ଦୀର୍ଘ ୩ ବର୍ଷ ପରେ ଜନ୍ମ ମାଟିକୁ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା, ଏଥରକ ପ୍ରଥମ ଥର ପାଇଁ ମାଳତୀ ବି ଆସୁଛି ମାମୁଘର

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ଦେଶକୁ ଫେରୁଛନ୍ତି ଦେଶୀ ଗାର୍ଲ। ଭାରତ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଆମେରିକା ସିଙ୍ଗର ନିକ୍‌ ଜୋନସ୍‌ଙ୍କ ସହ ବିବାହ ପରେ ସେ ବିଦେଶରେ ରହୁଛନ୍ତି। ସାତ ସମୁଦ୍ର ପାରିରେ ରହୁଥିଲେ ମଧ୍ୟ ପ୍ରିୟଙ୍କା ନିଜ ଦେଶୀ ଅନ୍ଦାଜ କେବେ ବି ଭୁଲି…

ଚଳିତ ସପ୍ତାହର ରାଶିଫଳ ! ଜାଣନ୍ତୁ, କାହା ଭାଗ୍ୟରେ କ’ଣ ଅଛି

ମେଷ: ସପ୍ତାହ ଆରମ୍ଭରେ କାମ ଚାପ ଅଧିକ ରହିବ। ଭୂମି- ଭବନ ମାମଲା ତୁଟାଇବାକୁ ସାଙ୍ଗଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। କାମ କରିବା ପୂର୍ବରୁ ଏ ନେଇ କାହାକୁ କିଛି କୁହନ୍ତୁ ନାହିଁ। ନିଜ ଭବିଷ୍ୟତର ପ୍ଲାନ୍‌ ନିଜ ଭିତରେ ହିଁ ସୀମିତ ରଖନ୍ତୁ। ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ବଢ଼ିବ।…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୧୮

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ରୁଷର ପରମାଣୁ ଯୁଦ୍ଧାଭ୍ୟାସ, ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍‌ ଓ କ୍ରୁଜ୍‌ ମିସାଇଲର କରୁଛି ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଡାର୍ଟି ବୋମା ଓ ଆଣବିକ ଯୁଦ୍ଧ ଆଶଙ୍କା ଭିତରେ ରୁଷର ପରମାଣୁ ଯୁଦ୍ଧାଭ୍ୟାସ। ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍‌ ଓ କ୍ରୁଜ୍‌ ମିସାଇଲ ଉତ୍‌କ୍ଷେପଣ କରିଛି। ଟାର୍ଗେଟରେ ୟୁକ୍ରେନ ନଥିଲେ ମଧ୍ୟ ନିଜ ପରମାଣୁ ପରାକ୍ରମ ଦେଖାଉଛି ରୁଷ। ୟୁକ୍ରେନ୍‌ ସହ ୮ ମାସର ଯୁଦ୍ଧ ଭିତରେ ବାର୍ଷିକ…

ୟୁକ୍ରେନ୍କୁ ସାହାଯ୍ୟ କରି ନାଟୋ ଦେଶ ହଟହଟା, ସରିଗଲାଣି ନିଜ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ରୁଷ ସେନା ଦିନକୁ ଦିନ ୟୁକ୍ରେନ ଉପରେ ବୋମାମାଡ଼ ଏବଂ ଏୟାର ଷ୍ଟ୍ରାଇକକୁ ତୀବ୍ର କରିବାରେ ଲାଗିଛି। ଅନ୍ୟପଟେ ନାଟୋ ଦେଶର ବଳରେ ବଳୀୟାନ ହୋଇ ରୁଷ ବିପକ୍ଷରେ ୟୁକ୍ରେନ ଅଣ୍ଟା ଭିଡ଼ିଛି। କିନ୍ତୁ ଗତ କିଛି ଦିନ ଧରି ନାଟୋ ଦେଶ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କମାଇବା ଆରମ୍ଭ…

ଗୁମ୍‌ନାମୀ ବାବା ହିଁ ନେତାଜୀ! ଆର୍‌ଟିଆଇରେ ଡିଏନ୍‌ଏ ରିପୋର୍ଟ ମାଗିଥିଲେ ଆବେଦକ, କିନ୍ତୁ ମନା କଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଗୁମ୍‌ନାମୀ ବାବା ନାଁରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଭାରତରେ ରହୁଥିବା ଚର୍ଚ୍ଚା ହୋଇଆସୁଛି। ଗତ ସେପ୍ଟେମ୍ବର ୨୪ରେ ପଶ୍ଚିମବଙ୍ଗ ହୁଗୁଳି କୋନଗର ବାସିନ୍ଦା ସାୟକ ସେନ୍‌ ଆରଟିଆଇ ଅନୁସାରେ ଡିଏନଏ ରିପୋର୍ଟ ପ୍ରକାଶ କରିବା ଲାଗି ଆବେଦନ କରିଥିଲେ। କିନ୍ତୁ ବାବାଙ୍କ ଡିଏନଏ…

୫ ବର୍ଷ ମଧ୍ୟରେ ସେନା ବିମାନ ଦୁର୍ଘଟଣାରେ ୫୦ରୁ ଅଧିକ ବୀର ଯବାନଙ୍କୁ ହରାଇଛି ଭାରତ

ନୂଆଦିଲ୍ଲୀ: ଭାରତରେ ଗତ ୫ ବର୍ଷ ମଧ୍ୟରେ ସେନା ବିମାନ ଦୁର୍ଘଟଣାରେ ଦେଶ ୫୦ରୁ ଅଧିକ ବୀର ଯବାନଙ୍କୁ ହରାଇ ସାରିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଏବେ ବି ଭାରତୀୟ ସେନା ପୁରୁଣା ବିମାନ ବ୍ୟବହାର କରୁଛି। ନୂଆ ଏବଂ ଅତ୍ୟାଧୁନିକ ହେଲିକପ୍ଟର, ଯୁଦ୍ଧ ବିମାନ ଅଭାବ ଓ ଏହାକୁ କିଣି ସେନାରେ…

ଘର ବିକିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କିଣିଲେ ଡାକ୍ତର ଦମ୍ପତି 

କାନପୁର: କାନପୁର ଇନ୍ଦିରାନଗର ଦୟାନନ୍ଦ ବିହାରସ୍ଥିତ ଥିବା ଘରକୁ ବିକ୍ରି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଘରକୁ ଜଣେ ଡାକ୍ତର ଦମ୍ପତି କିଣିଛନ୍ତି। ଆଟର୍ଣ୍ଣି ବଳରେ ଏହି ଘରର ରେଜେଷ୍ଟ୍ରି ହୋଇଛି। ରାଷ୍ଟ୍ରପତି ଥିବାବେଳେ ରାମନାଥ କୋବିନ୍ଦ ଏବଂ ପତ୍ନୀ ବହୁବାର ଏହି…

ଖୁସି ଖବର! ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୮ ପଇସା କମି ୧୦୩ ଟଙ୍କା ୧୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮ ପଇସା କମି ୯୪ ଟଙ୍କା ୬୮ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା…

ଦୀପାବଳିରେ ଘରକୁ କିଣି ଆଣନ୍ତୁ ସୁନା, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦର

ଦୀପାବଳିରେ ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୭,୦୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୫୧,୨୯୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ଗାନ୍ଧି ପରିବାରକୁ ଝଟ୍‌କା ! ରଦ୍ଦ ହେଲା ରାଜୀବ ଗାନ୍ଧି ଫାଉଣ୍ଡେସନ୍‌ର ଲାଇସେନ୍ସ

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଫାଉଣ୍ଡେସନ୍‌ (ଆରଜିଏଫ୍‌) ଫରେନ୍‌ କଣ୍ଟ୍ରିବ୍ୟୁସନ ରେଗୁଲେସନ୍‌ ଆକ୍ଟ (ଏଫସିଆରଏ) ଲାଇସେନ୍ସକୁ ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ଆରଜିଏଫ୍‌ ଏକ ବେଆଇନ ସରକାରୀ ସଂସ୍ଥା ଯାହା ଗାନ୍ଧି ପରିବାର ସହିତ ଜଡ଼ିତ। ବୈଦେଶିକ ପାଣ୍ଠି ମାମଲାରେ ଆଇନ ଉଂଲ୍ଲଘନ କରି ଦୋଷୀ…

ଭାରତ-ପାକ୍‌ ମ୍ୟାଚ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଓବେସି; କହିଲେ- ସେଠିକି ଯିବା ମନା, ପୁଣି ଖେଳିବ କେମିତି ?

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ୍‌ର ଉତ୍ସାହ ବଢ଼ିବାକୁ ଯାଉଛି ଏବଂ କ୍ରୀଡ଼ାପ୍ରେମୀମାନେ ରବିବାର ଦିନ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି। ତେବେ ମ୍ୟାଚ୍‌ ପୂର୍ବରୁ ଏ ସମ୍ପର୍କରେ ରାଜନୀତି ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ ଉପରେ…