ବଦଳିଲା Credit-Debit କାର୍ଡ ପେମେଣ୍ଟ ନିୟମ

ଯଦି ଆପଣମାନେ ବିଦେଶକୁ ଯାତ୍ରା କରୁଛନ୍ତି ଆଉ ଅନ୍ୟ ଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । ଏବେ ଅନ୍ୟ ଦେଶରେ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡରୁ ଖର୍ଚ୍ଚ କଲେ ଆପଣଙ୍କୁ ୨୦% ଟ୍ୟାକ୍ସ ଦେବାକୁ ପଡ଼ିବ । ଏ ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ…

ମୋବାଇଲ  ରିଚାର୍ଜ ପ୍ଲାନ ୨୮ ଦିନର କାହିଁକି?

ଅନେକ ଟେଲିକମ୍‌ କମ୍ପାନୀ ନିଜର ରିଚାର୍ଜ ପ୍ୟାକର ଦାମ ବୃଦ୍ଧି କରିଦେଇଛନ୍ତି। ଯାହାପରେ ଗ୍ରାହକଙ୍କ ଖର୍ଚ୍ଚ ଅଧିକ ବଢ଼ିଯାଇଛି। ଏବେ ଗରିବ ଠାରୁ ଧନୀ ସମସ୍ତଙ୍କ ପାଇଁ ଏହା ମହଙ୍ଗା ହୋଇଯାଇଛି। ତେବେ ଆପଣ କେବେ ଭାବିଛନ୍ତି କୌଣସି ବି କମ୍ପାନୀର ପ୍ଲାନ ଭ୍ୟାଲିଡିଟୀ ୨୮ ଦିନର କାହିଁକି…

ଗୁରୁବାରରେ ଏସବୁ କାମ କରିବା ମନା

ସପ୍ତାହର ଚତୁର୍ଥ ଦିନ ମାନେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଛି। କୁହାଯାଏ ଯେତେବଡ଼ ସମସ୍ୟା ଥାଉ ନା କାହିଁକି ଗୁରୁବାର ଦିନ ଶ୍ରୀ ହରିଙ୍କୁ ସତ୍‌ ମନରେ ଆରଧନା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ। ଧାର୍ମିକ ଶାସ୍ତ୍ର ଅନୁସାରେ, ଗୁରୁବାର ଦେବଗୁରୁ ବୃହସ୍ପତିଙ୍କୁ ଆରାଧ୍ୟା…

ଦିଲ୍ଲୀ-ଭୋପାଳ ରୁଟ ରେ ଟ୍ରେନ ସ୍ପିଡ଼ ବଢିଯାଏ କାହିଁକି ?

ଦେଶରେ ଅନେକ ପ୍ରକାରର ଟ୍ରେନ୍ ଯାତ୍ରୀ ଙ୍କୁ ସେବା ଯୋଗାଇଥାଏ। ଟ୍ରେନ୍ ରେ ଲୋକଙ୍କୁ ଭଲ ସୁବିଧା ଯୋଗାଇ ଦେବା ପାଇଁ ଭାରତ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି। ଆଜି ଦେଶରେ ବନ୍ଦେ ଭାରତ ଟ୍ରେନ ଗଡ଼ିବା ଆରମ୍ଭ କରିଛି । ଯାହାର ସ୍ପୀଡ଼ ରହିଛି ଘଣ୍ଟା ପ୍ରତି ୧୮୦ କିଲୋମିଟର । ଯଦିଓ ଯାତ୍ରୀଙ୍କ…

ସରକାର ଚାଷୀଙ୍କୁ ଦେଲେ ୩ ଲକ୍ଷ ଟଙ୍କାର ଉପହାର, ଏପରି ଚେକ କରନ୍ତୁ

କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଉଛି । ଯଦି ଆପଣ ମଧ୍ୟ ଜଣେ ଚାଷୀ ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ଯଦି ଆପଣ ୧୪ତମ କିସ୍ତି କୁ ଅପେକ୍ଷା କରିଛନ୍ତି, ତେବେ ଏହା ପୂର୍ବରୁ ଆପଣଙ୍କ…

ଏହି ଉପାୟରେ ଦୂର ହୋଇଯିବ ସବୁ ସମସ୍ୟା

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତା ଦେବୀଙ୍କୁ ସମର୍ପିତ ରହିଥାଏ। ବୁଧବାର ଦିନ ଭଗବାନ ଗଣେଶକୁ ବିଧି ବିଧାନରେ ପୂଜା କରିବା ଦ୍ୱାରା ଗଣେଶ ପ୍ରସନ୍ନ ହୋହଇଥାଏ। ଶ୍ରୀ ଗଣେଶ ପ୍ରସନ୍ନ ହେଲେ ବ୍ୟକ୍ତିର ଜାତକ ଉପରେ ବିଶେଷ କୃପା ପ୍ରଦାନ କରନ୍ତି। ଯାହା ପରେ ଆପଣଙ୍କ…

Google Pay ଦେଉଛି ୨ ଲକ୍ଷ ଟଙ୍କା ଋଣ

ଯଦି ଆପଣ ଗୁଗଲ୍ ପେ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଏଣିକି ସହଜରେ ଆପଣ ଗୁଗଲ୍ ପେ ରୁ ପାଇପାରିବେ ଋଣ। ଦେଶର ଅଧିକାଂଶ ଲୋକ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତି। ଯେଉଁଥିପାଇଁ ଲୋକମାନେ ସହଜରେ ଟଙ୍କା କାରବାର କରିପାରୁଛନ୍ତି । ଯଦି ଆପଣ…

ଏଠାରେ ଭଙ୍ଗା ହାଡ଼ ଯୋଡ଼ି ହୋଇଯାଏ

ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି,…

IRCTC ଜାରି କଲା ତତ୍କାଳ ଟିକେଟ ବୁକିଂ ର ସହଜ ଉପାୟ, ଜାଣି ନିଅନ୍ତୁ

ଭାରତୀୟ ରେଳ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥାଏ। ହେଲେ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା କେବେ ବି କମିନଥାଏ । ଅଧିକାଂଶ ରେଳ ମାର୍ଗରେ ନିଶ୍ଚିତ ହୋଇଥିବା ଟିକେଟ୍ ପାଇଁ ସର୍ବଦା ଛକାପଞ୍ଝା ଲାଗି ରହିଥାଏ। ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ନିଶ୍ଚିତ…

Whatsappରେ ଏବେ ପର୍ସନାଲ ଚାଟ୍‌ କୁ କରନ୍ତୁ Lock

ନିଜ ଫୋନକୁ ଅନ୍ୟ କାହାକୁ ଦେବା, ଏହା କାହାକୁ ବି ଠିକ ଲାଗି ନଥାଏ। କାରଣ ସମସ୍ତଙ୍କର କିଛି ପର୍ସନାଲ ଜିିନିଷ ଫୋନରେ ରହିଥାଏ। ଯାହା ସେମାନେ ସମସ୍ତଙ୍କ ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ। କଣ ଆପଣ ବି ନିଜ ଫୋନ ଅନ୍ୟ କାହାକୁ ଦେବା ସମୟରେ ଏହାକୁ ନେଇ ଚିନ୍ତିତ ହେଉଛନ୍ତି କି?…

ଭୁଲରେ ଟଙ୍କା ଟ୍ରାନ୍ସଫର କରିଥିଲେ ଏମିତି ପାଇବେ ଫେରସ୍ତ

ଭୁଲରେ କାହାକୁ ୟୁପିଆଇ ପେମେଣ୍ଟ କରିଦେଇଛନ୍ତି କି? ସାଧାରଣ ଭାବେ ୟୁପିଆଇ ପେମେଣ୍ଟ ଆମେ ଫୋନ ପେ, ପେଟିଏମ କିମ୍ବା ଜି-ପେ ମାଧ୍ୟମରେ କରିଥାଉ। ଏହା ମଧ୍ୟରୁ କୌଣସି ଥିରେ ଯଦି ଟଙ୍କା ଭୁଲରେ କାହାକୁ ଚାଲିଯାଉଛି ତେବେ ପ୍ରଥମେ କଷ୍ଟମର କେୟାରର ନାମ ଧ୍ୟାନକୁ ଆସିଥାଏ। ଅଭିଯୋଗ କରିବାକୁ…

ପୂଜା ସମୟରେ ଠାକୁରଙ୍କୁ ଏପରି ଲଗାନ୍ତୁ ଭୋଗ, ଟିକେ ଭୁଲ ରେ ମିଳିଥାଏ ଅଶୁଭ ଫଳ

ହିନ୍ଦୁ ଧର୍ମରେ ସବୁ ଘରେ ପୂଜା ପାଠ ହୋଇଥାଏ । ପୂଜା କରିବା ଭଗବାନ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଦର୍ଶାଇଥାଏ । ବ୍ୟକ୍ତି ଯେତେବେଳେ ଭଗବାନଙ୍କ ପୂଜା କରିଥାନ୍ତି, ସେ ସାଂସାରିକ ମୋହ ମାୟାରୁ ଦୂରରେ ରୁହନ୍ତି । ଆଧ୍ୟତ୍ମିକ ସଂସାରରେ ପହଞ୍ଚିଯାଇଥାନ୍ତି । ହେଲେ ପୂଜାର ଫଳ ସେତେବେଳେ ପ୍ରାପ୍ତ…