Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଭାରତୀୟ ନୌସେନାରେ ବିନା ପରୀକ୍ଷାରେ କରନ୍ତୁ ଅଫିସର ଚାକିରି, ବାସ୍‌ କରିବାକୁ ହେବ ଏହି କାମ

ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ନୌସେନାରେ ଏସଏସସି(SSC) ଅଧିନରେ ଅଫିସର ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ଅବିବାହିତ ପୁରୁଷ ପ୍ରାର୍ଥୀ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ…

ପାର୍ବଣ ପାଇଁ ପ୍ରସ୍ତୁତି! ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ ମାସିକ ଦରମା

ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବରରୁ କର୍ମଚାରୀମାନେ ସେମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ପାଇବେ। ଏହି ବିଷୟରେ ବିଭିନ୍ନ ରିପୋର୍ଟ ମଧ୍ୟ ଆସୁଛି ଯେ,…

ପେଟ୍ରୋଲ ଦାମ୍‌ ଉପରମୁହାଁ, ସାଧାରଣ ଜନତା ହନ୍ତସନ୍ତ

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ବଢ଼ି ୧୦୧ ଟଙ୍କା ୩୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବଢ଼ି ୯୭ ଟଙ୍କା ୬୬ ପଇସା ରହିଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ…

ଖୁସି ଖବର, କମିଗଲା ସୁନା ଦର

ଯଦି ଆପଣ ସୁନା କିଣିବାକୁ ଚାହୁଁଚନ୍ତି, ଆଜି ହିଁ ଯାଇ କିଣିଆଣନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୭୦ ଟଙ୍କା କମି ୪୬, ୮୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୭୦ ଟଙ୍କା କମି ୪୭, ୮୧୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ…

ଦମଦାର ଫିଚର୍ସ ସହ କମ ଦାମ୍‌ରେ ଲଞ୍ଚ ହେଲା Ferrari Roma ସ୍ପୋର୍ଟ କାର, ଘଣ୍ଟାକୁ ଯିବ ୧୦୦ କିଲୋମିଟର

ଇଟାଲୀର ପ୍ରମୁଖ ବାହନ ନିର୍ମାତା କମ୍ପାନୀ Ferrari ଭାରତୀୟ ବଜାରରେ ନିଜର ନୂଆ ସ୍ପୋର୍ଟ କାର ଲଞ୍ଚ କରିଛି । କମ୍ପାନୀ ତରଫରୁ କୁପ ସ୍ପୋର୍ଟ କାର Roma ନୂଆ ଅବତାରରେ ବଜାରକୁ ପ୍ରବେଶ କରିଛି । ଆକର୍ଷକ ଲୁକରେ ପାୱାରଫୁଲ ଇଞ୍ଜିନ ସହ ଆସୁଥିବା ଏହି କାରର ଦାମ ରହିଛି ଖୁବ ଶସ୍ତା । ଏହି କାର…

ବଦଳୁଛି ଇପିଏଫ୍ ନିୟମ: ଖୁବ ଶୀଘ୍ର କରନ୍ତୁ ଏହି କାମ, ନହେଲେ ମିଳିବନି ପିଏଫ୍ ଟଙ୍କା

ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଘୋଷଣା । କର୍ମଚାରୀଙ୍କ ସୁରକ୍ଷା ପାଇଁ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ନିୟମରେ ବଡ ପରିବର୍ତ୍ତନ ଘୋଷଣା କରାଯାଇଛି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅର୍ଥ ହାସଲ କରିବା ପାଇଁ ଇପିଏଫ୍ ଆକାଉଣ୍ଟ ସହିତ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ…

ଜାଣନ୍ତୁ ଆଜି ରାଜ୍ୟର ପେଟ୍ରୋଲ-ଡିଜେଲ ଦରର ତାଜା ଅପଡେଟ

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ବଢ଼ି ୧୦୧ ଟଙ୍କା ୩୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବଢ଼ି ୯୭ ଟଙ୍କା ୬୭ ପଇସା ରହିଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ…

ଜାଣନ୍ତୁ ଆଜି ୧୦ ଗ୍ରାମ ପ୍ରତି କେତେ ଅଛି ସୁନା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ୪୬,୯୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ୪୭,୯୮୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦…

ନୂଆ ବ୍ୟାଙ୍କ ରୁଲ୍‌ : ଯଦି ଆପଣ ଏହି ୫ଟି ସରକାରୀ ବ୍ୟାଙ୍କର ଗ୍ରାହାକ, ଆପଣଙ୍କୁ ଏହି ଦୁଇଟି କାମ କରିବା ଜରୁରୀ

ନୂଆଦିଲ୍ଲୀ :  ଯଦି ଆପଣଙ୍କ ଘରେ କାହାର ସିଣ୍ଡିକେଟ ବ୍ୟାଙ୍କ୍‌, ବିଜୟା ବ୍ୟାଙ୍କ୍‌ ବା ଦେନା ବ୍ୟାଙ୍କା,କର୍ପୋରେସନ ବ୍ୟାଙ୍କ୍‌ ବା ଆନ୍ଧ୍ର ବ୍ୟାଙ୍କ୍‌ ରେ ଖାତା ଥାଏ ତେବେ ଜୁଲାଇ ୧ରୁ ବ୍ୟାଙ୍କ ବଦଳି ଯାଇଛି । ତେଣୁ ଏହି ଗ୍ରାହକଙ୍କୁ ନୂଆ ପାସ୍‌ ବୁକ୍‌ ଓ ଚେକ୍‌ ବୁକ୍‌ ଆଣିବାକୁ ପଡ଼ିବ ।…

ଆପଣଙ୍କ ଟିକେଟ୍ ବଦଳରେ ଆଉ କିଏ କରିପାରିବେ ଯାତ୍ରା? ଜାଣନ୍ତୁ ରେଲୱେର ନୂଆ ନିୟମ

କରୋନାର ଦ୍ଵିତୀୟ ଲହରର ପ୍ରଭାବ ଟିକେ କମିଲା ପରେ ଏବେ ଧୀରେ ଧୀରେ ଜୀବନ ଯାତ୍ରା ସ୍ୱାଭାବିକ ହେଉଛି। ଏଣୁ କେତେକ ସ୍ଥାନରେ ରେଳ ଚଳାଚଳ ବି ଆରମ୍ଭ ହୋଇଗଲାଣି। ତେବେ ଟ୍ରେନରେ ଟିକେଟ ବୁକିଂ କରିବା ପରେ ବେଳେବେଳେ ଯାତ୍ରୀ କୌଣସି କାରଣବଶତଃ ଯାତ୍ରା କରିପାରିନଥାନ୍ତି। ଏଭଳି ସ୍ଥିତିରେ…

ଆଧାର କାର୍ଡ ତିଆରି ଓ ଅପଡେଟ୍ ପାଇଁ ଲାଗୁଛି ମାତ୍ର ଏତିକି ଟଙ୍କା, ଅଧିକ ଟଙ୍କା ମାଗିଲେ ଏଠାରେ କରନ୍ତୁ ଅଭିଯୋଗ

ଦେଶରେ ଆଧାର କାର୍ଡ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି। ଏହା ବିନା କୌଣସି ଜରୁରୀ କାମ ସମ୍ଭବପର ନୁହେଁ। ନୂଆ ଆଧାର କାର୍ଡ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିନଥାଏ। କିନ୍ତୁ ପରେ ଏଥିରେ କିଛି ପରିବର୍ତ୍ତନ କରିବାକୁ ହେଲେ ସେଥିପାଇଁ କିଛି ଅର୍ଥ ଦେବାକୁ ପଡ଼େ। ଯଦି ଆପଣ ଆଧାର…

BSF ରେ ବମ୍ପର ନିଯୁକ୍ତି, ୧୦ମ ଏବଂ ୧୨ଶ ପ୍ରାର୍ଥୀ ଜଲଦି କରନ୍ତୁ ଆବେଦନ

ବିଏସଏଫରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BSF ରେ ସହାୟକ ବିମାନ ମେକାନିକ(ASI), ସହାୟକ ରେଡିଓ ମେକାନିକ, ଷ୍ଟୋର ମ୍ୟାନ ଏବଂ ଅନ୍ୟାନ୍‌୍ୟ ପଦବୀ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ BSFର ଅଧିକାରକ େଓ୍ଵବସାଇଟ…