Browsing Category

ମନୋରଂଜନ

ଗୋଟିଏ ଦିନରେ ସୋସିଆଲ ମିଡ଼ିଆରେ ଲିକ୍ ହେଲା ‘ସଞ୍ଜୁ’ !

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ 'ସଞ୍ଜୁ' ଫେସବୁକରେ ଲିକ ହୋଇଯାଇଛି। ପୂରା ଫିଲ୍ମଟିକୁ 'ପ୍ରିନ୍ସ ରେଜବାନ' ନାମକ ଏକ ଗ୍ରାହକ ଜଣକ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେୟାର ହେବା କ୍ଷଣି ଭିଡିଓକୁ ଏବେ ପର୍ୟ୍ୟନ୍ତ ୫୦ହଜାର ଲୋକ ସେୟାର କରିଥିବା ବେଳେ…

ବଡ଼ିଗାର୍ଡ଼ ଶେରାଙ୍କ ପୁଅକୁ ଲଞ୍ଚ କରୁଛନ୍ତି ସଲମାନ୍ !

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ୍ ଇଣ୍ଡଷ୍ଟ୍ରିକୁ ବହୁ ନୂତନ କଳାକାର ଉପହାର ସ୍ବରୁପ ଦେଇଛନ୍ତି।ଏହି କଳାକର ମାନଙ୍କ ତାଲିକାରେ ବର୍ତ୍ତମାନ ଆଉ ଜଣେ ସାମିଲ ହେବା ପାଇଁ ଯାଉଛନ୍ତି। ତେବେ ସେ ଆଉ କିଏ ନୁହଁ ସଲମାନଙ୍କ ସହ ଛାଇ ଭଳି ରହୁଥିବା ବଡ଼ିଗାର୍ଡ଼ ଶେରାଙ୍କ ପୁଅ ଟାଇଗର। ମିଡ଼ିଆ ସୂତ୍ରରୁ…

”ଆଇ ଲଭ୍ ୟୁ ବେବି କହି, ସେ ମୋ କାନରେ ଚୁମ୍ବନ କରିବାକୁ ଚେଷ୍ଟା କରୁଥିଲେ” : ସ୍ବରା ଭାସ୍କର

ମୁମ୍ବାଇ : ଅଭିନେତ୍ରୀ ସ୍ବରା ଭାସ୍କର ନିଜର ବୋଲ୍ଡ ଅବତାର ଓ ବୟାନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି। ଫିଲ୍ମ ‘ବୀର୍ ଦ ୱିଡେଙ୍ଗ୍’ର ସଫଳତା ଇଣ୍ଟରଭ୍ୟୁ ସମୟରେ ଆଭିନେତ୍ରୀ ସ୍ବରା ଭାସ୍କର ଇଣ୍ଡିଆନ୍ ଏକ୍ସପ୍ରେସର କାର୍ୟ୍ୟକ୍ରମରେ ଯୋଗଦେଇ କାଷ୍ଟିଙ୍ଗ କାଉଚର ଶିକାର ହୋଇଥିବା ବିଷୟରେ…

ହାତରେ ହାତ ଛନ୍ଦି ଆମ୍ବାନୀ ହାଉସରେ ଦେଖାଦେଲେ ପ୍ରିୟଙ୍କା- ନିକ୍ !

ମୁ୍ମ୍ବାଇ : ନିକଟରେ ଆମ୍ବାନୀ ହାଉସ ହୋଇଉଠିଥିଲା ଉତ୍ସବମୁଖର। ମୁକେଶ ଅମ୍ବାନୀଙ୍କ ବଡ଼ପୁଅ ଆକାଶ ଅଂବାନୀଙ୍କର ର୍ନିବନ୍ଧ ହୋଇଥିଲା। କିନ୍ତୁ ପାର୍ଟିର ମୁଖ୍ୟ ଆକର୍ଷଣ ବନିଥିଲେ ପ୍ରିୟଙ୍କା ଚୋପ୍ରା । ପାର୍ଟିରେ ନିଜ ବୟଫ୍ରେଣ୍ଡ ନିକ୍ ଜୋନସ୍ ସହ ପହଞ୍ଚିଥିଲେ କ୍ବାଣ୍ଟିକୋ ଅଭିନେତ୍ରୀ। ହାତରେ…

ଚନ୍ଦ୍ରରେ ତୋଳିବେ ଘର ଏହି କଳାକାର !

ମୁମ୍ବାଇ : ଟେଲିଭିଜନରୁ ଅଭିନୟ ଆରମ୍ଭ କରି ବଲିଉଡ଼ରେ ଧମାଲ ମଚାଇଥିବା ସୁଶାଂତ ସିଂହ ରାଜପୁତ ପୁଣିଥରେ ଚର୍ଚ୍ଚାରେ। କଥା କଣ କି ଚନ୍ଦ୍ରରେ ଘର ତୋଳିବା ପାଇଁ ଜାଗା କିଣିଥିବା ସୁଶାନ୍ତ ହେଉଛନ୍ତି ବଲିଉଡରେ ପ୍ରଥମ ଅଭିନେତା । ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସତ , ନିକଟରେ ଏକ ଇଣ୍ଟରଭ୍ୟୁରେ ସେ…

ଆଜି ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ସଞ୍ଜୁ

ବଡ଼ ପରଦାରେ ଦର୍ଶକ ଦେଖିବେ ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ। ଆଜି ରିଲିଜ ହେଲା ଫିଲ୍ମ ବହୁ ପ୍ରତିକ୍ଷିତ ଫିଲ୍ମ ସଞ୍ଜୁ। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ରଣବୀର କପୁର। ପାଖାପାଖି ଚାରି ହଜାର ସ୍କ୍ରିନରେ ରିଲିଜ ହୋଇଛି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଶେଷ ହୋଇଛି। ଆଡଭାନ୍ସ ବୁକିଂକୁ ଦେଖି…

ବଲିଉଡ଼ର ବିଗ ବି ଟ୍ୱିଟରରେ ପ୍ରକାଶ କଲେ ନିଜ ଦୁଃଖ, କିନ୍ତୁ କାହିଁକି

ବଲିଉଡ କଳାକାର ମାନେ ଅଧିକାଂଶ ସମୟ ବିଦେଶକୁ ଛୁଟି କଟାଇବାକୁ ଯାଇଥାନ୍ତି। ଭାରତରେ ପ୍ରଶଂସକ ଏବଂ ମିଡିଆ ଭୟରେ କଳାକରଙ୍କର ଘରୁ ବାହାରିବା କଷ୍ଟ ହୋଇଯାଇଥାଏ। ଏଥିପାଇଁ କଳାକାରମାନେ ବୁଲିବା ପାଇଁ ବିଦେଶ ଲୋକେସନ୍ ପସନ୍ଦ କରିଥାନ୍ତି। ଏବେ ନିକଟରେ ବଲିଉଡ ବିଗ୍ ବି କିଛି ଦିନର ଛୁଟି କାଟିପା…

‘ସଂଜୁ’ର ବକ୍ସ ଅଫିସ ଧମାଲ୍ , ରିଲିଜ୍ ପୂର୍ବରୁ ‘ପଦ୍ମାବତ୍’କୁ ଦେଲା ମାତ୍

ମୁମ୍ବାଇ : ବଲିଉଡ଼ର ଲଭରବୟ ରଣବୀର କପୁର ତାଙ୍କ ଆଗାମୀ ଚଳଚ୍ଚିତ୍ରର ‘ସଂଜୁ’ ପାଇଁ ବହୁ କଷ୍ଟ କରୁଛନ୍ତି। ଏହା ତାଙ୍କ କ୍ୟାରିୟରର ସବୁଠୁ ବଡ଼ ସଫଳତା ଆଣିପାରେ ବୋଲି କୁହାଯାଉଛି। ସଂଜୟ ଦତ୍ତଙ୍କ ବାୟୋପିକ୍ ଉପରେ ନିର୍ମିତ ଏହି ଫିଲ୍ମ ଆସନ୍ତା ଶୁକ୍ରବାର ଦିନ ରିଲିଜ୍ ହେବା ପାଇଁ ଯାଉଛି। ତେବେ…

ସଲମାନଙ୍କୁ ଖରାପ ଅଭିନେତା କହିବା ପରେ ’ରେସ ୩’ କୁ ଦୁନିଆର ଖରାପ ଫିଲ୍ମ କହିଲା ଗୁଗୁଲ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ’ରେସ ୩’ ସବୁ ସିନେମା ହଲରେ ପଡି ସାରିଛି। ଫିଲ୍ମଟି ବହୁତ ବଡ ଷ୍ଟାର କାଷ୍ଟ ଏବଂ ମହଙ୍ଗା ବଜେଟ ହୋଇଥିବା ସତ୍ତ୍ବେ ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ଅସଫଳ ହୋଇଛି। ବର୍ତ୍ତମାନ ଫିଲ୍ମକୁ ଆଉ ଏକ ଝଟକା ଲାଗିଛି। ଯାହାକୁ ଶୁଣି ସଲମାନଙ୍କ ଫ୍ୟାନ୍ସ ମାନେ…

ସୁଟିଂ ସେଟରେ ଅସୁସ୍ଥ ହେଲେ ସନ୍ନି ଲିଓନି !

ମୁମ୍ବାଇ : ବଲିଉଡ ବେବିଡ଼ଲ୍ ସନ୍ନି ଲିଓନି ବର୍ତ୍ତମାନ ତାମିଲ ଫିଲ୍ମ ‘ବିରମହାଦେବୀ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏଥି ସହ ଏମ-ଟିଭିରେ ପ୍ରସାରିତ ପପୁଲାର ରିଆଲିଟି ସୋ ‘ସ୍ପିଲ୍ଟଭିଲା-୧୧’ ମଧ୍ୟ ହୋଷ୍ଟ କରୁଛନ୍ତି। ନିକଟରେ ସ୍ପିଲ୍ଟଭିଲାର ସୁଟିଂ ସେଟରେ ହଠାତ୍ ସନ୍ନିଙ୍କ ପେଟରେ…

ସଲମାନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ ପର୍ଯ୍ଯନ୍ତ ନକଲ କରି ଫେଲ୍ ହେଲେ ଏହି କଳାକାର

ମୁମ୍ବାଇ : ବଲିଉଡ଼ରେ ରିମେକର ଟ୍ରେଣ୍ଡ ବହୁ ପୁରୁଣା। ଆଗରୁ ବଲିଉଡ଼ରେ ହଲିଉଡ଼ରୁ ନକଲ କରାଯାଉଥିବା ବେଳେ ବର୍ତ୍ତମାନ ସାଉଥ୍ ଫିଲ୍କ ଗୁଡ଼ିକରୁ ନକଲ କରାଯାଉଛି। ତେବେ ଅନେକ ରିମେକ ଫିଲ୍କ ବକ୍ସଅଫିସରେ ଧମାଲ କରିଥିଲେ ମଧ୍ୟ ଅନେକ ଫିଲ୍କ ଫେଲ ମାରିଛି। ଆଗକୁ ମଧ୍ୟ ରୋହିତ ସେଟ୍ଟୀଙ୍କ…

ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ଟିଂକୁ ନେଇ ସିନେମା ଗୋଲ୍ଡ : ଫ୍ଲୋରକୁ ଆସିଲା ଟ୍ରେଲର୍

ରିଲିଜ ହେଲା ଫିଲ୍ମ ଗୋଲ୍ଡର ଟ୍ରେଲର । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି ଫିଲ୍ମରେ । ସିନେମାରେ ଜଣେ ହକି ଖେଳାଳି ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ । ଏହା ସହ ଫିଲ୍ମରେ ରହିଛି ଦେଶଭକ୍ତିର ବାର୍ତ୍ତା । ଟେଲିଭିଜନ ଶୋ’ ନାଗିନ ଜରିଆରେ ସାରା ଦେଶରେ…