାଙ୍କ ପାଇଁ କ୍ଷତିକାରକ ସେମାନେ ଜାଣି ନାହାନ୍ତି। ଏହାକୁ ବ୍ୟବହାର କରିବା ଦ୍ବାରା ଶରୀରକୁ…

ଭଗବାନ ଶିବ କାହିଁକି ଧାରଣ କରନ୍ତି ବାଘ ଛାଲ, ଜାଣନ୍ତୁ ଏହା ପଛର ରହସ୍ୟ

ଦେବଙ୍କର ଦେବ ମହାଦେବଙ୍କୁ ଭୋଳାନାଥ ବୋଲି କୁହାଯାଏ। ଆପଣ ଭଗବାନ ଶିବଙ୍କୁ ଦେଖିଥିବେ ଯେ ସେ ସବୁବେଳେ ବାଘର ଛାଲକୁ ଧାରଣ କରିଥାନ୍ତି। କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ଭୋଳାନାଥ ସର୍ବଦା ବାଘର ଛାଲ କାହିଁକି ଧାରଣ କରିଥାନ୍ତି। ପୌରାରିକ କଥା ଅନୁସାରେ ବୈଶାଖ ମାସର ଶୁକ୍ଳ ପକ୍ଷ…

ସ୍ବାସ୍ଥ୍ୟପାଇଁ ଖୁବ୍ ଲାଭକାରୀ ଥଣ୍ଡା ପାଣିରେ ଗାଧୋଇବା

ଓୌଷଧ ଭଳି କାମ କରିଥାଏ କୋଲ୍ଡ ସାୱାର କୋଲ୍ଡ ସାୱାର ବା (ଥଣ୍ଡା ପାଣୀ)  ସ୍ବାସ୍ଥ୍ୟ ଲାଭ ପାଇଁ ବହୁତ ଉପକାରୀ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ କୋଲ୍ଡ ସାୱାର ବା ଥଣ୍ଡା ପାଣୀ ବ୍ଯବହାର କରିବା ଦ୍ବାରା ଶରୀରକୁ ଆରାମ ମିଳିଥାଏ। ମସ୍ତିଷ୍କ ଭଲ ରହିଥାଏ ଏବଂ ରକ୍ତ ସଞ୍ଚାଳନକୁ ଠିକ…

ଇଏ ଥିଲେ ଇତିହାସର ସବୁଠାରୁ ସୁନ୍ଦରୀ ସ୍ତ୍ରୀ, ଯାହାଙ୍କର ରୂପ ହେଲା ମୃତ୍ୟୁର କାରଣ

ଭାରତରେ ବହୁ ଅପୂର୍ବ ସୁନ୍ଦରୀ ନାରୀମାନେ ଜନ୍ମ ନେଇଛନ୍ତି। ଦୁନିଆରେ ଭାରତୀୟ ନାରୀ ମାନଙ୍କର ସୁନ୍ଦରତାର ଚର୍ଚ୍ଚା ହୋଇଥାଏ। ଭାରତୀୟ ସୌନ୍ଦର୍ଯ୍ୟକୁ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଭାରତରେ ଏମିତି ବହୁ ସୁନ୍ଦରୀମାନେ ଜନ୍ମ ହୋଇଥିଲେ ଯେଉଁମାନଙ୍କର ସମାଜ କାରଣରୁ ନିଜ ଜୀବନର ଦୀପ…

ଝିଅ ବିବାହ ପାଇଁ ଚିନ୍ତିତ ? ତେବେ LICର ଏହି ପଲିସିରେ ଆଜିଠୁ ଜମା କରନ୍ତୁ ମାତ୍ର ୧୨୧ ଟଙ୍କା

ଘରେ ଝିଅ ଜନ୍ମ ହେଲା ମାତ୍ରେ ଝିଅର ଉଜ୍ୱଳ ଭବିଷ୍ୟତ କଥା ବାପା ମା’ ମନରେ ଚିନ୍ତା କରନ୍ତି । ଏଥିପାଇଁ ଭଲ ଇନଭେଷ୍ଟମେଣ୍ଟ ପଲିସି ମଧ୍ୟ ନେବାକୁ ପ୍ଲାନିଙ୍ଗ୍ କରନ୍ତି । ଆଜି ଆମେ ଏଲଆଇସିର ଏଭଳି ଏକ ପଲିସି ବିଷୟରେ କହିବାକୁ ଯାଉଛୁ ଯାହାକୁ ଏଲଆଇସି କେବଳ ଝିଅ ବିବାହ କରିବା ପାଇଁ ହିଁ ହୋଇଛି…

କାନ ବିନ୍ଧା ଯନ୍ତ୍ରଣାକୁ ସହ୍ୟ କରିପାରୁ ନାହାନ୍ତି ? ତେବେ କରନ୍ତୁ ସୋରିଷ ତେଲର ଏପରି ବ୍ୟବହାର

ମଣିଷ ଜୀବନରେ ବହୁତ ପ୍ରକାର ରୋଗ ଆସିଥାଏ। ବହୁତ ରୋଗର ଯନ୍ତ୍ରଣାରେ ମଣିଷ ଘାରି ହୋଇ ରହିଥାଏ। ସବୁ ପ୍ରକାର ଯନ୍ତ୍ରଣା ମଧ୍ୟରେ କାନ ଯନ୍ତ୍ରଣା ହେଉଛି ଗୋଟିଏ । କାନ ବିନ୍ଧା ଯନ୍ତ୍ରଣା ମଣିଷକୁ ବହୁତ ଅସହ୍ୟ କରିଦିଏ। ଏହି ଯନ୍ତ୍ରଣା ବହୁତ କଷ୍ଟଦାୟକ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି…

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ରାମଲୀଳା ମୈଦାନରେ ହେବ ବିରାଟ ସମାବେଶ

ନୂଆଦିଲ୍ଲୀ (କେନ୍ୟୁଜ୍) : ରାମଲୀଳା ମୈଦାନରେ ହେବ ବିରାଟ ସମାବେଶ । ଏଥିପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାରେ ଲାଗିଛି । ପାଖାପାଖି ୫ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ବିଭିନ୍ନ ସ୍ଥାନରୁ ଲୋକେ ପଦଯାତ୍ରା କରି ରାମଲୀଳା ମୈଦାନରେ ପହଞ୍ଚୁଛନ୍ତି । ଅପରାହ‌ଣ ୪ଟା…

୨୦୧୮ର ମିସ୍ ୱାର୍ଲଡ ହୋଇଛନ୍ତି ମେକ୍ସିକୋର ଭାନେସା ପୋନସେ ଡି-ଲିଓନ୍‌

୨୦୧୮ର ମିସ୍ ୱାର୍ଲଡ ହୋଇଛନ୍ତି ମେକ୍ସିକୋର ଭାନେସା ପୋନସେ ଡି-ଲିଓନ୍‌ । ଚୀନର ସନ୍ୟାରେ ଚାଲିଥିବା ସୁନ୍ଦରୀ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ଭାନେସା । ୨୦୧୭ର ବିଜେତା ଭାରତର ମାନୁସି ଚିଲର ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । ପ୍ରତିଯୋଗିତାରେ…

ଶାସ୍ତ୍ର ଅନୁସାରେ ଭୁଲରେ ମଧ୍ୟ ଏହି ୫ ସ୍ଥାନରେ ରଖନ୍ତୁ ନାହିଁ ସମ୍ବନ୍ଧ

ଶାସ୍ତ୍ରରେ କୁହାଯାଏ ଯେ ଆମ ଆଖପାଖରେ ବହୁତ ଏମିତି ସ୍ଥାନ ରହିଛି ଯେଉଁ ସ୍ଥାନରେ ପୁରୁଷ ଏବଂ ମହିଳାଙ୍କୁ ଯଦି ସମ୍ବନ୍ଧ ରଖନ୍ତି ତେବେ ଏହାର ଅଶୁଭ ଫଳ ମଣିଷ ଜୀବନରେ ପଡିଥାଏ। ଏମିତି କରିବା ଦ୍ବାରା ମଣିଷ ବହୁତ ପ୍ରକାରର ସମସ୍ୟାରେ ଘେରି ହୋଇ ରହିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ତଥ୍ୟ…

ଘର ବଇଦ : ଜାଣନ୍ତୁ ମଧୁମେହର ଆୟୁର୍ବେଦିକ ଚିକିତ୍ସା

ଆଜିକାଲିର ଖାଦ୍ୟପେୟରେ ଅନିୟମିତତା କାରଣରୁ ବହୁତ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ରୋଗ ଗୁଡିକ ମଧ୍ୟରୁ ବର୍ତ୍ତମାନ ଲୋକଙ୍କ ସମସ୍ୟା ପାଲଟିଛି ମଧୁମେହ। ବହୁ କ୍ଷେତ୍ରରେ ମଧୁମେହ ରୋଗ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ କରିବା ମଧୁମେହର ମୂଳ ଚିକିତ୍ସା ବୋଲି…

କଣ ଆପଣ ଜାଣନ୍ତି, ଭୋଟ ସମୟରେ ବ୍ୟବହ୍ରୁତ କାଳି ଆସେ କେଉଁଠୁ ?

ଆଗକୁ ଆସୁଛି ନିର୍ବାଚନ। ଏମିତିରେ ଏକ ପ୍ରଶ୍ନ ଭୋଟରଙ୍କ ମନରେ ନିଶ୍ଚୟ ଆସୁଥିବ। ଭୋଟ ଲଗାଇଲା ସମୟରେ ଆଙ୍ଗୁଳୀରେ ଲଗାଯାଉଥିବା କାଳି, ବାସ୍ତବରେ କେଉଁଠୁ ଆସିଥାଏ ? ରିପୋର୍ଟ ଅନୁଯାୟୀ ଏହି କାଳିକୁ ପୂରା ଦେଶରେ କେବଳ ଦୁଇଟି କମ୍ପାନୀ ପ୍ରସ୍ତୁତ କରିଥାନ୍ତି। ଏହାକୁ ହାଇଦରାବାଦର ରାଇଡୁ…

ଘରୁ କୋବି କିଣିବାକୁ ବାହାରିଲେ ମହିଳା, ରାସ୍ତାରେ ଜିତିଲେ ଦେଢ଼ କୋଟି ଟଙ୍କା

ଆମେରିକାରର ମେରିଲ୍ୟାଣ୍ଡରେ ଏକ ମହିଳା କିଛି ମୁହୁର୍ତ୍ତରେ କରୋଡପତି ହୋଇଥିବା ଏକ ରୋଚକପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଭେନେସା ୱାର୍ଡ ନାମକ ଏହି ମହିଳା ଘରୁ କୋବି କିଣିବାକୁ ବଜାରକୁ ବାହାରିଥଲେ। ରାସ୍ତାରେ ଗଲାବେଳେ ସେ ଏକ ଲଟେରୀ ଟିକେଟ କିଣି ଦେଢ଼ କୋଟି ଟଙ୍କା ଜିତିଛନ୍ତି।…