Below header
Browsing Category

News

କେନ୍ଦୁଝରରେ ଗୋଷ୍ଠୀ ସଂଘର୍ଷ, ୨ଗୁରୁତର ସହ ପୋଲିସ ଗାଡିକୁ ଆକ୍ରମଣ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ସିଂପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ। ଜମିଜମା ବିବାଦକୁ ନେଇ ଦୀର୍ଘ ୧୩ବର୍ଷ ଧରି ହରିହର ଘଣାଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା। ତାଙ୍କର ନିଆଁପାଣି ବନ୍ଦ କରାଯାଇଥିଲା। ଗତ ୫ତାରିଖରେ ହରିହରଙ୍କ ନାତୁଣୀର ବାହାଘର ଥିଲା। ହେଲେ…

ମାତ୍ର ୧୧୯ ଟଙ୍କାରେ କିଣନ୍ତୁ ୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡର, ଅଫରର ଜଲଦି ଉଠାନ୍ତୁ ଫାଇଦା

ଏବେ ତ ଘରେଇ ରୋଷେଇ ଗ୍ୟାସ୍ ଦାମ୍ ଆକାଶଛୁଆଁରେ ରହିଛି। ଚଳିତ ବର୍ଷ ସବସିଡିଯୁକ୍ତ ସିଲିଣ୍ଡରର ଦାମ ୨୨୫ ଟଙ୍କା ପ୍ରତି ସିଲିଣ୍ଡର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ସବସିଡିଯୁକ୍ତ ୧୪.୨ କିଲୋ ଏଲପିଜି ସିଲିଣ୍ଡର ଦାମ୍ ୮୧୯ ଟଙ୍କା। ତେଣୁ ଦର ବୃଦ୍ଧିକୁ ନେଇ ଆପଣ ଟିକେ ବ୍ୟସ୍ତ…

ଆଜି ପଖାଳ ଦିବସ : ଘରେ ନିଅନ୍ତୁ ଏହି ପାରମ୍ପରିକ ଖାଦ୍ୟର ଆନନ୍ଦ

ଆସ ଜୀବନ ଧନ ମୋର ପଖାଳ କଂସା । ଓଡ଼ିଶା ପରମ୍ପରା ଏବଂ ଓଡ଼ିଆ ଚଳଣୀରେ ଏହି ଲୋକ ଗୀତଟି ଓଡ଼ିଆ ଜୀବନରେ ପଖାଳ କଂସାର ବେଶ୍‌ ମହତ୍ତ୍ୱ ପ୍ରତିପାଦିତ କରେ । ଶୀତ ହେଉ ବା ଖରା ଓଡ଼ିଆଣୀର ହାଣ୍ଡିରେ ପଖାଳ ମୁଠାଏ ରହିଥାଏ ନିଶ୍ଚୟ । ଏହାକୁ ଖାଇ ପ୍ରତିଟି ଓଡ଼ିଆ ଯେଉଁ ଆତ୍ମ ତୃପ୍ତି ପାଏ ତାହାର…

ଇତିହାସ ରଚିଲେ କିଟ୍‌ ଛାତ୍ରୀ ଭବାନୀ ଦେବୀ, ଅସି ଚାଳନାରେ ପ୍ରଥମ ଭାରତୀୟ ଭାବେ ଅଲମ୍ପିକ୍ସ କୁ ମନୋନୀତ

ଭୁବନେଶ୍ୱର(କେନ୍ୟୁଜ୍‌) :  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍‌ନୋଲୋଜି (କିଟ୍‌) ର ଛାତ୍ରୀ ଭବାନୀ ଦେବୀ ଅସି ଚାଳନାରେ ପ୍ରଥମ ଭାରତୀୟ ଭାବେ ଅଲମ୍ପିକ୍ସକୁ ମନୋନୀତ ହୋଇଛନ୍ତି । ଜାରି ରହିଥିବା ବିଶ୍ୱ କପ୍‌ ଅସି ଚାଳନା ପ୍ରତିଯୋଗିତାରେ ରବିବାର ଭବାନୀ ଦେବୀ…

ଭଦ୍ରକ : ଦଶମ ପର୍ଯ୍ୟାୟ ଖାଦ୍ୟ ପୁଡ଼ିଆ ପହଞ୍ଚିଲା କିସ୍‌ ଛାତ୍ରଛାତ୍ରୀଙ୍କ ଘରେ

ଭଦ୍ରକ(କେନ୍ୟୁଜ୍‌) :  କରୋନା କାଳରେ ଘରେ ରହି ପାଠ ପଢ଼ୁଥିବା କିସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଦଶମ ପୁଡ଼ିଆ ଶୁଖିଲା ଖାଦ୍ୟ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚିଛି । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବସ୍‌ ଯୋଗେ ଏହି ସବୁ ଖାଦ୍ୟ ପୁଡ଼ିଆ ଭଦ୍ରକ ଜିଲ୍ଲା ଅଫିସ୍‌ରେ ପହଞ୍ଚିବା ପରେ ଜିଲ୍ଲା ସଂଯୋଜକ…

ଶ୍ରୀମନ୍ଦିର ବିକାଶ ପାଇଁ ଗଜପତିଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ଚିଠି। ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ନିଜ ମାର୍ଗଦର୍ଶନରେ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ବିଶାଳ ସମର୍ପଣ ନିଧି ଅଭିଯାନକୁ…