Below header
Browsing Category

News

ଗଣ୍ଡ ଚାଷୀଙ୍କ ଉନ୍ନତମାନର କଦଳୀ ଚାଷ, ଯାହା ପାଲଟିଛି ରୋଜଗାରର ମାଧ୍ୟମ

ବାଲିଗୁଡା (କେନ୍ୟୁଜ) : ଏମିତିରେ ତ କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ । ତେବେ ବର୍ତ୍ତମାନ ଏଠାକାର ଆଉ ଏକ ଜିନିଷର ଖ୍ୟାତି ବଢ଼ିବାକୁ ଯାଉଛି । ତାହା ହେଉଛି ଏଠାରେ ଚାଷ ହେଉଥିବା ଏକ ସ୍ୱତନ୍ତ୍ର ପ୍ରକାର କଦଳୀ । ଯାହା ଗଣ୍ଡ ଆଦିବାସୀ ସମ୍ପ୍ରଦାୟଙ୍କୁ ସ୍ୱାବଲମ୍ବୀ କରୁଛି । କନ୍ଧମାଳ ଜିଲ୍ଲା…

ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP

ପିପିଲି (କେନ୍ୟୁଜ) : ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP । ସେହିପରି ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ପିପିଲି ଉପନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏଭଳି ସୂଚନା ଦେଇଛନ୍ତି ADG ଯଶଓ୍ଵନ୍ତ ଜେଠଓ୍ଵା । ଆଜି ଅପରାହ୍ନରେ…

ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଟିକାକରଣ ସମୟ ହେଲା ପରିବର୍ତ୍ତନ, ଜାଣନ୍ତୁ କେଉଁ ସମୟରେ ମିଳିବ କୋଭିଡ଼ ଟିକା

କେନ୍ୟୁଜ୍(ବ୍ୟୁରୋ):  ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି  ଟିକାକରଣ ସମୟକୁ ପରିବର୍ତ୍ତନ କଲେ ରାଜ୍ୟ ସରକାର। ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତି ମୁତାବକ ରାଜ୍ୟରେ  ଗ୍ରଷ୍ମପ୍ରବାହକୁ ନଜରରେ ରଖି ପ୍ରତିଦିନ ସକାଳ ୮ରୁ ଦିନ ୧୨ଟା, ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ…

ମାର୍କେଟରେ ଏବେ ପାନ ଏଟିଏମ୍‌, ଚବିଶ ଘଣ୍ଟା ଯେତେବେଳେ ଚାହିଁବେ ମିଳିବ ପାନ

ପାନ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଥରେ ଯଦି କିଏ ଏହି ପାନ ଖାଇବା ଅଭ୍ୟାସରେ ପଡିଯାଆନ୍ତି ପରେ ଯେତେ ଚାହିଁଲେ ବି ପାନ ଛାଡିପାରନ୍ତିନି। ପାନ ସୌକିନ ମାନଙ୍କୁ ଖାଇବା ପରେ ଯେପର୍ଯ୍ୟନ୍ତ ପାନ ନମିଳିଛି, ସେତେ ପର୍ଯ୍ୟନ୍ତ ତାଙ୍କୁ ଭଲ ଲାଗିନଥାଏ। ଆଜିକାଲି ମାର୍କେଟରେ ଭିନ୍ନ…

ଫ୍ରିରେ ଗ୍ୟାସ୍ କନେକସନ୍ କରିଥିବା ଲୋକଙ୍କ ପାଇଁ ବଡ ଖବର, ସବସିଡିକୁ ନେଇ ସରକାର ବଦଳାଇବାକୁ ଯାଉଛନ୍ତି ନିୟମ

ଯଦି ଆପଣ ବି ଉଜ୍ଜ୍ୱଳା ସ୍କିମରେ ମାଗଣାରେ LPG ଗ୍ୟାସ୍ କନେକସନ କରିବାକୁ ପ୍ଲାନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ଉଜ୍ଜ୍ୱଳା ସ୍କିମ ଅନୁଯାୟୀ ମିଳୁଥିବା ସବସିଡି ଷ୍ଟ୍ରକଚରରେ ସରକାର ବହୁତ ଜଲଦି ପରିବର୍ତ୍ତନ କରିପାରନ୍ତି। ଖବର ଅନୁଯାୟୀ ପେଟ୍ରୋଲିୟମ ମନ୍ତ୍ରାଳୟ ୨…

ହିନ୍ଦୁ ଧର୍ମରେ ଶିଶୁଙ୍କୁ ପୋଡାନଯାଇ ମାଟିରେ ପୋତିଦିଆଯାଏ କାହିଁକି ଜାଣନ୍ତୁ

ପୃଥିବୀ ଲୋକରେ ସତ ଯଦି କିଛି ହୋଇଥାଏ ତେବେ ତାହା ହେଉଛି ପ୍ରାଣୀର ମୃତ୍ୟୁ। ମୃତ୍ୟୁ ପରେ ଶବ ସଂସ୍କାର ନେଇ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ରହିଥାଏ । ଯେମିତିକି ହିନ୍ଦୁ ଧର୍ମରେ ଶବକୁ ପୋଡ଼ି ଦିଆଯାଏ । ଖ୍ରୀଷ୍ଟ ଓ ମୁସଲମାନ ଧର୍ମରେ ଶବକୁ କବର ଦିଆଯାଇଥାଏ । କିନ୍ତୁ କଣ…

ଭିତରକନିକାରେ ଜୀବଜନ୍ତୁ ଏବେ ଗାଁ ମୁହାଁ, ଜାଣନ୍ତୁ କାହିଁକି ଏପରି କରୁଛନ୍ତି ହରିଣ ଏବଂ ବାରହା

ରାଜନଗର (କେନ୍ୟୁଜ୍‌) : ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଥିବା ବନ୍ୟଜୀବମାନେ ଏବେ ଗାଁ ମୁହାଁ ହେଉଛନ୍ତି। ବିଶେଷ କରି ହରିଣ,ବାରହା ଜନ ବସତି ଆଡକୁ ପ୍ରବେଶ କରୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଗତ କୋଡିଏ ଦିନ ମଧ୍ୟରେ ଜଙ୍ଗଲ ଠାରୁ ବହୁ ଦୂର ଜନବସତି ଅଞ୍ଚଳରୁ…

ସମୁଦ୍ରରେ ଗାଧୋଇବା ବେଳେ ଘଟିଲା ଅଘଟଣ, କ୍ଷଣକରେ ଚାଲିଗଲା ଯୁବକର ଜୀବନ

ଜୀବନ କେତେବେଳେ କାହା ସଙ୍ଗ ଛାଡିଦିଏ ତାହା କାହାକୁ ଜଣା ନଥାଏ। ବେଳେବେଳେ ଆମ ସହ ଏମିତି ଦୁର୍ଘଟଣା ଘଟେ ଯାହାର ମୂଲ୍ୟ ସ୍ୱରୂପ ଆମ ଜୀବନ ଚାଲିଯାଏ। ମନୋରଞ୍ଜନ ପାଇଁ ଅନେକ କିଛି ଏମିତି ପନ୍ଥା ଆପଣାଇଥାନ୍ତି, ଯାହର ଫଳ ସେମାନଙ୍କୁ ମଧ୍ୟ ଜଣାନଥାଏ। ଏମିତି ଏକ ଘଟଣା ଘଟିଛି ପୁରୀ ସହରରେ।…

ଓଡିଶାର ଏହି ଗାଁରେ ରହିଛି ମାତ୍ର ଗୋଟିଏ ଟିଭି, ଜାଣନ୍ତୁ କାହିଁକି

ଗଂଜାମ (କେନ୍ୟୁଜ) : ଆଜି କାଲି ଦୁନିଆରେ କାହା ଘରେ ଟିଭି ନାହିଁ କହିଲେ ? ସେ ଗରିବ ହେଉ କି ଧନୀ ଛୋଟ କିମ୍ବା ବଡ଼ ଟିଭିଟିଏ ଘରେ ନିଶ୍ଚୟ ଥିବ । ତେବେ ଆମେ ଆଜି ରାଜ୍ୟର ଏଭଳି ଏକ ଗାଁରେ ପହଞ୍ଚିଥିଲୁ ଯେଉଁଠି ପଞ୍ଚତିରିଶି ଘରକୁ ରହିଛି ଗୋଟିଏ ଟିଭି। ଆମେ ଆପଣଙ୍କୁ କହୁଛୁ ଗଂଜାମ ଜିଲ୍ଲା…

ପାଠରେ ବିଟେକ ଇଞ୍ଜିନିୟର, କିନ୍ତୁ ଠେଲାରେ ବିରିୟାନୀ ବିକ୍ରି କରୁଛନ୍ତି ଦୁଇ ବନ୍ଧୁ

ମାଲକାନଗିରି (କେନ୍ୟୁଜ) : ଇଞ୍ଜିନିୟର୍ସ ଠେଲା । ଏହାକୁ ଦେଖିଲେ କିଛି ଅଜବ କଥା ମନକୁ ଆସୁଛି କି? ନାଇଁ ଆଜ୍ଞା କିଛି ଅଲଗା ଭାବନ୍ତୁ ନାହିଁ । ଏବେ ଖୁବ୍‌ ଚର୍ଚ୍ଚାରେ ଅଛି ମାଲକାନଗିରିର ଏହି ଇଞ୍ଜିନିୟର୍ସ ଠେଲା । ସୁସ୍ୱାଦୁ ଖାଦ୍ୟ ପାଇଁ ଲୋକଙ୍କୁ ଟାଣି ଆଣୁଛି ପାଖକୁ । ଆପଣ ଭାବୁଥିବେ…

ରାତିରେ ଶବକୁ ଏକା ଛାଡିଲେ କଣ ହୋଇଥାଏ ଜାଣନ୍ତୁ

ସଂସାରରେ ଜନ୍ମ ଛି ତ ମୃତ୍ୟୁ ସୁନିଶ୍ଚିତ। କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ତେଣୁ ଦୁନିଆଁରେ କିଛି ବି ମିଛ ହୋଇ ପାରେ ହେଲେ ମୃତ୍ୟୁ ନୁହେଁ । ତଥାପି ଜୀବନର ଏଇ ଶେଷ କଥାଟିକୁ ଆମେ ମନେ ରଖି ପାରୁନା, ଭୁଲି ଯାଉ । ଅବଶ୍ୟ ଆମେ ଏଠି ମୃତ୍ୟୁକୁ ନେଇ ନୁହେଁ…