Below header

୧୦ ଡିଜିଟ ନମ୍ବରରୁ ଆଉ ଆସିବନି କଲ !

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ମାନେ TRAI ନିଜ ନିୟମ ରେ ଏକ ବଡ ପରିବର୍ତ୍ତନ କରିଛି । ଯାହା ଗ୍ରାହକମାନେ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲେ । ଅନେକ ଦିନ ପରେ TRAI ଦ୍ୱାରା ଫର୍ଜି କଲ୍ ଓ ମେସେଜ ସମ୍ବନ୍ଧରେ ଏକ ନୂଆ ନିୟମ ଜାରି କରାଯାଇଛି । ଯାହା ଗତ ମେ ୧ ଠାରୁ…

ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧିବା କାହିଁକି ମନା?

ସମସ୍ତଙ୍କ ଘରେ ମୃତ୍ୟୁ ପରେ ପରିବାର ସଦସ୍ୟ ସେହି ମୃତ ବ୍ୟକ୍ତିଙ୍କ ପୋଷାକ ପିଙ୍ଗି ଦିଅନ୍ତି। କିନ୍ତୁ ଏହା ପଛରେ କାରଣ କଣ ଆପଣ ଜାଣିଛନ୍ତି କି ? ପ୍ରାୟ ଭାବୁଥିବେ ଯେ ଯେହେତୁ ସେସବୁ ଅନ୍ୟ ଜିନିଷ ତେଣୁ ସମସ୍ତେ ବ୍ୟବହାର କରିବା ଉଚିତ ନୁହେଁ । ତେବେ ଏହାକୁ ନେଇ ଅନେକ ଜରୁରୀ ନିୟମ ମଧ୍ୟ…

ବାହାର ଚନ୍ଦନ ଯାତ୍ରା ପାଇଁ ସ୍ୱତନ୍ତ୍ର ଟାହିଆ

ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁଙ୍କ ଚାଲିଛି ୨୧ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ପ୍ରଭୁ ମଦନମୋହନ ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି ଜଳକ୍ରୀଡ଼ା କରୁଛନ୍ତି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା…

Data Backup ସମୟରେ ଧ୍ୟାନ ରଖନ୍ତୁ ସବୁ ଜରୁରୀ କଥା, ନଚେତ ହୋଇପାରେ ବଡ ସମସ୍ୟା

ଆଜିକା ସମୟରେ ସ୍ମାର୍ଟଫୋନ ବହୁତ ଜରୁରୀ ଡିଭାଇସ । ଯାହାକୁ ସବୁ କାମ ରେ ବ୍ୟବହାର କରାଯାଉଛି । ଏପରି ସ୍ଥିତିରେ ଫୋନେ ରୁ ଯଦି କିଛି ଡାଟା କାଟି ଯାଏ ତେବେ ଅସୁବିଧା ହେବ ନିଶ୍ଚିତ । ଆମେ ଅନେକ ଥର ଫୋନ ବ୍ୟବହାର କରିବା ସମୟରେ ଏହା ହ୍ୟାଙ୍ଗ ହୋଇଯିବାର ସମସ୍ୟାରେ ଶିକାର ହୋଇଛେ । ଏପରି…

ଜାଣନ୍ତୁ କେଉଁଠି କେତେ ରହିଛି ଏଲପିଜି ଗ୍ୟାସ ମୂଲ୍ୟ..

ଶ୍ରମିକ ଦିବସ ଅର୍ଥାତ ଆଜି ମେ' ୧ ରେ ସାଧାରଣ ଜନତାଙ୍କୁ ମିଳିଛି ଖୁସି ଖବର । ସବୁଥର ଭଳି ଏଥର ମଧ୍ୟ ସମସ୍ତଙ୍କ ନଜର ଗ୍ୟାସ ଦର ଉପରେ ରହିଛି । ଏଥର ଗ୍ରାହକଙ୍କୁ ଖୁସି କଲା ଭଳି ଖବର ଆସିଛି । ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୧୭୧.୫୦ ଟଙ୍କା ହ୍ରାସ କରିଛନ୍ତି…

ମେ’ ୧ ରୁ ବଦଳିବ ଏହି ନିୟମ

ଆସନ୍ତା କାଲି ମେ' ମାସ ଆରମ୍ଭ । କାଲିଠୁ ବଡ ବଡ ନିୟମରେ ପରିବର୍ତନ ହେବ ସହ ନୂଆ ନିୟମ ଲାଗୁ ହେବ । ମେ’ ମାସରୁ ଜିଏସ୍ଟିରୁ ଏଲପିଜି, ସିଏନଜି ଏବଂ ପିଏନଜି ଭଳି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡ଼ିବ ଯାହା କାରଣରୁ ପୁରା ମାସର ବଜେଟ୍…

Swiggyରେ ଅର୍ଡର କରୁଥିଲେ ଦେବାକୁ ପଡିବ ଅଧିକ ଟଙ୍କା, ଏହି ସେବା ପାଇଁ ଲାଗିବ ଏକ୍ସଟ୍ରା ଚାର୍ଜ

ଆଜିକା ସମୟରେ ସବୁକିଛି ଅନଲାଇନ ହେବାରେ ଲାଗିଛି। ଲୋକେ ଘରେ ବସି ଗୋଟିଏ କ୍ଲିକ୍‌ରେ ନିଜର ଅତ୍ୟାବଶ୍ୟକ ଜିନିଷ ପାଇ ପାରୁଛନ୍ତି। ଏହିପରି ଅନଲାଇନ ଫୁଡ୍‌ ଡେଲିଭରି ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଯୋଡ଼ି ହୋଇ ଗଲାଣି। ଅନଲାଇନ ରେ ଖାଦ୍ୟ ଅର୍ଡର କରିବା ପାଇଁ ହେଲେ ଆମେ ସ୍ୱିଗି ଓ ଜୋମାଟୋ କୁ…

ଜିଓର ନୂଆ ୮୯୫ ଟଙ୍କା ପ୍ଳାନରେ ମିଳୁଛି ୧୧ ମାସ ଯାଏ ଅନଲିମିଟେଡ ଫାଇଦା

ଜିଓ ରିଚାର୍ଜ ପ୍ଲାନକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଭାରତରେ ଶସ୍ତା ଇଣ୍ଟରନେଟ ପ୍ଳାନ ଦେବା ପାଇଁ ଜିଓ ନାମ ପ୍ରଥମରେ ଆସେ। ଜାଣିରଖନ୍ତୁ ଯେ ଜିଓ ର ଏବେ ଏକ ନୂଆ ପ୍ଳାନ ଆସିଛି। ଯାହା ୧୧ ମାସର ଦୀର୍ଘତମ ବୈଧତା ସହିତ ବଜାରକୁ ଆସୁଛି। ଏହାର ଦାମ ମଧ୍ୟ କମ ରହିଛି। ଯଦି ଆପଣ ଏହାର…

ଆଜି ପବିତ୍ର ଶନି ଓଷା

ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା | ଶନି ଦେବଙ୍କ କୋପ ଦୃଷ୍ଠିରୁ କେହିବି ତ୍ରାହି ପାରି ନାହାନ୍ତି | ଶନି ଦେବଙ୍କ ଶରଣ ନେଲେ ରୋଗ ,ଦୋଷ ,ପାପ ମୋଚନ ହୋଇଥାଏ | ଉଚିତ କର୍ମ କଲେ ଶନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କର ପୂଜା ପାଇଁ ଅନେକ ନିୟମ…

ଶନିଙ୍କ ବକ୍ରୀ ଗତିରେ ଏହି ୫ଟି ରାଶି ଉପରେ ପଡିବ ଖରାପ ପ୍ରଭାବ, ଏବେଠୁ ଜାଣିନେଇ ସତର୍କ ରୁହନ୍ତୁ

ଗ୍ରହମାନଙ୍କର ପରିବର୍ତ୍ତନ ମଣିଷ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଅନେକ ସମୟରେ ଲାଭ ମିଳିଥିବା ବେଳେ ଅନେକ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ପ୍ରତ୍ୟେକ ଗ୍ରହ ଏକ ନିଶ୍ଚିତ ସମୟମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଦ୍ୱାରା ଅନେକ ଯୋଗ ପଡିଥାଏ । ତେବେ…

ପେନସନ ବୃଦ୍ଧିକୁ ନେଇ ସରକାର ନେଲେ ବଡ ନିଷ୍ପତ୍ତି, କେବଳ ଏମାନେ ଉଠାଇପାରିବେ ଫାଇଦା

ପେନସନଭୋଗୀଙ୍କ ପାଇଁ ଆସିଛି ଖୁସି ଖବର । କେନ୍ଦ୍ର ସରକାର ଙ୍କ ସହିତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ପେନସନ୍‌ ବୃଦ୍ଧି କରନ୍ତି । ଯଦି ଆପଣ ମଧ୍ୟ ପେନସନ ବୃଦ୍ଧିକୁ ଅପେକ୍ଷା କରିଛନ୍ତି, ତେବେ ରାଜ୍ୟ ସରକାର ଏକ ବଡ଼ ଉପହାର ଦେଇଛନ୍ତି । ବର୍ତ୍ତମାନ କର୍ମଚାରୀଙ୍କ ପେନସନ୍‌ ବୃଦ୍ଧି କରିବାକୁ…

Flipkart Big Saving Days Saleରେ ମିଳିବ ୮୦% ଛାଡ଼

ଖୁବ ଶୀଘ୍ର ଆରମ୍ଭ ହେବ ଫ୍ଲିପକାର୍ଟରେ ବିଗ୍ ସେଭିଙ୍ଗ୍ ଡେଜ ସେଲ୍‌ । ଯେଉଁଥିରେ ଆପଣ ପ୍ରାୟ ୮୦% ପର୍ଯ୍ୟନ୍ତ ଭାରି ଡ଼ିସକାଉଣ୍ଟ । ଫ୍ଲିପକାର୍ଟର ଏହି ସେଲ ଆସନ୍ତା ୫ ମଇ ରୁ ଆରମ୍ଭ ହୋଇ ୧୦ ମଇ ଯାଏ ଚାଲିବ । ଫ୍ଲିପକାର୍ଟର ହୋମ ପେଜ ରେ ଆପଣ ଏହା ସମ୍ପର୍କ ରେ ଜାଣିପାରିବେ । ଏହି ସେଲ ରେ…