Browsing Category

ମନୋରଂଜନ

ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହେଲେ ସନ୍ନି !

ମୁମ୍ବାଇ : ସାରା ବିଶ୍ବରେ ଗତକାଲି ଫାଦର୍ସ ଡ଼େ ବା ପିତୃ ଦିବସ ପାଳନ କରାଯାଇଥିବା ବେଳେ ବଲିଉଡ଼ର ବେବି ଡ଼ଲ୍ ସନ୍ନି ଲିଓନି ମଧ୍ୟ ତାଙ୍କ ପରିବାର ସହ ଏହା ପାଳନ କରିଛନ୍ତି। ସନ୍ନି ଏବଂ ତାଙ୍କ ସ୍ବାମୀ ଡ଼ାନିଏଲ ଏହି ଅବସରରେ ଝିଅ ସାଙ୍ଗରେ ଫଟୋ ସୁଟ କରି ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ ।…

ପତ୍ନୀ ପ୍ରେମ ! ଐଶ୍ବର୍ୟ୍ୟାଙ୍କ ପାଇଁ ଏହି ଅଭିନେତ୍ରୀଙ୍କ ସହ ଅଭିନୟ କରିବେ ନାହିଁ ଅଭିଷେକ ବଚ୍ଚନ

ମୁମ୍ବାଇ : ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ଏବେ ପୁଣିଥରେ ମିଡ଼ିଆରେ ଚର୍ଚ୍ଚାର ଆସିଛନ୍ତି ପ୍ରିୟଙ୍କା । ଏଥର ଅନ୍ୟ କିଛି କାରଣରୁ ନୁହଁ ବରଂ ବଲିଉଡର ଜୁନିୟର ବଚ୍ଚନ ଅଭିଷେକଙ୍କ ପାଇଁ ଚର୍ଚ୍ଚାରେ ରହିଛନ୍ତି ସେ । ସୂଚନା ଅନୁଯାୟୀ…

ଭାଇଜାନ୍ ପୁଣି ଲଞ୍ଚ କରିବେ ନବାଗତ ଅଭିନେତ୍ରୀ :ଦବଙ୍ଗ-୩ରେ ସଲମାନଙ୍କ ବିପକ୍ଷରେ ଆସିବେ ନଜର

ମୁମ୍ବାଇ : ବଲିଉଡର ଦବଙ୍ଗ ଖାନ ଇଣ୍ଡଷ୍ଟ୍ରିକୁ ଅନେକ ନବାଗତ କଳାକାର ଭେଟି ଦେଇଛନ୍ତି । ଖାଲି ସେତିକି ନୁହଁ ତାଙ୍କ ଠାରୁ ବୟସରେ ବେସ୍ ସାନ ଅଭିନେତ୍ରୀଙ୍କ ସହ ପରଦା ଉପରେ ରୋମାନ୍ସ କରୁଥିବାର ମଧ୍ୟ ଦେଖାଯାଇଛନ୍ତି ଭାଇଜାନ୍। ସେହି ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କ ସାଙ୍ଗ ଅନିଲ କପୁରଙ୍କ ଝିଅ…

ଏଥିପାଇଁ କାଜଲଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଝିଅ !

ମୁମ୍ବାଇ : ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ କାଜଲ ତାଙ୍କ ଅଭିନୟ ଦ୍ବାରା ପ୍ରଶଂସକଙ୍କ ମନରେ ଘର କରିଥିବା ବେଳେ ନିକଟରେ ଇନକ୍ରେଡ଼ିବଲ୍-୨ ଚଳଚ୍ଚିତ୍ରରେ ଡ଼ବିଂ କରିଥିବାର ଦେଖାଯାଇଥିଲେ । ଏଥିରେ କାଜଲଙ୍କ ସହିତ ଅଭିନେତା ରଣବୀର ସିଂ ମଧ୍ୟ ଚଳଚ୍ଚିତ୍ରର ଗୋଟେ ଚରିତ୍ରର ଡ଼ବିଂ କରିଥିଲେ ।…

‘ଡ଼ବୁ ଅଙ୍କଲ’ଙ୍କୁ ଭାରି ପଡ଼ିଲେ ଏହି ନୂଆ ଅଙ୍କଲ୍ : ଡ୍ୟାନ୍ସ ଦେଖି ମାଧୁରୀ ମଧ୍ୟ କଲେ ପ୍ରଶଂସା

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଏବେ କିଛି ଦିନ ହେବା ଅଙ୍କଲ୍ ମାନଙ୍କର ନାଚ ଭାଇରାଲ ହେବାରେ ଲାଗିଛି।ରାତାରାତି ସୋସିଆଲ ମିଡ଼ିଆ ସେନ୍ସସନାଲ୍ ପାଲଟିଥିବା ସଂଞ୍ଜୟ ଶ୍ରୀବାସ୍ତବ ଓରଫ ଡ଼ବୁ ଅଙ୍କଲଙ୍କ ପରେ ବର୍ତ୍ତମାନ କଲର୍ସରେ ପ୍ରସାରିତ ଡ୍ୟାନ୍ସ ଡ଼ିୱାନେ ରିଆଲିଟି ସୋ ବେଦପ୍ରକାଶଙ୍କ ନାଚର ଜଲୱା…

ଓଲିଉଡରେ ନାଗ-ନାଗୁଣୀ କାହାଣୀ : ଚଳଚ୍ଚିତ୍ର ‘ତୁ ମୋ ସୁନାଚଢ଼େଇ’ର ହେଲା ମହୂରତ

ଭୁବନେଶ୍ବର : ଓଲିଉଡରେ ନିକଟରେ ଏକ ଭିନ୍ନ ସ୍ବାଦର କାହାଣୀ ଥିବା ଚଳଚ୍ଚିତ୍ରର ମୁହୁରତ ହୋଇଛି। ଏକ ନାଗ-ନାଗୁଣୀର କାହାଣୀ ଉପରେ ଆଧାରିତ ତୁମୋ ସୁନା ଚଢ଼େଇରେ ମୁଖ୍ୟ ଚରିତ୍ରରେ ନଜର ଆସିବା ପାଇଁ ଯାଉଛନ୍ତି ଜ୍ୟୋତି,ଏଲସା ଏବଂ ଶ୍ରୀୟା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ବରେ ଏସ.ଦିଲିପ୍…

ଜଳନ୍ଧର କୋର୍ଟରେ ହାଜର ହେବେ ସଲମାନ ଖାନ ଏବଂ ଶିଳ୍ପା ସେଟ୍ଟୀ !

ମୁମ୍ବାଇ:ସଲମାନ ଖାନଙ୍କର ଆଇନଗତ ବିବାଦରୁ ସଂପର୍କ ଶେଷ ହେବାର ନାଁ ହିଁ ଧରୁନି । ଜୋଧପୁର କୋର୍ଟ  ’ଟାଇଗର’ଙ୍କୁ ବର୍ତ୍ତମାନ ଜଳନ୍ଧର କୋର୍ଟରେ ହାଜର କରାଇଛି । ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ଫସିଛନ୍ତି । ଏକ ତାଜା କେସରେ ଜଳନ୍ଧର କୋର୍ଟର ଅଦାଲତ ସଲମାନ ଖାନଙ୍କୁ…

ଜାଣନ୍ତୁ କାହିଁକି ଅମିତାଭ ଦେଉଛନ୍ତି ଏହି ବ୍ୟକ୍ତିମାନଙ୍କୁ ୨ କୋଟି ଟଙ୍କା !

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଘୋଷଣା କରିଛନ୍ତି , ସେ ଭାରତୀୟ ସେନାରେ ଶହୀଦ ଜବାନଙ୍କ ବିଧବା ସ୍ତ୍ରୀ ଏବଂ ଦେଶର କୃଷକ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଅମିତାଭ ବଚ୍ଚନ ଏହିଭଳି ସମାଜିକ କାର୍ୟ୍ୟରେ ବହୁତ ଦିନରୁ ଜଡିତ ଅଛନ୍ତି । ବିଗ ବି ପୋଲିଓ ନିବାରଣ,ଟିବି ନିରୋଧକ ଅଭିଯାନ,ଏବଂ…

ଅନୁଷ୍କା-ବିରାଟଙ୍କ ପରେ ଇଟାଲିରେ ବିବାହ କରିବେ ଦୀପିକା-ରଣବୀର

ମୁମ୍ବାଇ: ବିଗତ କିଛି ଦିନ ହେବ ବଲିଉଡରେ ବିବାହର ଋତୁ ଲାଗି ରହିଛି । ଜଣଙ୍କ ପରେ ଜଣେ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବର୍ତ୍ତମାନ ବଲିଉଡର ବହୁ ଚର୍ଚ୍ଚିତ ପ୍ରେମୀ ଜୁଗଳ ରଣବୀର ଏବଂ ଦୀପିକାଙ୍କର ବିବାହର ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ଦୁହିଁଙ୍କର ବିବାହ ମୁମ୍ବାଇରେ…

ସୁନ୍ଦରଗଡ଼ ସଲମାନ ଖାନର ପ୍ରଶଂସକଙ୍କ ହାତରେ ଫାଟିଲା ବାଣ , ଚିକିତ୍ସା ପାଇଁ ଲୋଡ଼ିଲେ ବାବୁସାନଙ୍କ ସାହାଯ୍ୟ 

ରାୟଗଡ଼ା : କଳାକାରଙ୍କ ଜୀବନ ତାଙ୍କ ଫ୍ୟାନ୍ ବା ପ୍ରଶଂସକଙ୍କ ଉପରେ ର୍ନିଭରଶୀଳ ହୋଇଥାଏ । କଳାକାରଙ୍କ ପାଇଁ ତାଙ୍କ ପ୍ରଶଂସକ ଖୁସି ହୋଇଥିବା ବେଳେ ଅନେକ ସମୟରେ ତାଙ୍କ ପାଇଁ ନିଜ ଜୀବନର ବାଜି ମଧ୍ୟ ଲଗାଇଥାନ୍ତି । ଏଣୁ ରଜ ବଜାରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ  ରିଲିଜ୍ ହୋଇଛି ଓଲିଉଡ଼୍…

୬୫ ସେକେଣ୍ଡରେ ଜିରୋରୁ ହିରୋ ହେଲେ ଶାହରୁଖ ଖାନ,ଜାଣନ୍ତୁ କିପରି !

ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ବହୁଚର୍ଚିତ ଫିଲ୍ମ ’ଜିରୋ’କୁ ତାଙ୍କ ଫ୍ୟାନ ଏବଂ ସିନେପ୍ରେମୀମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏହି ଉତ୍କଣ୍ଠାରୁ ଜଣାପଡୁଛି ଯେ ସିନେଦର୍ଶକ ଶାହରୁଖଙ୍କ ଅଭିନୀତ ଫିଲ୍ମ ’ଜିରୋ’ର ପ୍ରଥମ ଟୀଜର ରିଲିଜ ହେବାକ୍ଷଣି ମାତ୍ର କିଛି ମିନିଟରେ ସୋସିଆଲ…

ଗୁରୁ ଗୋବିନ୍ଦା ଏବଂ ମାଧୁରୀ ଦିକ୍ଷିତଙ୍କ ସହ ମିଶି ଠୁମକା ଲଗାଇଲେ ଡ଼୍ଯାନ୍ସିଂ ଅଙ୍କଲ  

ମୁମ୍ବାଇ : କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଡ଼ବୁ ଅଙ୍କଲ ନାମରେ ଚହଳ ସୃଷ୍ଟି କରିଥିବା ଅଧ୍ୟାପକ ସଂଞ୍ଜିବ ଶ୍ରୀବାସ୍ତବଙ୍କୁ ଏବେ ବିଭିନ୍ନ ପ୍ରକାରର ରିଆଲିଟି ସୋରେ ଦେଖିବାକୁ ମିଳଛି । ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ଭଳି ନାଚ କରିବା ସହ ତାଙ୍କୁ ପିଲାଟିବେଳୁ ନିଜର ଗୁରୁ ମାନିଛନ୍ତି…