Browsing Category

News

ପ୍ରଥମ ପର୍ଯ୍ୟାୟର ଟିକା ରାଜ୍ୟର ୩ ଲକ୍ଷ ୨୦ ହଜାର କରୋନା ଫ୍ରଣ୍ଟ ଲାଇନ୍‌ ଓ୍ଵାର୍କର୍ସଙ୍କ ପାଇଁ,୩୦ ହଜାର ସ୍ଥାନରେ…

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାର ଟିକା ପ୍ଲାନ ଚୁଡ଼ାନ୍ତ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ ଲକ୍ଷ ୨୦ ହଜାର କରୋନା ଫ୍ରଣ୍ଟ ଲାଇନ୍‌ ଓ୍ଵାର୍କର୍ସଙ୍କୁ ଟିକା ଦିଆଯିବ । ରାଜ୍ୟରେ ୩୦ ହଜାର ସ୍ଥାନରେ ଟିକାକରଣ ଚାଲିବ । ଏଥିରେ ନିୟୋଜିତ ହେବେ ୮ ହଜାର ୩ଶହ କର୍ମଚାରୀ । ଆଜି ରାଜ୍ୟରେ ଟିକାକରଣ ନେଇ…

କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହେଲା ସମ୍ବିଧାନ ଦିବସ, ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ…

କେନ୍ୟୁଜ୍(ବ୍ୟୁରୋ): ଆଜି ସମ୍ବିଧାନ ଦିବସ । ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ସଭା ଦ୍ୱାରା ଭାରତର ସମ୍ବିଧାନ ଗୃହୀତ ହୋଇଥିଲା। ୧୯୫୦ ଜାନୁଆରି ୨୬ ତାରିଖରୁ ଏହାକୁ ଲାଗୁକରାଯାଇଥିଲା। ଭାରତୀୟ ସମ୍ବିଧାନର ଜନକ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଦେବା ପାଇଁ ଭାରତୀୟ ସମ୍ବିଧାନ ଦିବସ…

ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଲା ବାତ୍ଯା ନିଭାର: ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ, ଦୁଇ ରାଜ୍ୟରେ…

ତାମିଲନାଡୁ : ବିଳମ୍ବିତ ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ ବାତ୍ୟା ନିଭାର । ରାତି ୧୧ଟା ୩୦ରୁ ୨ଟା ୩୦ ମଧ୍ୟରେ ନିଭାର ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ପରେ ବାତ୍ୟା ଦୁର୍ବଳ ହୋଇ ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା…

ଭୁବନେଶ୍ୱରରେ ଆସନ୍ତାକାଲିଠୁ ଦୁଇ ଦିନ ଧରି ବସିବ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ,ପହଞ୍ଚିଲେ ମୋହନ…

କେନ୍ୟୁଜ୍(ବ୍ୟୁରୋ):  ଫୋକସରେ ପୂର୍ବ କ୍ଷେତ୍ରରେ ଆରଏସଏସର ସଂଗଠନ ବୃଦ୍ଧି । ଭୁବନେଶ୍ୱର ତେରାପନ୍ଥ ଭବନରେ ଆସନ୍ତାକାଲିଠୁ ଦୁଇ ଦିନ ଧରି ବସିବ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ । ଯୋଗଦେବେ ପୂର୍ବକ୍ଷେତ୍ର ଆସାମ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନର ପ୍ରାନ୍ତ…

ସାରୁଅରେ ଦଳିତ ବର୍ଗଙ୍କ ଜମି ହଡ଼ପ ଘଟଣା: ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିହାର ଭୁୟାଁଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  ସାରୁଅରେ ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ହାଇକୋର୍ଟରେ ଓଡ଼ିଶା ଇନଫ୍ରାଟେକର ଅନ୍ୟତମ ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁଙ୍କ ଆବେଦନର ଶୁଣାଣି ହୋଇଛି। ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିହାର ଭୁୟାଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।…

ବାଲେଶ୍ୱରରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ

କେନ୍ୟୁଜ (ବ୍ୟୁରୋ): ବାଲେଶ୍ୱରରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ। ସହଦେବଖୁଣ୍ଟା ପୋଲିସର ଚଢ଼ାଉ କରି ଅରଡ଼ ବଜାରରୁ ବ୍ୟାଗ ଭର୍ତ୍ତି ଟଙ୍କା ସହ ବ୍ରାଉନସୁଗର ଜବତ କରିଛି। ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଜଣାପଡ଼ିିଛି। ଏନେଇ ମୁନା ଖାଁ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ। ତାର…

ସାରା ଏବଂ ଜାହ୍ନବୀଙ୍କୁ ସୁନ୍ଦରତାରେ ମାତ୍ ଦେଉଛନ୍ତି ଏହି ଷ୍ଟାରକିଡ୍, ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ବେଶ୍…

‘ଆଶିକୀ, ଖିଲାଡି, ଜୋ ଜିତା ୱହି ସିକନ୍ଦର, କଭି ହାଁ କଭି ନା, ଅଞ୍ଜାମ’ ଭଳି ଫିଲ୍ମରେ ନଜର ଆସିଥିବା ଅଭିନେତା ଦୀପକ ତିଜୋରୀଙ୍କୁ କିଏ ବା ନ ଜାଣେ। ଏହିସବୁ ଫିଲ୍ମରେ ଆପଣ ନିଶ୍ଚିତ ତାଙ୍କୁ ଦେଖିଥିବେ। ଏବେ ଦୀପକ ଫିଲ୍ମ ଦୁନିଆରୁ ଦୂରରେ ରହିଛନ୍ତି କିନ୍ତୁ ତାଙ୍କ ଝିଅ ସମାରା ତିଜୋରୀ ଏବେ…

ମହର୍ଷି ଦୁର୍ବାସାଙ୍କ ଅଭିଶାପରେ ଦେବରାଜ ଇନ୍ଦ୍ରଙ୍କୁ କରିଥିଲା ଲକ୍ଷ୍ମୀଦ୍ରୋହୀ, ଜାଣନ୍ତୁ ସମ୍ପୂର୍ଣ୍ଣ ପୌରାଣିକ କଥା

ଭାରତୀୟ ଧର୍ମ ଓ ସଂସ୍କୃତିରେ ଫୁଲର ମହତ୍ତ୍ୱ ବିଷୟରେ ବର୍ଣ୍ଣିତ ହୋଇ ରହିଛି। ଫୁଲରେ ଦୈବିକ ଶକ୍ତି ବିଦ୍ୟମାନ ହୋଇ ରହିଥାଏ ଯାହା ଭକ୍ତଙ୍କ ଶକ୍ତିକୁ ଦ୍ୱିଗୁଣୀତ କରିଥାଏ।ଏହି ସବୁ ଶକ୍ତିକୁ ଆମେ ଖାଲି ଆଖିରେ ଦେଖି ପାରିନଥାଉ। ଫୁଲ ଦ୍ୱାରା ଦେବୀ ଦେବତାଙ୍କ ପୂଜା କରିବା ଦ୍ୱାରା ଲକ୍ଷ୍ମୀ,…

ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିବେ ପୋଲିସ ଡିଜି ଅଭୟ, ଗୁରା ସେତୁରେ ବିଏସଏଫ କ୍ୟାମ୍ପ କରିବେ ପରିଦର୍ଶନ

କେନ୍ୟୁଜ୍(ବ୍ୟୁରୋ):  ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ । ଏହାସହ ଗୁରା ସେତୁରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଓ ସୁରକ୍ଷା…

ଆନନ୍ଦପୁର ଘସିପୁରା ବ୍ଳକର ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ଓ ଠିକାଦାରଙ୍କ ଭିତରେ ପିସି କାରବାରକୁ ନେଇ ଭିଡିଓ…

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଳକର ଜଣେ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କ ଭିତରେ ୫ଲକ୍ଷ ଟଙ୍କାର ଠିକା କାମକୁ ନେଇ କିଏ କେତେ ପିସି ନେବେ ତାହାର ହିସାବ ଚାଲିଥିବା ସମୟର ଭିଡିଓ ଭାଇରାଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବିଡିଓ…

ଆଠଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘୋଳପୁର ଗାଁରେ ବୋମା ମାଡ଼, ଜଣଙ୍କର ମୃତ୍ୟୁ

ଆଠଗଡ(କେନ୍ୟୁଜ୍): ଗାଁ ଦାଣ୍ଡରେ ଫୁଟିଲା ବୋମା । ଆଠଗଡ଼ ବାଙ୍କୀ ଥାନା ଘୋଳପୁର ଗାଁରେ ବୋମା ମାଡ ହୋଇଛି । ବୋମା ମାଡରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗାଁର ଗୋବିନ୍ଦ ବେହେରା । ବୋମା ମାଡର କାରଣ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା…